ଏଷ୍ଟର ବିବରଣ

ଅଧ୍ୟାୟ: 1 2 3 4 5 6 7 8 9 10


-Reset+

ଅଧ୍ୟାୟ 1

1 ଅକ୍ଷଶ୍ବରେଶ ରାଜାଙ୍କ ସମୟରେ ଏପରି ଘଟିଥିଲା ଯେ ସେ ହିନ୍ଦୁସ୍ଥାନରୁ କୁଶଦେଶ ପର୍ୟ୍ଯନ୍ତ
12 7 ପ୍ରଦେଶ ଉପରେ ରାଜତ୍ବ କଲେ।
2 ଏହି ଅକ୍ଷଶ୍ବରେଶ ରାଜା ଶୂଶନ୍ ରାଜଧାନୀ ରେ ନିଜର ରାଜ ସିଂହାସନ ରେ ଉପବିଷ୍ଟ ହବୋପରେ,
3 ଆପଣା ଅଧିକାରର ତୃତୀୟ ବର୍ଷ ରେ ଆପଣାର ସବୁ ଅଧିପତି ଓ ଦାସମାନଙ୍କ ପାଇଁ ଭୋଜି ପ୍ରସ୍ତୁତ କଲେ। ତହିଁରେ ପାରସ୍ଯ ଓ ମାଦିଯା ଦେଶର ବିକ୍ରମି ଲୋକମାନେ ଏବଂ କୂଳୀନ ଓ ପ୍ରଦଶାଧେିପତିମାନେ ତାଙ୍କର ସାକ୍ଷାତ ରେ ଉପସ୍ଥିତ ହେଲେ।
4 ସେ ଆପଣା ପ୍ରତାପାନ୍ବିତ ରାଜ୍ଯର ଧନ ଓ ଆପଣା ମହତ୍ତ୍ବର ଶାେଭାର ଉତ୍କୃଷ୍ଟତା ଅନକେ ଦିନ, ଅର୍ଥାତ୍
18 0 ଦିନ ପର୍ୟ୍ଯନ୍ତ ପ୍ରଦର୍ଶନ କଲା।
5 ତେଣୁ ଏସବୁ ଦିନ ପରେ ରାଜା ସମସ୍ତ ଲୋକମାନଙ୍କୁ ଏକ ଭୋଜି ଦେଲେ, ମାନ୍ଯଗଣ ଓ ସାଧାରଣ ଲୋକ ଯେଉଁମାନେ ରାଜଧାନୀ ଶୂଶନ ରେ ଉପସ୍ଥିତ ଥିଲେ। ରାଜପୁରୀସ୍ଥ ଉଦ୍ୟାନ ରେ ସାତଦିନ ପର୍ୟ୍ଯନ୍ତ ଭୋଜି ଗ୍ଭଲିଲା।
6 ସଠାେରେ ଧଳା ଓ ନୀଳ କାର୍ପାସ ପରଦା ଥିଲା। ସହେି ପରଦାଗୁଡିକ ନାଇଲନ୍ ରେ ତିଆରି ରଜ୍ଜୁ ଓ ବାଇଗଣ ରଂଗର ରେ ୗପ୍ୟମଯ କଡା ରେ ମାର୍ବଲ ସ୍ତମ୍ଭ ରେ ବନ୍ଧା ଥିଲା। ଏବଂ ଚଟାଣ ଉପରେ ମଧ୍ଯ ଯାହାକି ବିଭିନ୍ନ ପ୍ରକାର ରଂଗିନ୍ ସ୍ପଟିକ, ଶାମୁକା, ମୁକ୍ତା ଓ ମାର୍ବଲ ପଥର ରେ ନିର୍ମିତ ହାଇେଥିଲା। ସଠାେରେ ସୁବର୍ଣ୍ଣର ଓ ରୂପାର ଆସନ ଥିଲା।
7 ସମାନେେ ନାନାପ୍ରକାର ସୁବର୍ଣ୍ଣପାତ୍ର ରେ ପାନଦ୍ରବ୍ଯ ଓ ରାଜାର ବଦାନ୍ଯତାନୁସା ରେ ପ୍ରଚୁର ରାଜକୀଯ ଦ୍ରାକ୍ଷାରସ ଦେଲେ।
8 ଦ୍ରାକ୍ଷାରସ ନିଯମ ଅନୁସାରେ ଥିଲା। କାହାରିକୁ ମଧ୍ଯ କରାଗଲା ନାହିଁ।
9 ବଷ୍ଟୀ ରାଣୀ ଅକ୍ଷଶ୍ବରେଶର ରାଜଗୃହ ରେ ସ୍ତ୍ରୀମାନଙ୍କ ପାଇଁ ଭୋଜି ପ୍ରସ୍ତୁତ କଲା।
10 ସପ୍ତମ ଦିନ ରେ ଯେତବେେଳେ ରାଜା ଦ୍ରାକ୍ଷାରସ ଯୋଗୁଁ ଅତ୍ଯଧିକ ମାତାଲ ହେଲେ, ସେ ମହୂମନ୍, ବିସ୍ଥା ହର୍ବୋଣା, ବିଗଥା, ଅବଗଥ, ସେଥର ଓ କର୍କସଙ୍କୁ ଆଦେଶ ଦେଲେ। ଏହି ସାତଜଣ ନଫୁସକ ଯେଉଁମାନେ ରାଜା ଅକ୍ଷଶ୍ବରେଶଙ୍କ ସବୋ କଲେ।
11 ଲୋକମାନଙ୍କୁ ଓ ରାଜପୁତ୍ରମାନଙ୍କୁ ତାଙ୍କର ସୌନ୍ଦର୍ୟ୍ଯ ଦଖାଇବୋ ପାଇଁ, ରାଣୀ ବଷ୍ଟୀଙ୍କୁ ରାଜମୁକୁଟ ପିନ୍ଧାଇ ରାଜାଙ୍କ ଆଗକୁ ଆଣ। ଯେ ହତେୁ ସେ ପରମ ସୁନ୍ଦରୀ ଥିଲା।
12 ମାତ୍ର ବାଷ୍ଟୀରାଣୀ ନଫୁସକମାନଙ୍କ ଦ୍ବାରା ରାଜାର କଥିତ ଆଜ୍ଞା ରେ ଆସିବାକୁ ରାଜି ହେଲା ନାହିଁ। ଏମୁ ରାଜା ଅତିଶଯ କୋରଧ କଲେ ଓ ତାହାର ଅନ୍ତକରଣ ରେ କୋରଧାଗ୍ନି ପ୍ରଜ୍ବଳିତ ହେଲା।
13 ଏହାପରେ ରାଜା ଜ୍ଞାନୀଲୋକମାନଙ୍କୁ ପଚାରିଲେ, ଯେଉଁମାନେ ରାଜକୀଯ ବିଧି ଜାଣିଥିଲେ। କାରଣ ବିଗ୍ଭରକଗଣଙ୍କୁ ଓ ଆଇନଜ୍ଞମାନଙ୍କୁ ଏପରି ପଗ୍ଭରିବାର ରାଜାଙ୍କର ପ୍ରଥା ଥିଲା।
14 ଏହି ସମୟରେ କର୍ଶନା, ଶେଥର, ଅଦ୍ମାଥା, ତର୍ଶାଶ, ମରେସ୍, ର୍ମସନୋ ଓ ମମୁଖନ୍ ରାଜାର ନିକଟବର୍ତ୍ତୀ ଥିଲେ। ଏହି ସାତ ଜଣ ପାରସ୍ଯ ଓ ମାଦିଯା ଦେଶର ଅଧିପତି, ଯେଉଁମାନେ ରାଜାଙ୍କର ନିକଟତମ ଓ ରାଜ୍ଯକୁ ଶାସନ କରୁଥିଲେ।
15 ରାଜା ସମାନଙ୍କେୁ ପଚାରିଲେ, "ରାଣୀଙ୍କୁ ଆଇନ୍ ଅନୁୟାଯୀ କଣ କରାୟିବା ଉଚିତ୍, ଯେ ହତେୁ ସେ ରାଜା ଆଦେଶ ଅବଜ୍ଞା କରିଛନ୍ତି, ଯାହାକି ନଫୁସକମାନଙ୍କ ଦ୍ବାରା ଦିଆୟାଇଥିଲା?"
16 ଏଥି ରେ ରାଜାଙ୍କର ଓ ଅଧିପତି ଗଣର ସାକ୍ଷାତ ରେ ମମୁଖନ ଉତ୍ତର ଦଇେ କହିଲେ, "ବଷ୍ଟୀରାଣୀ କବଳେ ମହାରାଜାଙ୍କ ପ୍ରତି ନୁହେଁ, ମାତ୍ର ଅକ୍ଷଶ୍ବରେଶ ରାଜାର ଅଧିନସ୍ଥ ପ୍ରଦେଶର ସମସ୍ତ ଅଧିପତି ଓ ସମସ୍ତ ଲୋକଙ୍କ ପ୍ରତି ଭୂଲ କର୍ମ କରୁଛନ୍ତି।
17 କାରଣ ରାଣୀର ଏହି କର୍ମର କଥା ସକଳ ସ୍ତ୍ରୀ ଲୋକଙ୍କ ମଧିଅରେ ବ୍ଯାପିୟିବ। 'ଏହା କହି ସ୍ତ୍ରୀମାନେ ସମାନଙ୍କେର ସ୍ବାମୀମାନଙ୍କୁ ଅବମାନନା କରିବେ।' ଆଉ ଅକ୍ଷଶ୍ବରେଶ ରାଜା ବଷ୍ଟୀରାଣୀକି ଆପଣା ନିକଟକୁ ଆଣିବାକୁ ଆଜ୍ଞା ଦେଲେ, ମାତ୍ର ସେ ଆସିଲା ନାହିଁ।
18 "ପାରସ୍ଯ ଓ ମାଦିଯାର ଉଚ୍ଚକୁଳୀନା ସ୍ତ୍ରୀଗଣ ରାଣୀର ଏହି କର୍ମର ସମାଗ୍ଭର ଆଜି ଶୁଣି ଅଛନ୍ତି, ସମାନେେ ରାଜାର ସମସ୍ତ ଅଧିପତିଙ୍କୁ ଏହିପରି କରିବେ। ତହିଁରୁ ଅତିଶଯ ନିନ୍ଦା ଓ କୋରଧ ଉତ୍ପନ୍ନ ହବେ।
19 "ଏଥିପାଇଁ ଯଦି ମହାରାଜା ସନ୍ତୁଷ୍ଟ ହୁଅନ୍ତି, ତବେେ ବଷ୍ଟୀ ଅକ୍ଷଶ୍ବରେଶ ରାଜା ନିକଟକୁ ଆଉ ନ ଆସିବାକୁ ରାଜାଜ୍ଞା ଶ୍ରୀଛାମୁରୁ ପ୍ରକାଶିତ ହେଉ। ଏବଂ ଏହା ପାରସିକ ଓ ମାଦୀଯ ବ୍ଯବସ୍ଥା ମଧିଅରେ ଲିଖିତ ହେଉ, ଯାହା ପରିବର୍ତ୍ତନ କରାୟାଇ ପାରିବ ନାହିଁ। ପୁଣି ମହାରାଜା ତାଙ୍କର ରାଣୀପଦ ତାହାଠାରୁ ଉତ୍ତମା ଏକ ସ୍ତ୍ରୀକୁ ଦିଅନ୍ତୁ।
20 ଆହୁରି ରାଜ୍ଯ ବୃହତ୍, ଏଣୁ ରାଜ୍ଯର ସବୁସ୍ଥାନ ରେ ଏହି ରାଜାଜ୍ଞା ପ୍ରକାଶିତ ହେଲା। ସ୍ବାମୀ ସାମାଜିକ କ୍ଷେତ୍ର ରେ କ୍ଷୁତ୍ର ହେଉ କି ମହାନ ହେଉ, ସମସ୍ତ ସ୍ତ୍ରୀମାନେ ନିଜନିଜ ସ୍ବାମୀମାନଙ୍କୁ ସମ୍ମାନ କରିବେ।"
21 ଏହି କଥା ରେ ରାଜା ଓ ଅଧିପତିଗଣ ସନ୍ତୁଷ୍ଟ ହବୋରୁ ରାଜା ମମୁଖନର ପରାମର୍ଶାନୁସା ରେ କର୍ମକଲା।
22 ତେଣୁ ସେ ପ୍ରେତ୍ୟକକ ପ୍ରଦେଶ ରେ ଅକ୍ଷାରାନୁସା ରେ ଓ ପ୍ରେତ୍ୟକକ ଗୋ୍ଟୀର ଭାଷାନୁସା ରେ ରାଜାର ଅଧିନ ପ୍ରେତ୍ୟକକ ପ୍ରଦେଶକୁ ଏହିରୂପେ ପତ୍ର ପଠାଇଲା, "ପ୍ରେତ୍ୟକକ ପୁରୁଷ ନିଜନିଜ ଗୃହ ରେ କତ୍ତୁର୍ତ୍ବ କରୁ ଓ ସ୍ବ ଗୋଷ୍ଠୀଯ ଭାଷାନୁସା ରେ ତାହାର ପଗ୍ଭର କରୁ।"




ଅଧ୍ୟାୟ 2

1 ଏହିସହୁ ଘଟଣା ପରେ ଅକ୍ଷଶ୍ବରେଶ ରାଜାର କୋର୍ଧ ଶାନ୍ତ ହୁଅନ୍ତେ ସେ ବଷ୍ଟୀକି ଓ ତାହାର କାର୍ୟ୍ଯ ଓ ତାହା ପ୍ରତିକୂଳ ରେ ପ୍ରଦତ୍ତ ଆଜ୍ଞା ସ୍ମରଣ କଲା।
2 ତେଣୁ ରାଜାର ସବୋକାରୀ ଭୃତ୍ଯମାନେ ତାହାକୁ କହିଲେ, "ମହାରାଜାଙ୍କ ପାଇଁ ସୁନ୍ଦରୀ ୟୁବତୀ କନ୍ଯାଗଣର ଅନ୍ବଷେଣ କରାଯାଉ।
3 ଆଉ ମହାରାଜା ଆପଣା ରାଜ୍ଯର ସମସ୍ତ ପ୍ରଦେଶ ରେ କର୍ମଗ୍ଭରୀଗଣ ନିୟୁକ୍ତି କରନ୍ତୁ। ସମାନେେ ସହେି ସବୁ ସୁନ୍ଦରୀ କନ୍ଯାଗଣକୁ ଶୂଶନ ରାଜଧାନୀ ରେ ଏକତ୍ର କରି ଅନ୍ତଃପୁର ରେ ସ୍ତ୍ରୀମାନଙ୍କ ରକ୍ଷକ ରାଜନଫୁସକ ହଗଯରେ ହସ୍ତ ରେ ସମର୍ପଣ କରନ୍ତୁ। ପୁଣି ସମାନଙ୍କେ ଅଙ୍ଗରାଗାର୍ଥକ ଦ୍ରବ୍ଯ ସମାନଙ୍କେୁ ଦତ୍ତ ହେଉ।
4 ଏହାପରେ ଯେଉଁ କନ୍ଯା ମହାରାଜାଙ୍କର ତୁଷ୍ଟୀକାରୀଣୀ ହବେ, ସେ ବଷ୍ଟୀ ବଦଳେ ରାଣୀ ହବେ।" ଏହି କଥା ରେ ରାଜା ସନ୍ତାଷେ ହବୋରୁ ସେ ଏପରି କଲା।
5 ସହେି ସମୟରେ ମର୍ଦ୍ଦଖଯ ନାମ ରେ ଜଣେ ୟିହୁଦୀଯ ଲୋକ ଶୂଶନ୍ ରାଜଧାନୀ ରେ ଥିଲା, ସେ ବିନ୍ଯାମୀନ ବଂଶୀଯ ୟାଯୀରର ପୁତ୍ର, ଶିମିଯିର ପୌତ୍ର, କୀଶର ପ୍ରପୌତ୍ର।
6 ଯେଉଁ ଲୋକମାନେ ଯିହୁଦାର ରାଜା ୟିକନିଯ ସହିତ ବାବିଲର ରାଜା ନବୁଖଦ୍ନିତ୍ସର ଦ୍ବାରା ନିର୍ବାସିତ ହାଇେଥିଲା। ସମାନଙ୍କେ ସହିତ କୀଶ ୟିରୁଶାଲମଠାରୁ ନିର୍ବାସିତ ହାଇେଥିଲା।
7 ମର୍ଦ୍ଦଖଯ ଆପଣା ମାମୁଁ କନ୍ଯା ହଦସାକୁ ଅର୍ଥାତ୍ ଏଷ୍ଟରକୁ ପ୍ରତିପାଳନ କଲା କାରଣ ତାହାର ପିତା କି ମାତା ନ ଥିଲେ। ସେ ପରମସୁନ୍ଦରୀ ଓ ସ୍ନହମେଯୀ ଥିଲା। ତାହାର ପିତାମାତା ମଲାପରେ ମର୍ଦ୍ଦଖଯ ତାହାକୁ ନିଜର କନ୍ଯାରୂପେ ଗ୍ରହଣ କରିଥିଲା।
8 ଯେତବେେଳେ ରାଜାର ସହେି ବାକ୍ଯ ଓ ଆଜ୍ଞା ପ୍ରଗ୍ଭରିତ ହେଲା ଶୂଶନ୍ ରାଜଧାନୀ ରେ ହଗଯେ ନିକଟରେ ଅନକେ କନ୍ଯା ସଂଗୃହିତ ହବୋ ବେଳେ ଏଷ୍ଟରକୁ ରାଜପୁରିକି ସ୍ତ୍ରୀ ରକ୍ଷକ ହଗଯେ ନିକଟକୁ ନିଆଗଲା।
9 ଏଥି ରେ ଏହି ୟୁବତୀ ହଗଯରେ ତୁଷ୍ଟିଜନକ ହାଇେ ତାହାଠାରୁ ଅନୁଗ୍ରହ ପାଇଲା। ଏଣୁ ସେ ଶୀଘ୍ର ତାକୁ ରାଜଗୃହରୁ ମନୋନୀତ ସାତଜଣ ଦାସୀଙ୍କ ସହିତ ସମସ୍ତ ଅଂଶ ପ୍ରସାଧନ ଏବଂ ତା'ର ଭାଗ ଖାଦ୍ୟ ଦିଆଗଲା। ଆଉ ସେ ତାକୁ ତାହାର ଦାସୀଗଣ ସହିତ ଅନ୍ତଃପୁରର ସର୍ବୋତ୍ତମ ସ୍ଥାନ ରେ ବାସ କରାଇଲା।
10 ମାତ୍ର ଏଷ୍ଟର ଆପଣା ବଂଶ କି କୁଟୁମ୍ବର ପରିଚଯ କାହାକୁ ଦଲୋନାହିଁ କାରଣ ମର୍ଦ୍ଦଖଯ ତାହା ନ ଜଣାଇବାକୁ ଆଜ୍ଞା କରିଥିଲା।
11 ଏହାପରେ, ଏଷ୍ଟର କିପରି ଅଛି ଓ ସେ କଣ କରୁଛି, ଏହା ଜାଣିବା ପାଇଁ ମର୍ଦ୍ଦଖଯ ପ୍ରତିଦିନ ନ୍ଯାଯାଳଯ ରେ ପ୍ରାଙ୍ଗଣ ସମ୍ମୁଖ ରେ ୟାତାଯତ କଲା।
12 ଦ୍ବାଦଶ ମାସ ଶଷେ ରେ, ରାଜା ଅକ୍ଷଶ୍ବରଶ ନିକଟକୁ ଏକ କୁଆଁରୀ କନ୍ଯାର ଉପସ୍ଥିତ ହବୋର ସମୟ ଆସିଲା। କାରଣ ସମାନଙ୍କେର ସୌନ୍ଦର୍ୟ୍ଯ ବୃଦ୍ଧି ପାଇଁ ଛଅ ମାସ ଗନ୍ଧରସର ତୈଳ ଓ ଛଅ ମାସ ସୁଗନ୍ଧି ଓ ସ୍ତ୍ରୀ ଲୋକଙ୍କ ଅଙ୍ଗରାଗାର୍ଥକ ଦ୍ରବ୍ଯ ସବେନ କରିବାକୁ ହେଲା।
13 ପୁଣି ରାଜାଙ୍କ ନିକଟକୁ ୟିବାକୁ ହେଲେ, ପ୍ରେତ୍ୟକକ ୟୁବତୀ ନିମନ୍ତେ ଏହିପରି ନିଯମ ଥିଲା। ସେ ଯେ କୌଣସି ଦ୍ରବ୍ଯ ମାଗିଲେ, ଅନ୍ତଃପୁରରୁ ରାଜଗୃହକୁ ୟିବା ସମୟରେ ସାଙ୍ଗ ରେ ନବୋ ନିମନ୍ତେ ତାହାକୁ ଦିଆଗଲା।
14 ରାଜାଙ୍କର ନଫୁସକ ଶାଶ୍ଗସର ତତ୍ତ୍ବାବଧାନ ରେ ଜଣେ କନ୍ଯା ସନ୍ଧ୍ଯା ସମୟରେ ଦ୍ବିତୀୟ ହ ରମଙ୍କେ ନିକଟକୁ ୟିବ ଓ ସକାଳ ରେ ଫରେି ଆସିବ। ଶାଶ୍ଗସ ରାଜାଙ୍କର ତତ୍ତ୍ବାବଧାରକ ଥିଲା।
15 ଏହାପରେ, ରାଜାଙ୍କ ନିକଟକୁ ୟିବାପାଇଁ ଏଷ୍ଟରର ପାଳି ପଡିଲା। ଏଷ୍ଟର ମର୍ଦ୍ଦଖଯଙ୍କ ପାଳିତ କନ୍ଯା ଥିଲା। ସେ ମର୍ଦ୍ଦଖଯର କକା ଅବିହଯିଲର କନ୍ଯା ଥିଲା। ହଗଯେ ରାଜାଙ୍କର ନଫୁସକ ଓ ସ୍ତ୍ରୀଲୋକମାନଙ୍କର ତତ୍ତ୍ବାବଧାରକ, ଯାହା କହିଥିଲେ, ତାହା ଛଡା ଏଷ୍ଟର ଆଉ କିଛି ମାଗିଲା ନାହିଁ। ସମସ୍ତେ ଯେଉଁମାନେ ହଗଯକେୁ ଦେଖିଲେ, ତା ପ୍ରତି ଅନୁକମ୍ପା କଲେ।
16 ରାଜାର ଅଧିକାରର ସପ୍ତମ ବର୍ଷର ଦଶମ ମାସ ରେ ଅର୍ଥାତ୍ ଟବେେତ୍ ସାମ ରେ, ଏଷ୍ଟରକୁ ରାଜଗୃହ ରେ ଅକ୍ଷଶ୍ବରେଶ ରାଜା ନିକଟକୁ ନିଆଗଲା।
17 ତହିଁରେ ରାଜା ଅନ୍ୟସକଳ ସ୍ତ୍ରୀଠାରୁ ଏଷ୍ଟରକୁ ଅଧିକ ପ୍ ରମେ କଲା ଏବଂ ଅନ୍ୟ ସମସ୍ତ ୟୁବତୀଠାରୁ ସେ ରାଜାର ଦୃଷ୍ଟି ରେ ଅନୁଗ୍ରହ ଓ ଦୟା ପାଇଲା। ଏଣୁ ସେ ତାହାର ମସ୍ତକରେ ରାଜ ମୁକୁଟ ଦଇେ ବଷ୍ଟୀ ବଦଳ ରେ ତାହାକୁ ରାଣୀ କଲା।
18 ଏହାପରେ ରାଜା ଓ ଆପଣା ସମସ୍ତ ଅଧିପତି ଓ ଦାସମାନଙ୍କ ପାଇଁ ଏଷ୍ଟର ଭୋଜି ବୋଲି ମହା ଭୋଜି ପ୍ରସ୍ତୁତ କଲା ଓ ସବୁ ପ୍ରଦେଶର ଛୁଟି କଲା ଓ ରାଜାର ବଦାନ୍ଯତାନୁସା ରେ ଦାନ କଲା।
19 କନ୍ଯାମାନେ ଦ୍ବିତୀୟଥର ସଂଗୃହିତା ହବୋ ସମୟରେ ମର୍ଦ୍ଦଖଯ ରାଜ ଦ୍ବାର ରେ ବସିଲା।
20 ଏଷ୍ଟର ମର୍ଦ୍ଦଖଯର ଆଜ୍ଞାନୁସା ରେ ଆପଣା ବଂଶ ଓ କୁଟୁମ୍ବର ପରିଚଯ କାହାକୁ ହିଁ ଦଲୋ ନାହିଁ। କାରଣ ଏଷ୍ଟର ମର୍ଦ୍ଦଖଯ ନିକଟରେ ପ୍ରତିପାଳିତା ହବୋ ସମୟରେ ଯେପରି କରୁଥିଲା ସେତବେେଳେ ହିଁ ସପରେି ତାହାର ଆଜ୍ଞା ପାଳନ କଲା।
21 ସହେି ସମୟରେ, ମର୍ଦ୍ଦଖଯ ରାଜଦ୍ବାର ରେ ବସିବା ବେଳେ ଦ୍ବାରପାଳମାନଙ୍କ ମଧିଅରେ ବିଗ୍ଥନ୍ ଓ ତରେଶ୍ ନାମକ ରାଜାଙ୍କର ଦୁଇ ଜଣ ନଫୁସକ କୋର୍ଧିତ ହାଇେ ଅକ୍ଷଶ୍ବରେଶ ରାଜାକୁ ବଧ କରିବାକୁ ଷଡୟନ୍ତ୍ର କଲେ।
22 ମାତ୍ର ମର୍ଦ୍ଦଖଯ ଏହା ଜାଣି ଏଷ୍ଟର ରାଣୀକୁ ଜଣାଇଲା। ପୁଣି ଏଷ୍ଟର ମର୍ଦ୍ଦଖଯ ନାମ ଦଇେ ରାଜାକୁ ତାହା ଜଣାଇଲା।
23 ତହିଁରେ ଅନୁସନ୍ଧାନ ଦ୍ବାରା ସହେି କଥା ପ୍ରମାଣ ହବୋରୁ ସହେି ଦୁଇଜଣ ବୃକ୍ଷ ରେ ଫାଶି ପାଇଲେ। ଆଉ ସହେି କଥା ରାଜାର ସାକ୍ଷାତ ରେ କଚରେୀର ନକଲ ଖାତା ରେ ଲଖାଗେଲା।




ଅଧ୍ୟାୟ 3

1 ଏହିସବୁ ଘଟଣା ପରେ ଅକ୍ଷଶ୍ବରେଶ ରାଜା ଅଗାଗୀଯ ହମ୍ମଦାଥାର ପୁତ୍ର ହାମନକୁ ଉନ୍ନତ କରି ଉଚ୍ଚ ପଦାନ୍ବିତ କଲା। ଆଉ ତାହାର ସଙ୍ଗେ ସମସ୍ତ ଅଧିପତିର ଆସନ ଅପେକ୍ଷା ତାକୁ ଶ୍ ରେଷ୍ଠ ଆସନ ଦଲୋ।
2 ତହିଁରେ ରାଜାର ଯେତେ ଦାସ ରାଜଦ୍ବାର ରେ ଥିଲେ, ସେ ସମସ୍ତେ ନତ ହାଇେ ହାମନକୁ ପ୍ରଣାମ କଲେ। କାରଣ ରାଜା ତାହା ବିଷଯ ରେ ସହେିପରି ଆଜ୍ଞା ଦଇେଥିଲେ। ମାତ୍ର ମର୍ଦ୍ଦଖଯ ନତ ହେଲା ନାହିଁ କି ତାହାକୁ ପ୍ରଣାମ କଲା ନାହିଁ।
3 ଏଣୁ ରାଜଦ୍ବାର-ବର୍ତ୍ତୀ ରାଜାର ଦାସଗଣ ମର୍ଦ୍ଦଖଯକୁ କହିଲେ, "ତୁମ୍ଭେ କାହିଁକି ରାଜାଜ୍ଞା ଲଙ୍ଘନ କରୁଅଛ?"
4 ଏହିପରି ସମାନେେ ପ୍ରେତ୍ୟକକ ଦିନ କହିଲେ। ତଥାପି ସେ ସମାନଙ୍କେର କଥା ଶୁଣିଲା ନାହିଁ। ଏଣୁ ଏହି ମର୍ଦ୍ଦଖଯର କଥା ରହିବ କି ନାହିଁ, ଏହା ଜାଣିବା ଇଚ୍ଛା ରେ ସମାନେେ ହାମନକୁ ତାହା ଜଣାଇଲେ। କାରଣ ମର୍ଦ୍ଦଖଯ ଯକେି ୟିହୁଦୀଯ ଲୋକ, ଏହା ସେ ସମାନଙ୍କେୁ କହିଥିଲା।
5 ଯେତବେେଳେ ହାମନ ଦେଖିଲା ମର୍ଦ୍ଦଖଯ ନତ ହେଲା ନାହିଁ, କି ତାହାକୁ ପ୍ରଣାମ କଲାନାହିଁ। ସେତବେେଳେ ସେ ଅତି କୋର୍ଧାନ୍ନିତ ହେଲା।
6 ମାତ୍ର ସେ କବଳେ ମର୍ଦ୍ଦଖଯ ଉପରେ ହସ୍ତକ୍ଷପେ କରିବାକୁ ଲଘୁ ମଣିଲା। କାରଣ ସମାନେେ ତାହାକୁ ମର୍ଦ୍ଦଖଯର ବଂଶୀଯ ଲୋକଙ୍କ କଥା ଜଣାଇଲେ। ତେଣୁ ହାମନ ଅକ୍ଷଶ୍ବରେଶର ସମୁଦାଯ ରାଜ୍ଯ ରେ ସମସ୍ତ ୟିହୁଦୀଯଙ୍କୁ ଅର୍ଥାତ୍ ମର୍ଦ୍ଦଖଯର ଲୋକଙ୍କୁ ବିନାଶ କରିବାକୁ ଚେଷ୍ଟା କଲା।
7 ରାଜା ଅକ୍ଷଶ୍ବରେଶ ଦ୍ବାଦଶ ବର୍ଷର ପ୍ରଥମ ମାସଟି, ଯାହାକି "ନୀଷନ" ବୋଲି ପରିଚିତ, ସମାନେେ ଆଖିବୁଜି ଦ୍ବାଦଶ ମାସକୁ ମନୋନୀତ କଲେ, ଏହା ଅଦର ୟିହୁଦୀମାନଙ୍କୁ ଧ୍ବଂସ କରିବା ବୋଲି ଜଣାୟାଏ।
8 ଏହାପରେ ହାମନ୍ ଅକ୍ଷଶ୍ବରେଶ ରାଜାକୁ କହିଲା, "ଆପଣଙ୍କ ରାଜ୍ଯର ସମସ୍ତ ପ୍ରଦେଶସ୍ଥ ଲୋକଙ୍କ ମଧିଅରେ ଛିନ୍ନଭିନ୍ନ ଓ ପୃଥକ୍କୃତ ଏକ ଦେଶୀଯ ଲୋକ ଅଛନ୍ତି। ଅନ୍ୟ ସକଳ ଲୋକଙ୍କର ବ୍ଯବସ୍ଥାଠାରୁ ସମାନଙ୍କେ ବ୍ଯବସ୍ଥା ଭିନ୍ନ ସମାନେେ ମଧ୍ଯ ମହାରାଜାଙ୍କ ବ୍ଯବସ୍ଥା ମାନନ୍ତି ନାହିଁ। ଏଣୁ ସମାନଙ୍କେ ବ୍ଯବହାର ସହ୍ଯ କରିବା ମହାରାଜାଙ୍କର ଉଚିତ୍ ନୁହେଁ।
9 "ମହାରାଜ ସନ୍ତୁଷ୍ଟ ହେଲେ ସମାନଙ୍କେୁ ବିନାଶ କରିବା ପାଇଁ ପତ୍ର ଲୋଖାଯାଉ। ତହିଁରେ ମୁଁ ରାଜକାର୍ୟ୍ଯ ରେ ନିୟୁକ୍ତ ଲୋକଙ୍କ ହସ୍ତ ରେ ରାଜଭଣ୍ତାରକୁ ଆଣିବା ପାଇଁ ଦଶହଜାର ତାଳନ୍ତ ରୂପା ଦବେି।"
10 ଏଥି ରେ ରାଜା ଆପଣା ହସ୍ତରୁ ଅଙ୍ଗୁରୀଯ କାଢି ୟିହୁଦୀଯମାନଙ୍କର ବୌରି ଅଗାଗୀଯ ହମ୍ମଦାଥାର ପୁତ୍ର ହାମନକୁ ଦଲୋ।
11 ପୁଣି ରାଜା ହାମନକୁ କହିଲା, " ସହେି ରୂପା ଓ ସହେି ଦେଶୀଯ ଲୋକ ତୁମ୍ଭକୁ ଦିଆଗଲା। ସମାନଙ୍କେ ପ୍ରତି ଯାହା ତୁମ୍ଭର ଇଛା, ତାହା କର।"
12 ଏଣୁ ପ୍ରଥମ ମାସର ତ୍ରଯୋଦଶ ଦିନ ରେ ରାଜାର ଲେଖକମାନେ ଆହୁତ ହୁଅନ୍ତେ, ହାମନର ସମସ୍ତ ଆଜ୍ଞାନୁସା ରେ ପ୍ରେତ୍ୟକକ ପ୍ରଦେଶସ୍ଥ ରାଜ ପ୍ରତିନିଧିଗଣ ଓ ଅଧିପତିଗଣ ଓ ପ୍ରେତ୍ୟକକ ଦେଶୀଯ ଲୋକଙ୍କ ଭାଷାନୁସା ରେ ପତ୍ର ଲିଖିତ ହେଲା। ତାହା ଅକ୍ଷଶ୍ବରେଶ ରାଜାର ନାମ ରେ ଲିଖିତ ଓ ରାଜାର ଅଙ୍ଗୁକୀଯ ରେ ମୁଦ୍ରାଙ୍କିତ ହେଲା।
13 ସମସ୍ତ ୟିହୁଦୀଯ ଆବାଳ, ବୃଦ୍ଧବନିତାଙ୍କୁ ବଧ କରିବା ପାଇଁ, ତଣ୍ଟି କାଟିବା ପାଇଁ, ଧ୍ବଂସ କରିବା ପାଇଁ ଏବଂ ସମାନଙ୍କେର ଦ୍ରବ୍ଯଗୁଡିକ ଲୁଣ୍ଠନ କରିବା ପାଇଁ ଲୋକମାନଙ୍କୁ ଅନୁମତି ପ୍ରଦାନ କରି, ରାଜା ସମସ୍ତ ପ୍ରଦେଶକୁ ପତ୍ରବାହକମାନଙ୍କ ଦ୍ବାରା ପତ୍ର ପଠାଇଲେ। ଏହା ମାତ୍ର ଗୋଟିଏ ଦିନ ରେ କରାୟିବାର ଥିଲା, ତାହା ଦ୍ବାଦଶ ମାସର ତ୍ରଯୋଦଶ ଦିନ ଯାହା ଅଦର ମାସ କୁହାୟାଏ।
14 ପୁଣି ସହେି ଦିନ ନିମନ୍ତେ ସମସ୍ତ ଲୋକ ଯମେିତି ପ୍ରସ୍ତୁତ ହୁଅନ୍ତି ଏଥିପାଇଁ ପ୍ରେତ୍ୟକକ ପ୍ରଦେଶ ରେ ଆଜ୍ଞା ପ୍ରଗ୍ଭର କରିବାକୁ ଓ ୟାବତୀଯ ଲୋକଙ୍କୁ ଜଣାଇବାକୁ ସହେି ଲିଖନର ପ୍ରତିଲିପି ଦିଆଗଲା।
15 ଆଉ ଧାବକଗଣ ରାଜାଜ୍ଞା ପାଇ ଶୀଘ୍ର ବାହାରି ଗଲେ, ପୁଣି ସହେି ଆଜ୍ଞା ଶୂଶନ୍ ରାଜଧାନୀ ରେ ପ୍ରକାଶିତ ହେଲା, ତହୁଁ ରାଜା ଓ ହାମନ୍ ପାନ କରିବାକୁ ବସିଲେ, ମାତ୍ର ଶୂଶନ ନଗର ଉଦ୍ବିଗ୍ନ ହେଲା।




ଅଧ୍ୟାୟ 4

1 ମର୍ଦ୍ଦଖଯ ଏସବୁ ବିଷଯ ଜାଣିବାପରେ ନିଜର ବସ୍ତ୍ରକୁ ଚିରି ପକାଇଲା ଓ ଚଟ ବସ୍ତ୍ର ପିନ୍ଧି ମୁଣ୍ତ ରେ ଭସ୍ମ ଲପନେ କଲା। ସେ ନଗର ମଧ୍ଯକୁ ଗଲା ଓ ଉଚ୍ଚ ସ୍ବର ରେ ରୋଦନ କଲା।
2 ସେ ରାଜଦ୍ବାର ସମ୍ମୁଖ ପର୍ୟ୍ଯନ୍ତ ଆସିଲା। ମାତ୍ର ଶାେକ ବସ୍ତ୍ର ପିନ୍ଧି କହେି ରାଜଦ୍ବାର ରେ ପ୍ରବେଶ କରିପାରିଲା ନାହିଁ।
3 ପ୍ରେତ୍ୟକକ ପ୍ରଦେଶର ଯେଉଁ ଯେଉଁ ସ୍ଥାନକୁ ଏହି ରାଜା ଆଜ୍ଞା ଓ ନିଯମ ପତ୍ର ଗଲା, ସହେିସବୁ ସ୍ଥାନର ୟିହୁଦୀଯମାନଙ୍କ ମଧିଅରେ ମହାଶୋକ ଓ ଉପବାସ ଓ କ୍ରନ୍ଦନ ଓ ବିଳାପ ହେଲା। ପୁଣି ଅନକେେ ଅଖା ଓ ଭସ୍ମ ରେ ଶଯନ କଲେ।
4 ଏଷ୍ଟରର ଦାସୀଗଣ ଓ ନଫୁସକମାନେ ଆସି ମର୍ଦ୍ଦଖଯ ବିଷଯ ରେ ତାଙ୍କୁ ଜଣାଇଲେ। ତେଣୁ ରାଣୀ ଅତିଶଯ ବିଚଳିତ ହାଇଗେଲେ। ପୁଣି ମର୍ଦ୍ଦଖଯଠାରୁ ଅଖାକାଢି ତାହାକୁ ପିନ୍ଧାଇବା ପାଇଁ ବସ୍ତ୍ର ପଠାଇଲା। ମାତ୍ର ସେ ତାହା ଗ୍ରହଣ କଲା ନାହିଁ।
5 ଏଥିପାଇଁ ରାଜାଙ୍କ ଦ୍ବାରା ଏଷ୍ଟରର ସବୋ ରେ ନିୟୁକ୍ତ ହଥକ୍ ନାମେ ରାଜ ନଫୁସକକୁ ଏଷ୍ଟର ଡାକି କ'ଣ ହେଲା ଓ କିପରି ହେଲା ତାହା ଜାଣିବା ପାଇଁ ମର୍ଦ୍ଦଖଯ ନିକଟକୁ ୟିବା ପାଇଁ ତାକୁ ଆଜ୍ଞା ଦଲୋ।
6 ତାପରେ ହଥକ୍ ରାଜଦ୍ବାର ସମ୍ମୁଖସ୍ଥ ନଗରର ଛକ ସ୍ଥାନ ରେ ମର୍ଦ୍ଦଖଯ ନିକଟକୁ ଗଲା।
7 ଏବଂ ମର୍ଦ୍ଦଖଯ ନିଜ ପ୍ରତି ଯାହା ଯାହା ଘଟିଥିଲା ଓ ୟିହୁଦୀଯମାନଙ୍କୁ ବିନାଶ କରିବା ନିମନ୍ତେ ହାମନ୍ ରାଜଭଣ୍ତାର ରେ ଠିକ୍ ଯେତେ ମୁଦ୍ରା ଦବୋକୁ ପ୍ରତିଜ୍ଞା କରିଥିଲା, ସେସବୁ ତାକୁ କହିଲା।
8 ଆହୁରି ମଧ୍ଯ ସମାନଙ୍କେ ବିନାଶାର୍ଥେ ଯେଉଁ ଆଜ୍ଞାପତ୍ର ଶୂଶନ ରେ ଦଇେଥିଲା, ତହିଁର ଏକ କପି ଏଷ୍ଟରକୁ ଦଖାଇେ ଜ୍ଞାତ କରାଇବାକୁ ଦଲୋ। ଆଉ ଏଷ୍ଟର ଯେପରି ଆପଣା ଲୋକମାନଙ୍କ ପାଇଁ ରାଜାଙ୍କ ଛାମୁ ରେ ପ୍ରବେଶ କରି ତାହାଙ୍କ ନିକଟରେ ନିବଦନେ ଓ ଅନୁ ରୋଧ କରିବ ଏପରି ଆଦେଶ କରିବାକୁ କହିଲା।
9 ତେଣୁ ହଥକ୍ ଆସି ମର୍ଦ୍ଦଖଯର କଥା ଏଷ୍ଟରକୁ ଜଣାଇଲା।
10 ଏହାପରେ ଏଷ୍ଟର ହଥକକୁ ଏହିକଥା କହି ମର୍ଦ୍ଦଖଯ ନିକଟକୁ ୟିବାପାଇଁ ଆଜ୍ଞା କଲା।
11 "ବିନା ରାଜା ଡାକରା ରେ ପୁରୁଷ ଓ ସ୍ତ୍ରୀ ଯେ କହେି ଭିତର ପ୍ରାଙ୍ଗଣକୁ ରାଜାଙ୍କ ନିକଟକୁ ୟାଏ ତାହାର ପ୍ରାଣଦଣ୍ତ ଦବୋର ଏକମାତ୍ର ବ୍ଯବସ୍ଥା ଅଛି। କବଳେ ଯାହା ପ୍ରତି ରାଜା ସ୍ବର୍ଣ୍ଣମଯ ରାଜଦଣ୍ତ ବଢାନ୍ତି, ସହେି ବଞ୍ଚେ। ଏହା ରାଜାଙ୍କର ସବୁଦାସ ଓ ରାଜାଙ୍କର ସବୁ ପ୍ରଦେଶସ୍ଥ ଲୋକ ଜାଣନ୍ତି। ମାତ୍ର ଗତ ତିରିଶ ଦିନ ହେଲା ମୁଁ ରାଜାଙ୍କ ନିକଟକୁ ୟିବାପାଇଁ ଡାକରା ପାଇନାହିଁ।"
12 ସମାନେେ ଏଷ୍ଟରର ଏହିକଥା ମର୍ଦ୍ଦଖଯକୁ କହିଲେ। ତେଣୁ ମର୍ଦ୍ଦଖଯ ଏଷ୍ଟରକୁ, ଏହି ପ୍ରତ୍ଯୁତ୍ତର ଦବୋକୁ ସମାନଙ୍କେୁ କହିଲା, "ସବୁ ୟିହୁଦୀଯମାନଙ୍କ ମଧ୍ଯରୁ କବଳେ ତୁମ୍ଭେ ରାଜ ଗୃହ ରେ ଥିବାରୁ ସେ ରକ୍ଷା ପାଇବ, ଏହା ଭାବ ନାହିଁ।
13
14 ଯଦି ତୁମ୍ଭେ ଏହି ସମୟରେ ନୀରବ ହାଇେ ରୁହ, ତବେେ ଅନ୍ୟ ଏକ ସ୍ଥାନରୁ ୟିହୁଦୀଯମାନଙ୍କ ନିମନ୍ତେ ଉପଶମ ଓ ପରିତ୍ରାଣ ଆସିବ। କିନ୍ତୁ ତୁମ୍ଭେ ଏବଂ ତୁମ୍ଭର ପରିବାର ବିନାଶ ହବେ, କିଏ ଜାଣେ ତୁମ୍ଭେ ଏପରି ସମୟର ତୁମ୍ଭର ରାଜକୀଯ ସ୍ଥାନ ପାଇପାର?"
15 ଏହାପରେ ଏଷ୍ଟର ମର୍ଦ୍ଦଖଯ ନିକଟକୁ ଉତ୍ତର ପଠାଇଲା, "ତୁମ୍ଭେ ୟାଇ ଶ୍ବଶନ ରେ ଉପସ୍ଥିତ ସମସ୍ତ ୟିହୁଦୀମାନଙ୍କୁ ଏକତ୍ର କରି ମାେ ଲାଗି ଉପବାସ କର। ପୁଣି ତିନି ଦିନ ୟାଏ, ଦିନ ରେ କି ରାତ୍ରି ରେ କିଛି ଖାଅ ନାହିଁ ଓ କିଛି ପାନ କର ନାହିଁ। ମୁଁ ଓ ମାରେ ଦାସୀଗଣ ସହେିପରି ଉପବାସ କରିବୁ, ତହୁଁ ବ୍ଯବସ୍ଥାନୁୟାଯୀ ନୋହିଲେ ହେଁ ମୁଁ ରାଜାଙ୍କ ନିକଟକୁ ୟିବି, ସେଥି ରେ ମଲେ ପେଛ ମରିବି।"
16
17 ତେଣୁ ମର୍ଦ୍ଦଖଯ ଗଲେ, ସେ ଏଷ୍ଟରଙ୍କ କହିବା ଅନୁୟାଯୀ କାର୍ୟ୍ଯ କଲେ।




ଅଧ୍ୟାୟ 5

1 ତୃତୀୟ ଦିନ ଏଷ୍ଟର ରାଜକୀଯ ବସ୍ତ୍ର ପିନ୍ଧି ରାଜଗୃହର ଭିତର ପ୍ରାଙ୍ଗଣ ରେ ରାଜଗୃହ ସମ୍ମୁଖ ରେ ଛିଡା ହେଲା। ସହେି ସମୟରେ ରାଜା ରାଜଗୃହ ରେ ଗୃହଦ୍ବାର ସମ୍ମୁଖ ରେ ରାଜ ସିଂହାସନ ଉପରେ ଉପବିଷ୍ଟ ଥିଲେ।
2 ତାପରେ ରାଜା, ରାଣୀ ଏଷ୍ଟର ପ୍ରାଙ୍ଗଣ ରେ ଠିଆ ହବୋର ଦେଖିଲେ। ଏବଂ ରାଜା ତାକୁ ଦେଖି ଖୁସି ହେଲେ, ତେଣୁ ସେ ତାଙ୍କ ହାତ ରେ ଥିବା ସୁବର୍ଣ୍ଣର ରାଜଦଣ୍ତ ରାଣୀ ଏଷ୍ଟର ଆଡକୁ ବଢାଇଲେ। ତେଣୁ ଏଷ୍ଟର ନିକଟକୁ ଆସିଲେ ଏବଂ ଆସି ରାଜଦଣ୍ତର ଅଗ୍ର ଭାଗ ଛୁଇଁଲେ।
3 ରାଜା ତାଙ୍କୁ ପଚାରିଲେ, "ରାଣୀ ଏଷ୍ଟର, ମୁଁ ତୁମ୍ଭ ପାଇଁ କ'ଣ କରିପା ରେ? ତୁମ୍ଭର କଣ ପ୍ରାର୍ଥନା ଅଛି? ମାରେ ଅର୍ଦ୍ଧକେ ରାଜ୍ଯ ପର୍ୟ୍ଯନ୍ତ ହେଲେ ହେଁ ତାହା ତୁମ୍ଭକୁ ଦିଆୟିବା।"
4 ଏଷ୍ଟର କହିଲା, " ଯବେେ ମହାରାଜାଙ୍କ ଦୃଷ୍ଟି ରେ ଭଲ ଦିଶେ, ତବେେ ମୁଁ ଆପଣାଙ୍କ ପାଇଁ ଯେଉଁ ଭୋଜି ପ୍ରସ୍ତୁତ କରିଅଛି, ମହାରାଜ ଓ ହାମନ୍ ଆଜି ସହେି ଭୋଜିକୁ ଆଗମନ କରନ୍ତୁ।"
5 ଏହାପରେ ରାଜା କହିଲେ, "ହାମନକୁ ଶୀଘ୍ର ଆଣ, ତାହାହେଲେ ଏଷ୍ଟର ଯାହା କହିଛନ୍ତି ଆମ୍ଭେ ତାହା କରିପାରିବୁ।"
6 ଏଥି ରେ ରାଜା ଭୋଜି ରେ ଦ୍ରାକ୍ଷାରସ ପାନକରିବା ବେଳେ ଏଷ୍ଟରକୁ କହିଲା, "ତୁମ୍ଭର କ'ଣ ନିବଦନେ ଅଛି? ତାହା ତୁମ୍ଭକୁ ଦିଆୟିବ। ତୁମ୍ଭର ପ୍ରାର୍ଥନା କ'ଣ ? ମାେ ଅର୍ଦ୍ଧକେ ରାଜ୍ଯ ପର୍ୟ୍ଯନ୍ତ ହେଲେ ହେଁ ତାହା ଦିଆୟିବ।"
7 ତହିଁରେ ଏଷ୍ଟର କହିଲା, " ମାରେ ନିବଦନେ ଓ ପ୍ରାର୍ଥନା ଏହି କି
8 ମୁଁ ଯବେେ ମାରେ ଇଚ୍ଛା ପୂରଣ କରିବା ପାଇଁ ମହାରାଜାଙ୍କ ଦୃଷ୍ଟି ରେ ଅନୁଗ୍ରହ ପାଇଅଛି, ଏବଂ ଏହା ଯବେେ ରାଜାଙ୍କୁ ଆନନ୍ଦ କରୁଥାଏ, ରାଜା ଓ ହାମନ ଆସନ୍ତାକାଲି ରାତ୍ରି ଭୋଜନକୁ ଆସନ୍ତୁ ଯାହା ମୁଁ ପ୍ରସ୍ତୁତ କରିବି। ସହେି ସମୟରେ ମୁଁ ରାଜାଙ୍କର ପ୍ରଶ୍ନର ଉତ୍ତର ଦବେି।"
9 ସଦେିନ ହାମନ୍ ଆନନ୍ଦିତ ହାଇେ ଗ୍ଭଲିଗଲା। ମାତ୍ର ହାମନ, ରାଜଦ୍ବାର ରେ ନିଜ ସମ୍ମୁଖ ରେ ମର୍ଦ୍ଦଖଯଙ୍କୁ ଉଠି ଠିଆ ନ ହବୋର କି ପ୍ରଣାମ ନ କରିବାର ଦେଖି ସେ ମର୍ଦ୍ଦଖଯ ବିରୁଦ୍ଧ ରେ କୋରଧ ରେ ପରିପୂର୍ଣ୍ଣ ହେଲା।
10 ତଥାପି ହାମନ ନିଜର କୋରଧକୁ ନିଯନ୍ତ୍ରଣ କଲା ଏବଂ ଗୃହକୁ ଗଲା। ତାପରେ ଆପଣା ମିତ୍ରଗଣକୁ ଓ ଆପଣା ଭାର୍ୟ୍ଯା ସରେଶକୁ ଡକାଇ ଆଣିଲା।
11 ଆଉ ହାମନ୍ ଆପଣା ଧନ ଓ ଐଶ୍ବର୍ୟ୍ଯର କଥା ଓ ବହୁ ସନ୍ତାନମାନଙ୍କ କଥା ଓ ରାଜା କିରୂପେ ତାହାର ପଦ ବୃଦ୍ଧି କରିଛନ୍ତି, ତାଙ୍କୁ ଆପଣା ଅଧିପତିମାନଙ୍କ ଓ ଦାସମାନଙ୍କ ଉପରେ ଆସନ ଦଇେଛନ୍ତି। ଏହିସବୁ ବିଷଯ ସମାନଙ୍କେୁ ଶୁଣାଇଲା।
12 ହାମନ ଆହୁରି କହିଲା, "ଏଷ୍ଟର ରାଣୀ ଆପଣା ପ୍ରସ୍ତୁତ ଭୋଜିକୁ ମାେ ଛଡା ଆଉ କାହାକୁ ରାଜାଙ୍କ ସଙ୍ଗେ ୟିବାକୁ ଦଇେ ନାହାଁନ୍ତି। ପୁଣି କାଲିକି ମୁଁ ରାଜାଙ୍କ ସଙ୍ଗେ ତାଙ୍କ ଦ୍ବାରା ନିମନ୍ତ୍ରିତ ହାଇେଅଛି।
13 କିନ୍ତୁ ମୁଁ ପ୍ରେତ୍ୟକକଥର ୟିହୁଦୀ ମର୍ଦ୍ଦଖଯକୁ ରାଜାଙ୍କ ଫାଟକରେ ବସିବାର ଦେଖେ, ଏହାସବୁ ମାରେକିଛି ଭଲ କରେ ନାହିଁ।"
14 ତେଣୁ ତାହାର ସ୍ତ୍ରୀ ସରେଶ୍ ଓ ତାର ସମସ୍ତ ମିତ୍ରଗଣ ତାକୁ କହିଲେ,: "ପଗ୍ଭଶ ହାତ ଉଚ୍ଚ ଏକ ଫାଶିକାଠ ପ୍ରସ୍ତୁତ କରାଯାଉ। ପୁଣି ମର୍ଦ୍ଦଖଯକୁ ତହିଁରେ ଫାଶି ଦବୋ ପାଇଁ କାଲି ସକାଳେ ରାଜାଙ୍କୁ କୁହ। ତହିଁ ପରେ ତୁଷ୍ଟ ହାଇେ ରାଜା ସହିତ ଭୋଜିକୁ ୟାଅ।"




ଅଧ୍ୟାୟ 6

1 ସହେି ରାତ୍ରି ରେ ରାଜା ଶୋଇ ପାରିଲେ ନାହିଁ। ଏଣୁ ସେ କଚରେୀ ବୃତ୍ତାନ୍ତ ପୁସ୍ତକ ଆଣିବାକୁ ଆଜ୍ଞା କଲେ, ଏବଂ ତାହା ରାଜାଙ୍କ ସମ୍ମୁଖ ରେ ପାଠ କରାଗଲା।
2 ତହିଁରେ ଏହି ଲିଖିତ କଥା ଦଖାଗେଲା, ରାଜାଙ୍କର ନଫୁସକ ବିଗ୍ଥନ୍ ଓ ତରେଶ ନାମ ରେ ଦୁଇଜଣ ଦ୍ବାରପାଳ ଅକ୍ଷଶ୍ବରେଶ ରାଜାଙ୍କୁ ବଧ କରିବାକୁ ଚେଷ୍ଟା କରିଥିବାରୁ ମର୍ଦ୍ଦଖଯ ତହିଁର ସମ୍ବାଦ ଦଇେଥିଲା।
3 ଏଣୁ ରାଜା ପଚାରିଲେ, "ଏଥିପାଇଁ ମର୍ଦ୍ଦଖଯକୁ କି ପ୍ରକାର ସମ୍ମାନ ଓ ଉଚ୍ଚପଦ ଦିଆ ୟାଇଅଛି?"
4 ତେଣୁ ରାଜା ପଚାରିଲେ, "ପ୍ରାଙ୍ଗଣ ରେ କିଏ ଅଛି?" ଏହି ସମୟରେ ହାମନ୍ ନିଜର ପ୍ରସ୍ତୁତ ଫାଶି କାଠ ରେ ମର୍ଦ୍ଦଖଯକୁ ଫାଶି ଦବୋ ପାଇଁ ରାଜାଙ୍କୁ କହିବା ନିମନ୍ତେ ରାଜଗୃହର ଦ୍ବାର ପ୍ରାଙ୍ଗଣକୁ ଆସିଲା।
5 ତେଣୁ ରାଜାଙ୍କର ଦାସମାନେ ତାଙ୍କୁ କହିଲେ, " ଦେଖନ୍ତୁ, ହାମନ୍ ପ୍ରାଙ୍ଗଣ ରେ ଛିଡା ହାଇେଅଛି।"
6 ତହିଁରେ ହାମନ୍ ଭିତରକୁ ଆସିବାରୁ ରାଜା ତାହାକୁ କହିଲା, "ରାଜା ଯାହାକୁ ସମ୍ମାନ କରିବାକୁ ତୁଷ୍ଟ ହୁଅନ୍ତି, ତାହା ପ୍ରତି କ'ଣ କରାୟିବ?" ହାମନ ମନମେନେ ଭାବିଲା, "ରାଜା ମାେ ବିନା ଆଉ କାହାକୁ ସମ୍ମାନ କରିବାକୁ ଅଧିକ ତୁଷ୍ଟ ହବେେ?"
7 ଏଣୁ ହାମନ୍ ରାଜାଙ୍କୁ ଉତ୍ତର ଦଲୋ, "ମହାରାଜ ଯାହାକୁ ସମ୍ମାନ କରିବାକୁ ତୁଷ୍ଟ ହୁଅନ୍ତୁ,
8 ତାହା ପାଇଁ ମହାରାଜାଙ୍କ ପରିଧଯେ ରାଜକୀଯ ବସନ ଏବଂ ଅଶ୍ବ ଯେଉଁଥି ରେ ରାଜା ଆରୋହଣ କରନ୍ତି ତାହା ଅଣାଯାଉ ଏବଂ ତାଙ୍କର ମସ୍ତକରେ ରାଜମୁକୁଟ ପିନ୍ଧା ଯାଉ।
9 ଆଉ ସହେି ବସନ ଓ ଅଶ୍ବ ମହାରାଜାଙ୍କର ଏକ ପ୍ରଧାନ ଅଧିପତିର ହସ୍ତ ରେ ଦିଆଯାଉ। ପୁଣି ମହାରାଜ ଯାହାକୁ ସମ୍ମାନ କରିବାକୁ ତୁଷ୍ଟ ହୁଅନ୍ତି, ତାହାକୁ ସମାନେେ ସହେି ରାଜ ବସନ ପିନ୍ଧାନ୍ତୁ ଓ ସହେି ଅଶ୍ବ ରେ ଆରୋହଣ କରାଇ ନଗର ଦାଣ୍ତ ରେ ତାହାର ଆଗେ ଆଗେ ଏହା ଘାଷେଣା କରାନ୍ତୁ। 'ମହାରାଜ ଯାହାର ସମ୍ମାନ ରେ ତୁଷ୍ଟ ହୁଅନ୍ତି, ତାହା ପ୍ରତି ଏହିପରି କରାୟାଏ।"'
10 "ଏଥି ରେ ରାଜା ହାମନକୁ କହିଲା, ତୁମ୍ଭେ ଏହା ଶ୍ରୀଘ୍ର କର, ଯେପରି କହିଲ। " ସପରେି ବସନ ଓ ସହେି ଅଶ୍ବ ଘନେି ରାଜଦ୍ବାର ରେ ଉପବିଷ୍ଟ ୟିହୁଦୀଯ ମର୍ଦ୍ଦଖଯ ପ୍ରତି କର। ସେଥିରୁ କିଛି କଥା ଦିଅ ନାହିଁ, ଯାହା ତୁମ୍ଭେ କହିଲ।"
11 ତେଣୁ ହାମନ୍ ସହେି ବସନ ଓ ଅଶ୍ବନଇେ ମର୍ଦ୍ଦଖଯକୁ ବସ୍ତ୍ରାନିତ୍ବା କଲା ଓ ଅଶ୍ବାରୋହଣ କରାଇ ନଗର ଦାଣ୍ତ ରେ ବୁଲାଇଲା। "ପୁଣି ମହାରାଜ ଯାହାକୁ ସମ୍ମାନ କରିବାକୁ ତୁଷ୍ଟ ହୁଅନ୍ତି, ତାହାପ୍ରତି ଏହିପରି କରାୟାଏ।" ଏହିକଥା ତାହାର ଆଗେ ଆଗେ ଘାଷେଣା କଲା।
12 ଏହାପରେ ମର୍ଦ୍ଦଖଯ ପୁନର୍ବାର ରାଜଦ୍ବାରକୁ ଆସିଲା। ମାତ୍ର ମହାନ୍ ଶାେକକୁଳ ହାଇେ ଓ ମସ୍ତକ ଢାଙ୍କି ଆପଣା ଗୃହକୁ ଶୀଘ୍ର ଗଲା।
13 ପୁଣି ହାମନ୍ ଆପଣା ପ୍ରତି ଘଟିତ ଏହି ସମସ୍ତ କଥା ନିଜର ଭାର୍ୟ୍ଯା ସରେଶକୁ ଓ ଆପଣାର ସମସ୍ତ ମିତ୍ରଙ୍କୁ କହିଲା। ତହିଁରେ ତାହାର ଜ୍ଞାନୀ ଲୋକମାନେ ଓ ତାହାର ସ୍ତ୍ରୀ ସରେଶ ତାହାକୁ କହିଲେ, "ଯାହା ସାକ୍ଷାତ ରେ ତୁମ୍ଭର ଏହି ପତନର ଆରମ୍ଭ ହାଇେଅଛି, ସେ ମର୍ଦ୍ଦଖଯ ଯବେେ ୟିହୁଦୀ ବଂଶୀଯ ଲୋକ ହୁଏ, ତବେେ ତୁମ୍ଭେ ତାହାକୁ ଜଯକରି ପାରିବ ନାହିଁ। ମାତ୍ର ତାହାର ସାକ୍ଷାତ ରେ ନିଶ୍ଚିତ ପତିତ ହବେ।"
14 ସମାନେେ ତାହା ସହିତ ଏହିପରି କଥାବାର୍ତ୍ତା କରୁ କରୁ ରାଜ-ନଫୁସକମାନେ ଆସି ଏଷ୍ଟରର ପ୍ରସ୍ତୁତ ଭୋଜିକୁ ହାମନକୁ ନବୋ ପାଇଁ ଚଞ୍ଚଳ ହେଲେ।




ଅଧ୍ୟାୟ 7

1 ତେଣୁ ଏଷ୍ଟର ରାଜା ଓ ହାମନ ରାଣୀ ସହିତ ଦ୍ରାକ୍ଷାରସ ପାନ କରିବାକୁ ଗଲେ।
2 ସହେି ଦ୍ବିତୀୟ ଦିନ ରାଜା ଦ୍ରାକ୍ଷାରସ ପାନକରିବା ବେଳେ ଏଷ୍ଟରକୁ ପୁନର୍ବାର କହିଲେ, "ରାଣୀ ଏଷ୍ଟର! ତୁମ୍ଭର ନିବଦନେ କ'ଣ? ତାହା ତୁମ୍ଭକୁ ଦିଆୟିବ। ତୁମ୍ଭର ଇଚ୍ଛା କ'ଣ? ତହା ମାରେ ଅର୍ଦ୍ଧକେ ରାଜ୍ଯ ହେଲେ ହେଁ ମୁଁ ତାହା ତୁମ୍ଭକୁ ଦବେି।"
3 ଏହାପରେ ରାଣୀ ଏଷ୍ଟର କହିଲେ, " ହେ ମହାରାଜ, ମୁଁ ଯଦି ଆପଣଙ୍କ ଦୁଷ୍ଟି ରେ ଅନୁଗ୍ରହ ପାଇଅଛି, ଆଉ ଯବେେ ମହାରାଜ ସନ୍ତୁଷ୍ଟ ହାଇେଛନ୍ତି, ତବେେ ମାହେର ନିବଦନେ ଅନୁସାରେ ମାେ ପ୍ରାଣ ଓ ମାରେ ପ୍ରାର୍ଥନାନୁସା ରେ ମାେ ଲୋକମାନଙ୍କୁ ମାେତେ ଦିଆଯାଉ।
4 କାରଣ ମୁଁ ଓ ମାହେର ଲୋକମାନେ ସଂହାରିତ, ହତ ଓ ବିନଷ୍ଟ ହବୋ ନିମନ୍ତେ ବୀକ୍ରି ହାଇେଅଛୁ। ଯଦି ଆମ୍ଭେ ମାତ୍ର କ୍ରିତଦାସ ରୂପେ ବିକ୍ରୀ ହାଇେଥାଆନ୍ତୁ ମୁଁ ନୀରବ ହାଇେ ରହିଥାନ୍ତି। ଯଦି ଏହା ରାଜାଙ୍କୁ ବିବ୍ରତ କଲାପରି ଆମ୍ଭର ଅସୁବିଧା ହାଇନେଥାନ୍ତା।"
5 ଏଥି ରେ ଅକ୍ଷଶ୍ବରେଶ ରାଜା ଏଷ୍ଟର ରାଣୀକି କହିଲା, " ଯେ ଏପର୍ୟ୍ଯନ୍ତ କର୍ମ କରିବାକୁ ମନ ରେ ସାହାସ ବାନ୍ଧିଅଛି। ସେ କିଏ ଓ ସେ କେଉଁଠା ରେ ଅଛି?"
6 ଏଷ୍ଟର କହିଲା, "ଏହି ଦୁଷ୍ଟ ହାମନ ଜଣେ ବିପକ୍ଷ ଓ ଶତୃ।"
7 ଆଉ ରାଜା କୋର୍ଧ ରେ ଦ୍ରାକ୍ଷାରସ ପାନ ଶାଳାରୁ ଉଠି ରାଜଗୃହର ଉଦ୍ୟାନକୁ ଗଲା। ତହିଁରେ ରାଜାଦ୍ବାରା ଆପଣାର ଅମଙ୍ଗଳ ନିଶ୍ଚିତ ହାଇେଅଛି, ଏହା ଜାଣି ହାମନ୍ ଏଷ୍ଟର ରାଣୀ ନିକଟରେ ଆପଣା ପ୍ରାଣଭିକ୍ଷା ମାଗିଲା।
8 ତବେେ ରାଜା ରାଜଗୃହର ଉଦ୍ୟାନରୁ ଦ୍ରାକ୍ଷାରସର ପାନଶାଳାକୁ ଲେଉଟି ଆସିଲା, ସେତବେେଳେ ଏଷ୍ଟର ଯେଉଁ ଆସନ ରେ ବସିଥିଲା ହାମନ୍ ତହିଁ ଉପରେ ବସି ପଡିଲା। ତେଣୁ ରାଜା କହିଲା, "ଏ କ'ଣ ଗୃହ ମଧିଅରେ ମାେ ସାକ୍ଷାତ ରେ ରାଣୀକୁ ବଳାତ୍କାର କରିବ?"
9 ଏହାପରେ ରାଜାର ସାକ୍ଷାତ ରେ ଉପସ୍ଥିତ ହର୍ବୋଣା ନାମକ ଏକ ନଫୁସକ ରାଜାକୁ କହିଲା, " ଦେଖନ୍ତୁ, ମହାରାଜାଙ୍କ ପକ୍ଷ ରେ ହିତଜନକ ସମ୍ବାଦଦାଯୀ ମର୍ଦ୍ଦୀଖଯ ନିମନ୍ତେ ହାମନ୍ ପଗ୍ଭଶ ହାତ ଉଚ୍ଚ ଫାଶିକାଠ ପ୍ରସ୍ତୁତ କରିଅଛି। ତାହା ହାମନ୍ର ଗୃହ ରେ ସ୍ଥାପିତ ହାଇେଅଛି।"
10 ଏଥି ରେ ହାମନ୍, ମର୍ଦ୍ଦଖଯ ନିମନ୍ତେ ଯେଉଁ ଫାଶିକାଠ ପ୍ରସ୍ତୁତ କରିଥିଲା, ତହିଁ ଉପରେ ସମାନେେ ହାମନଙ୍କୁ ଫାଶି ଦେଲେ। ତହିଁରେ ରାଜାଙ୍କର କୋରଧ ଶାନ୍ତ ହେଲା।




ଅଧ୍ୟାୟ 8

1 ସହେିଦିନ ଅକ୍ଷଶ୍ବରେଶ ରାଜା ଏଷ୍ଟର ରାଣୀକୁ ୟିହୁଦୀଯ ଲୋକମାନଙ୍କର ଶତୃ ହାମନର ଗୃହ ଆଦି ଦଲୋ। ଆଉ ମର୍ଦ୍ଦଖଯ ରାଜାଙ୍କ ସାକ୍ଷାତ ରେ ଉପସ୍ଥିତ ହେଲା କାରଣ ମର୍ଦ୍ଦଖଯ ସହିତ କି ସମ୍ପର୍କ ତାହା ଜଣାଇ ଦଇେଥିଲା।
2 ଏଥି ରେ ରାଜା ହାମନଠାରୁ ଯେଉଁ ଅଙ୍ଗୁରୀଯ ନଇେଥିଲା, ତାହା କାଢି ମର୍ଦ୍ଦଖଯକୁ ଦଲୋ। ଏବଂ ଏଷ୍ଟର ହାମନର ଗୃହ ଉପରେ ମର୍ଦ୍ଦଖଯକୁ ନିୟୁକ୍ତି କଲା।
3 ଏଷ୍ଟର ରାଜା ନିକଟରେ ପୁନର୍ବାର ନିବଦନେ କଲା, ପୁଣି ୟିହୁଦୀଯମାନଙ୍କ ପ୍ରତିକୂଳ ରେ ଅଗାଗୀଯ ହାମନର କୃତ ଅମଙ୍ଗଳ ଓ ତାର କଳ୍ପିତ କଳ୍ପନା ନିବାରାଣାର୍ଥେ ତାହାର ଚରଣ ରେ ପଡି ରୋଦନ କରି ପ୍ରାର୍ଥନା କଲା।
4 ତହିଁରେ ରାଜା ଏଷ୍ଟର ଆଡେ ସୁବର୍ଣ୍ଣ ଦଣ୍ତ ବିସ୍ତାର କରନ୍ତେ ଏଷ୍ଟର ଉଠି ରାଜାଙ୍କ ଛାମୁ ରେ ଠିଆ ହେଲା।
5 ଏବଂ କହିଲା, ଯବେେ ମହାରାଜ ସନ୍ତୁଷ୍ଟ ହୁଅନ୍ତି ଯବେେ ରାଜାଙ୍କ ଦୁଷ୍ଟି ରେ ମୁଁ ଅନୁଗ୍ରହ ପାଇଅଛି, "ଦୟାକରି ମାେ ପାଇଁ ଏହା କରନ୍ତୁ। ଆଉ ଯଦି ଏହା ରାଜାଙ୍କୁ ସନ୍ତୁଷ୍ଟ କରେ, ତବେେ ମହାରାଜାଙ୍କର ସମୁଦାଯ ପ୍ରଦେଶସ୍ଥ ୟିହୁଦୀଯମାନଙ୍କୁ ବିନାଶ କରିବା ପାଇଁ ଅଗାଗୀଯ ହମ୍ମାଦାଥାର ପୁତ୍ର ହାମନ ଯେ ସକଳ ପତ୍ର ଲେଖିବାକୁ ପରାମର୍ଶ ଦଇେଥିଲା, ତାହା ପ୍ରତ୍ଯାହୃତ କରାଯାଉ।
6 ଯେ ହତେୁ ମାେ ଲୋକଙ୍କ ପ୍ରତି ଯେଉଁ ଅମଙ୍ଗଳ ଘଟିବ ତାହା ଦେଖି ମୁଁ କିପରି ସହିପାରିବି? ପୁଣି ଆପଣା କୁଟୁମ୍ବମାନଙ୍କ ବିନାଶ ଦେଖି କିପରି ସହିପାରିବି?"
7 ଏଥି ରେ ଅକ୍ଷଶ୍ବରେଶ ରାଜା ଏଷ୍ଟର ରାଣୀକୁ ଓ ୟିହୁଦୀଯ ମର୍ଦ୍ଦଖଯକୁ କହିଲା, " ଦେଖ, ମୁଁ ଏଷ୍ଟରକୁ ହାମନର ଗୃହ ଦଲେି, ଲୋକମାନେ ହାମନ୍କୁ ଫାଶିକାଠ ରେ ଫାଶି ଦଇେଛନ୍ତି। କାରଣ ସେ ୟିହୁଦୀଯମାନଙ୍କ ଉପରେ ହସ୍ତକ୍ଷପେ କରିଥିଲା।
8 ତୁମ୍ଭମାନେେ ୟିହୁଦୀଯମାନଙ୍କ ସମନ୍ଧ ରେ ନିଜ ନିଜ ଇଛାନୁସା ରେ ରାଜାଙ୍କ ନାମ ରେ ରାଜାଜ୍ଞା ଲେଖ ଓ ତାହା ରାଜାଙ୍କ ଅଙ୍ଗୁରୀଯ ରେ ମାହେରାଙ୍କିତ କର। କାରଣ ରାଜାଙ୍କର ନାମ ରେ ଲିଖିତ ଓ ରାଜାଙ୍କର ଅଙ୍ଗୁରୀଯ ରେ ମାହେରାଙ୍କିତ ପତ୍ର କହେି ଅନ୍ୟଥା କରିପାରିବେ ନାହିଁ।"
9 ତେଣୁ ତୃତୀୟ ମାସର ଅର୍ଥାତ୍ ସୀବନ ମାସର ତଇେଶ ଦିନ ରେ ରାଜାର ଲେଖକମାନେ ଆହୁତ ହୁଅନ୍ତେ ମର୍ଦ୍ଦଖଯର ଆଜ୍ଞା ଅନୁସାରେ ସମସ୍ତ ୟିହୁଦୀଯମାନଙ୍କ ନିକଟକୁ ଓ ହିନ୍ଦୁସ୍ଥାନଠାରୁ କୁଶଦେଶ ପର୍ୟ୍ଯନ୍ତ
12 7 ପ୍ରଦେଶର ଅନ୍ତର୍ଗତ ପ୍ରେତ୍ୟକକ ପ୍ରଦେଶର ଅକ୍ଷାରାନୁସା ରେ କ୍ଷତିପାଳ ଓ ଶାସନକର୍ତ୍ତା ଓ ପ୍ରଦଶାଧେିପତିମାନଙ୍କ ନିକଟକୁ। ପୁଣି ପ୍ରେତ୍ୟକକ ଗୋଷ୍ଠୀକି ସମାନଙ୍କେ ଭାଷାନୁସା ରେ, ଆଉ ୟିହୁଦୀଯ ଲୋକମାନଙ୍କ ନିକଟକୁ ସମାନଙ୍କେ ଅକ୍ଷର ଓ ଭାଷାନୁସା ରେ ପତ୍ର ଲଖାଗେଲା।
10 ସେ ରାଜା ଅକ୍ଷଶ୍ବରେଶ ନାମ ରେ ଲେଖି ଓ ରାଜାଙ୍କ ଅଙ୍ଗୁରୀଯ ରେ ମାହେରାଙ୍କିତ କରି ଅଶ୍ବାଶାଳା-ଜାତ ରାଜକୀଯ ଅଶ୍ବବାହାରୂଢ ଦ୍ରୁତଗାମୀ ଦୂତଗଣ ହସ୍ତ ରେ ପତ୍ର ପଠାଇଲା।
11 ରାଜାଙ୍କର ଚିଠି ରେ ଲିଖିତ ବିଷଯ ବସ୍ତୁ ଏହି:
12 ସଦେିନ ଥିଲା ଅକ୍ଷଶ୍ବରେଶ ରାଜାଙ୍କର ତ୍ରଯୋଦଶ ଦିନ ଦ୍ବାଦଶ ମାସର ଅଦାର ମାସ ରେ। ୟିହୁଦୀଯମାନଙ୍କୁ ସବୁ ପ୍ରଦେଶ ରେ ପ୍ରଗ୍ଭର କରିବା ପାଇଁ, ରାଜା ଅନୁମତି ଦଇେଥିଲେ।
13 ସହେି ଚିଠିର ଏକ ନକଲ ରାଜାଙ୍କର ଏକ ଆଜ୍ଞାପତ୍ର ଗ୍ଭରି ଆଡକୁ ପଠା ୟାଇଥିଲା। ଏହା ଏକ ବ୍ଯବସ୍ଥା ଥିଲା, ଏହି ନିର୍ଦ୍ଦେଶ ସବୁ ପ୍ରଦେଶ ରେ ନିଯମ ରେ ପରିଣତ କରାଗଲା। ସହେି ରାଜ୍ଯ ରେ ବାସ କରୁଥିବା ସବୁଜାତୀଯ ଲୋକଙ୍କ ପାଇଁ ତାହା ପ୍ରଗ୍ଭରିତ ହେଲା। ସେ ଏପରି କରିଥିଲେ କାରଣ ୟିହୁଦୀଯମାନେ ସହେି ଦିନପାଇଁ ପ୍ରସ୍ତୁତ ହାଇେଥିଲେ। ୟିହୁଦୀଯମାନଙ୍କୁ ସୁଯୋଗ ଦିଆ ୟାଇଥିଲା ସମାନଙ୍କେର ଶତୃମାନଙ୍କଠାରୁ ପ୍ରତି ଶାଧେ ନବୋପାଇଁ।
14 ତହିଁରେ ଦ୍ରୁତଗାମୀ ରାଜକୀଯ ଅଶ୍ବାରୁଢ ଦୂତମାନେ ରାଜାଙ୍କ ଆଜ୍ଞା ରେ ଶିଘ୍ର ଗ୍ଭଲିଗଲେ, ଏବଂ ଏହା ଶ୍ବଶନ ରାଜଧାନୀ ରେ ସହେି ଆଜ୍ଞା ପ୍ରକାଶିତ ହେଲା।
15 ଏହାପରେ ମର୍ଦ୍ଦଖଯ ନୀଳ ଓ ଶୁକ୍ଲବର୍ଣ୍ଣ ରାଜକୀଯ ବସ୍ତ୍ର ପିନ୍ଧି ମସ୍ତକରେ ସୁବର୍ଣ୍ଣମଯ ବୃହତ ମୁକୁଟ ଦଇେ ସରୁ ଓ ଏକ ସୁକ୍ଷ୍ମ ନାଇଲନ୍ ଓଢଣୀ ଓ ବାଇଗଣୀ ରଂଗର ବସ୍ତ୍ର ପିନ୍ଧି ରାଜାଙ୍କ ଛାମୁରୁ ବାହାରି ଗଲା ତହିଁରେ ଶୂଶନ ରାଜଧାନୀ ଆନନ୍ଦ ଓ ହର୍ଷନାଦ ରେ ପରିପୂର୍ଣ୍ଣ ହେଲା।
16 ଆଉ ୟିହୁଦୀଯମାନଙ୍କର ଦୀପ୍ତି, ଆନନ୍ଦ, ହର୍ଷ ଓ ସମ୍ଭ୍ରମର ଉଦଯ ହେଲା।
17 ଏବଂ ପ୍ରତି ପ୍ରଦେଶ ରେ ଓ ପ୍ରତି ନଗର ରେ, ଯେ କୌଣସି ସ୍ଥାନ ରେ ରାଜାଜ୍ଞା ଓ ନିଯମ ପତ୍ର ଉପସ୍ଥିତ ହେଲା, ସହେି ସ୍ଥାନ ରେ ୟିହୁଦୀଯମାନଙ୍କର ଆନନ୍ଦ ଓ ଆମାଦେ, ଭୋଜି ଓ ମଙ୍ଗଳର ଦିନ ହେଲା। ପୁଣି ଦେଶର ଅନକେ ଲୋକ ୟିହୁଦୀଯ ମତାଲମ୍ବୀ ହେଲେ, ଯେ ହତେୁ ସମାନେେ ୟିହୁଦୀଯମାନଙ୍କ ସକାେଶ ଭୟ କଲେ।




ଅଧ୍ୟାୟ 9

1 ଅଦର ନାମକ ଦ୍ବାଦଶ ମାସ ରେ ତ୍ରଯୋଦଶ ଦିନ ରେ ରାଜା ଆଜ୍ଞା ଓ ନିଯମର ସିଧି ସମୟ ନିକଟତର ହେଲା। ଅର୍ଥାତ୍ ଯେଉଁଦିନ ୟିହୁଦୀଯମାନଙ୍କ ଶତୃଗଣ ସମାନଙ୍କେ ଉପରେ କତ୍ତୁର୍ତ୍ବ କରିବାକୁ ଅପେକ୍ଷା କରିଥିଲେ। ସହେିଦିନ ଏପରି ବିପରୀତ ଘଟଣା ହେଲା, ଯେ ୟିହୁଦୀଯମାନେ ନିଜର ଘୃଣାକାରୀମାନଙ୍କ ଉପରେ କତ୍ତୁର୍ତ୍ବ କଲେ।
2 ସହେି ସମୟରେ, ରାଜା ଅକ୍ଷଶ୍ବରେଶଙ୍କର ରାଜ୍ଯର ସମସ୍ତ ନଗର ରେ ୟିହୁଦୀଯମାନେ ସମାନଙ୍କେୁ କ୍ଷତି କରିବା ପାଇଁ ଚେଷ୍ଟା କରୁଥିବା ଲୋକମାନଙ୍କ ବିରୁଦ୍ଧ ରେ ପ୍ରତିବାଦ କରିବାକୁ ଏକତ୍ରୀତ ହେଲେ। ପୁଣି ସମାନଙ୍କେ ସମ୍ମୁଖ ରେ କହେି ଠିଆ ହାଇପୋରିଲେ ନାହିଁ, କାରଣ ସମୁଦାଯ ଲୋକେ ସମାନଙ୍କେୁ ଭୟ କରୁଥିଲେ।
3 ପ୍ରଦେଶ ଅଧିପତି ଓ କ୍ଷତିପାଳ, ଶାସନକର୍ତ୍ତା ଓ ରାଜ କର୍ମଗ୍ଭରୀମାନେ ୟିହୁଦୀଯମାନଙ୍କୁ ସାହାୟ୍ଯ କଲେ। କାରଣ ସମାନେେ ମର୍ଦ୍ଦଖଯକୁ ଭୟ କରୁଥିଲେ।
4 କାରଣ ମର୍ଦ୍ଦଖଯ ରାଜଗୃହ ମଧିଅରେ ଶକ୍ତିଶାଳୀ ଥିଲା ଓ ତାହାର ୟଶ ସର୍ବପ୍ରଦେଶ ରେ ପ୍ରଗ୍ଭରିତ ହେଲା ଏବଂ ମର୍ଦ୍ଦଖଯ ଲଗାତର ଭାବରେ ଅଧିକରୁ ଅଧିକ ଶକ୍ତିଶାଳୀ ହେଉଥିଲା।
5 ୟିହୁଦୀଯମାନେ ସମାନଙ୍କେର ସମସ୍ତ ଶତୃଙ୍କୁ ଖଣ୍ତା ରେ ହାଣି ବିନାଶ କଲେ। ସମାନେେ ସମାନଙ୍କେର ଘୃଣାକାରୀଗଣ ପ୍ରତି ମନ ଇଚ୍ଛା ବ୍ଯବହାର କଲେ।
6 ଏହିପରି ୟିହୁଦୀଯମାନେ ଶୂଶନ ରାଜଧାନୀ ରେ 500 ଲୋକଙ୍କୁ ବଧ ଓ ବିନାଶ କଲେ।
7 ପୁଣି ପର୍ଶନ୍ଦାଥ ଓ ଦଲ୍ଫୋନ୍ ଓ ଅସ୍ପାଥଙ୍କୁ ୟିହୁଦୀଯମାନେ ହତ୍ଯା କଲେ।
8 ପୋରାଥ, ଅଦଲୀଯ, ଓ ଅରିଦାଥ।
9 ପର୍ମସ୍ତ ଓ ଅରୀଷଯ, ଅରୀଦଯ ଓ ବଯିଷାଥ।
10 ୟିହୁଦୀଯମାନଙ୍କର ଶତୃ ହମ୍ମଦାଥାର ପୁତ୍ର ହାମନର ଏହି ଦଶ ପୁତ୍ରଙ୍କୁ ସମାନେେ ବଧ କଲେ। ମାତ୍ର ଲୁଟ କରିବାକୁ ସମାନେେ ଇଛା କଲନୋହିଁ।
11 ସହେିଦିନ କେତଜେଣ ଲୋକଙ୍କୁ ରାଜଧାନୀ ଶୂଶନ ରେ ହତ୍ଯା କରାୟାଇଥିଲା, ଏହା ରାଜାଙ୍କୁ କୁହାଗଲା।
12 ତେଣୁ ରାଜା ରାଣୀ ଏଷ୍ଟରଙ୍କୁ କହିଲେ, "ୟିହୁଦୀଯମାନେ 500 ଲୋକଙ୍କୁ ଶୂଶନ ରେ ହତ୍ଯା କରିଛନ୍ତି, ସମାନଙ୍କେ ମଧିଅରେ ହାମନର ଦଶପୁତ୍ର ଅନ୍ତଭୁର୍କ୍ତ। ସମାନେେ ଅନ୍ୟ ପ୍ରଦେଶ ରେ ଯାହା କରିଛନ୍ତି ଟିକେ ଚିନ୍ତା କର! ବର୍ତ୍ତମାନ ମାେତେ କଣ କରିବାକୁ ହବେ ବୋଲି ତୁମ୍ଭମାନେେ ଗ୍ଭହୁଁଛ? ମାେତେ କୁହ ଏବଂ ମୁଁ ତାହା କରିବି।"
13 ଏଷ୍ଟର କହିଲେ, "ଯଦି ଏହା ରାଜାଙ୍କୁ ଉତ୍ତମ ବୋଲି ଜଣା ପଡୁଛି, ତବେେ ଆଜି ପରି କାଲି ମଧ୍ଯ ଶୂଶନ ରେ ହେଉ। ଏବଂ ହାମନର ଦଶପୁତ୍ରଙ୍କୁ ଫାଶିକାଠ ରେ ଟଙ୍ଗାୟାନ୍ତୁ।"
14 ତାପରେ ରାଜା କହିଲେ, " ସହେିପରି ହେଉ!" ଏବଂ ଶୂଶନ ରେ ଏହି ଆଦେଶ ଦିଆଗଲା। ଏବଂ ସମାନେେ ହାମନର ଦଶପୁତ୍ରଙ୍କୁ ଫାଶିକାଠ ରେ ଟଙ୍ଗାଇ ଦେଲେ।
15 ୟିହୁଦୀଯମାନେ ତଚୁର୍ଦ୍ଦଶ ଦିନ ରେ ମଧ୍ଯ ସଠାେରେ ଏକତ୍ରୀତ ହେଲେ। ଅଦର ମାସ ରେ ସମାନେେ ଶୂଶନ ରେ 300 ଲୋକଙ୍କୁ ହତ୍ଯା କଲେ। କିନ୍ତୁ ସମାନେେ ସମାନଙ୍କେର ଦ୍ରବ୍ଯ ଲୁଣ୍ଠନ କଲେ ନାହିଁ।
16 ସହେି ସମୟରେ, ଅନ୍ୟ ପ୍ରଦେଶ ରେ ବାସ କରୁଥିବା ୟିହୁଦୀମାନେ ନିଜକୁ ଅଧିକ ଶକ୍ତି ଶାଳୀ କରିବା ପାଇଁ ଏକତ୍ରୀତ ହେଲେ। ଏହିପରି ଭାବରେ ସମାନେେ ସମାନଙ୍କେର ଶତୃମାନଙ୍କୁ ଜଯ କରିପାରିଲେ। ୟିହୁଦୀଯମାନେ ସମାନଙ୍କେର 75,000 ଶତୃମାନଙ୍କୁ ହତ୍ଯା କଲେ। କିନ୍ତୁ ୟିହୁଦୀଯମାନେ ସମାନଙ୍କେର ଧନ ଲୁଣ୍ଠନ କଲେ ନାହିଁ।
17 ଏହି ସମସ୍ତ ଅଦର ମାସର ତ୍ରଯୋଦଶ ଦିନ ରେ ହେଲା ପୁଣି ସହେି ମାସର ଚତୁର୍ଦ୍ଦଶ ଦିନ ରେ ସମାନେେ ବିଶ୍ରାମ କରି ତାହା ଭୋଜନପାନ ଓ ଆନନ୍ଦ କରିବାର ଦିନ କଲେ।
18 ମାତ୍ର ଶ୍ବଶନ ରେ ବାସ କରୁଥିବା ୟିହୁଦୀଯମାନେ ସହେି ମାସର ତ୍ରଯୋଦଶ ଓ ଚତୁର୍ଦ୍ଦଶ ଦିନ ରେ ଏକତ୍ରୀତ ହେଲେ। ସହେି ମାସର ପଞ୍ଚଦଶ ଦିନ ରେ ବିଶ୍ରାମ କରି ତାହା ଭୋଜନ ପାନର ଓ ଆନନ୍ଦର ଦିନ କଲେ।
19 ଏଥି ନିମନ୍ତେ ଗ୍ରାମର ଏବଂ ପ୍ରଦେଶ ଘରେି ରହିଥିବା ନଗର ନିବାସୀ ୟିହୁଦୀଯମାନେ ଅଦର ମାସର ଚତୁର୍ଦ୍ଦଶ ଦିନକୁ ଆନନ୍ଦ, ଭୋଜନପାନର ଦିବସ ଭାବେ ପାଳନ କରନ୍ତି, ଯେଉଁଥି ରେ ସମାନେେ ଜଣେ ଅନ୍ୟଜଣକୁ ଉପହାର ପଠାନ୍ତି।
20 ଏହାପରେ ମର୍ଦ୍ଦଖଯ ଏହିସବୁ ବିଷଯ ଲେଖିଲା ଓ ଅକ୍ଷଶ୍ବରେଶ ରାଜାର ନିକଟସ୍ଥ ଓ ଦୂରସ୍ଥ ସକଳ ପ୍ରଦେଶ ରେ ଥିବା ସମସ୍ତ ୟିହୁଦୀମାନଙ୍କ ନିକଟକୁ ପଠାଇଲା।
21 ଆଉ ଯେଉଁ ଦୁଇ ଦିନ ୟିହୁଦୀମାନେ ଆପଣାମାନଙ୍କ ଶତୃଗଣଠାରୁ ବିଶ୍ରାମ ପାଇଲେ, ଯେଉଁ ମାସ ରେ ସମାନଙ୍କେର ଦୁଃଖ ସୁଖ ରେ ଓ ଶାେକ ମଙ୍ଗଳ ଦିନ ରେ ପରିଗତ ହେଲା।
22 ସେ ଆଦେଶ ଦେଲେ ଯେ, ସମାନେେ ସହେି ଦିନଗୁଡିକ ପାଳନ କରିବେ, ଯେତବେେଳେ ସମାନେେ ଶତୃମାନଙ୍କଠାରୁ ଆଶ୍ବସ୍ତ ପାଇଲେ ଏବଂ ସମାନଙ୍କେର ଦୁଃଖ ଏବଂ ଶୋକ, ଆନନ୍ଦ ଓ ଉତ୍ସବ ରେ ବଦଳି ଗଲା, ଯେ ହତେୁ ଭୋଜିର ଦିନ, ଆନନ୍ଦର ଦିନ ରେ ଜଣେ ଅନ୍ୟ ଜଣ ପାଖକୁ ଉପହାର ପଠାଇବେ ଏବଂ ପ୍ରେତ୍ୟକକ ବର୍ଷ ଗରିବ ଲୋକମାନଙ୍କ ପାଖକୁ ଉପହାର ପଠାଇବେ।
23 ତହିଁରେ ୟିହୁଦୀମାନେ ଯେପରି ଆରମ୍ଭ କରିଥିଲେ ଓ ମର୍ଦ୍ଦଖଯ ଯେପରି ଲେଖିଥିଲେ, ସମାନେେ ଠିକ୍ ସହେିପରି କରିବାକୁ ରାଜି ହେଲେ।
24 କାରଣ ସମୁଦାଯ ୟିହୁଦୀଯ ଲୋକର ଶତୃ ଅଗାମୀଯ ହମ୍ମଦାଥାର ପୁତ୍ର ହାମନ୍ ସମାନଙ୍କେୁ ବିନାଶ କରିବାର ସଂକଳ୍ପ କରି ସମାନଙ୍କେୁ ଲୁପ୍ତ ଓ ବିନାଶ କରିବା ପାଇଁ "ପୂର" ଅର୍ଥାତ୍ " ଲୋଟ" ଦ୍ବାରା ସମାନେେ ନିଷ୍ପତ୍ତି କରିଥିଲେ।
25 ହାମନ୍ ଏପରି କରିଥିଲେ କିନ୍ତୁ ଏଷ୍ଟର ରାଜାଙ୍କ ନିକଟରେ ଜଣାଇଲେ। ତେଣୁ ସେ ଆଉ ନୂତନ ନିର୍ଦ୍ଦେଶ ପଠାଇଲେ। ସହେି ନିର୍ଦ୍ଦେଶ ଯେ କବଳେ ହାମନର ଯୋଜନାକୁ ପଣ୍ତ କଲା ତାହା ନୁହେଁ। ସହେି ନିର୍ଦ୍ଦେଶ ହାମନ୍ ଓ ତାର ପରିବାର ରେ ଅନିଷ୍ଟ କରାଇଲା ତେଣୁ ହାମନ ଓ ତାର ପୁତ୍ରଗଣ ଫାଶୀଖୁଣ୍ଟ ରେ ଝୁଲାଗେଲ।
26 ସହେି ସମୟରେ "ପୁରୀମ" ନାମ ଅନୁସାରେ ସହେି ଦୁଇ ନିଯମ ନାମ "ପୂରୀମ" ହେଲା। ଏବଂ ସହେି ଚିଠିର ସମସ୍ତ କଥା ଯୋଗୁଁ ଓ ସେ ବିଷଯ ରେ ସମାନେେ ଯାହା ଦେଖିଥିଲେ, ସମାନଙ୍କେ ପ୍ରତି ତାହା ଘଟିଥିଲା, ତହିଁ ସକାଶୁ ୟିହୁଦୀଯମାନେ ଆପଣାମାନଙ୍କର ଓ ନିଜ ନିଜ ବଂଶର ୟିହୁଦୀ ମତାଲମ୍ବି ଗଣର କର୍ତ୍ତବ୍ଯ ବୋଲି ଏହା ସ୍ଥିର କଲେ। ସହେି ସମ୍ପର୍କୀଯ ଲିଖିତ ଆଜ୍ଞା ଓ ନିରୂପିତ ସମଯାନୁସା ରେ ସମାନେେ ବର୍ଷକୁ ବର୍ଷ ଏହି ଦୁଇଦିନ ପାଳନ କରିବେ ଓ କୌଣସି ମତେ ତାହା ଲୋପ କରିବେ ନାହିଁ।
27
28 ସମସ୍ତ ପୁରୁଷ ପରମ୍ପରା ରେ, ପ୍ରେତ୍ୟକକ ବଂଶ ରେ ଓ ପ୍ରେତ୍ୟକକ ପ୍ରଦେଶ ରେ ଓ ପ୍ରେତ୍ୟକକ ନଗର ରେ ସହେି ଦୁଇଦିନ ସ୍ମରଣ ଓ ପାଳନ କରାୟିବ। ପୁଣି ଏହି ପୂରୀମ ଦିନ ୟିହୁଦୀଯମାନଙ୍କ ମଧ୍ଯରୁ ଲୋପ ପାଇବ ନାହିଁ ଓ ସମାନଙ୍କେ ବଂଶଧରମାନଙ୍କ ମଧ୍ଯରୁ ସହେି ଦୁଇ ଦିନ ସ୍ମରଣ ଲୁପ୍ତ ହବେ ନାହିଁ।
29 ତାପରେ, ଅବୀହଯିଲର କନ୍ଯା ରାଣୀ ଏଷ୍ଟର ଓ ୟିହୁଦୀଯ ମର୍ଦ୍ଦଖଯର ପୂରୀମ ଦିନ ବିଷଯ ରେ ସୁନିଶ୍ଚିତ କରିବା ପାଇଁ ସମାନଙ୍କେର ସମ୍ପୂର୍ଣ୍ଣ ଅଧିକାର ସହିତ ଦ୍ବିତୀୟ ପତ୍ର ଲେଖିଲେ।
30 ତେଣୁ ସେ ରାଜା ଅକ୍ଷଶ୍ବରେଶଙ୍କର 127ଟି ରାଜ୍ଯର ସମସ୍ତ ୟିହୁଦୀମାନଙ୍କୁ ଶାନ୍ତିର ଓ ସତ୍ଯର ବାର୍ତ୍ତାସବୁ ପଠାଇଲେ।
31 ପୂରୀମ ପାଳନ କରିବା ପାଇଁ ଏହି ତାରିଖ ଗୁଡିକ ଏହିପତ୍ର ସୁନିଶ୍ଚିତ କଲା, ଏବଂ ୟିହୁଦୀ ମର୍ଦ୍ଦଖଯ ଏବଂ ରାଣୀ ଏଷ୍ଟର ଆଦେଶ କରିଥିଲେ। ସମାନଙ୍କେର ଉପବାସ ଓ ସାହାୟ୍ଯ ପ୍ରାର୍ଥନାର ଦିନଗୁଡିକ ଉତ୍ସବ ଦ୍ବାରା ସ୍ମୃତିରକ୍ଷା କରିବା ନିମନ୍ତେ ସମାନେେ ଏହି ପର୍ବଦିନଗୁଡିକ ସମାନଙ୍କେ ନିଜ ପାଇଁ ଓ ସମାନଙ୍କେର ଭବିଷ୍ଯତ୍ ବଂଶଧରମାନଙ୍କ ପାଇଁ ପ୍ରତିଷ୍ଠା କଲେ।
32 ଏହିପରି ଏଷ୍ଟର ଆଜ୍ଞାଦ୍ବାରା "ପୂରୀମ୍" ଦିନ ରେ ବିଧି ସ୍ଥିରିକୃତ ହେଲା ଓ ତାହା ପୁସ୍ତକରେ ଲଖାଗେଲା।




ଅଧ୍ୟାୟ 10

1 ସହେି ଅକ୍ଷଶ୍ବରେଶ ରାଜା ଦେଶ ଓ ସମୁଦ୍ରସ୍ଥ ଉପଦ୍ବୀପରେ କରଧାର୍ୟ୍ଯ କଲେ।
2 ତାହାର ପରାକ୍ରମ ଓ ପ୍ରଭାବରେ ସବୁକଥା ଆଉ ରାଜା ମର୍ଦ୍ଦରଖଯକୁ ଯେଉଁ ମହତ୍ତ୍ବ ଦଇେ ଉଚ୍ଚ ପଦ ରେ ନିୟୁକ୍ତ କଲା। ତହିଁର ସମ୍ପୁର୍ଣ୍ଣ ବିବରଣ କି ମାଦିଯ ଓ ପାରସ୍ଯ ଦେଶର ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ନାହିଁ।
3 ୟିହୁଦୀଯ ମର୍ଦ୍ଦଖଯ ଅକ୍ଷଶ୍ବରେଶ ରାଜାର ଦ୍ବିତୀୟ ସନୋପତି ହାଇେ ୟିହୁଦୀଯ ଲୋକମାନଙ୍କ ମଧିଅରେ ମହାନ ଓ ଆପଣା ଭାତୃ ସମୂହ ମଧିଅରେ ପ୍ରିଯପାତ୍ର ଏବଂ ନିଜ ଲୋକମାନଙ୍କର ମଙ୍ଗଳାନ୍ବଷେୀ, ସମସ୍ତ ବଂଶ ପ୍ରତି ଶାନ୍ତି ଆଣିଥିଲା।