ଉପଦେଶକ

ଅଧ୍ୟାୟ: 1 2 3 4 5 6 7 8 9 10 11 12


-Reset+

ଅଧ୍ୟାୟ 1

1 ଏହି ବାକ୍ଯଗୁଡ଼ିକ ହେଉଛି ଉପଦେଶକମାନଙ୍କର। ଉପଦେଶକ ହେଉଛନ୍ତି ୟିରୁଶାଲମର ରାଜା ଦାଉଦଙ୍କର ପୁତ୍ର,
2 ସମସ୍ତ ମୂଲ୍ଯହୀନ ଅଟେ, ଉପଦେଶକ କହନ୍ତି, ପୁରାପୁରି ମୂଲ୍ଯହୀନ, ସମସ୍ତ ମୂଲ୍ଯହୀନ ଅଟେ।
3 ମନୁଷ୍ଯ ସୂର୍ୟ୍ଯ ତଳେ, ଯାହା କିଛି ପରିଶ୍ରମ କରେ ସେଥିରୁ ସେ କ'ଣ ଲାଭ ପାଏ?
4 ଲୋକମାନେ ମରୁଛନ୍ତି ଏବଂ ନୂତନ ଲୋକମାନେ ଜନ୍ମ ନେଉଛନ୍ତି। କିନ୍ତୁ ପୃଥିବୀ ଚିରକାଳସ୍ଥାଯୀ।
5 ସୂର୍ୟ୍ଯ ଉଦଯ ହୁଅନ୍ତି, ସୂର୍ୟ୍ଯ ଅସ୍ତ ୟାନ୍ତି। ପୁଣି ଆପଣା ଉଦଯ ସ୍ଥାନକୁ ୟିବା ପାଇଁ ସତ୍ବର ହୁଅନ୍ତି।
6 ପବନ ଦକ୍ଷିଣ ଦିଗକୁ ବ ହେ, ପବନ ଉତ୍ତର ଦିଗକୁ ବ ହେ। ପବନ ନିଜ ପଥରେ ଘୁ ରେ ଓ ପବନ ଆପଣା ଚକ୍ରକୁ ପୁନର୍ବାର ଫେ ରେ।
7 ନଦୀ ସବୁ ସମୁଦ୍ରକୁ ବହିୟାନ୍ତି। ତଥାପି ସମୁଦ୍ର ପୂର୍ଣ୍ଣ ହୁଏ ନାହିଁ। ନଦୀସବୁ ନିଜ ନିଜ ଗମନ ସ୍ଥାନକୁ ପୁନର୍ବାର ଗମନ କରେ।
8 ସମଗ୍ର ବିଷଯ କ୍ଲାନ୍ତିପୂର୍ଣ୍ଣ ମନୁଷ୍ଯ ତାହା ବର୍ଣ୍ଣନା କରିପା ରେ ନାହିଁ। ତେଣୁ ଦର୍ଶନ ରେ ତୃପ୍ତ ନୁହେଁ କିଅବା କର୍ଣ୍ଣ ଶ୍ରବଣ ରେ ତୃପ୍ତି ନୁହେଁ।
9 ଯାହା ହାଇେଅଛି, ତାହାହିଁ ହବେ ଓ ଯାହା କରାୟାଇ ଅଛି, ତାହା ହିଁ କରାୟିବ। ସୂର୍ୟ୍ଯ ତଳେ କୌଣସି ବିଷଯ ନୂତନ ନୁହେଁ।
10 ଜଣେ ଲୋକ କ ହେ, " ଦେଖ, ଏହା ନୂଆ।" କିନ୍ତୁ ଏହି ବସ୍ତୁ ପୂର୍ବରୁ ରହି ଆସିଛି। ଆମ୍ଭମାନଙ୍କ ପୂର୍ବରୁ ଏହା ଥିଲା।
11 ପୂର୍ବକାଳିନ ଲୋକମାନଙ୍କ ବିଷଯ ରେ କିଛି ସ୍ମରଣ ନ ଥାଏ, କିଅବା ଭବିଷ୍ଯତକାଳ ରେ ଯେଉଁମାନେ ଉତ୍ପନ୍ନ ହବେେ ସମାନଙ୍କେ ସ୍ମରଣ ହିଁ ଉତ୍ତରକାଳୀନ ଭବିଷ୍ଯତ ଲୋକମାନଙ୍କ ମଧିଅରେ ନ ଥିବ।
12 ମୁଁ ଉପଦେଶକ ୟିରୁଶାଲମ ରେ ଇଶ୍ରାୟେଲର ଉପ ରେ ରାଜା ଥିଲି।
13 ମୁଁ ମନ ଯୋଗ କରି ଅଧ୍ଯଯନ ପାଇଁ ଏବଂ ଜ୍ଞାନ ଦ୍ବାରା ସବୁକିଛି ବୁଝିବା ପାଇଁ ଯାହା ସ୍ବର୍ଗତଳେ ହୁଏ। ଏହି କାର୍ୟ୍ଯ, ଯାହା ପରମେଶ୍ବର ମନୁଷ୍ଯମାନଙ୍କୁ ଦଇେଛନ୍ତି ବ୍ଯସ୍ତ ରହିବାକୁ ଅତି ଅପ୍ରିତିକର ଅଟେ।
14 ସୂର୍ୟ୍ଯ ତଳେ ଘଟୁଥିବା ସମସ୍ତ କାର୍ୟ୍ଯ ମୁଁ ନୀରିକ୍ଷଣ କରିଅଛି। ଆଉ ଦେଖ ସବୁ ଅସାର, ପବନକୁ ଧରିବା ପରି।
15 ତୁମ୍ଭେ ଏସବୁ ପରିବର୍ତ୍ତନ କରିପାରିବ ନାହିଁ। ଯାହା ବଙ୍କା ତାହା ସଳଖ କରାୟାଇ ନ ପା ରେ। ଯାହା ସଠାେ ରେ ନାହିଁ ତୁମ୍ଭମାନେେ ତାହା ଗଣିପାରିବ ନାହିଁ।
16 ମୁଁ ନିଜକୁ ନିଜେ କ ହେ, "ମୁଁ ବଡ଼ ଜ୍ଞାନୀ ୟିରୁଶାଲମ ରେ ମାେ ପୂର୍ବରୁ ଯେଉଁ ରାଜା ଥିଲେ, ମୁଁ ସମାନଙ୍କେଠାରୁ ଜ୍ଞାନବାନ୍। ମୁଁ ବହୁତ ଜ୍ଞାନ ପ୍ରାପ୍ତ ହାଇେଅଛି। ମାରେ ହୃଦଯ ଜ୍ଞାନ ଓ ବିଦ୍ଯା ରେ ମହାନୁଭବୀ ହାଇେଅଛି?"
17 ତା'ପ ରେ ମୁଁ ଜ୍ଞାନ ଓ ବୁଦ୍ଧି, ପାଗଳାମି ଓ ବୋକାମି ବିଷଯ ରେ ଅଭିଜ୍ଞତା ହାସଲ କରିବା ପାଇଁ ନିଷ୍ପତ୍ତି ନଲେି। ଏବଂ ଏହାହିଁ ପବନର ପଶ୍ଚାତ୍ଧାବନ ବୋଲି ମୁଁ ଜାଣିଲି।
18 ବହୁତ ଜ୍ଞାନ ରେ ବହୁତ କ୍ଲେଶ ଥାଏ। ଯେ ବିଦ୍ଯା ବୃଦ୍ଧି କରେ ସେ ଦୁଃଖ ବୃଦ୍ଧି କରେ।




ଅଧ୍ୟାୟ 2

1 ମୁଁ ନିଜକୁ ନିଜେ କହିଲି, " ମାେତେ ଉପଭୋଗ ପାଇଁ ଚେଷ୍ଟା କରିବାକୁ ଦିଅ। ଆନନ୍ଦ ମାେତେ କଣ ଦଇେ ପାରିବ, ମାେତେ ଦେଖିବାକୁ ଦିଅ।" କିନ୍ତୁ ମୁଁ ଯାହା ଶିକ୍ଷା କଲି ତାହା ଅର୍ଥହୀନ।
2 ସର୍ବଦା ହସିବା ମୂର୍ଖାମି ଅଟେ। ଖୁସି ରହି କ'ଣ ଲାଭ ?
3 ଜଣେ ମୂର୍ଖ ପରି ମାତାଲ୍ ହବୋ ପର୍ୟ୍ଯନ୍ତ ମୁଁ ସ୍ଥିର କଲି ଦ୍ରାକ୍ଷାରସ ପିଇବା ପାଇଁ ଚେଷ୍ଟା କରିବି। ଯଦିଓ ସବୁବେଳେ ମାରେ ମନ ବୁଦ୍ଧିର ସହିତ ମାେତେ ପରିଚାଳନା କରୁଛି। ମୁଁ ଦେଖିବା ପାଇଁ ଚାହିଁଲି। ଏହା କରିବା କ'ଣ ପୃଥିବୀର ଲୋକମାନଙ୍କ ପାଇଁ ମୂଲ୍ଯହୀନ।
4 ଏହାପ ରେ ମୁଁ ଆପଣା ନିମନ୍ତେ ମହତ ମହତ କର୍ମମାନ କଲି। ମୁଁ ଗୃହମାନ ନିର୍ମାଣ କଲି, ମୁଁ ଅନକେ ଦ୍ରାକ୍ଷାକ୍ଷେତ୍ର ପ୍ରସ୍ତୁତ କଲି।
5 ମୁଁ ଆପଣା ନିମନ୍ତେ ଉଦ୍ୟାନ ଓ ଉପବନ ପ୍ରସ୍ତୁତ କରି ତହିଁ ମଧିଅରେ ସର୍ବପ୍ରକାର ଫଳ ବୃକ୍ଷ ରୋପଣ କଲି।
6 ମୁଁ ହରିତ୍ ବୃକ୍ଷର ବନ ରେ ଜଳ ସଚେନ ପାଇଁ ପୁଷ୍କରିଣୀମାନ ଖୋଳାଇଲି।
7 ମୁଁ ଦାସଦାସୀ ମାନଙ୍କୁ କ୍ରଯ କଲି ଓ ମାରଦୋସଗଣ ଥିଲେ, ଯେଉଁମାନେ ମାେ ଘ ରେ ଜନ୍ମ ହାଇେଥିଲେ ଓ ଆହୁରି ମାେ ପୂର୍ବେ ୟିରୁଶାଲମସ୍ଥିତ ସମସ୍ତଙ୍କ ଅପେକ୍ଷା ମାରେ ଗୋମଷୋଦି ପଲ ଅଧିକ ଥିଲା।
8 ମୁଁ ରୂପା ଓ ସୁନା ଏବଂ ନାନା ରାଜାର ଓ ନାନା ପ୍ରଦେଶର ବହୁତ ସମ୍ପତ୍ତି ସଂଗ୍ରହ କଲି, ମୁଁ ଗାଯକ ଓ ଗାଯିକା ଆଉ ମନୁଷ୍ଯ ତୁଷ୍ଟିକାରିଣୀ ଅନକେ ଉପପତ୍ନୀ ପାଇଲି।
9 ଏହିପରି ମାେ ପୂର୍ବେ ୟିରୁଶାଲମ ରେ ଯେଉଁମାନେ ଥିଲେ, ସେ ସମସ୍ତଙ୍କ ଅପେକ୍ଷା ଶକ୍ତିଶାଳୀ ଧନୀ ହଲିେ। ମାରେଜ୍ଞାନ ଏହି ସବୁ ରେ ମାେତେ ସାହାୟ୍ଯ କଲା।
10 ମାରେ ଆଖି ଯାହା ଦେଖିଲା, ମୁଁ ତାହାକୁ ସ୍ମରଣ କଲି। ମୁଁ ଆପଣା ହୃଦଯକୁ କୌଣସି ସୁଖ ଭୋଗରୁ ଅଭାବ କଲି ନାହିଁ। କାରଣ ମାହେର ସମସ୍ତ ପରିଶ୍ରମ ସକାଶୁଁ ମାହେର ହୃଦଯ ଆନନ୍ଦ କଲା। ମାହେର ସକଳ ପରିଶ୍ରମରୁ ଏହା ମାହେର ଅଂଶ ଥିଲା।
11 ତହୁଁ ମାହେର ହସ୍ତ ଯେଉଁ ସମସ୍ତ କାର୍ୟ୍ଯ କରିଥିଲା ଓ ଯେଉଁ ପରିଶ୍ରମ ମୁଁ କରିଥିଲି, ତହିଁ ପ୍ରତି ମୁଁ ଦୃଷ୍ଟିପାତ କଲି ଏବଂ ଦେଖିଲି ଯେ, ସବୁ ଅସାର ଓ ପବନକୁ ଧରିବା ପାଇଁ ଚେଷ୍ଟା କରିବା ପରି ଏବଂ ସୂର୍ୟ୍ଯ ତଳେ କୌଣସି ଲାଭ ନ ଥିଲା।
12 ରାଜା ଯାହା କରିପାରିବ ଅନ୍ୟ କହେି ଏପରି କରିପାରିବ ନାହିଁ। ତୁମ୍ଭେ ଯାହା କରିବା ପାଇଁ ଚାହୁଁଛ ବହୁତ ରାଜା ତାହା କରିସାରିଛନ୍ତି। ତା'ପ ରେ ମୁଁ ଆଉଥରେ ଜ୍ଞାନ, ପାଗଳାମି ଓ ଅଜ୍ଞାନତା ବିଷଯ ରେ ଭାବିବାକୁ ଲାଗିଲି।
13 ତେଣୁ ମୁଁ ଦେଖିଲି, ଯେପରି ଅନ୍ଧାର ଅପେକ୍ଷା ଆଲୋକ ଉତ୍ତମ, ସହେିପରି ଜ୍ଞାନ ଅଜ୍ଞାନତାଠାରୁ ଭଲ।
14 ଜ୍ଞାନବାନ ବ୍ଯକ୍ତି ଆଲୋକରେ ଗମନ କରେ, ମାତ୍ର ମୂର୍ଖ ବ୍ଯକ୍ତି ଅନ୍ଧକାର ରେ ଗମନ କରେ। କିନ୍ତୁ ମୁଁ ଦେଖିଲି ଏକପ୍ରକାର ଘଟଣା ଉଭୟ ଜ୍ଞାନୀମାନଙ୍କ ଓ ମୂର୍ଖମାନଙ୍କ ପାଇଁ ଘଟୁଛି। ଶଷେ ରେ ଉଭୟ ମୃତ୍ଯୁବରଣ କରନ୍ତି।
15 ତେଣୁ ମୁଁ ଆପଣା ମନେ ମନେ କହିଲି,"ମୂର୍ଖ ପ୍ରତି ଯେପରି ଘଟେ, ମାେ ପ୍ରତି ହିଁ ସହେିପରି ଘଟିବ। ତବେେ ମୁଁ କାହିଁକି ଅଧିକ ଜ୍ଞାନବାନ ହଲିେ।" ତେଣୁ ମୁଁ ଭାବିଲି, "ଏହା ମଧ୍ଯ ଅସାର।'3
16 ଯେପରି ମୂର୍ଖର, ସହେିପରି ଜ୍ଞାନବାନ ଲୋକର ସ୍ମରଣ ସର୍ବଦା ନ ଥାଏ। କାରର ଭବିଷ୍ଯତ ରେ, ସମସ୍ତେ ବିସ୍ମୃତ ହାଇେ ୟାଇଥିବେ। କଣେ ଜ୍ଞାନୀ ଲୋକକୁ କିପରି ମୂର୍ଖ ଲୋକ ପରି ମରିବା ପାଇଁ ଅନୁମତି ଦିଆୟିବ?
17 ସେଥିପାଇଁ ମୁଁ ଜୀବନକୁ ଘୃଣା କଲି। ସେଥି ନିମନ୍ତେ ମୁଁ ଅନୁଭବ କଲି, ସୂର୍ୟ୍ଯତଳେ ସମସ୍ତ ବିଷଯ ମନ୍ଦ। କାରଣ ଅର୍ଥହୀନ ଏବଂ ପବନକୁ ଧରିବା ପାଇଁ ଚେଷ୍ଟା କରିବା ପରି।
18 ସୂର୍ୟ୍ଯତଳେ ମୁଁ ୟହିଁ ରେ ପରିଶ୍ରାନ୍ତ ହଲିେ, ମାହେର ସେସବୁ ପରିଶ୍ରମକୁ ମୁଁ ଘୃଣା କଲି, କାରଣ ମାରେଉତ୍ତରାଧିକାରୀ ପାଇଁ ତାହା ସବୁ ଛାଡ଼ି ୟିବାକୁ ହବେ।
19 କହେି ଜଣେ ସବୁକିଛି ନିଯନ୍ତ୍ରଣ କରିବ, ଯାହା ପାଇଁ ମୁଁ ପରିଶ୍ରମ କରିଛି। ଏଇ ଜୀବନ ରେ ମୁଁ ଜ୍ଞାନ ବଳ ରେ ସବୁକିଛି ପାଇଛି। ସେ ଲୋକ ଜ୍ଞାନୀ କିଅବା ମୂର୍ଖ ହବେ, ଏହା ମୁଁ ଜାଣେ ନାହିଁ। ଏହା ମଧ୍ଯ ଅସାର ଅଟେ।
20 ତେଣୁ ସୂର୍ୟ୍ଯ ତଳେ ମୁଁ ଯେଉଁ ପରିଶଯମ ରେ ପରିଶ୍ରାନ୍ତ ହଲିେ, ସେ ସବୁ ବିଷଯ ରେ ଆପଣା ଅନ୍ତକରଣକୁ ନିରାଶ କରାଇବାକୁ ପ୍ରବୃତ୍ତ ହଲିେ।
21 କାରଣ ଜଣେ ବ୍ଯକ୍ତି ଜ୍ଞାନ, ବିଦ୍ଯା ଓ ଦକ୍ଷତା ସହିତ ପରିଶ୍ରମ କରେ, ତଥାପି ଯେଉଁ ବ୍ଯକ୍ତି ପରିଶ୍ରମ କରି ନାହିଁ, ତାହାର ଅଧିକାର ନିମନ୍ତେ ସେ ତାହା ଛାଡ଼ି ୟିବ। ଏ ମଧ୍ଯ ଅସାର ଏବଂ ପବନକୁ ଧରିବା ପରି।
22 ସୂର୍ୟ୍ଯ ତଳେ ଜଣେ ମନୁଷ୍ଯ ପରିଶ୍ରମ କରି ଓ ହୃଦଯକୁ ଦୁଃଖ ଦଇେ କ'ଣ ପାଏ ?
23 କାରଣ ତାହାର ଦିନସବୁ କବଳେ ଦୁଃଖମଯ ଓ ତାହାର ଆଯାସ ମନସ୍ତାପ ଜନକ ଅଟେ। ରାତ୍ରି ରେ ହିଁ ତା'ର ହୃଦଯ ବିଶ୍ରାମ ପାଏ ନାହିଁ। ଏହା ମଧ୍ଯ ଅସାର।
24 ଏପରି କହେି ଲୋକ ଅଛି କି ଯେ କହେି ମାଠାରୁେ ସୁଖୀ ହବୋ ପାଇଁ ଅଧିକ ଚେଷ୍ଟା କରିଛି। ଏବଂ ଏହା ଯାହା ମୁଁ ଶିକ୍ଷା କରିଛି, ଏହା ହେଉଛି ସବୁଠାରୁ ଭଲକଥା ଖାଇବା ପିଇବା, ଏବଂ କରିଥିବା କାର୍ୟ୍ଯକୁ ଉପଭୋଗ କରିବା। ମୁଁ ଦେଖୁଛି ଯେ, ଏହା ପରମେଶ୍ବରଙ୍କଠାରୁ ଆ ସେ।
25
26 ପରମେଶ୍ବର ଯାହା ପ୍ରତି ତୁଷ୍ଟ ହୁଅନ୍ତି, ପରମେଶ୍ବର ତାହାକୁ ଜ୍ଞାନ, ବିଦ୍ଯା ଓ ଆନନ୍ଦ ଦିଅନ୍ତି। ମାତ୍ର ପାପୀକୁ ପରମେଶ୍ବର ସଂଗ୍ରହ କରିବାର ଓ ଗଚ୍ଛିତ କରିବାର ଦାଯିତ୍ବ ଦିଅନ୍ତି, ଯେଉଁସବୁକୁ ସେ ପ୍ରସନ୍ନ ଥିବା ଲୋକମାନଙ୍କୁ ହିଁ ଦିଅନ୍ତି। ଏହା ହିଁ ଅସାର ଓ ଏହା ବାଯୁକୁ ଧରିବା ପରି।




ଅଧ୍ୟାୟ 3

1 ପ୍ରେତ୍ୟକକ ଜିନିଷ ପାଇଁ ଏକ ଉଚିତ୍ ସମୟ ଅଛି ଏବଂ ସ୍ବର୍ଗ ତଳେ ପ୍ରେତ୍ୟକକ ଯୋଜନା ଠିକ୍ ସମୟରେ ଘଟିବ।
2 ଜନ୍ମ ହବୋର ଏକ ସମୟ ଅଛି, ଏବଂ ମରିବ ପାଇଁ ମଧ୍ଯ ଏକ ସମୟ ଅଛି। ବୃକ୍ଷ ରୋପଣ ପାଇଁ ସମୟ ଅଛି। ବୃକ୍ଷ ଉପାଡ଼ିବା ପାଇଁ ମଧ୍ଯ ଏକ ସମୟ ଅଛି।
3 ବଧ କରିବାର ସମୟ ଅଛି ଓ ଆରୋଗ୍ୟ କରିବାର ମଧ୍ଯ ସମୟ ଅଛି। ଧ୍ବଂସ କରିବାର ସମୟ ଅଛି ଓ ଗଢ଼ିବା ପାଇଁ ମଧ୍ଯ ସମୟ ଅଛି।
4 କାନ୍ଦିବା ପାଇଁ ଏକ ସମୟ ଅଛି ଓ ହସିବା ପାଇଁ ମଧ୍ଯ ଏକ ସମୟ ଅଛି। ବିଳାପ ପାଇଁ ସମୟ ଅଛି ଓ ଖୁସି ରେ ନୃତ୍ଯ କରିବାର ପାଇଁ ମଧ୍ଯ ସମୟ ଅଛି।
5 ପ୍ରସ୍ତର ପକାଇବାର ସମୟ ଅଛି ଓ ପ୍ରସ୍ତର ସଂଗ୍ରହ କରିବାର ମଧ୍ଯ ସମୟ ଅଛି। ଆଲିଙ୍ଗନ ପାଇଁ ସମୟ ଅଛି ଓ ଆଲିଙ୍ଗନରୁ ନିବୃତ୍ତ ହବୋର ମଧ୍ଯ ସମୟ ଅଛି।
6 ଅନ୍ବଷେଣ କରିବାର ସମୟ ଅଛି ଓ ହଜାଇବାର ମଧ୍ଯ ସମୟ ଅଛି। ରହିବାର ସମୟ ଅଛି ଓ ହଜାଇବାର ମଧ୍ଯ ସମୟ ଅଛି।ରଖିବାର ସମୟ ଅଛି ଓ ପକାଇବାର ମଧ୍ଯ ସମୟ ଅଛି।
7 ଚିରିବାର ସମୟ ଅଛି ଓ ସିଲଇେ କରିବାର ମଧ୍ଯ ସମୟ ଅଛି। ନୀରବ ରହିବାର ସମୟ ଅଛି ଓ କଥା କହିବାର ମଧ୍ଯ ସମୟ ଅଛି।
8 ପ୍ ରମେ କରିବାର ସମୟ ଅଛି ଓ ଘୃଣା କରିବାର ମଧ୍ଯ ସମୟ ଅଛି। ୟୁଦ୍ଧର ସମୟ ଅଛି ଓ ଶାନ୍ତିର ମଧ୍ଯ ସମୟ ଅଛି।
9 ଜଣେ ବ୍ଯକ୍ତି ତା'ର ସମସ୍ତ ପରିଶ୍ରମରୁ କ'ଣ ଲାଭ ପାଏ?
10 ମୁଁ ଦେଖିଲି, ସମସ୍ତ କଠିନ କାର୍ୟ୍ଯ ପରମେଶ୍ବର ଆମ୍ଭମାନଙ୍କୁ କରିବାକୁ ଦଇେଥିଲେ।
11 ପରମେଶ୍ବର ଏହା ଠିକ୍ ସମୟରେ ପ୍ରେତ୍ୟକକ ଜିନିଷ ସୁନ୍ଦର କରନ୍ତି। ସେ ମଧ୍ଯ ଲୋକମାନଙ୍କ ମନ ରେ ଅନନ୍ତକାଳର ଧାରଣା ରଖନ୍ତି, କିନ୍ତୁ ସମାନେେ କବେେ ହେଲେ ପୁରାପୁରି ବୁଝିପାରନ୍ତି ନାହିଁ ଯେ, ପ୍ରେତ୍ୟକକ ଜିନିଷ ପରମେଶ୍ବର କରିଅଛନ୍ତି।
12 ତେଣୁ ମୁଁ ଅନୁଭବ କଲି ଯେ ବଞ୍ଚିଥିବା ପର୍ୟ୍ଯନ୍ତ ସମାନେେ ଖୁସି ରହିବା ଓ ସମାନେେ ନିଜକୁ ଉପ ଭୋଗ କରିବା ଛଡ଼ା ଅନ୍ୟ କିଛି ଲୋକମାନଙ୍କ ପାଇଁ ଅଧିକ ଉତ୍ତମ ନୁହେଁ।
13 ଯଦି ଜଣେ ବ୍ଯକ୍ତି ଖାଦ୍ୟ, ପାନୀଯ ଓ ଉତ୍ତମ ଦ୍ରବ୍ଯ ତା ପରିଶ୍ରମ ବଳ ରେ ଉପ ଭୋଗ କରିପାରିଲା, ତବେେ ତାହା ପରମେଶ୍ବରଙ୍କଠାରୁ ଉପହାର।
14 ମୁଁ ଜାଣେ ଯେ, ପରମେଶ୍ବର ଯାହା କିଛି କରନ୍ତି, ତାହା ଅନନ୍ତକାଳସ୍ଥାଯୀ, ତାହା ବୃଦ୍ଧି ବା ହ୍ରାସ କରାୟାଇ ନ ପା ରେ। ପରମେଶ୍ବର ତାହା କରିଛନ୍ତି, ଯେପରି ଲୋକମାନେ ତାକୁ ସମ୍ମାନ ଦବେେ।
15 ଯାହାସବୁ ଏଠା ରେ ଆଉଥରେ ଘଟିବା ଅଛି, ଯାହାସବୁ ଘଟିବାକୁ ଯାଉଛି, ତାହା ଘଟି ସାରିଛି। ପରମେଶ୍ବର ସେସବୁ ଜିନିଷ ଖାଜେନ୍ତି ତାହା ଅତୀତ ହାଇେଛି।
16 ପୁଣି ଥରେ ମୁଁ ସୂର୍ୟ୍ଯ ତଳେ ଆଉ ଗୋଟିଏ ଜିନିଷ ଦେଖିଲି: ନ୍ଯାଯ ସ୍ଥାନ ରେ, ଦୁଷ୍ଟତା ସଠାେ ରେ ଥିଲା, ଏବଂ ଯେଉଁଠା ରେ ଧାର୍ମିକତା ରହିବା ଉଚିତ୍ ଥିଲା, ସଠାେ ରେ ଜଣେ ଦୁରାଚାର ଥିଲା।
17 ମୁଁ ମନେ ମନେ କହିଲି: "ପରମେଶ୍ବର ଧାର୍ମିକ ଓ ଦୁଷ୍ଟର ବିଚାର କରିବେ। କାରଣ ପ୍ରେତ୍ୟକକ କାର୍ୟ୍ଯ ପାଇଁ ସମୟ ଅଛି।"
18 ମୁଁ ନିଜେ ମନେ ମନେ ଲୋକମାନଙ୍କ ବିଷଯ ରେ ଭାବିଲି, ମୁଁ ନିଜକୁ ନିଜେ ଚିନ୍ତା କଲି, "ପରମେଶ୍ବର ସମାନଙ୍କେୁ ଦଖାଇେ ଦବୋକୁ ଚାହାନ୍ତି ଯେ, ସମାନେେ ପଶୁ ତୁଲ୍ଯ।"
19 ଜଣେ ମନୁଷ୍ଯ ପଶୁଠାରୁ କ'ଣ ଉତ୍ତମ? ନାଁ ! କାହିଁକି? କାରଣ ମନୁଷ୍ଯ ଓ ପଶୁମାନଙ୍କ ପାଇଁ ଏକାପରି ଘଟେ, ପଶୁମାନେ ଜନ୍ମନ୍ତି ଓ ମରନ୍ତି। ଲୋକମାନେ ମଧ୍ଯ ଜନ୍ମନ୍ତି ଓ ମରନ୍ତି, ସମସ୍ତଙ୍କର "ପ୍ରାଣ ବାଯୁ" ଏକାପରି। କ'ଣ ଜଣେ ମୃତ ପଶୁ ଏକ ମୃତ ମନୁଷ୍ଯ ମଧିଅରେ କୌଣସି ଉନ୍ନତି ଅଛି କି ? ପ୍ରେତ୍ୟକକ ଜିନିଷ ଅବଶ୍ଯ ଅର୍ଥହୀନ।
20 ମୃତ ମନୁଷ୍ଯ ଓ ପଶୁର ଶରୀର ଏକା ପ୍ରକାର ରେ ବିନାଶ ହୁଏ। ସମାନେେ ଏହି ପୃଥିବୀରୁ ଆସିଥିଲେ ଓ ଏହି ପୃଥିବୀ ରେ ମିଶିଗଲେ।
21 ମନୁଷ୍ଯର ଆତ୍ମା ସ୍ବର୍ଗଗାମୀ ଓ ପଶୁର ଆତ୍ମା ନର୍କଗାମୀ ହୁଏ, କିଏ ଏ ବିଷଯ ରେ କହି ପାରିବ।
22 ସେଥିପାଇଁ ମୁଁ ଦେଖିଲି ଯେ, କବଳେ ନିଜ ସ୍ବକର୍ମ ରେ ଆନନ୍ଦ କରିବା ବ୍ଯତୀତ ମନୁଷ୍ଯ ନିମନ୍ତେ ଅନ୍ୟ କିଛି ଭଲ ନୁହେଁ। କାରଣ ଏହାହିଁ ତା'ର ଅଧିକାର। ଆଉ ଏହାପ ରେ ଯାହା ଘଟିବ ତାହାକୁ ଦେଖିବା ପାଇଁ ତାହାକୁ କିଏ ଫରୋଇ ଆଣିପାରିବ?




ଅଧ୍ୟାୟ 4

1 ପୁନରାଯ ବହୁତ ଲୋକ ଅତ୍ଯାଚାରିତ ହେଉଥିବାର ଓ କାନ୍ଦୁଥିବାର ମୁଁ ଦେଖିଲି। ମୁଁ ଦେଖିଲି ଯେ, ସମାନଙ୍କେୁ ସାନ୍ତ୍ବନା ଦବୋ ପାଇଁ କହେି ମଧ୍ଯ ନ ଥିଲେ। ମୁଁ କଷ୍ଟ ଭୋଗ କରୁଥିବା ଲୋକମାନଙ୍କୁ ମୁଁ ଦେଖିଲି ଓ ଶାସନ ରେ ଥିବା ଲୋକମାନଙ୍କର ନିଷ୍ଠୁରତା ମଧ୍ଯ ମୁଁ ଦେଖିଲି। ସମାନଙ୍କେ ଦ୍ବାରା ଆହତ ଲୋକମାନଙ୍କୁ କହେି ସାନ୍ତ୍ବନା ଦବୋକୁ ନ ଥିଲେ।
2 ମୁଁ ନିଷ୍ପତ୍ତି ନଲେି, ଯେ ଜୀବିତ ଲୋକମାନଙ୍କ ଅପେକ୍ଷା ମୃତ ଲୋକମାନେ ଅଧିକ ଭାଗ୍ଯବାନ୍।
3 ଏବଂ ୟିଏ ଆଜି ପର୍ୟ୍ଯନ୍ତ ଜନ୍ମ ହାଇନୋହିଁ, ସେ ଅନ୍ୟତର ସମାନଙ୍କେଠାରୁ ଭଲ ରେ ଅଛି, ଯେ ହତେୁ ସେ ସୂର୍ୟ୍ଯତଳେ ଯେଉଁ ସମସ୍ତ ଅମଙ୍ଗଳ ଘଟିଛି, ତାହା ଦେଖି ନାହିଁ।
4 ଏହାପ ରେ ମୁଁ ଭାବିଲି, "କାହିଁକି ଲୋକମାନେ କଠିନ ପରିଶ୍ରମ କରନ୍ତି।" ମୁଁ ଦେଖିଲି ଲୋକମାନେ ଜୀବନ ରେ ଉପରକୁ ଉଠିବା ପାଇଁ ଓ ଅନ୍ୟମାନଙ୍କଠାରୁ ଭଲ ରହିବା ପାଇଁ କଠିନ ପରିଶ୍ରମ କରନ୍ତି। କାରଣ, ଲୋକମାନେ ଈର୍ଷାଳୁ ଅଟନ୍ତି ଏବଂ ସମାନେେ କବେେ ଚାହାଁନ୍ତି ନାହିଁ ଯେ, ଅନ୍ୟମାନେ ତା'ଠାରୁ ଅଧିକ ପାଆନ୍ତୁ। ଏହା ଅସାର ଅଟେ। ଏହା ପବନକୁ ଧରିବା ପାଇଁ ଚେଷ୍ଟା କରିବା ତୁଲ୍ଯ ଅଟେ।
5 କିଛି ଲୋକ କହନ୍ତି, "ମୂର୍ଖମାନେ ହସ୍ତ ବାନ୍ଧି ବସନ୍ତି। ଯଦି ତୁମ୍ଭେ ପରିଶ୍ରମ ନ କର, ତବେେ ତୁମ୍କେ ଉପବାସ ରେ ମୃତ୍ଯୁ ଭୋଗ କରିବ।"
6 ସଂଘର୍ଷ କରି ଦୁଇହାତ ପୂର୍ଣ୍ଣ କର। ପବନକୁ ଧରିବାକୁ ଚେଷ୍ଟା କରିବାଠାରୁ ମନର ଶାନ୍ତି, ସୁଖ ପାଇଁ ଗୋଟିଏ ହାତ ମୁଠି ଭଲ।
7 ଏହାପ ରେ ମୁଁ ପୁନରାଯ ସୂର୍ୟ୍ଯ ତଳେ ଅସାର ଦେଖିଲି।
8 ଯଦି କୌଣସି ଲୋକ ଏକାକି ଥାଏ ଓ ତାହାର ଦ୍ବିତୀୟ କହେି ନାହିଁ, ତା'ର ପୁତ୍ର ଏବଂ ଭ୍ରାତା କହେି ନାହିଁ। ତଥାପି ତାହାର ପରିଶ୍ରମର ସୀମା ନାହିଁ, ତା'ର ଚକ୍ଷୁ କିଅବା ତା'ର ଧନ ରେ ତୃପ୍ତ ନୁହେଁ। କିନ୍ତୁ ସେ ନିଜକୁ ପଚା ରେ ନାହିଁ ଯେ, "କାହିଁକି ମୁଁ ଏତେ କଠିନ କାର୍ୟ୍ଯ କରୁଛି ? କାହିଁକି ମୁଁ ମାରେ ଜୀବନକୁ ଉପ ଭୋଗ କରିବି ନାହିଁ ?" ଏହା ମଧ୍ଯ ଅସାର ଓ ଅତ୍ଯନ୍ତ କ୍ଲେଶ ଜନକ।
9 ଏକ ଜଣରୁ ଦୁଇଜଣ ଭଲ। କାରଣ ସମାନେେ ଆପଣା ଆପଣା ପରିଶ୍ରମର ଉତ୍ତମ ଫଳ ପ୍ରାପ୍ତ ହୁଅନ୍ତି।
10 ଯଦି ଜଣେ ବ୍ଯକ୍ତି ପଡ଼ିୟାଏ, ତବେେ ତା'ର ସାଙ୍ଗ ତାକୁ ଉଠାଇବାକୁ ସାହାୟ୍ଯ କରିବ। ମାତ୍ର ଯେ ପଡ଼ିବା ବେଳେ ଏକାକୀ ଥାଏ, ତାକୁ ଉଠାଇବା ପାଇଁ ଅନ୍ୟ କହେି ସଠାେ ରେ ନ ଥାଏ।
11 ଆହୁରି ଦୁଇଜଣ ଏକତ୍ର ଶଯନ କଲେ ଉଷ୍ମ ହୁଅନ୍ତି ମାତ୍ର ଜଣେ କିରୂପେ ଉଷ୍ମ ହାଇପୋରିବ।
12 ଯେକହେି ଏକାକୀ ଥିବା ଲୋକକୁ ପରାସ୍ତ କରେ, ତବେେ ଦୁଇଜଣ ତାହାର ପ୍ରତିବାଦ କରିବେ। ପୁଣି ତ୍ରିଗୁଣ ରଜ୍ଜୁ ଶୀଘ୍ର ଛିଣ୍ଡିୟାଏ ନାହିଁ।
13 ଯେଉଁ ବୃଦ୍ଧ ଓ ନିର୍ ବୋଧ ରାଜା ଆଉ କୌଣସି ପରାମର୍ଶ ଗ୍ରହଣ ନ କରିବାକୁ ଚା ହେଁ। ତାହା ଅପେକ୍ଷା ଦରିଦ୍ର ଓ ଜ୍ଞାନବାନ୍ ୟୁବା ଲୋକ ଭଲ।
14 କାରଣ ସେ ରାଜା ହବୋ ପାଇଁ କାରାଗାରରୁ ବାହାର ହାଇେ ଆସିଲା। ଆହୁରି ସେ ତାହାର ରାଜ୍ଯ ରେ ଦରିଦ୍ର ହାଇେ ଜନ୍ମିଥିଲା।
15 ମୁଁ ଦେଖିପାରୁଛି ଯେ, ପୃଥିବୀ ରେ ସୂର୍ୟ୍ଯତଳେ ଯେଉଁ ସମସ୍ତ ଲୋକମାନେ ବାସ କରୁଛନ୍ତି ଓ ୟାତାଯତ କରୁଛନ୍ତି, ସମାନେେ ପରବର୍ତ୍ତୀ ୟୁବକକୁ ଅନୁସରଣ କଲେ, ୟିଏକି ତା'ର ସାଙ୍ଗ, ତାଙ୍କର ସ୍ଥାନ ନବେେ।
16 ଅସଂଖ୍ଯ ଲୋକ ଉତ୍ତରାଧିକାରୀଙ୍କୁ ଅନୁସରଣ କରିବେ ଏବଂ ଯେଉଁ ଲୋକମାନେ ପ ରେ ଆସିବେ ସମାନେେ ସହେି ପ୍ରଥମ ଜ୍ଞାନୀ ୟୁବକକୁ ପ୍ରଶଂସା କରିବେ ନାହିଁ। ଏହା ମଧ୍ଯ ଅସାର ଓ ପବନର ପଶ୍ଚାତ୍ ଗମନ କଲା ପରି।




ଅଧ୍ୟାୟ 5

1 ଯେତବେେଳେ ତୁମ୍ଭମାନେେ ପରମେଶ୍ବରଙ୍କୁ ଉପାସନା କରିବାକୁ ୟାଅ, ବହୁତ ସାବଧାନ ହୁଅ। ମୂର୍ଖମାନଙ୍କ ପରି ବଳିଦବୋ ଅପେକ୍ଷା ପରମେଶ୍ବରଙ୍କୁ ମାନିବା ଅଧିକ ଉତ୍ତମ। ମୂର୍ଖମାନେ ଜାଣନ୍ତି ମଧ୍ଯ ନାହିଁ, ଯେତବେେଳେ ସମାନେେ ମନ୍ଦକର୍ମ କରନ୍ତି।
2 ପରମେଶ୍ବରଙ୍କଠା ରେ ପ୍ରତିଜ୍ଞା କରିବା ସମୟରେ ସାବଧାନ ହୁଅ। ପରମେଶ୍ବରଙ୍କ ଆଗ ରେ କୌଣସି କଥା କହିବା ପାଇଁ ତୁମ୍ଭର ଚିତ୍ତ ଚଞ୍ଚଳ ନ ହେଉ। କାରଣ ପରମେଶ୍ବର ସ୍ବର୍ଗ ରେ ଅଛନ୍ତି ଓ ତୁମ୍ଭେ ପୃଥିବୀ ରେ ଅଛ। ଏଣୁ ତୁମ୍ଭର କଥା ଅଳ୍ପ ହେଉ।
3 ବହୁତ ଦୁଃଖରୁ ଅନକେ ଦୁସ୍ବପ୍ନ ଆ ସେ ଏବଂ ଜଣେ ମୂର୍ଖ ବହୁତ କ ହେ।
4 ତୁମ୍ଭେ ପରମେଶ୍ବରଙ୍କଠା ରେ ପ୍ରତିଜ୍ଞା କଲେ ତାହା ପରିଶାଧେ କରିବାକୁ ବିଳମ୍ବ କର ନାହିଁ। କାରଣ ମୂର୍ଖମାନଙ୍କଠା ରେ ତାଙ୍କର ସନ୍ତାଷେ ନାହିଁ। ତୁମ୍ଭେ ଯାହା ପ୍ରତିଜ୍ଞା କର, ତାହା ପରିଶାଧେ କର।
5 ପ୍ରତିଜ୍ଞା କରି ପରିଶାଧେ ନ କରିବା ଅପେକ୍ଷା ତୁମ୍ଭେ ପ୍ରତିଜ୍ଞା ନ କରିବା ଭଲ।
6 ତୁମ୍ଭ ମୁଖକୁ ତୁମ୍ଭ ପାଇଁ ପାପର କାରଣ ହବୋକୁ ଦିଅ ନାହିଁ, କିଅବା ଏହା ଭୁଲ୍ ହେଲା ବୋଲି ଦୃଢ଼ ସାକ୍ଷାତ ରେ କୁହ ନାହିଁ। ପରମେଶ୍ବର ତୁମ୍ଭ ଉପ ରେ କାହିଁକି କୋରଧ ହବେେ ଓ ତୁମ୍ଭର କଠିନ ପରିଶ୍ରମକୁ ବିନାଶ କରିବେ।
7 ଅନକେ ଫାମ୍ପା ସ୍ବପ୍ନ ଏବଂ ଅନକେ ବାଚାଳତା ଯୋଗୁଁ ଏସବୁ ଘଟେ। ମାତ୍ର ତୁମ୍ଭେ ପରମେଶ୍ବରଙ୍କୁ ନିଶ୍ଚଯ ଭୟ କର।
8 କେତକେ ଦେଶ ରେ ଯଦି ତୁମ୍ଭମାନେେ ଦେଖ ଯେ, ଲୋକମାନେ ଅତ୍ଯାଚାର କଲେ ଓ ନ୍ଯାଯ ବିଚାରକୁ ଅସ୍ବୀକାର କଲେ, ଏଥି ରେ ଆଶ୍ଚର୍ୟ୍ଯ ହୁଅ ନାହିଁ ! ଅଧିକାରୀଗଣ ଯେଉଁମାନେ ଲୋକମାନଙ୍କୁ ଅତ୍ଯାଚାର କରନ୍ତି, ସମାନଙ୍କେ ଉପ ରେ ଅନ୍ୟ ଅଧିକାରୀଗଣ ଅଛନ୍ତି। ଉଭୟ ଅଧିକାରୀଙ୍କ ଉପ ରେ ଅନ୍ୟଜଣେ ଅଧିକାରୀ ଅଛନ୍ତି।
9 ଏହିସବୁ ପଛ ରେ ଭୂମିରୁ ପାଇଥିବା ଲାଭ ଅଛି। ଏପରିକି କ୍ଷେତ୍ର ଦ୍ବାରା ରାଜା ମଧ୍ଯ ସବେିତ ହୁଅନ୍ତି।
10 ସମ୍ପତ୍ତି ସୁଖ କିଣିପା ରେ ନାହିଁ। ଯେଉଁ ଲୋକ ଟଙ୍କାକୁ ଭଲପାଏ ସେ କବେେ ତା'ର ନିକଟରେ ଥିବା ଟଙ୍କା ରେ ସନ୍ତୁଷ୍ଟ ହବେ ନାହିଁ। ଯେଉଁ ଲୋକ ସମ୍ପତ୍ତିକୁ ଭଲ ପାଏ। ସେ ଯେତେ ସତ୍ତିର ଅଧିକାରୀ ହେଲେ ମଧ୍ଯ ସେ ସନ୍ତୁଷ୍ଟ ହବେ ନାହିଁ, ଏହା ମଧ୍ଯ ଅସାର ଅଟେ।
11 ଜଣେ ବ୍ଯକ୍ତିର ଯେତେ ଅଧିକ ସମ୍ପତ୍ତି ଅଛି, ତାହାର େସତେ "ବନ୍ଧୁ" ତା'ର ସମ୍ପତ୍ତି ଖର୍ଚ୍ଚ କରିବାକୁ ସାହାୟ୍ଯ କରନ୍ତି। ତେଣୁ ସହେି ଧନୀ ବ୍ଯକ୍ତିଟି ପ୍ରକୃତ ରେ କିଛି ଲାଭ ପାଏ ନାହିଁ। କବଳେ ସେ ନିଜ ସମ୍ପତ୍ତିକୁ ଦେଖେ।
12 ଶ୍ରମଜିବୀ ଲୋକେ ଅଳ୍ପ ବା ବହୁତ ଖାଇଲେ ହେଁ ତାହାର ନିଦ୍ରା ସୁଖକର ହୁଏ, ମାତ୍ର ଧନବାନର ପୂର୍ଣ୍ଣତା ତାହାକୁ ନିଦ୍ରା ୟିବାକୁ ଦବେ ନାହିଁ।
13 ମୁଁ ଏହା ଦେଖିଛି ଯେ ଏହା ଏକ ଅତ୍ଯନ୍ତ ଦୁଃଖର ବିଷଯ ଯାହା ଜୀବନ ରେ ଘଟିଛି। ମନୁଷ୍ଯମାନେ ସମାନଙ୍କେର ପାଇଁ ଅର୍ଥ ଜମା ରଖନ୍ତି।
14 ଦୁର୍ଘଟଣା ବଶତଃ ସହେିସବୁ ଧନ କ୍ଷଯ ପାଏ। ଯେତବେେଳେ ତା'ର ପୁତ୍ର ଜନ୍ମ ହୁଏ, ତାକୁ ଦବୋପାଇଁ ତା'ର କିଛି ନ ଥାଏ।
15 ସେ ଆପଣା ମାତୃ ଗର୍ଭରୁ ଯେପରି ଆସିଥିଲା, ସପରେି ଉଲଗ୍ନ ହାଇେ ଫରେିୟିବ। ଆଉ ସେ ଆପଣା ପରିଶ୍ରମ ପାଇଁ ସ୍ବହସ୍ତ ରେ ଯାହା ନଇୟୋଇ ପାରିବ ନାହିଁ, ଏପରି କିଛି ସଙ୍ଗେ ନବେ ନାହିଁ।
16 ତାହା ଅତ୍ଯନ୍ତ ଦୁଃଖ ଦାୟକ। ସେ ପୃଥିବୀରୁ ଫରେିବ ଠିକ୍ ଯେପରି ଆସିଥିଲା। "ଏବଂ ସେ କଠିନ ପରିଶ୍ରମ କରି ପବନକୁ ଧରିବା ପାଇଁ ଚେଷ୍ଟା କରି କ'ଣ ପାଇଛି ?"
17 ସେ ବିଷାଦ ରେ ତା'ର ଜୀବନ କଟାଇ ଦିଏ। ପୁଣି ସେ ଅତିଶଯ ବିରକ୍ତ ହୁଏ। ଆଉ ପିଡ଼ୀତ ଓ କ୍ରୋଧିତ ହୁଏ।
18 ମୁଁ ଦେଖିଛି ଯେ, ଏହି ସର୍ବୋତ୍ତମ ଜଣେ ବ୍ଯକ୍ତି ଏହା କରିପାରିବ। ଏହି ପୃଥିବୀ ରେ ତା'ର ଅଳ୍ପ ଜୀବନ କାଳ ମଧିଅରେ ଜଣେ ବ୍ଯକ୍ତି ଯାହା କାର୍ୟ୍ଯ କରେ, ସେ ଖାଇ ପିଇ ଉପଭୋଗ କରିବା ଉଚିତ୍। ପରମେଶ୍ବର ତାହାଙ୍କୁ ଏହି ଅଳ୍ପକାଳ ଜୀବନ ଦଇେଛନ୍ତି ଏବଂ ତାହାହିଁ ତା'ର ସବୁକିଛି।
19 ଆହୁରି ପରମେଶ୍ବର କୌଣସି ବ୍ଯକ୍ତିକୁ ଧନସମ୍ପତ୍ତି ଦାନ କରି ତାହା ଭୋଗ କରିବାକୁ ଓ ଆପଣା ଅଂଶ ଗ୍ରହଣ କରିବାକୁ ଓ ଆପଣା ପରିଶ୍ରମ ରେ ଆନନ୍ଦ କରିବାକୁ କ୍ଷମତା ଦେଲେ। ଏହା ହିଁ ପରମେଶ୍ବରଙ୍କର ଦାନ ଅଟେ।
20 ସତ୍ଯ ରେ, ଜଣେ ବ୍ଯକ୍ତି ତା'ର ଜୀବନ ବିଷଯ ରେ ବେଶୀ ଚିନ୍ତା କରେ ନାହିଁ, କାରଣ ପରମେଶ୍ବର ତାକୁ ନିଜକୁ ଉପ ଭୋଗ କରିବା ରେ ବ୍ଯସ୍ତ ରଖିଛନ୍ତି।




ଅଧ୍ୟାୟ 6

1 ମୁଁ ସୂର୍ୟ୍ଯ ତଳେ ଏକ ଦୁଃଖର ବିଷଯ ଦେଖିଅଛି ଏବଂ ଏହା ଲୋକମାନଙ୍କ ଉପ ରେ କଠିନ ଚାପ ପକାଏ।
2 ପରମେଶ୍ବର କେତକଙ୍କେୁ ଧନ, ସମ୍ପତ୍ତି ଓ ସମ୍ମାନ ଦିଅନ୍ତି, ସହେି ବ୍ଯକ୍ତି ଅନ୍ୟ କିଛି ଆଶା କରିବା ପାଇଁ ତା'ର କିଛି ଅଭାବ ନ ଥାଏ। କିନ୍ତୁ ପରମେଶ୍ବର ସହେି ବ୍ଯକ୍ତିକୁ ଏସବୁ ଉପ ଭୋଗ କରିବା ପାଇଁ ଅନୁମତି ଦିଅନ୍ତି ନାହିଁ। ତା ବଦଳ ରେ ଅନ୍ୟ ଜଣେ ଏହା ଉପ ଭୋଗ କଲେ। ଏହା ଅସାର ଅଟେ ଓ ଏକ ମନ୍ଦ ବ୍ଯାଧି ସ୍ବରୂପ ଅଟେ।
3 ଜଣେ ଲୋକ ଏକ ଦୀର୍ଘ ଜୀବନୟାପନ କଲେ। ଏବଂ ସେ ଶ ହେ ସନ୍ତାନ ଜନ୍ମ ଦଇପୋ ରେ। କିନ୍ତୁ ଯଦି ସେ ସମାନଙ୍କେ ଉପ ରେ ସନ୍ତୁଷ୍ଟ ନ ହୁଏ ଏବଂ ଯଦି ମୃତ୍ଯୁ ପ ରେ ତାକୁ କହେି ସ୍ମରଣ ନ କରେ, ତା ହେଲେ ସହେି ଲୋକ ଅପେକ୍ଷା ଜନ୍ମ ହବୋ ସମୟରେ ମୃତ୍ଯୁବରଣ କରିଥିବା ସହେି ଶିଶୁଟି ଉତ୍ତମ ଅଟେ।
4 ସହେିପରି ଶିଶୁଟି ଘନ କୁହୁଡ଼ି ରେ ଆଚ୍ଛାଦନ ହାଇେ ଆ ସେ ଏବଂ ଅନ୍ଧାର ରେ ଏଇ ପୃଥିବୀରୁ ଚାଲିୟାଏ, ଏବଂ ସହେି ଅନ୍ଧାର ଏହାର ନାମକୁ ମଧ୍ଯ ଲୁଚାଇ ଦିଏ।
5 ସେ ସୂର୍ୟ୍ଯ ଦେଖି ନାହିଁ କି ସେ ବିଷଯ ରେ ଜାଣି ନାହିଁ। ସେ ଲୋକ ଅପେକ୍ଷା ବରଂ ଏ ଶିଶୁଟି ଅଧିକ ବିଶ୍ରାମ ପାଏ।
6 ପୁଣି ସେ ମନୁଷ୍ଯ କୌଣସି ମଙ୍ଗଳ ଭୋଗ ନ କରି 200 ବର୍ଷ ବଞ୍ଚିଲେ ହେଁ ସମସ୍ତେ କି ଏକ ସ୍ଥାନକୁ ନ ୟାଆନ୍ତି?
7 ମନୁଷ୍ଯ ତା'ର ନିଜ ପଟେ ପାଇଁ ପରିଶ୍ରମ କରେ। କିନ୍ତୁ ସେ ସେଥି ରେ ସନ୍ତୁଷ୍ଟ ହୁଏ ନାହିଁ, କାହିଁକି?
8 ଏହି ପ୍ରକାରର ଜଣେ ଜ୍ଞାନୀ ଜଣେ ମୂର୍ଖଠାରୁ କେଉଁ ଗୁଣ ରେ ଭଲ? ଜଣେ ଗରିବ ଲୋକ ଅନ୍ୟମାନଙ୍କୁ କିପରି ବ୍ଯବହାର କରିବାକୁ ହବେ, ତାହା ଯଦି ଜାଣେ, ଉତ୍ତମତା କଣ?
9 ଏହା ନିତାନ୍ତ ଖୁସିର କଥା ଯେ ତୁମ୍ଭର ଯାହା ଅଛି ଅଧିକ ଆଶା କରିବା ଅପେକ୍ଷା ସେଥି ରେ ସନ୍ତୁଷ୍ଟ ହବୋ ଭଲ। ଏହା ମଧ୍ଯ ଅସାର ଅଟେ। ଏହା ବାଯୁକୁ ଧରିବା ତୁଲ୍ଯ ହବେ।
10 ଯାହା ହେଉଛି ତାହା ଆଗରୁ ନିର୍ଦ୍ଧାରିତ ହାଇେଅଛି। ଏବଂ ଯେଉଁ ପଥରେ ମନୁଷ୍ଯ ସମାଜ ଚାଲେ ତାହା ପରମେଶ୍ବର ଜାଣନ୍ତି। ଆଉ ୟିଏ ସମାନଙ୍କେଠାରୁ ଶକ୍ତିଶାଳୀ ତାଙ୍କ ସହିତ ୟୁକ୍ତି କରି ସମାନେେ କବେେ ଜିତି ପାରିବେ ନାହିଁ।
11 ସମାନେେ ଯେତେ ଅଧିକ ୟୁକ୍ତି କରିବେ, ତାହା େସତେ ଅନାବଶ୍ଯକ ଅଟେ। ଏହା ତାଙ୍କର କ'ଣ ଲାଭ ହବେ ?
12 କିଏ ଜାଣେ ସମାନଙ୍କେ ଏହି କ୍ଷଣସ୍ଥାଯୀ ଜୀବନ ରେ, ମନୁଷ୍ଯ ଅଧିକ ଲାଭକରି କ'ଣ କରିପା ରେ? କାରଣ ସମାନଙ୍କେର ଦିନଗୁଡ଼ିକ ଛାଇ ପରି ଚାଲିୟିବ। କିଏ ଲୋକମାନଙ୍କୁ କହିପାରିବ, ସୂର୍ୟ୍ଯତଳେ ଭବିଷ୍ଯତ ରେ ଏଇ ପୃଥିବୀ ରେ କ'ଣ ହବେ?




ଅଧ୍ୟାୟ 7

1 ବହୁମୂଲ୍ଯ ତୈଳ ଅପେକ୍ଷା ଉତ୍ତମ ନାମ ଭଲ ଅଟେ। ବ୍ଯକ୍ତିର ଜନ୍ମ ଦିନ ଅପେକ୍ଷା ମୃତ୍ଯୁର ଦିନ ୟଥେଷ୍ଟ ଭଲ ଅଟେ।
2 ଭୋଜିକୁ ୟିବା ଅପେକ୍ଷା ଶବଦାହକୁ ୟିବା ଭଲ। କାରଣ ତାହା ସମୁଦାଯ ମନୁଷ୍ଯର ଶଷଗେତି ଅଟେ ଓ ଜୀବିତ ଲୋକ ତହିଁରେ ମନୋୟୋଗ କରିବା ଉଚିତ୍।
3 ସୁଖଠାରୁ ଦୁଃଖ ଭଲ କାରଣ ଏକ ଦୁଃଖ ଅନୁଭୂତି ମୂଲ୍ଯବାନ ଶିକ୍ଷା ଦିଏ।
4 ଜ୍ଞାନୀମାନଙ୍କ ହୃଦଯ ଚିତାଗ୍ନି ରେ। ମାତ୍ର ମୂର୍ଖମାନଙ୍କ ହୃଦଯ ଭୋଜି ରେ ଥାଏ।
5 ଜଣେ ମୂର୍ଖର ଗୀତ ଶୁଣିବାଠାରୁ ଜଣେ ଜ୍ଞାନୀ ଲୋକଙ୍କଠାରୁ ଭର୍ତ୍ସନା ଶୁଣିବା, ଭଲ।
6 ହାଣ୍ଡିତଳେ କଣ୍ଟାର ଚଡ଼ଚଡ଼ ଶବ୍ଦ ଯେପରି ମୂର୍ଖର ହାସ୍ଯ ସହେିପରି, ଏହା ମଧ୍ଯ ଅର୍ଥହୀନ।
7 ଅରାଜକତା ଜ୍ଞାନୀ ଲୋକମାନଙ୍କୁ ବୋକା କରିଦିଏ, ଲାଞ୍ଚ ବିବକେ ନଷ୍ଟ କରେ।
8 ବିଷଯର ଆରମ୍ଭ ଅପେକ୍ଷା ତହିଁର ସମାପ୍ତି ଭଲ। ଗୋଟିଏ ଜରାଗ୍ରସ୍ଥ ଆତ୍ମା ଏକ ଗର୍ବୀ ଆତ୍ମାଠାରୁ ଭଲ।
9 ଶୀଘ୍ର କୋରଧିତ ହୁଅ ନାହିଁ। କାରଣ ମୂର୍ଖମାନଙ୍କ ହୃଦଯ ହରେ କୋରଧ ବାସ କରେ।
10 ପଚାର ନାହିଁ, "କାହିଁକି ବର୍ତ୍ତମାନଠାରୁ 'ଅତୀତ' ଭଲ ଥିଲା?" ଯଦି ତୁମ୍ଭେ ଜ୍ଞାନୀ ହାଇେଥିବ ଏହା ପଚାରିବ ନାହିଁ।
11 ଜ୍ଞାନ ଉତ୍ତମ ଅଟେ, ଯଦି ଏହା ବଂଶାନୁଗତ ଭାବରେ ଆସିଥାଏ, ଏହା ଜୀବନଧାରଣ ରେ ଲାଭ ଦଇେଥାଏ।
12 କାରଣ ଧନ ଯେପରି ଆଶ୍ରଯ ସ୍ବରୂପ, ଜ୍ଞାନ ହିଁ ସହେିପରି ଆଶ୍ରଯ ସ୍ବରୂପ ଅଟେ। ଜ୍ଞାନ ଥିବାର ଲାଭ ଏହି ଯେ, ଯେଉଁମାନଙ୍କର ଜ୍ଞାନ ଅଛି ସମାନଙ୍କେର ଜୀବନକୁ ଏହା ସୁରକ୍ଷା କରେ।
13 ପରମେଶ୍ବରଙ୍କ କାର୍ୟ୍ଯକୁ ଅନୁଧ୍ଯାନ କର। କାରଣ ସେ ଯାହା ବକ୍ର କରନ୍ତି, ତାକୁ କହେି ଠିକ୍ କରିପାରିବ ନାହିଁ।
14 ଖୁସି ହୁଅ ଯେତବେେଳେ ତୁମ୍ଭ ପାଖ ରେ ସମ୍ପତ୍ତି ଅଛି କିନ୍ତୁ ଯେତବେେଳେ ତୁମ୍ଭେ ଦୁଃଖ ଅନୁଧ୍ଯାନ କର ପରମେଶ୍ବର ଆମ୍ଭକୁ ଭଲ ସହିତ ଖରାପ ସମୟ ଦଇେଛନ୍ତି। ଯାହା ଫଳ ରେ କୌଣସି ଲୋକ ଭବିଷ୍ଯତ ରେ କ'ଣ ଘଟିବ ତାହା ଜାଣିପାରିବ।
15 ମାରେ ଅର୍ଥହୀନ ଜୀବନ କାଳ ମଧିଅରେ, ମୁଁ ଏହିସବୁ ଜିନିଷ ଦେଖିଅଛି। କେତବେେଳେ ଜଣେ ଧାର୍ମିକ ଲୋକ ଆପଣା ଧାର୍ମିକତା ସତ୍ତ୍ବେ ବି ବିନଷ୍ଟ ହୁଏ, ଯେଉଁଠିକି ଏକ ପୁଣି ଦୁଷ୍ଟ ଲୋକ ତା'ର ଦୁଷ୍ଟାମୀ ସତ୍ତ୍ବେ ଦୀର୍ଘଜୀବି ହୁଏ।
16 ତୁମ୍ଭମାନେେ ନିଜକୁ ଅତି ଧାର୍ମିକ ବୋଲି ଦଖାେଅ ନାହିଁ। କିଅବା ଆପଣାକୁ ଅତି ଜ୍ଞାନୀ ବୋଲି ଦଖାଇେ ହୁଅ ନାହିଁ। କାହିଁକି ? ଏଥି ରେ ତୁମ୍ଭେ ନିଜକୁ ବିନାଶ କରିବ।
17 ତୁମ୍ଭେ ଅତି ଦୁଷ୍ଟ କିଅବା ନିର୍ବୋଧ ହୁଅ ନାହିଁ। ଆପଣା କାଳ ପୁରିବା ପୂର୍ବରୁ କାହିଁକି ମରିବ ?
18 ହସ୍ତ କାଢ଼ି ନ ନଇେ ତାକୁ ଧରି ରଖିବା ରେ ତୁମ୍ଭର ମଙ୍ଗଳ। କାରଣ ଯେ ପରମେଶ୍ବରଙ୍କୁ ସମ୍ମାନ କରେ, ସେ ଉଭୟ କରେ।
19 ନଗର ରେ ଥିବା ଦଶଜଣ ଶାସନକର୍ତ୍ତା ଅପେକ୍ଷା ଜ୍ଞାନ, ଜ୍ଞାନୀ ବ୍ଯକ୍ତିକୁ ଅଧିକ ଶକ୍ତି ଦିଏ।
20 ୟିଏ ପାପ ନ କରି କବଳେ ସତ୍କର୍ମ କରିଛି, ଏପରି ଜଣେ ଧାର୍ମିକ ପୃଥିବୀ ରେ ନିଶ୍ଚଯ ନାହିଁ।
21 ଯାହା ତୁମ୍ଭଙ୍କୁ କୁହାୟାଇଛି, ସମସ୍ତ କଥା ରେ ମନ ଯୋଗ ଦିଅ ନାହିଁ, ନ ହେଲେ ତୁମ୍ଭର ଦାସ ତୁମ୍ଭକୁ ଅଭିଶାପ ଦବୋର ତୁମ୍ଭେ ଶୁଣିବ।
22 କାରଣ ତୁମ୍ଭେ ଜାଣ ଯେ, ତୁମ୍ଭେ ମଧ୍ଯ ଅନ୍ୟମାନଙ୍କୁ ସପରେି ବାରମ୍ବାର ଅଭିଶାପ ଦଇେଅଛ।
23 ମୁଁ ଜ୍ଞାନଦ୍ବାରା ଏସବୁ ପରୀକ୍ଷା କଲି ଏବଂ ମୁଁ କହିଲି, "ମୁଁ ଜ୍ଞାନୀ ହବୋକୁ ଚା ହେଁ। ମାତ୍ର ଜ୍ଞାନ ମାରେ ଗନ୍ତବ୍ଯଠାରୁ ବହୁତ ଦୂର ରେ ଅଛି।"
24 ସବୁ କିଛି ଆମ୍ଭର ବୁଝାମଣାର ବାହା ରେ, ଏସବୁ କିଏ ବୁଝିପାରିବ ?
25 ମାେ ହୃଦଯ ରେ ମୁଁ ଜାଣିବାକୁ ପରୀକ୍ଷା କରିବାକୁ ଏବଂ ଜ୍ଞାନର ପଶ୍ଚାତ୍ଧାବନ କରିବାକୁ ଏବଂ ଏହାର ଉତ୍ତର ପାଇବାକୁ ମୁଁ ଚାହିଁଲି। ମୁଁ ମଧ୍ଯ ଦୁଷ୍ଟତା ଓ ବୋକାମୀକୁ ଓ ମୂର୍ଖର ପାଗଳାମିକୁ ଜାଣିବା ପାଇଁ ଚାହିଁଲି।
26 ଏବଂ ମୁଁ ଦେଖିଲି, ମୂର୍ଖ ସ୍ତ୍ରୀ (ନାରୀ) ମୃତ୍ଯୁ ଅପେକ୍ଷା ତିକ୍ତ ଅଟେ। ସେ ଏକ ଶିକାରୀ ଜାଲ ପରି ଏବଂ ତା'ର ହୃଦଯ ଏକ ୟନ୍ତାପରି। ତା'ର ହସ୍ତଦ୍ବଯ ଶୃଙ୍ଖଳ ଅଟେ। ଯେ କହେି ପରମେଶ୍ବରଙ୍କୁ ସନ୍ତୁଷ୍ଟ କରେ, ସେ ତାହାଠାରୁ ରକ୍ଷା ପାଇବ। ମାତ୍ର ପାପୀ ତାହାଦ୍ବାରା ଧରାୟିବ।
27 ଉପଦେଶକ କହିଲେ, " ଦେଖ, ଉତ୍ତର ପାଇବାକୁ ଗୋଟିଏ ସହିତ ଆଉ ଗୋଟିଏ ଯୋଗ କରି, ଏହା ମୁଁ ପାଇଲି।
28 ମୁଁ ବାରମ୍ବାର ଖାଜେିଲି ଏବଂ ମୁଁ ପାଇଲି ନାହିଁ। ହଜାର ରେ ଗୋଟିଏ ପୁରୁଷ ପରମେଶ୍ବରଙ୍କୁ ସନ୍ତୁଷ୍ଟ କରୁଥିବାର ମୁଁ ପାଇଲି କିନ୍ତୁ ସମାନଙ୍କେ ମଧିଅରେ, ମୁଁ ଏକ ସ୍ତ୍ରୀ ପାଇଲି ନାହିଁ।
29 "ମୁଁ ଯାହା ପାଇଛି ତାକୁ ଥରେ ମାତ୍ର ଦେଖ। ପରମେଶ୍ବର ମାନବ ସମାଜକୁ ସରଳ କରି ତିଆରି କଲେ। କିନ୍ତୁ ସମାନେେ ସର୍ବଦା ନୂତନ ଯୋଜନା ଉଦ୍ଭାବନ କରିଛନ୍ତି।"




ଅଧ୍ୟାୟ 8

1 ଜ୍ଞାନବାନ୍ କଥାକୁ ଯେପରି ବୁଝେ ଓ ବ୍ଯାଖ୍ଯା କରେ ତାଙ୍କ ପରି ଆଉ କହେି କରିପାରିବେ ନାହିଁ। ତା'ର ଜ୍ଞାନ ତାହାକୁ ଖୁସି କରାଏ ଏବଂ ଏହା ଦୁଃଖିତ ମୁଖକୁ ଖୁସି କରାଏ।
2 ମୁଁ ତୁମ୍ଭକୁ ପରାମର୍ଶ ଦେଉଛି ତୁମ୍ଭେ ସର୍ବଦା ରାଜାଆଜ୍ଞା ପାଳନ କର। ତୁମ୍ଭେ ଏପରି କର କାରଣ ତୁମ୍ଭେ ପରମେଶ୍ବରଙ୍କଠା ରେ ତାହା କରିବାକୁ ପ୍ରତିଜ୍ଞା କରିଅଛ।
3 ଭୟ କର ନାହିଁ, ତାଙ୍କର ଉପସ୍ଥିତି ରେ ବାହାରି ୟାଅ, ବିଳମ୍ବ କର ନାହିଁ ଯେତବେେଳେ ବାଣିଜ୍ଯ ମନ୍ଦ ଅଟେ। ମନରେଖ ରାଜା ଯାହା ଚାହିଁବେ ତାଙ୍କ ଇଚ୍ଛା ରେ କରିବେ।
4 ରାଜାଙ୍କର ଆଦେଶ ଦବୋ ପାଇଁ କ୍ଷମତା ଅଛି। କ'ଣ କରିବାକୁ ହବେ, ତାଙ୍କୁ କହେି କହିପାରିବେ ନାହିଁ ।
5 ଯେଉଁ ବ୍ଯକ୍ତି ଆଦେଶକୁ ମାନେ କୌଣସି ବିପଦକୁ ଜାଣିବ ନାହିଁ। ଜଣେ ଜ୍ଞାନୀଲୋକ ସମୟ ଏବଂ କ'ଣ ଠିକ୍ ତା'ର ଉପାଯ ଜାଣେ।
6 ସମସ୍ତ ବିଷଯ ରେ ଉପୟୁକ୍ତ ସମୟ ଏବଂ ଠିକ୍ ରାସ୍ତା ଅଛି। କିନ୍ତୁ ଲୋକମାନେ ପ୍ରାଯ ଅନକେ କଷ୍ଟ ପାଆନ୍ତି।
7 ଏବଂ ସେ ଜାଣେ ନାହିଁ କ'ଣ ଘଟିବାକୁ ଯାଉଛି। କାରଣ କହେି କହି ପାରିବେ ନାହିଁ ଭବିଷ୍ଯତ ରେ କ'ଣ ହବେ।
8 କୌଣସି ଲୋକର କ୍ଷମତା ନାହିଁ ଯେ, ଆତ୍ମାକୁ ୟିବା ସମୟରେ ଅଟକାଇ ପାରିବ। କହେି ମୃତ୍ଯୁକୁ ଅଟକାଇ ପାରିବ ନାହିଁ। ୟୁଦ୍ଧ ସମୟରେ ଜଣେ ସୈନିକ ତା'ର ମନଇଚ୍ଛା କୌଣସି ସ୍ଥାନକୁ ୟାଇପାରିବ ନାହିଁ। ଠିକ୍ ସହେିପରି ଯଦି ଜଣେ ମନୁଷ୍ଯ କୁକର୍ମ କରେ, ସହେି କୁକର୍ମରୁ ସେ ରକ୍ଷା ପାଇବ ନାହିଁ।
9 ମୁଁ ଏହିସବୁ ଦେଖିଛି ଯାହା ସୂର୍ୟ୍ଯ ତଳେ କରାୟାଏ, ଏବଂ ମୁଁ ଏ ବିଷଯ ରେ ଗଭୀର ଭାବରେ ଚିନ୍ତା କରିଛି। କବେେ କବେେ ଏକ ମନୁଷ୍ଯର ଅନ୍ୟ ଉପ ରେ ତାହାର କ୍ଷତି କରିବା ନିମନ୍ତେ କ୍ଷମତା ଥାଏ।
10 ତା'ପ ରେ ମୁଁ ଦେଖିଲି ଦୁଷ୍ଟ ଲୋକମାନଙ୍କୁ ଆଡ଼ମ୍ବରପୂର୍ଣ୍ଣ ଅନ୍ତିମ ସଂସ୍କାର ଦିଆଗଲା। ସମାନଙ୍କେୁ ପବିତ୍ର ସ୍ଥାନକୁ ନିଆଗଲା ଓ ସଂସ୍କାର କରାଗଲା। ଏବଂ ଯେଉଁମାନେ ଏହା କଲେ ସହର ରେ ପ୍ରଂଶସିତ ହାଇେଥିଲେ। ଏହା ମଧ୍ଯ ଅର୍ଥହୀନ।
11 ବେଳେ ବେଳେ ଲୋକମାନେ ତାଙ୍କର କୁକର୍ମ ପାଇଁ ହଠାତ୍ ଦଣ୍ଡିତ ହୁଅନ୍ତି ନାହିଁ। ସମାନଙ୍କେର ଦଣ୍ଡ ବିଳମ୍ବ ରେ ପ୍ରାପ୍ତ ହୁଏ। ଏହା ଅନ୍ୟମାନଙ୍କୁ କୁକର୍ମ କରିବାକୁ ଉତ୍ସାହିତ କରାଏ।
12 ଯଦିଓ ପାପୀ ଶତବାର ଦୁଷ୍କର୍ମ କରେ, ସେ ଦୀର୍ଘଦିନ ବଞ୍ଚେ। ତଥାପି ମୁଁ ନିଶ୍ଚଯ ସମାନଙ୍କେୁ ଜାଣେ ଯେଉଁମାନେ ପରମମେଶ୍ବରଙ୍କୁ ସମ୍ମାନ କରନ୍ତି। ନିଶ୍ଚିତ ରେ ସମାନେେ ଉନ୍ନତି କରିବେ।
13 ମାତ୍ର ଦୁଷ୍ଟର ମଙ୍ଗଳ ହବେ ନାହିଁ। କିଅବା ସେ ଆପଣା ଛାଯା ସ୍ବରୂପ ପରମାଯୁ ବୃଦ୍ଧି କରିପାରିବ ନାହିଁ। କାରଣ ସେ ପରମେଶ୍ବରଙ୍କୁ ଭୀତ କରେ ନାହିଁ।
14 ପୃଥିବୀ ରେ ଏହି ଗୋଟିଏ ଅସାରତା ସାଧିତ ହୁଏ। କବେେ କବେେ ଧାର୍ମିକମାନଙ୍କୁ ଏପରି ବ୍ଯବହାର କରାୟାଏ, ସତେ ଯେପରି ସମାନେେ ଦୁଷ୍ଟ ଭାବରେ କାର୍ୟ୍ଯ କରିଛନ୍ତି। ସମୟ ସମୟରେ ଦୁଷ୍ଟ ଲୋକମାନଙ୍କୁ ଏମିତି ବ୍ଯବହାର କରାୟାଏ, ସତେ ଯେପରି ସମାନେେ ନ୍ଯାଯୋଚିତ କାର୍ୟ୍ଯ କରିଛନ୍ତି। ତା'ପ ରେ ମୁଁ କହିଲି, ଏହା ଅସାର ଅଟେ।
15 ତେଣୁ ମୁଁ ନିଷ୍ପତ୍ତି କଲି, ଜୀବନକୁ ଉପ ଭୋଗ କରିବା ଅଧିକ ଗୁରୁତ୍ବପୂର୍ଣ୍ଣ। କାରଣ ଭୋଜନପାନ ଓ ଆନନ୍ଦ କରିବା ଅପେକ୍ଷା ସୂର୍ୟ୍ଯତଳେ ମନୁଷ୍ଯ ପ୍ରତି ଆଉ କୌଣସି ଉତ୍ତମ ବିଷଯ ନାହିଁ। କାରଣ ସମାନଙ୍କେ ଜୀବନକାଳ ମଧିଅରେ ଯେଉଁମାନେ କଠିନ ପରିଶ୍ରମ କରନ୍ତି, ତାହା ହେଉଛି ଗୋଟିଏ ଜିନିଷ ଯାହାକି ସମାନଙ୍କେୁ ସାହାୟ୍ଯ କରେ।
16 ଯେତବେେଳେ ମୁଁ ଜ୍ଞାନର ତତ୍ତ୍ବ ଜାଣିବାକୁ ଓ ପୃଥିବୀ ରେ ଘଟୁଥିବା କାର୍ୟ୍ଯ ଦେଖିବାକୁ ମନୋୟୋଗ କଲି। ଏଇ ଦିନ ରେ ମୁଁ ନ ଶାଇେ ଦିନରାତି କାମ କଲି।
17 ସେତବେେଳେ ମୁଁ ପରମେଶ୍ବରଙ୍କର ସକଳ କାର୍ୟ୍ଯ ବିଷଯ ଦେଖିଲି, ମୁଁ ଦେଖିଲି ଯେ, ମନୁଷ୍ଯ ସୂର୍ୟ୍ଯ ତଳେ ଯାହା ଘଟେ ବୁଝିପା ରେ ନାହିଁ। କାରଣ ସେ ଏହା ବୁଝିବା ପାଇଁ ଯେତେ କଠିନ କାର୍ୟ୍ଯ କଲେ ମଧ୍ଯ ସେ ତାହା ବୁଝିବାକୁ ସକ୍ଷମ ହବେେ ନାହିଁ। ଏବଂ ଯଦି ଜଣେ ଜ୍ଞାନୀ ଲୋକ, ସେ ବୁଝିଛି ବୋଲି କ ହେ, ପ୍ରକୃତ ରେ ସେ ବୁଝି ନ ଥାଏ।




ଅଧ୍ୟାୟ 9

1 ମୁଁ ଏହିସବୁ ବିଷଯ ରେ ମନୋନିବେଶ କରି ଅନୁସନ୍ଧାନ କଲି। ଧାର୍ମିକ ଓ ଜ୍ଞାନୀ, ଆଉ ସମାନଙ୍କେ କାର୍ୟ୍ଯ ପରମେଶ୍ବରଙ୍କ ହାତ ରେ। କହେି ଜାଣେ ନାହିଁ, ତାକୁ ପ୍ ରମେ କରାୟିବ କି ଘୃଣା କରାୟିବ। ଏସବୁ ଭବିଷ୍ଯତ ଉପ ରେ ନିର୍ଭର କରେ। "ଏପରିକି ସମାନଙ୍କେର ପ୍ ରମେ ଓ ଘୃଣା ପରମେଶ୍ବରଙ୍କ ହାତ ରେ ଅଛି।"
2 ଧାର୍ମିକ ଓ ଦୁଷ୍ଟପ୍ରତି, ଭଲ ଓ ମନ୍ଦ ପ୍ରତି, ଶୌଚ ଓ ଅ େଶୗଚ ପ୍ରତି, ଯେଉଁମାନେ ବଳିଦାନ କରୁଛନ୍ତି ଓ ଯେଉଁମାନେ କରୁ ନାହାନ୍ତି, ଉତ୍ତମ ଲୋକ ଓ ପାପୀ ପ୍ରତି, ଯେଉଁମାନେ ପରମେଶ୍ବରଙ୍କ ନିକଟରେ ପ୍ରତିଜ୍ଞା କରନ୍ତି ଓ ଯେଉଁମାନେ କରନ୍ତି ନାହିଁ, ପ୍ରେତ୍ୟକକଙ୍କ ପାଇଁ ସବୁକିଛି ସମାନ।
3 ଯାହାସବୁ ସୂର୍ୟ୍ଯ ତଳେ ଘଟେ, ସମସ୍ତ ଖରାପ ଯାହା ଅଛି ସେସବୁ ଜିନିଷ ସହେିପରି ଶଷେ ହୁଏ। ଏବଂ ଲୋକମାନେ ଯେତବେେଳେ ଜୀବିତ ଥାନ୍ତି, ସମାନଙ୍କେର ହୃଦଯ ଦୁଷ୍ଟତା ଓ ମୂର୍ଖାମୀ ରେ ପୁରିଥାଏ। ଏହାପ ରେ ସମାନେେ ମୃତ ଲୋକମାନଙ୍କ ପାଖକୁ ୟାଆନ୍ତି।
4 କାରଣ ଯେଉଁ ଲୋକ ଜୀବିତ ଲୋକ ସମୂହ ମଧିଅରେ ମିଶ୍ରିତ ତାହାର ଭରସା ଥାଏ।
5 ଜୀବିତ ଲୋକେ ମରିବେ ବୋଲି ଜାଣନ୍ତି, ମାତ୍ର ମୃତ ଲୋକମାନେ କିଛି ଜାଣନ୍ତି ନାହିଁ କିଅବା ସମାନେେ ଆଉ କୌଣସି ଫଳ ପାଆନ୍ତି ନାହିଁ। କାରଣ ସମାନଙ୍କେ ବିଷଯକ ସ୍ମରଣ ବିସ୍ମୃତ ହୁଏ।
6 ଯେପରି ସମାନଙ୍କେର ପ୍ ରମେ, ଠିକ୍ ସହେିପରି ସମାନଙ୍କେର ଘୃଣା ଓ ଇର୍ଷା ନଷ୍ଟ ହୁଏ। ଏବଂ ସୂର୍ୟ୍ଯ ତଳେ ଯାହା କିଛି କରାୟାଏ, ତହିଁରେ ଅନନ୍ତକାଳ ସମାନଙ୍କେର କୌଣସି ଅଂଶ ନ ଥାଏ।
7 ତୁମ୍ଭେ ଆପଣା ମାର୍ଗ ରେ ୟାଅ। ଆନନ୍ଦ ରେ ଆପଣା ଆହାର ଭୋଜନ କର ଓ ହୃଷ୍ଟ ଚିତ୍ତ ରେ ଆପଣା ଦ୍ରାକ୍ଷାରସ ପାନ କର। କାରଣ ପରମେଶ୍ବର ତୁମ୍ଭର କାର୍ୟ୍ଯ ଗ୍ରହଣ କରି ସାରିଲଣେି।
8 ତୁମ୍ଭର ବସ୍ତ୍ର ସର୍ବଦା ଶୁଭ୍ର ଥାଉ ଓ ତୁମ୍ଭ ମସ୍ତକରେ ତୈଳର ଅଭାବ ନ ହେଉ।
9 ସୂର୍ୟ୍ଯ ତଳେ ସେ ତୁମ୍ଭକୁ ଅସାର ଆଯୁଷର ଯେତେ ଦିନ ଦଇେଅଛନ୍ତି। ତୁମ୍ଭର ସହେି ଅସାର ଆଯୁଷର ସତେିକି ଦିନ ଆପଣା ପ୍ରିଯତମ ଭାର୍ୟ୍ଯା ସଙ୍ଗେ ଆନନ୍ଦ ରେ ବାସ କର। କାରଣ ତାହା ତୁମ୍ଭ ଜୀବନର ପୁରସ୍କାର, ସୂର୍ୟ୍ଯତଳେ କରିଥିବା କଠିନ କର୍ମର ଫଳ ଅଟେ।
10 ତୁମ୍ଭେ କୌଣସି କାର୍ୟ୍ଯ କର, ତାହା ଆପଣା ସମସ୍ତ ଶକ୍ତି ସହିତ କର। କାରଣ ତୁମ୍ଭେ ଯେଉଁ କବରକୁ ଯାଉଅଛ, ସଠାେ ରେ କିଛି କାର୍ୟ୍ଯ, ଯୋଜନା, ବୁଦ୍ଧି, ଜ୍ଞାନ ନାହିଁ।
11 ମୁଁ ଫରେି ସୂର୍ୟ୍ଯ ତଳେ କିଛି ଥିବାର ଦେଖିଲି, ଏହି ବାଜି କ୍ଷିପ୍ରଧାବକମାନଙ୍କ ପାଇଁ ନୁହେଁ, ବଳଶାଳୀମାନଙ୍କ ପାଇଁ ୟୁଦ୍ଧର ବିଜଯ କିଅବା ଜ୍ଞାନୀମାନଙ୍କ ପାଇଁ ଖାଦ୍ୟ ଅଥବା ଧନ ବୁଦ୍ଧିମାନ ପାଇଁ।ଶିକ୍ଷିତମାନଙ୍କ ପାଇଁ ଅନୁକମ୍ପା ନାହିଁ। କିନ୍ତୁ ଏଇସବୁ ପରିସ୍ଥିତି ସମୟ ଓ ସୁଯୋଗ ଦ୍ବାରା ପ୍ରଭାବିତ ହୁଏ।
12 କାରଣ ମନୁଷ୍ଯ ତା'ର କ'ଣ ହବୋକୁ ଯାଉଛି ଜାଣେ ନାହିଁ। ଯେପରି ମତ୍ସ୍ଯଗଣ ଅଶୁଭ ଜାଲର ଶିକାର ହୁଅନ୍ତି ଓ ଯେପରି ପକ୍ଷୀଗଣ ଫାନ୍ଦର ଶିକାର ହୁଅନ୍ତି, ଠିକ୍ ସହେିପରି ଲୋକମାନେ ଦବୈଦୁର୍ବିପାକର ଶିକାର ହୁଅନ୍ତି।
13 ମୁଁ ମଧ୍ଯ ସୂର୍ୟ୍ଯ ତଳେ ଏପରି ଜ୍ଞାନ ଦେଖିଅଛି। ଆଉ ତାହା ମାେ ଦୃଷ୍ଟି ରେ ମହତ ଥିଲା।
14 ଅଳ୍ପ ଲୋକ ବିଶିଷ୍ଟ ଏକ କ୍ଷୁଦ୍ର ନଗର ଥିଲା। ଆଉ ଏକ ମହାରାଜା ତହିଁ ବିରୁଦ୍ଧ ରେ ଆସି ତାହା ବେଷ୍ଟନ କଲେ ଓ ତାହା ବିରୁଦ୍ଧ ରେ ବଡ଼ ବଡ଼ ଦୁର୍ଗ ନିର୍ମାଣ କଲେ।
15 ଏପରି ସମୟରେ ତହିଁ ମଧିଅରେ ଏକ ଦରିଦ୍ର ଜ୍ଞାନୀ ଲୋକ ଦଖାଗେଲା। ପୁଣି ସେ ଆପଣା ଜ୍ଞାନ ଦ୍ବାରା ନଗର ରକ୍ଷା କଲା। ତଥାପି ସହେି ଦରିଦ୍ର ଲୋକଙ୍କୁ କହେି ସ୍ମରଣ କଲା ନାହିଁ।
16 ତବେେ ମୁଁ କହିଲି, ବଳ ଅପେକ୍ଷା ଜ୍ଞାନ ଉତ୍ତମ। ଯଦିଓ ଗରିବ ଲୋକଟିର ଜ୍ଞାନକୁ ଉପେକ୍ଷା କରାଗଲା ଏବଂ ସେ ଯାହା କ ହେ କହେି ଶୁଣନ୍ତି ନାହିଁ।
17 ମୂର୍ଖମାନଙ୍କର ଶାସନକାରୀର ଚିତ୍କାର ଅପେକ୍ଷା ଶାନ୍ତି ପୂର୍ବକ କଥିତ ଜ୍ଞାନୀର ବାକ୍ଯ ଅଧିକ ଶୁଣାୟାଏ।
18 ୟୁଦ୍ଧାସ୍ତ୍ର ଅପେକ୍ଷା ଜ୍ଞାନ ଉତ୍ତମ। ମାତ୍ର ଜଣେ ପାପୀ ଅନକେ ମଙ୍ଗଳ ନାଶ କରିପା ରେ।




ଅଧ୍ୟାୟ 10

1 କିଛି ମଲାମାଛି ଗନ୍ଧବଣିକର ସୁଗନ୍ଧି ତୈଳ ଦୁର୍ଗନ୍ଧ କରିପକାଏ। ଠିକ୍ ସପରେି ଅଳ୍ପ ମୂର୍ଖତା ଜ୍ଞାନ ଓ ସମ୍ଭ୍ରମଠାରୁ ଅଧିକ ଭାରି।
2 ଜଣେ ଜ୍ଞାନୀର ହୃଦଯ ତାକୁ ଠିକ୍ ପଥରେ ଆଗଇେ ନିଏ, କିନ୍ତୁ ଜଣେ ମୂର୍ଖର ହୃଦଯ ତାକୁ ଭୁଲ୍ ବାଟରେ ଆଗଇେ ନିଏ।
3 ମୁର୍ଖ ପଥରେ ଗମନ କଲା ବେଳେ ତାହାର ବୁଦ୍ଧିର ଅଭାବ ଦଖାୟୋଏ। ପୁଣି ସେ ପ୍ରେତ୍ୟକକକୁ କ ହେ ଯେ ସେ ମୂର୍ଖ।
4 କାରଣ ଜଣେ ଶାସକ ତୁମ୍ଭ ଉପ ରେ ରାଗିଛନ୍ତି, ସେଥିପାଇଁ ପଳାଇୟାଅ ନାହିଁ। ଏକ ଶାନ୍ତି ଆତ୍ମା ମହାଭୁଲ୍କୁ ମଧ୍ଯ ଅତିକ୍ରମ କରିପା ରେ। କାରଣ ଅଧିନତା ସ୍ବୀକାର ଦ୍ବାରା ମହା ଅନିଷ୍ଟ କ୍ଷାନ୍ତ ହୁଏ।
5 ମୁଁ ସୂର୍ୟ୍ଯ ତଳେ ଏକ ମନ୍ଦ ବିଷଯ ଦେଖିଲି। ଏକ ଭୁଲ୍ ଯାହା ଶାସନ କର୍ତ୍ତାଠାରୁ ଆସିଥାଏ।
6 ମୂର୍ଖମାନଙ୍କୁ ମହତ୍ତ୍ବ ପୂର୍ଣ୍ଣ ସ୍ଥାନ ଦିଆୟାଏ, ଯେତବେେଳେ ଧନୀ ମାନଙ୍କୁ ଗୁରୁତ୍ବହୀନ କାର୍ୟ୍ଯ ଦିଆୟାଏ।
7 ମୁଁ ଦାସମାନଙ୍କୁ ଅଶ୍ବ ଉପ ରେ ଓ ଅଧିପତିମାନଙ୍କୁ ଦାସ ତୁଲ୍ଯ ପଦଗତି ରେ ଗମନ କରିବାର ଦେଖିଅଛି।
8 ଯେ ଗର୍ତ୍ତ ଖୋଳେ, ସେ ତହିଁରେ ପଡ଼ିବ ଓ ଯେଉଁ ଲୋକ ପ୍ରାଚୀର ଭାଙ୍ଗେ ତାହାକୁ ସର୍ପ କାମୁଡ଼ିବ।
9 ଯେଉଁ ଲୋକ ଏକବଡ଼ ପଥର ଗଡ଼ାଏ, ସେ ତାଦ୍ବାରା ଆଘାତ ପାଇବ। ପୁଣି ଯେ କାଠ ଚି ରେ, ସେ ତାହା ଦ୍ବାରା ଆପଦଗ୍ରସ୍ତ ହବେ।
10 କୁରାଢ଼ି ଦନ୍ଥଡ଼ା ହେଲେ, ଯଦି ତା'ର ଦାଢ଼ ନ ପଜାଏ, ତବେେ ତାହାପ ରେ ଅଧିକ ବଳ ପ୍ରଯୋଗ କରିବାକୁ ହୁଏ। କିନ୍ତୁ ଜ୍ଞାନ ଜିନିଷକୁ ସହଜ ସାଧ୍ଯ କରିଦିଏ।
11 ସର୍ପ ମନ୍ତ୍ର ମୁଗ୍ଧ ହବୋ ପୂର୍ବରୁ କାମୁଡ଼ିଲେ, ସାପ କଳୋର କୌଶଳ ଅନାବଶ୍ଯକ।
12 ଜ୍ଞାନୀର କଥା ତା ପାଇଁ ପ୍ରଶଂସା ଆଣେ କିନ୍ତୁ ମୂର୍ଖର କଥା ତାକୁ ନଷ୍ଟ କରେ।
13 ତାହାର ମୁଖର ବାକ୍ଯାରମ୍ଭ ଅଜ୍ଞାନତା ଅଟେ ଓ ତାହାର କଥାର ଶଷେ ମନ୍ଦ ପାଗଳାମୀ ଅଟେ।
14 ମୂର୍ଖ ବହୁ କଥା କ ହେ। ତଥାପି କ'ଣ ହବେ ମନୁଷ୍ଯ ଜାଣେ ନାହିଁ। ଆଉ ତା'ପ ରେ କ'ଣ ଘଟିବ, କହେି ତାକୁ ଜଣାଇ ପାରିବ ନାହିଁ।
15 ପ୍ରେତ୍ୟକକ ମୂର୍ଖର ପରିଶ୍ରମ ତାହାକୁ କ୍ଲାନ୍ତ କରେ, କାରଣ କିପରି ନଗରକୁ ୟିବାକୁ ହୁଏ ତାହା ସେ ଜାଣେ ନାହିଁ।
16 ହେ ଦେଖ, ତୁମ୍ଭର ରାଜା ଯବେେ ବାଳକ ହୁଏ ଓ ତୁମ୍ଭର ଅଧିପତିଗଣଙ୍କ ପ୍ରଭାତ ରେ ଭୋଜନ କରନ୍ତି। ତବେେ ଏହା ତୁମ୍ଭ ପ୍ରତି ବହୁତ ଖରାପ।
17 ହେ ଦେଶ ଯଦି ତୁମ୍ଭର ରାଜା କୁଳୀନ ପରିବାରରୁ ଆସନ୍ତି ଓ ତୁମ୍ଭର ଅଧିପତିଗଣ ଯବେେ ମତ୍ତତା ନିମନ୍ତେ ନୁହେଁ ମାତ୍ର ବଳ ନିମନ୍ତେ ପାନ କରନ୍ତି ଓ ଉପୟୁକ୍ତ ସମୟରେ ଭୋଜନ କରନ୍ତି, ତବେେ ତୁମ୍ଭେ ଧନ୍ଯ।
18 ଆଳସ୍ଯ ଛାତକୁ ଭୁଷୁଡ଼ାଇ ଦିଏ, ପୁଣି ଗୃହ ରେ ଛିଦ୍ର ହୁଏ।
19 ଖୁସି ନିମନ୍ତେ ଖାଦ୍ୟ ପ୍ରସ୍ତୁତ ହୁଏ। ପୁଣି ଦ୍ରାକ୍ଷାରସ ମନ ଆନନ୍ଦିତ କରେ, ଧନ ସବୁ କାର୍ୟ୍ଯ ରେ ଆ ସେ।
20 ରାଜାକୁ ଅଭିଶାପ ଦିଅ ନାହିଁ। ନା ଏପରିକି ମନେ ମନେ ମଧ୍ଯ ଦିଅ ନାହିଁ। ଆଉ ଧନୀକୁ ଆପଣା ଶଯନ ଗୃହ ରେ ଅଭିଶାପ ଦିଅ ନାହିଁ। କାରଣ ଏକ େଛାଟ ପକ୍ଷୀ ସହେି ବାର୍ତ୍ତା ନଇୟିବେ ଓ ସେ କଥା ଉତ୍ତର ଦବେ।




ଅଧ୍ୟାୟ 11

1 ତୁମ୍ଭେ ଯେଉଁଠାକୁ ୟାଅ, ଉତ୍ତମ କାର୍ୟ୍ଯ କର। କିଛି ସମୟ ପ ରେ ତୁମ୍ଭେ କରିଥିବା ଉତ୍ତମ କଥା ତୁମ୍ଭ ପାଖକୁ ଫରେି ଆସିବ।
2 ସାତ ଜଣଙ୍କୁ, ନଚେତ୍ ଆଠ ଜଣଙ୍କୁ ଅଂଶ ବିତରଣ କର, କାରଣ ପୃଥିବୀ ରେ କି ବିପଦ ଘଟିବ ତାହା ତୁମ୍ଭେ ଜାଣ ନାହିଁ।
3 କେତଗେୁଡ଼ିଏ କଥା ଅଛି ଯାହାକି ତୁମ୍ଭେ ନିଶ୍ଚିତ ହବେ। ଯଦି ମେଘମାଳା ବର୍ଷାବିନ୍ଦୁ ରେ ପୂର୍ଣ୍ଣ ହାଇେଥାନ୍ତି, ତବେେ ସଗେୁଡ଼ିକ ପୃଥିବୀ ରେ ପାଣି ଢ଼ାଳି ଦବେେ। ଏବଂ ବୃକ୍ଷ ଯଦି ଦକ୍ଷିଣ କିଅବା ଉତ୍ତର ଦିଗ ରେ ପଡ଼େ ତବେେ ଯେଉଁ ସ୍ଥାନ ରେ ପଡ଼େ ସହେି ସ୍ଥାନ ରେ ରହିବ।
4 ଯଦି ଗୋଟିଏ ଲୋକ େଛାଟ ଗଛ ରୋପଣ କରିବା ପାଇଁ ଠିକ୍ ପାଗକୁ ଅପେକ୍ଷା କରେ, ତାହା ହେଲେ ସେ କବେେ ହେଲେ େଛାଟଗଛ ରୋପଣ କରିବାକୁ ସକ୍ଷମ ହବେ ନାହିଁ। ଯଦି ଜଣେ ସବୁବେଳେ ମେଘମାଳାକୁ ଚାହିଁବ ତବେେ ସେ ଅମଳ କରିପାରିବ ନାହିଁ।
5 ତୁମ୍ଭେ ବାଯୁର ଗତି ଜାଣିପାରିବ ନାହିଁ। ଏବଂ ତୁମ୍ଭେ ଜାଣିପାରିବ ନାହିଁ ମା ପଟେ ରେ ଶିଶୁଟି କିପରି ବଢ଼େ। ଠିକ୍ ସହେିପରି ପରମେଶ୍ବର କ'ଣ କରନ୍ତି ତୁମ୍ଭେ ଜାଣିପାରିବ ନାହିଁ। ସେ ପ୍ରେତ୍ୟକକ କଥା ଘଟାନ୍ତି।
6 ତୁମ୍ଭେ ସକାଳରୁ ସନ୍ଧ୍ଯା ପର୍ୟ୍ଯନ୍ତ ବୀଜ ବୁଣ ଏବଂ ତା'ପ ରେ ତୁମ୍ଭର କାମ ବନ୍ଦ କରିବା ଉଚିତ୍। ପ୍ରଭାତ ରେ ବୀଜ ବୁଣ ଓ ସନ୍ଧ୍ଯା ବେଳେ ଆପଣା ହସ୍ତ ବନ୍ଦ କର ନାହିଁ। କାରଣ ତୁମ୍ଭେ ଜାଣ ନାହିଁ କେଉଁ ମଞ୍ଜି ଭଲ ବଢ଼ିବ ଯାହାକୁ ତୁମ୍ଭେ ସକାଳ ରେ ବୁଣିଥିଲ, ଯେଉଁଗୁଡ଼ିକ ସନ୍ଧ୍ଯା ରେ ବୁଣିଥିଲ କିଅବା ପ୍ରାଯ ଉଭୟ ଭଲ ବଢ଼ିବ।
7 ପ୍ରକୃତ ରେ ଆଲୋକ ସୁଖ ଦାୟକ, ପୁଣି ସୂର୍ୟ୍ଯାଲୋକ ଦେଖିବା ଆଶ୍ଚର୍ୟ୍ଯ ଅଟେ।
8 ତୁମ୍ଭେ ଆପଣା ଜୀବନର ପ୍ରେତ୍ୟକକ ଦିନକୁ ଉପ ଭୋଗ କରିବା ଉଚିତ୍, ତୁମ୍ଭେ ଯେତଦେିନ ପର୍ୟ୍ଯନ୍ତ ଜୀବିତ ରହୁଛ। କିନ୍ତୁ ମନରେଖ, ନିଶ୍ଚିତ ରେ ତୁମ୍ଭମାନେେ ମରିବ। ମନରେଖ ଯେ ତୁମ୍ଭମାନେେ ଯେତଦେିନ ବଞ୍ଚିଛ ତା'ଠାରୁ ଅଧିକ ମୃତ ହାଇେ ରହିବ ଏବଂ ତୁମ୍ଭମାନେେ ସହେି ସମସ୍ତ ସମୟ ନିରର୍ଥକ।
9 ହେ ୟୁବକ, ତୁମ୍ଭେ ଆପଣା ୟୌବନାବସ୍ଥା ରେ ଆନନ୍ଦ କର ଓ ୟୌବନ କାଳ ରେ ତୁମ୍ଭର ଚିତ୍ତ ତୁମ୍ଭକୁ ହୃଷ୍ଟ କରୁ। ତୁମ୍ଭର ହୃଦଯ ଯାହା କରିବା ପାଇଁ ତୁମ୍ଭକୁ ଆଗଇେ ନେଉଛି, ତାହା କର। ଯାହା ଚାହୁଁଛ ତାହା କର। କିନ୍ତୁ ମନରେଖ ଯେ, ତୁମ୍ଭମାନେେ ଯାହାସବୁ କରୁଛ, ପରମେଶ୍ବର ତା'ର ବିଚାର କରିବେ।
10 ତୁମ୍ଭେ ମନରୁ ବିରକ୍ତି, ବାହାର କରିଦିଅ ଏବଂ ତୁମ୍ଭର ଶରୀରକୁ ଖରାପ ଜିନିଷଠାରୁ ଦୂର ରେ ରକ, କାରଣ ବାଲ୍ଯାବସ୍ଥା ଏବଂ ୟୌବନ ଅର୍ଥହୀନ ଅଟେ।




ଅଧ୍ୟାୟ 12

1 ତୁମ୍ଭେ ୟୌବନ କାଳ ରେ ଆପଣା ସୃଷ୍ଟିକର୍ତ୍ତାଙ୍କୁ ସ୍ମରଣ କର। ବୃଦ୍ଧାବସ୍ଥା ଓ ଏହାର ଦୂରାବସ୍ଥା ଆସିବା ପୂର୍ବରୁ, ଯେଉଁ ବର୍ଷ ତୁମ୍ଭେ କହିବ "ମୁଁ ଆଉ ଜୀବନକୁ ଉପ ଭୋଗ କରିବାକୁ ଚା ହେଁ ନାହିଁ।"
2 ସେ ସମୟରେ ସୂର୍ୟ୍ଯ, ଦୀପ୍ତି, ଚନ୍ଦ୍ର ଓ ତାରାଗଣ ଅନ୍ଧକାରମଯ ହବେ। ପୁଣି ବୃଷ୍ଟି ପ ରେ ପୁନର୍ବାର ମେଘ ହବେ।
3 ସହେି ଦିନ ଗୃହ ରକ୍ଷକମାନେ ଥରହର ହବେେ ଓ ବଳବାନ ଲୋକେ ଆପେ ନତ ହବେେଓ ପଷେିକାମାନେ ଅଳ୍ପ ସଂଖ୍ଯକ ଦବୋରୁ ନିବୃତ ହବେେ। ପୁଣି ସହେିମାନେ ଯେଉଁମାନେ ଝରକାରୁ ଉଙ୍କିମାରି ଦେଖନ୍ତି, ସମାନେେ ଅନ୍ଧ ହବେେ।
4 ପଥ ଆଡ଼େ ଦ୍ବାର ରୁଦ୍ଧ ହବେ। ସେ ସମୟରେ ପଷେଣେ ଶବ୍ଦ କ୍ଷୀଣ ହବେ, ପୁଣି ପକ୍ଷୀର ନାଦ ରେ ଲୋକେ ଜାଗି ଉଠିବେ ଓ ବାଦ୍ଯକାରିଣୀ କନ୍ଯାଗଣ କ୍ଷୀଣ ହବେେ।
5 ଆହୁରି ସମାନେେ ଉଚ୍ଚସ୍ଥାନ ବିଷଯ ରେ ଭୟ କରିବେ ଓ ପଥରେ ତ୍ରାସ ହବେେ। ଆଉ ତୁମ୍ଭର ବାଳ ବାଦାମ ବୃକ୍ଷର ପୁଷ୍ପ ତୁଲ୍ଯ ଧଳା ଗତି ରେ ପରିଣତ କରିବ। ତୁମ୍ଭର ଗତି ଝିଣ୍ଟିକାର ଗତି ସଦୃଶ ହବେ ଓ ତୁମ୍ଭେ ତୁମ୍ଭର ବଞ୍ଚିବାର ଇଚ୍ଛା ହରାଇବ। ଏବଂ ତା'ପ ରେ ତୁମ୍ଭେ ତୁମ୍ଭର ଚିରନିବାସକୁ (କବରକୁ) ଗମନ କରିବ। ଶାେକକାରୀମାନେ ଏକତ୍ରୀତ ହାଇେ ତୁମ୍ଭର ମୃତ ଶରୀରକୁ କବର ସ୍ଥାନକୁ ନବେେ।
6 ସହେି ସମୟରେ ରୂପାର ତା'ର ହୁଗୁଳା ହବେ ଏବଂ ସୁବର୍ଣ୍ଣ ମାଠିଆ ଭଗ୍ନ ହବେ। କୂଅ ରେ ଏକ ପାତ୍ର ଭାଙ୍ଗିବା ପରି ଏବଂ ଭଗ୍ନ କପି କୂଅ ରେ ପଡ଼ିଲାପରି।
7 ତୁମ୍ଭର ଶରୀର ଯାହା ଧୂଳିରୁ ଆସିଥିଲା, ତୁମ୍ଭେ ମଲା ପ ରେ ପୁଣି ଧୂଳିକୁ ଫରେିୟିବ। ଏବଂ ତୁମ୍ଭର ଆତ୍ମା ପରମେଶ୍ବରଙ୍କ ନିକଟକୁ ଫରେିୟିବ।
8 ଉପଦେଶକ କହଇ, ଅସାରର ଅସାର ସବୁ ହିଁ ଅସାର।
9 ଉପଦେଶକ ଜ୍ଞାନବାନ ହବୋରୁ ଲୋକମାନଙ୍କୁ ନିତ୍ଯ ଜ୍ଞାନ ଶିକ୍ଷା ମିଳିଲା। ପୁଣି ସେ ଅନୁଧ୍ଯାନ କରି ଓ ଅନୁସନ୍ଧାନ କରି ଅନକେ ହିତାପଦେେଶ ସଂଗ୍ରହ କଲେ।
10 ଉପଦେଶକ ସଠିକ୍ ଶବ୍ଦ ଖାଜେିବା ପାଇଁ ଚେଷ୍ଟା କଲେ। ଏବଂ ଯେଉଁ ଶବ୍ଦଗୁଡ଼ିକ ପୁରାପୁରି ସତ୍ଯ ଓ ସିଦ୍ଧ, ସଗେୁଡ଼ିକ ଲେଖିଲେ।
11 ଜ୍ଞନୀମାନଙ୍କର କଥାଗୁଡ଼ିକ ପାଞ୍ଚଣ ତୁଲ୍ଯ ଏବଂ ନୀତିବଚନ ସଂଗ୍ରହକାରୀମାନଙ୍କର ଶବ୍ଦଗୁଡ଼ିକ ମଷେପାଳକମାନଙ୍କର ପାଞ୍ଚଣ ବାଡ଼ି ରେ ଥିବା କଣ୍ଟା ତୁଲ୍ଯ।
12 କିନ୍ତୁ ମାରେ ପୁତ୍ର, ସେଥି ରେ ଯାହା ୟୋଗ କରାୟାଇଛି ତା ପାଇଁ ଯତ୍ନବାନ୍ ହୁଅ। ପୁସ୍ତକଗୁଡ଼ିକ ଲେଖିବାର ଅନ୍ତ ନାହିଁ ଏବଂ ଅତ୍ଯଧିକ ପଠନ ତୁମ୍ଭକୁ ଅତ୍ଯନ୍ତ କ୍ଲାନ୍ତ ପ୍ରଦାନ କରିବ।
13 ସାରକଥା ଏହି, ଆମ୍ଭମାନେେ ସବୁ ଶୁଣିଛୁ। ପରମେଶ୍ବରଙ୍କୁ ଭୟ କର ଓ ତାଙ୍କର ଆଜ୍ଞାସବୁ ପାଳନ କର। କାରଣ ଏହା ହିଁ ମନୁଷ୍ଯର ପୂର୍ଣ୍ଣ କର୍ତ୍ତବ୍ଯ ଅଟେ।
14 ପରମେଶ୍ବର ପ୍ରେତ୍ୟକକ କର୍ମ, ପୁଣି ଭଲ କି ମନ୍ଦ ପ୍ରେତ୍ୟକକ ଗୁପ୍ତ ବିଷଯ ବିଚାର ରେ ଆଣିବେ।