ଯିରିମିୟଙ୍କ ବିଳାପ

ଅଧ୍ୟାୟ: 1 2 3 4 5


-Reset+

ଅଧ୍ୟାୟ 1

1 ଏହା କିପରି ଯେ, ସେ ଏକାକୀ ନ ଜାଣି ବସିଛନ୍ତି, ଏକଦା ସହେି ସହର ଲୋକପୂର୍ଣ୍ଣ ଥିଲା, ୟିରୁଶାଲମ ପୃଥିବୀର ମହାନ୍ ନଗରୀମାନଙ୍କ ମଧିଅରେ ଅନ୍ୟତମ ଥିଲା, କିନ୍ତୁ ବର୍ତ୍ତମାନ ବିଧବା ତୁଲ୍ଯ ଅଛି। ସେ ୟିଏକି ଜଣେ ରାଜକୁମାରୀ ପରି ଥିଲା, ବର୍ତ୍ତମାନ ସେ କିପରି କରଦାଯିନୀ ଦାସୀପରି ହାଇେଅଛି।
2 ସେ ରାତ୍ରି ରେ ଅତିଶଯ ରୋଦନ କରୁଛି, ତାହାର ଲୋତକ ଗଣ୍ଡଦେଶ ରେ ପଡ଼ୁଅଛି; ତାକୁ ସାନ୍ତ୍ବନା ଦବୋକୁ କହେି ନାହିଁ ; ତା'ର ସମସ୍ତ ବନ୍ଧୁ ତାକୁ ପ୍ରବଞ୍ଚନା କରିଛନ୍ତି; ସମାନେେ ତାହାର ଶତ୍ରୁ ହାଇେଛନ୍ତି।
3 ଯିହୁଦା ବହୁ ଦୁଃଖ ଯୋଗୁଁ ନିର୍ବାସିତ ହାଇେଅଛି। ସେ ନାନା ଗୋଷ୍ଠୀ ମଧିଅରେ ବାସ କରେ ଓ ସେ ବିଶ୍ରାମ ପାଏ ନାହିଁ। ତାହାର ତାଡ଼ନାକାରୀ ସମସ୍ତେ ସଂକୀର୍ଣ୍ଣ ପଥରେ ତାକୁ ଧରିଲେ।
4 ସିଯୋନର ସମସ୍ତ ପଥ ଶାେକରେ ପରିପୂର୍ଣ୍ଣ, କାରଣ କହେି ସିୟୋନର ଧର୍ମ-ମହାସଭାକୁ ଆସୁ ନାହାଁନ୍ତି। ତାହାର ସମସ୍ତ ଫାଟକ ଶୂନ୍ଯ ଓ ତାହାର ଯାଜକମାନେ ବିଳାପ କରୁଛନ୍ତି। ତା'ର ସମସ୍ତ କୁମାରୀଗଣ ବିଷାଦଗ୍ରସ୍ତା ଓ ସେ ନିଜେ ମନ ରେ ବହୁ ପୀଡ଼ା ପାଇଅଛି।
5 ତା'ର ବିପକ୍ଷମାନେ ଜଯଲାଭ କରିଛନ୍ତି ଓ ତା'ର ଶତ୍ରୁଗଣ ସୌଭାଗ୍ଯବାନ ହାଇେଛନ୍ତି। କାରଣ ତା'ର ଅପାର ପାପ ଯୋଗୁଁ ସଦାପ୍ରଭୁ ତାକୁ କ୍ଲେଶ ଦଇେଛନ୍ତି। ତା'ର ଶିଶୁ ସନ୍ତାନଗଣ ଶତ୍ରୁମାନଙ୍କ ଦ୍ବାରା ନିର୍ବାସିତ ହାଇୟୋଇଛନ୍ତି।
6 ସିଯୋନ କନ୍ଯାଠାରୁ ଆଶୀର୍ବାଦ ଓ ଉନ୍ନତି ତାହାଠାରୁ ଚାଲିୟାଇଛି, ଏହାର ରାଜକୁମାରୀମାନେ ଚାରଣ ଭୂମି ଖୋଜୁଥିବା ହରିଣ ପରି ବୁଲୁଛନ୍ତି। ପୁଣି ସମାନଙ୍କେୁ ଅନୁଧାବନ କରୁଥିବା ଲୋକମାନଙ୍କ ଆଗ ରେ ସମାନେେ ଶକ୍ତିହୀନ ହାଇେଛନ୍ତି।
7 ନିଜ ଦୁଃଖ ଓ ଦୁର୍ଗତିର ସମୟରେ , ୟିରୁଶାଲମ ଆପଣା ପୂର୍ବକାଳର ରମଣୀଯ ଦିନସବୁ ସ୍ମରଣ କରୁଅଛି; ଯେତବେେଳେ ତା'ର ଲୋକମାନେ ଶତ୍ରୁମାନଙ୍କ ଦ୍ବାରା କବଳିତ ହେଲେ, କହେି ସମାନଙ୍କେୁ ସାହାୟ୍ଯ କରିବାକୁ ଆସିଲେ ନାହିଁ, ସେତବେେଳେ ତା'ର ଶତ୍ରୁଗଣ ସମାନଙ୍କେର ଧ୍ବଂସାବସ୍ଥା ଦେଖି ସମାନଙ୍କେୁ ଉପହାସ କଲେ।
8 ୟିରୁଶାଲମ ଅତିଶଯ ପାପ କରିଅଛି, ଏଣୁ ସେ ନଗର ଧ୍ବଂସପ୍ରାପ୍ତ ହାଇେଅଛି। ଯେଉଁମାନେ ତାକୁ ପୂର୍ବେ ସମ୍ମାନ କରୁଥିଲେ, ଏବେ ସମାନେେ ତାକୁ ଘୃଣା କରୁଛନ୍ତି। କାରଣ ସମାନେେ ତାକୁ ଗାଳି ଦିଅନ୍ତି। ୟିରୁଶାଲମ ଦୀର୍ଘ ନିଃଶ୍ବାସ ଛାଡ଼ୁଅଛି ଓ ପଛକୁ ମୁଖ ଫରୋଉଛି।
9 ୟିରୁଶାଲମର ଅପରିଷ୍କାର ସହଳୀ ତାଙ୍କ ଜାମାଗୁଡ଼ିକରେ ଦୃଶିତ କରିଥିଲା। ସେଥିପାଇଁ ତାହାର ପତନ ଅନିବାର୍ୟ୍ଯ ଜଣାପଡ଼ୁଥିଲା। ସଠାେ ରେ ତାକୁ ସାନ୍ତ୍ବନା ଦବୋକୁ କହେି ନ ଥିଲେ। ସେ କହୁଛି, " ହେ ସଦାପ୍ରଭୁ, ମାରେ ସମସ୍ଯା ଦେଖ, ମାରେ ଶତ୍ରୁଗଣ ନିଜକୁ କିପରି ମହାନ୍ ମନେ କରୁଛନ୍ତି।"
10 ତାହାର ସମସ୍ତ ବିପକ୍ଷମାନେ ସମାନଙ୍କେର ହସ୍ତ ପ୍ରସାରଣ କଲେ ଏବଂ ସମସ୍ତ ସୁନ୍ଦର ଜିନିଷ ନଇଗେଲେ। ସେ ବିଦେଶୀମାନଙ୍କୁ ତାହାର ପବିତ୍ର ମନ୍ଦିର ରେ ପ୍ରବେଶ କରିବାର ପର୍ୟ୍ଯବେକ୍ଷଣ କଲେ। ସହେି ବିଦେଶୀମାନଙ୍କୁ ସଦାପ୍ରଭୁ ଧାର୍ମିକ ସମ୍ମଳନେୀ ରେ ଯୋଗ ଦବୋକୁ ଆଦେଶ ଦଇେଥିଲେ।
11 ତାହାର ସମସ୍ତ ଲୋକ ବିଳାପ କରି ଆହାର ଖୋଜୁଛନ୍ତି। ସମାନେେ ବଞ୍ଚିବା ଉଦ୍ଦେଶ୍ଯ ରେ ଖାଦ୍ୟ ପାଇଁ ସମାନଙ୍କେର ମ ନୋହର ସାମଗ୍ରୀସବୁ ଦେଉଛନ୍ତି। ୟିରୁଶାଲମ କ ହେ, " ହେ ସଦାପ୍ରଭୁ, ଦେଖ, ମାେତେ ନିରୀକ୍ଷଣ କର, ଆଉ ଦେଖ ଲୋକମାନେ ମାେତେ ଘୃଣା କରୁଛନ୍ତି।
12 ହେ ପଥିକଗଣ, ମାେତେ ଚାହଁ ଏବଂ ଦେଖ କି ଦାରୁଣ ୟନ୍ତ୍ରଣା ମୁଁ ଭୋଗୁଅଛି। ଏପରି ୟନ୍ତ୍ରଣା ଓ ଦୁଃଖ ଅନ୍ୟ କିଏ ପାଇଛି କି ? ସଦାପ୍ରଭୁ ଆପଣା ପ୍ରଚଣ୍ଡ କୋରଧ ରେ ମାେ ପ୍ରତି ଦଣ୍ଡ ବିଧାନ କରିଛନ୍ତି।
13 ସଦାପ୍ରଭୁ ଉର୍ଦ୍ଧ୍ବରୁ ମାେ ଅସ୍ଥିଗୁଡ଼ିକ ମଧ୍ଯରୁ ଅଗ୍ନି ପ୍ ରରଣେ କରି ଅଛନ୍ତି, ସେ ମାରେ ମରଣ ପାଇଁ ଢ଼ାଲ ପାତିଛନ୍ତି ଓ ସେଥି ରେ ମାେତେ ଗୁଡ଼ାଇ ଦଇେଛନ୍ତି। ସେ ମାେତେ ଅନାଥିନୀ ଓ ଦିନସାରା ଅସୁସ୍ଥା କରିଛନ୍ତି।
14 " ମାରେ ପାପରୂପୀ ୟୁଆଳି ସଦାପ୍ରଭୁଙ୍କ ହସ୍ତ ରେ ବନ୍ଧା ୟାଇଅଛି। ସଦାପ୍ରଭୁଙ୍କ ସହେି ୟୁଆଳି ମାେ ସ୍କନ୍ଧ ଉପରକୁ ଆସିଅଛି, ସେ ମାେତେ ସମ୍ପୁର୍ଣ୍ଣ ଦୁର୍ବଳ କରିଦଇେଛନ୍ତି। ଯେଉଁମାନଙ୍କ ବିରୁଦ୍ଧ ରେ ମୁଁ ଠିଆ ହାଇପୋରିବି ନାହିଁ, ସମାନଙ୍କେ ହସ୍ତ ରେ ସଦାପ୍ରଭୁ ମାେତେ ସମର୍ପଣ କରିଛନ୍ତି।
15 "ସଦାପ୍ରଭୁ ମଝି ରେ ଛିଡ଼ା ହାଇେଥିବା ଯୋଦ୍ଧାମାନଙ୍କୁ ପଠଇେ ଦଇେଛନ୍ତି। ସଦାପ୍ରଭୁ ମାରେ ୟୁବକମାନଙ୍କୁ ବଧ କରିବା ପାଇଁ ଦଳେ ଲୋକ ଆଣିଛନ୍ତି। ଦ୍ରାକ୍ଷାକୁଣ୍ଡ ରେ ଦ୍ରାକ୍ଷା ମର୍ଦ୍ଦନ କଲାପରି ସଦାପ୍ରଭୁ ଯିହୁଦାର କୁମାରୀମାନଙ୍କୁ ପଷେଣ କରିଅଛନ୍ତି।
16 "ଏହିସବୁ ବିଷଯ ପାଇଁ ମୁଁ କ୍ରନ୍ଦନ କରୁଛି ଓ ମାରେ ଚକ୍ଷୁୟୁଗଳ ଲୋତକପୂର୍ଣ୍ଣ ହାଇେଅଛି। କାରଣ ମାରେ ସାନ୍ତ୍ବନାକାରୀ ମାରେ ପ୍ରାଣକୁ ଆଶ୍ବାସନା ଦବୋ କଥା, କିନ୍ତୁ ସେ ମାଠାରୁେ ଦୂ ରଇେ ଅଛନ୍ତି। ମାରେ ସନ୍ତାନଗଣ ଅନାଥ ହାଇେଛନ୍ତି, କାରଣ ମାରେଶତ୍ରୁଗଣ ସମାନଙ୍କେ ଉପ ରେ ବିଜଯଲାଭ କରିଛନ୍ତି।"
17 ସିୟୋନ ଆପଣା ହସ୍ତ ପ୍ରସାରଣ କରୁଛି, ମାତ୍ର ତାକୁ ସାହାୟ୍ଯ କରିବାକୁ କହେି ନାହିଁ। ଯାକୁବର ଶତ୍ରୁଗଣ ତାକୁ ଚତୁର୍ଦ୍ଦିଗରୁ ଘରେି ରହିବାକୁ ସଦାପ୍ରଭୁ ଆଦେଶ କରିଛନ୍ତି। ୟିରୁଶାଲମ ସମାନଙ୍କେ ମଧିଅରେ ଅଶୁଚି ବସ୍ତୁ ତୁଲ୍ଯ ଅଛି।
18 ବର୍ତ୍ତମାନ ୟିରୁଶାଲମ କ ହେ, "ସଦାପ୍ରଭୁ ଧାର୍ମିକ ଅଟନ୍ତି ଓ ମୁଁ ତାଙ୍କ ଆଜ୍ଞାକୁ ଅବଜ୍ଞା କରିଅଛି। ହେ ଗୋଷ୍ଠୀସକଳ, ମୁଁ ବିନଯ କରୁଛି, ତୁମ୍ଭମାନେେ ଶୁଣ ଓ ମାରେ ଦୁଃଖ ଦେଖ। ମାରେ ୟୁବକ, ୟୁବତୀମାନେ ନିର୍ବାସିତ ଅବସ୍ଥା ପାଇଛନ୍ତି।
19 ମୁଁ ମାରେ ପ୍ ରମେିକମାନଙ୍କୁ ଡ଼ାକିଲି, ମାତ୍ର ସମାନେେ ମାେ ପ୍ରତି ପ୍ରବଞ୍ଚନା କଲେ। ମାରେ ଯାଜକଗଣ ଓ ପ୍ରାଚୀନବର୍ଗ ନଗର ମଧିଅରେ ପ୍ରାଣତ୍ଯାଗ କଲେ। ସମାନେେ ନିଜେ ନିଜେ ବଞ୍ଚିବା ପାଇଁ ଆହାର ଖୋଜୁଥିବା ବେଳେ ମଲେ।
20 " ହେ ସଦାପ୍ରଭୁ, ଦେଖ, ମୁଁ କିପରି ବିପଦଗ୍ରସ୍ତା। ମାରେ ଅନ୍ତର ବ୍ଯଥିତ ହେଉଛି, କାରଣ ମୁଁ ବିଦ୍ରୋହୀ ଥିଲି। ବାହା ରେ ଖଡ଼ଗ ବଧ କରୁଅଛି ଓ ଗୃହ ଭିତ ରେ ମୃତ୍ଯୁ ରହିଅଛି। ହେ ସଦାପ୍ରଭୁ ଦେଖ, ମାରେ ଅନ୍ତର କିପରି ଦହି ମାହେିଁବା ଭଳି ହେଉଛି।
21 "ମାେ କଥା ଶୁଣ, ମୁଁ ବିଳାପ କରୁଛି। ମାେତେ ସାନ୍ତ୍ବନା ଦବୋକୁ କହେି ନାହିଁ। ମାରେ ଶତ୍ରୁମାନେ ମାରେ ବିପଦକଥା ଶୁଣି ଆନନ୍ଦିତ। ସମାନେେ ଖୁସି, କାରଣ ତୁମ୍ଭେ ମାେ ପ୍ରତି ତାହା ଘଟାଇଛ। ତୁମ୍ଭେ କହିଥିଲ ଏକ ସମୟରେ ମାରେ ଶତ୍ରୁମାନେ ଦଣ୍ଡିତ ହବେେ। ବର୍ତ୍ତମାନ ସମାନଙ୍କେୁ ମାେ ତୁଲ୍ଯ କରନ୍ତୁ।
22 "ଆଉ ଦେଖ, ମାରେ ଶତ୍ରୁଗଣ କିପରି ଦୁଷ୍ଟତା ରେ ପରିପୂର୍ଣ୍ଣ । ମାରେ ଅଧର୍ମ ଯୋଗୁଁ ମାେ' ପ୍ରତି ଯେଉଁପରି ବ୍ଯବହାର କରିଥିଲ, ସମାନଙ୍କେ ପ୍ରତି ସହେି ପ୍ରକାର କର। କାରଣ ମୁଁ ଅନକେଥର ବିଳାପ କରୁଛି ଓ ମାରେ ହୃଦଯ ମୂର୍ଚ୍ଛିତ ହାଇେଅଛି।"




ଅଧ୍ୟାୟ 2

1 ଦେଖ, ସଦାପ୍ରଭୁ କିପରି ଆପଣା କୋର୍ଧ ରେ ସିୟୋନ କନ୍ଯାକୁ ମଘାେଚ୍ଛନ୍ନ କରିଛନ୍ତି। ସେ ଇଶ୍ରାୟେଲର ଗୌରବକୁ ସ୍ବର୍ଗରୁ ପୃଥିବୀକୁ ନିକ୍ଷପେ କରିଛନ୍ତି। ପୁଣି ତାଙ୍କର କୋରଧର ଦିନ ରେ ତାଙ୍କର ପାଦପୀଠ ଇଶ୍ରାୟେଲକୁ ସ୍ମରଣ କରିନାହାଁନ୍ତି।
2 ସଦାପ୍ରଭୁ ଯାକୁବର ସକଳ ବାସସ୍ଥାନ ଧ୍ବଂସ କରିଛନ୍ତି। ସେ ତାହାପ୍ରତି ଦୟା କରି ନାହାଁନ୍ତି। ସେ ଆପଣା କୋରଧ ରେ ଯିହୁଦା କନ୍ଯାର ଦୃଢ଼ ଦୁର୍ଗଗୁଡ଼ିକୁ ଉତ୍ପାଟନ କରିଛନ୍ତି। ସଦାପ୍ରଭୁ ତାହାର ରାଜ୍ଯ ଓ ତା'ର ଅଧିପତିମାନଙ୍କୁ ଭୂମିସାତ୍ କରିଛନ୍ତି।
3 ସଦାପ୍ରଭୁ ପ୍ରଚଣ୍ଡ କୋର୍ଧ ରେ ଇଶ୍ରାୟେଲର ସମସ୍ତ ଶକ୍ତି କାଟି ପକାଇଛନ୍ତି। ସେ ଶତ୍ରୁ ସମ୍ମୁଖରୁ ତାଙ୍କର ଦକ୍ଷିଣ ହସ୍ତ ପଛକୁ ଟାଣି ନଇେଛନ୍ତି। ସେ ଅଗ୍ନିଶିଖା ପରି ଯାକୁବକୁ ଜଳାଇଛନ୍ତି ଓ ତାହା ଚତୁର୍ଦ୍ଦିଗ ରେ ଥିବା ସବୁକିଛି ଗ୍ରାସ କରିଛି।
4 ଆସ ସଦାପ୍ରଭୁ ଶତ୍ରୁ ପରି ଧନୁ ରେ ସୂତା ବାନ୍ଧିଥିଲେ ଓ ତାଙ୍କର ଦକ୍ଷିଣ ହସ୍ତକୁ ଶତ୍ରୁପକ୍ଷ ପରି ସୁଶାେଭିତ କରିଛନ୍ତି। ଯିହୁଦାର ସମସ୍ତ ସୁନ୍ଦର ଲୋକଙ୍କୁ ଶତ୍ରୁପରି ବଧ କରିଅଛନ୍ତି। ପୁଣି ତାଙ୍କର କୋରଧାଗ୍ନିକୁ ସିୟୋନ କନ୍ଯାର ତମ୍ବୁ ଉପ ରେ ଢ଼ାଳି ଦଇେଅଛନ୍ତି।
5 ସଦାପ୍ରଭୁ ଶତ୍ରୁ ପାଲଟିଛନ୍ତି। ସେ ଇଶ୍ରାୟେଲକୁ ଗ୍ରାସ କରିଅଛନ୍ତି। ସେ ତା'ର ସମସ୍ତ ଅଟ୍ଟାଳିକା ଓ ସମସ୍ତ ଦୁର୍ଗକୁ ଧ୍ବଂସ କରିଅଛନ୍ତି। ଆଉ ସେ ଯିହୁଦା କନ୍ଯା ମଧିଅରେ ଶାେକ ଓ ବିଳାପ ବୃଦ୍ଧି କରିଅଛନ୍ତି।
6 ସଦାପ୍ରଭୁ ଉଦ୍ୟାନସ୍ଥ ତମ୍ବୁ ପରି ସମାନଙ୍କେର ଆବାସ କୁଡ଼ିଆକୁ ନଷ୍ଟ କରି ଦଇେଛନ୍ତି। ସେ ଆପଣା ସାମାଜିକ ଉପାସନା ସ୍ଥାନକୁ ନଷ୍ଟ କରିଦଇେଅଛନ୍ତି। ସଦାପ୍ରଭୁ ସିୟୋନ ରେ ମହାସଭା ଓ ବିଶ୍ରାମଦିନ ବିସ୍ତୃତ କରାଇ ଅଛନ୍ତି। ଆଉ ଆପଣା ପ୍ରଚଣ୍ଡ କୋରଧ ରେ ରାଜା ଓ ଯାଜକମାନଙ୍କୁ ତୁଚ୍ଛ କରିଛନ୍ତି।
7 ସଦାପ୍ରଭୁ ଆପଣା ୟଜ୍ଞବଦେୀ ଓ ପବିତ୍ର ଉପାସନା ସ୍ଥାନକୁ ଦୂର କରିଛନ୍ତି। ସେ ତା'ର ମନ୍ଦିରର ପ୍ରାଚୀରକୁ ନିଜର ଶତ୍ରୁମାନଙ୍କୁ ଦଇେଛନ୍ତି। ଶତ୍ରୁଗଣ ଉତ୍ସବ ଦିନ ଅତି ଆନନ୍ଦ ରେ ସଦାପ୍ରଭୁଙ୍କ ମନ୍ଦିର ରେ ଧ୍ବନି କରୁଛନ୍ତି।
8 ସଦାପ୍ରଭୁ ସିୟୋନ କନ୍ଯାର ପ୍ରାଚୀର ନଷ୍ଟ କରିବାକୁ ସଂକଳ୍ପ କରିଛନ୍ତି। ସେ ମାପସୂତା ଧରିଛନ୍ତି ଓ ବିନାଶ କାରଣରୁ ତାଙ୍କ ହସ୍ତ ନିବୃତ୍ତ କରି ନାହାଁନ୍ତି। ମାତ୍ର ସେ ପରିଖା ଓ ପ୍ରାଚୀରକୁ ବିଳାପ କରାଇ ଅଛନ୍ତି। ସମାନେେ ଏକାବଳେକେ ନିସ୍ତଜେ ହାଇେଛନ୍ତି।
9 ତାହାର ନଗରଦ୍ବାର ସବୁ ଭୂମିସାତ୍ ହାଇେଅଛି, ତାହାର ଅର୍ଗଳ ସବୁ ନଷ୍ଟ ସ ଖଣ୍ଡ ଖଣ୍ଡ ହାଇଗେଲା। ତା'ର ରାଜାମାନେ ଓ ରାଜକୁମାରୀମାନେ ଅନ୍ୟ ଗୋଷ୍ଠୀ ମଧିଅରେ ଅଛନ୍ତି, ତା'ର ସନ୍ତାନମାନଙ୍କ ପାଇଁ ଶିକ୍ଷା ନାହିଁ। ତା'ର ଭବିଷ୍ଯଦ୍ ବକ୍ତାଗଣ କୌଣସି ଦର୍ଶନ। ସଦାପ୍ରଭୁଙ୍କଠାରୁ ପାଇନାହାନ୍ତି।
10 ସିୟୋନ କନ୍ଯା, ବଯସ୍କାମାନେ ନୀରବ ରେ ଭୂମିରେ ବସିଛନ୍ତି। ସମାନେେ ଆପଣା ମସ୍ତକରେ ଧୂଳି ବୋଳି ହାଇେଛନ୍ତି ଓ କଟି ଦେଶ ରେ ଶାେକ ବସ୍ତ୍ର ବାନ୍ଧିଛନ୍ତି। ୟିରୁଶାଲମର କୁମାରୀମାନେ ଭୂମିକୁ ସମାନଙ୍କେର ମସ୍ତକରେ ଅବନତ କରିଛନ୍ତି।
11 ମାରେ ଚକ୍ଷୁୟୁଗଳ ଲୋତକରେ ପୂର୍ଣ୍ଣ ହୁଏ ଓ ଅନ୍ତର ବ୍ଯଥିତ ହୁଏ। ମାରେ ଲୋକମାନଙ୍କର ବିନାଶ ହତେୁ ମାରେ ହୃଦଯ ଭୂମିରେ ଢ଼ଳା ହେଲାପରି ଅନୁଭବ କରେ, କାରଣ ନଗରର ପଥ ସମୂହ ରେ ବାଳକ ବାଳିକା ଓ ଦୁଗ୍ଧପୋଷ୍ଯ ଶିଶୁମାନେ ମୂର୍ଚ୍ଛିତ ହାଇେ ପଡ଼ିଛନ୍ତି।
12 ସମାନେେ ନିଜ ନିଜ ମାତାକୁ "ଶସ୍ଯ ଓ ଦ୍ରାକ୍ଷାରସ କାହିଁ?" ଏହି କଥା ପଚାରୁଛନ୍ତି, ଯେତବେେଳେ ସମାନେେ ମୂର୍ଚ୍ଛା ୟାଆନ୍ତି। ନଗର ଛକରେ ଘାଇଲା ଲୋକମାନଙ୍କ ପରି ଏବଂ ନିଜ ନିଜ ମାଆ କୋଳ ରେ ପ୍ରାଣ ତ୍ଯାଗ କରନ୍ତି।
13 ଆଗୋ ସିୟୋନ କନ୍ଯ, ମୁଁ ତୁମ୍ଭ ଆଗ ରେ କି ସାକ୍ଷ୍ଯ ଦବେି? ତୁମ୍ଭକୁ କାହା ସହିତ ମୁଁ ତୁଳନା କରିବି? ଆଗୋ ସିୟୋନ କୁମାରୀ କନ୍ଯ, ମୁଁ ତୁମ୍ଭକୁ ସାନ୍ତ୍ବନା ଦବୋପାଇଁ ତୁମ୍ଭକୁ କାହା ସହିତ ତୁଳନା କରିବି ? କାରଣ ତୁମ୍ଭର ବିନାଶ ସମୁଦ୍ର ପରି ବିସ୍ତୃତ, ତୁମ୍ଭକୁ କିଏ ସୁସ୍ଥ କରିପାରିବା ପାଇଁ ସକ୍ଷମ ହବେ?
14 ତୁମ୍ଭର ଭବିଷ୍ଯଦ୍ ବକ୍ତାମାନେ ତୁମ୍ଭ ପାଇଁ ଦର୍ଶନ ପାଇଛନ୍ତି। ମାତ୍ର ତାହା ଅସାର ଓ ମିଥ୍ଯା ରେ ପରିପୂର୍ଣ୍ଣ। ସମାନେେ ତୁମ୍ଭର ଭଲ ପାଇଁ ଓ ତୁମ୍ଭର ଅଧର୍ମ ମାଚେନ ପାଇଁ ପ୍ରଚାର କରିନାହାଁନ୍ତି। ମାତ୍ର ଅସାର ଭାରୋକ୍ତି ଓ ତୁମ୍ଭ ନିର୍ବାସିତ ହବୋର ଦେଖି ପ୍ରଚାର କରିଅଛନ୍ତି।
15 ପଥିକମାନେ ତୁମ୍ଭର ଦୁରାବସ୍ଥା ରେ ହାତତାଳି ଦିଅନ୍ତି। ସମାନେେ "ଗ୍ରୀସ୍" ଶବ୍ଦ କରି ୟିରୁଶାଲମର କନ୍ଯା ପ୍ରତି ମସ୍ତକ ହଲାଇ କହନ୍ତି, "ଏ କ'ଣ ସହେି ନଗରୀ ଯାହାକୁ ଲୋକମାନେ 'ସୌନ୍ଦର୍ୟ୍ଯମଯୀ ନଗରୀ' ଓ 'ସମଗ୍ର ପୃଥିବୀର ଆନନ୍ଦ ସ୍ବରୂପ' ବୋଲି କହୁଥିଲେ ?"
16 ତୁମ୍ଭର ସମସ୍ତ ଶତ୍ରୁ ତୁମ୍ଭକୁ ପରିହାସ କରନ୍ତି। ସମାନେେ "ଗ୍ରୀସ୍" ଶବ୍ଦ ଓ ଦାନ୍ତ କଡ଼ମଡ଼ କରି କହନ୍ତି, "ଆମ୍ଭମାନେେ ତାକୁ ଗ୍ରାସ କରିଅଛୁଁ, ଆମ୍ଭମାନେେ ଏହି ଦିନକୁ ଅପେକ୍ଷା କରିଥିଲୁ, ଏହି ଦିନକୁ ଆମ୍ଭମାନେେ ଆଶା କରିଥିଲୁ, ତାହା ପାଇଲୁ ଓ ଦେଖିଲୁ।"
17 ସଦାପ୍ରଭୁ ଯାହା ସଙ୍କଳ୍ପ କରିଥିଲେ, ତାହା ସିଦ୍ଧ କରିଅଛନ୍ତି। ସେ ବହୁକାଳ ପୂର୍ବେ ଯାହା ଆଜ୍ଞା କରିଥିଲେ, ସହେି ବାକ୍ଯ ସଫଳ କରିଅଛନ୍ତି। ସେ ନିପାତ କରିଅଛନ୍ତି ଓ ଦୟା କରି ନାହାଁନ୍ତି। ଆଉ ସେ ଶତ୍ରୁକୁ ତୁମ୍ଭ ଉପ ରେ ଆନନ୍ଦ କରିବାକୁ ଦଇେଅଛନ୍ତି ଓ ସେ ତୁମ୍ଭ ବିପକ୍ଷ ରେ ସମାନଙ୍କେୁ ଉନ୍ନତ କରିଅଛନ୍ତି।
18 ତୁମ୍ଭମାନଙ୍କର ହୃଦଯ ସଦାପ୍ରଭୁଙ୍କ ସମ୍ମୁଖ ରେ ଚିତ୍କାର କରିବା ଉଚିତ୍। ହେ ସିୟୋନ କନ୍ଯାର ପ୍ରାଚୀର, ଦିବାରାତ୍ର ଅଶ୍ରୁଧାରା ସୋର୍ତ ପରି ଝରାଅ। ତୁମ୍ଭେ ଚକ୍ଷୁକୁ ବିଶ୍ରାମ ଦିଅ ନାହିଁ ଓ ତୁମ୍ଭ ଚକ୍ଷୁତାରା ସ୍ଥିର ନ ହେଉ।
19 ଉଠ, ରାତ୍ରିର ପ୍ରେତ୍ୟକକ ପ୍ରହରର ଆରମ୍ଭ ରେ ଆର୍ତ୍ତସ୍ବର କର; ସଦାପ୍ରଭୁଙ୍କ ସମ୍ମୁଖ ରେ ତୁମ୍ଭର ହୃଦଯ ଜଳପରି ଢ଼ାଳି ଦିଅ; ତୁମ୍ଭର ସନ୍ତାନସନ୍ତତିଙ୍କ ପ୍ରାଣରକ୍ଷା ପାଇଁ ତାଙ୍କ ସମ୍ମୁଖ ରେ ହାତୟୋଡ଼ି ପ୍ରାର୍ଥନା କର। କାରଣ ସମାନେେ ପ୍ରେତ୍ୟକକ ସଡ଼କ ମୁଣ୍ଡ ରେ କ୍ଷୁଧା ରେ ଛଟପଟ ହେଉଛନ୍ତି।
20 ହେ ସଦାପ୍ରଭୁ, ଦେଖ ଓ ନିରୀକ୍ଷଣ କର, ତୁମ୍ଭେ ତାହାପ୍ରତି ଏ ପ୍ରକାର ବ୍ଯବହାର କରିଅଛ ! ମୁଁ ଏହି ପ୍ରଶ୍ନ ତୁମ୍ଭକୁ ପଚାରୁଛି, କୌଣସି ମାଆ କ'ଣ ତା'ର ଗର୍ଭସ୍ଥ ସନ୍ତାନକୁ ଯାହାକୁ ନିଜେ ଲାଳନପାଳନ କରିଛି, ତାକୁ ଭକ୍ଷଣ କରିବ? ଯାଜକଗଣ ଓ ଭବିଷ୍ଯଦ୍ ବକ୍ତା କ'ଣ ସଦାପ୍ରଭୁଙ୍କ ପବିତ୍ର ମନ୍ଦିର ରେ ନିହତ ହବେେ କି?
21 ୟୁବକ ଓ ବୃଦ୍ଧ ନଗରର ରାସ୍ତା ରେ ପତିତ ହାଇେଛନ୍ତି। ୟୁବକ, ୟୁବତୀ ଖଡ୍ଗ ରେ ହତ ହାଇେ ପଡ଼ିଛନ୍ତି। ସଦାପ୍ରଭୁ ସମାନଙ୍କେୁ ଆପଣା କୋର୍ଧ ଦିନ ରେ ବଧ କରିଛନ୍ତି ଓ ସମାନଙ୍କେ ପ୍ରତି ନିର୍ଦ୍ଦଯ ହାଇେଛନ୍ତି।
22 ତୁମ୍ଭେ ମାରେ ଚତୁର୍ଦ୍ଦିଗରୁ ଭୟକୁ ଆହ୍ବାନ କରୁଅଛି, ସତେ ଯେପରି ସମାନଙ୍କେୁ କୌଣସି ଉତ୍ସବକୁ ନିମନ୍ତ୍ରଣ କରାୟାଇଛି। ସଦାପ୍ରଭୁଙ୍କ କୋର୍ଧର ଦିନ ରେ କହେି ରକ୍ଷା ପାଇଲେ ନାହିଁ କି କହେି ଅବଶିଷ୍ଟ ରହିଲେ ନାହିଁ। ଯେଉଁମାନଙ୍କୁ ମୁଁ ଲାଳନପାଳନ କରି ବଢ଼ାଇଥିଲି ଶତ୍ରୁ ସମାନଙ୍କେୁ ସଂହାର କରିଅଛି।




ଅଧ୍ୟାୟ 3

1 ମୁଁ ସହେି ମନୁଷ୍ଯ, ଯେ କି ସଦାପ୍ରଭୁଙ୍କ କୋରଧରୂପ ପାଞ୍ଚଣ ଦ୍ବାରା ପ୍ରହୃତ ହାଇେଥିବା କ୍ଲେଶ ଦେଖିଅଛି।
2 ସଦାପ୍ରଭୁ ମାେତେ ଆଲୋକରେ ନୁହେଁ, ଅନ୍ଧକାର ମଧିଅରେ ଚଳାଇ ଅଛନ୍ତି।
3 ସଦାପ୍ରଭୁ ଦିନସାରା ମାେ ବିରୁଦ୍ଧ ରେ ଆପଣା ହସ୍ତ ପୁନଃ ପୁନଃ ଫରୋଇ ଅଛନ୍ତି।
4 ମାରେମାଂସ ଓ ଚର୍ମକୁ ସେ ଶକ୍ତିହୀନ କରିଅଛନ୍ତି ଓ ସେ ମାରେ ଅସ୍ଥିସବୁ ଭାଙ୍ଗି ପକାଇ ଅଛନ୍ତି।
5 ସଦାପ୍ରଭୁ ମାରେ ଚତୁର୍ଦ୍ଦିଗ ରେ ତିକ୍ତତା ଓ କ୍ଲେଶ ଭରି ଦଇେଅଛନ୍ତି।
6 ସେ ବହୁକାଳରୁ ମୃତ ଲୋକମାନଙ୍କ ତୁଲ୍ଯ ମାେତେ ଅନ୍ଧକାର ସ୍ଥାନ ରେ ବାସ କରାଇ ଅଛନ୍ତି।
7 ସଦାପ୍ରଭୁ ମାେତେ ଭାରି ଶୃଙ୍ଖଳ ରେ ବାନ୍ଧି ଭିତ ରେ ଅବରୁଦ୍ଧ କରିଅଛନ୍ତି, ଫଳ ରେ ମୁଁ ବାହାରି ୟାଇପାରିବି ନାହିଁ।
8 ଏପରି କି ମୁଁ ସାହାୟ୍ଯ ପାଇଁ ଆର୍ତ୍ତ ଚିତ୍କାର କଲେ ବି ସଦାପ୍ରଭୁ ମାେ ପ୍ରାର୍ଥନା ଶୁଣି ନାହାଁନ୍ତି।
9 ସେ ପଥରଦ୍ବାରା ମାରେ ପଥ ଅବରୋଧ କରିଅଛନ୍ତି ଓ ମାରେ ପଥକୁ ଜଟିଳ କରିଅଛନ୍ତି।
10 ସଦାପ୍ରଭୁ ମାେ' ପ୍ରତି ଗୋଟିଏ ଭାଲୁ ସଦୃଶ, ୟିଏ ସତର୍କ ରେ ୟାଏ ଓ ତା'ର ଶିକାର କରିବା ପାଇଁ ଲୁଚି ରୁ ହେ, ସହେିପରି ଗୋଟିଏ ସିଂହ ସଦୃଶ ଅଟନ୍ତି।
11 ସେ ମାରେ ପଥରୁ ମାେତେ ଟାଣି ନଇେ ଖଣ୍ଡ ଖଣ୍ଡ କରିଅଛନ୍ତି ଓ ମାେତେ ଅନାଥ କରିଅଛନ୍ତି।
12 ସେ ତାଙ୍କର ଧନୁ ରେ ଗୁଣ ଦଇେ ମାେ' ପ୍ରତି ତାଙ୍କର ତୀରକୁ ଲକ୍ଷ୍ଯ କରିଅଛନ୍ତି।
13 ସେ ମାରେ ଅନ୍ତର ମଧ୍ଯକୁ ଶର ନିକ୍ଷପେ କରିଅଛନ୍ତି।
14 ମୁଁ ମାେ ନିଜ ଲୋକମାନଙ୍କର ଉପହାସର ପାତ୍ର ଓ ଦିନସାରା ତାତ୍ସଲ୍ଯ ସଂଗୀତର ଏକ ଉତ୍ସ ହାଇେଅଛି।
15 ସଦାପ୍ରଭୁ ମାେତେ ତିକ୍ତତା ରେ ପୂର୍ଣ୍ଣ କରିଅଛନ୍ତି ଓ ନାଗ ବିଷ ରେ ମାେତେ ଭରି ଦଇେଅଛନ୍ତି।
16 ସଦାପ୍ରଭୁ ମାରେ ଦାନ୍ତସବୁ ପଥର ରେ ଭାଙ୍ଗିଛନ୍ତି ଏବଂ ଧୂଳି ରେ ମାେତେ ପଦାଘାତ କରିଅଛନ୍ତି।
17 ମୁଁ ଆଉ କବେେ ଶାନ୍ତି ପାଇବି ନାହିଁ। ଉତ୍ତମବସ୍ତୁ ସବୁ ମୁଁ ଭୁଲି ୟାଇଛି।
18 ଏଣୁ ମୁଁ କହିଲି, "ସଦାପ୍ରଭୁଙ୍କର ସାହାୟ୍ଯ ମୁଁ ଆଉ ପାଇବି ଏ ଆଶା ମାରେନାହିଁ।"
19 ହେ ସଦାପ୍ରଭୁ, ମାରେ ଦୁଃଖ, ଦୁର୍ଗତି ସ୍ମରଣ କର। ତାହା ନାଗଦଅଣା ଓ ବିଷ ସ୍ବରୂପ।
20 ମାରେ ସମସ୍ତ କ୍ଲେଶକୁ ସ୍ମରଣ କରି ମୁଁ ଅତି ଅବସନ୍ନ ହାଇେ ପଡ଼ୁଛି।
21 ଏହା ମୁଁ ସ୍ମରଣ କରୁଛି, ଏଥିପାଇଁ ଏପର୍ୟ୍ଯନ୍ତ ମାରେଆଶା ଅଛି।
22 ସଦାପ୍ରଭୁଙ୍କର ପ୍ ରମେ ଓ ଦୟା ଶଷେ ହୁଏ ନାହିଁ।
23 ତାହା ପ୍ରତି ପ୍ରଭାତ ରେ ନୂତନ ହାଇେଥାଏ ଓ ସଦାପ୍ରଭୁଙ୍କର ବିଶ୍ବସ୍ତତା ମହାନ୍ ଅଟେ।
24 ତେଣୁ ମାରେ ଅନ୍ତର କହୁଛି, "ସଦାପ୍ରଭୁ ମାରେ ପରମେଶ୍ବର ମୁଁ ତାଙ୍କଠା ରେ ବିଶ୍ବାସ ରଖିବି।"
25 ଯେଉଁମାନେ ସଦାପ୍ରଭୁଙ୍କ ଉପ ରେ ସମାନଙ୍କେର ଆଶା ରଖନ୍ତି ଓ ଯେଉଁମାନଙ୍କର ହୃଦଯ ତାଙ୍କୁ ଖୋଜେ, ସମାନଙ୍କେ ପ୍ରତି ସଦାପ୍ରଭୁ ମଙ୍ଗଳମଯ ଅଟନ୍ତି।
26 ସଦାପ୍ରଭୁଙ୍କ ଦ୍ବାରା ମୁକ୍ତି ପ୍ରାପ୍ତ ପାଇଁ ଶାନ୍ତ ଭାବରେ ଅପେକ୍ଷା କରିବା ଜଣକ ପ୍ରତି କଲ।
27 ୟୌବନ କାଳରୁ ସଦାପ୍ରଭୁଙ୍କର ୟୁଆଳି ବହନ କରିବା ଉତ୍ତମ ଅଟେ।
28 ସଦାପ୍ରଭୁ ଯାହାର କାନ୍ଧ ରେ ୟୁଆଳି ରଖନ୍ତି, ସେ ଏକାକୀ ନୀରବ ରେ ବସିରହୁ।
29 ସେ ଭୂମିରେ ମୁଣ୍ଡ ରଖି ପ୍ରଭୁଙ୍କଠା ରେ ନତମସ୍ତକ ହେଉ, ଏବବେି ଆଶା ଅଛି।
30 ସେ ତାହାକୁ ପ୍ରହାର ପାଇଁ ଆପଣା ଗାଲ ଦଖାଇେ ଦେଉ ଏବଂ ତାଙ୍କୁ ପୂର୍ଣ୍ଣ ସନ୍ତାଷେ ପାଇବା ପାଇଁ ଅନୁ ରୋଧ କରୁ।
31 ସଦାପ୍ରଭୁ ଚିରକାଳ ପାଇଁ ତାକୁ ପରିତ୍ଯାଗ କରିବେ ନାହିଁ।
32 ଯଦିଓ ସଦାପ୍ରଭୁ ଦଣ୍ଡ ଦିଅନ୍ତି, ତାଙ୍କର ଅପାର ପ୍ ରମେ ଅନୁସାରେ ସେ ଆମ୍ଭମାନଙ୍କୁ ଦୟା କରନ୍ତି।
33 ଲୋକମାନଙ୍କୁ କଷ୍ଟ ଦଇେ କିମ୍ବା ଦଯନୀଯ କରି,
34 ପୃଥିବୀସ୍ଥ ସକଳ ବନ୍ଦୀମାନଙ୍କୁ ପାଦଦଳିତ କରି,
35 ସର୍ବୋପରିସ୍ଥ ପରମେଶ୍ବରଙ୍କ ସମ୍ମୁଖ ରେ ନ୍ଯାଯକୁ ବଦଳ କରି,
36 ଏକ ବ୍ଯକ୍ତିକୁ ନ ଦେଖି ତା'ର ମକଦ୍ଦମା ରେ ନିରାଶ କରି, ସଦାପ୍ରଭୁ ଆନନ୍ଦିତ ହୁଅନ୍ତି ନାହିଁ।
37 ପ୍ରଭୁଙ୍କର ଆଜ୍ଞା ନ ହେଲେ, ଜଣେ ଯାହା କହିବାର ଘଟେ ନାହିଁ।
38 ପରମେଶ୍ବର ସମସ୍ତ ମଙ୍ଗଳ ଓ ଅମଙ୍ଗଳର ସର୍ବୋପରିସ୍ଥ ଆଜ୍ଞାଦାତା।
39 ଯେ ପର୍ୟ୍ଯନ୍ତ ସେ ବଞ୍ଚିଛି ତା'ର ପାପର ଦଣ୍ଡ ବିଧାନ ପାଇଁ କାହିଁକି ଆପତ୍ତି କରିବ?
40 ଆମ୍ଭମାନେେ ନିଜ ନିଜ ପଥ ଅନୁସନ୍ଧାନ ଓ ପରୀକ୍ଷା କରିବା ଓ ସଦାପ୍ରଭୁଙ୍କ ନିକଟକୁ ଫରେିବା।
41 ଆମ୍ଭମାନେେ ସ୍ବର୍ଗଧିନାଯକ ପରମେଶ୍ବରଙ୍କ ଆଡ଼େ ଆପଣା ହୃଦଯ ଏବଂ ହସ୍ତ ଉଠାଇବା।
42 ଆଉ ଆସ କହିବା, "ଆମ୍ଭମାନେେ ଆଜ୍ଞା ଲଙ୍ଘନ ଓ ବିଦ୍ରୋହାଚରଣ କରିଅଛୁ, ତୁମ୍ଭେ କ୍ଷମା କରିନାହଁ।
43 ତୁମ୍ଭେ ନିଜେ କୋରଧ ରେ ଆଚ୍ଛାଦିତ ହାଇେଛ ଏବଂ ତୁମ୍ଭେ ଆମ୍ଭ ପଛ ରେ ଗୋଡ଼ାଇଛ ଏବଂ ତୁମ୍ଭେ ଆମ୍ଭକୁ ନିର୍ଦ୍ଦଯ ଭାବରେ ବଧ କରିଛ।
44 ଆମ୍ଭମାନଙ୍କର ପ୍ରାର୍ଥନା ଯେପରି ଭଦକରେି ତୁମ୍ଭ ନିକଟକୁ ୟାଇ ନ ପାରିବ, ସେଥିପାଇଁ ତୁମ୍ଭେ ନିଜକୁ ମେଘ ରେ ଆଚ୍ଛନ୍ନ କରିଅଛ।
45 ତୁମ୍ଭେ ଗୋଷ୍ଠୀଗଣ ମଧିଅରେ ଆମ୍ଭମାନଙ୍କୁ ଝଟା ଅଳିଆ ଓ ଅଗ୍ରାହ୍ଯ ବସ୍ତୁତୁଲ୍ଯ କରିଅଛ।
46 ଆମ୍ଭମାନଙ୍କର ଶତ୍ରୁମାନେ ଆମ୍ଭମାନଙ୍କୁ ଉପହାସ କରୁଛନ୍ତି।
47 ଆମ୍ଭମାନେେ ଭୟଭୀତ ହାଇେଅଛୁ, ଆମ୍ଭମାନେେ ଖାତ ରେ ପଡ଼ିଅଛୁ ଓ ଆମ୍ଭମାନେେ ଆହତ ଓ ବିନଷ୍ଟ ହାଇେଅଛୁ।"
48 ମାରେ ଲୋକମାନଙ୍କର ବିନାଶ ଦେଖି ମାରେ ଚକ୍ଷୁରୁ ଝରଣା ସଦୃଶ ଲୋତକ ବହୁଅଛି।
49 ମାରେ ବିଳାପ ହତେୁ ଅବିରତ ଲୋତକ ଧାରା ବହିବ,
50 ଯେ ପର୍ୟ୍ଯନ୍ତ ସଦାପ୍ରଭୁ, ସ୍ବର୍ଗରୁ ନିରୀକ୍ଷଣ ଓ ଦେଖି ନାହାଁନ୍ତି।
51 ମାରେ ସମସ୍ତ କନ୍ଯାଙ୍କର ଦୁର୍ଦ୍ଦଶା ଦେଖି ମାରେ ଚକ୍ଷୁ ମାରେ ପ୍ରାଣକୁ ଦୁଃଖ ଦିଏ।
52 ବିନା କାରଣ ରେ ସମାନେେ ମାରେ ଶତ୍ରୁ ହାଇେଛନ୍ତି ଓ ପକ୍ଷୀ ପରି ମାେତେ ଶିକାର କରିଛନ୍ତି।
53 ସମାନେେ ମାେତେ କୂପ ରେ ନିକ୍ଷପେ କରିଛନ୍ତି ଓ ମାେତେ ସଂହାର କରିବାକୁ ମାେ ଉପ ରେ ପ୍ରସ୍ତର ପକାଇ ଅଛନ୍ତି।
54 ମାେ ମସ୍ତକ ଉପ ରେ ଜଳ ବହିଗଲା ଓ ମୁଁ କହିଲି, "ମୁଁ ଶଷେ ହଲିେ।"
55 ହେ ସଦାପ୍ରଭୁ ମୁଁ ଗଭୀରତମ କୂପ ମଧ୍ଯରୁ ତୁମ୍ଭ ନାମ ରେ ପ୍ରାର୍ଥନା କଲି।
56 ତୁମ୍ଭେ ମାରେ ଆତୁର କ୍ରନ୍ଦନ ଶୁଣିଲ, କିନ୍ତୁ ମାରେ ଆର୍ତ୍ତନାଦ ପ୍ରତି ଆପଣ କର୍ଣ୍ଣ ଲୁଚାଅ ନାହିଁ।
57 ଯେଉଁଦିନ ମୁଁ ତୁମ୍ଭ ଛାମୁ ରେ ପ୍ରାର୍ଥନା କଲି, ସଦେିନ ତୁମ୍ଭେ ନିକଟବର୍ତ୍ତୀ ହେଲ ଓ କହିଲ, "ଭୟ କର ନାହିଁ।"
58 ହେ ସଦାପ୍ରଭୁ, ତୁମ୍ଭେ ମାେ' ପ୍ରାଣର ସପକ୍ଷ ରେ ପ୍ରତିବାଦ କରିଅଛ, ତୁମ୍ଭେ ମାହେର ଜୀବନ ମୁକ୍ତ କରିଅଛ।
59 ହେ ସଦାପ୍ରଭୁ, ମାେ' ପ୍ରତି ହାଇେଥିବା ଅନ୍ଯାଯ ତୁମ୍ଭେ ଦେଖିଅଛ, ତୁମ୍ଭେ ତାହାର ବିଚାର କର।
60 ତୁମ୍ଭେ ମାରେ ଶତ୍ରୁମାନଙ୍କର ମାେ' ପ୍ରତି ହାଇେଥିବା ପ୍ରତି ଶାଧେ ଦେଖିଅଛ ଓ ମାେ ବିରୁଦ୍ଧ ରେ ହାଇେଥିବା ସଂକଳ୍ପ ଦେଖିଅଛ।
61 ହେ ସଦାପ୍ରଭୁ, ମାେ' ପ୍ରତି ହାଇେଥିବା ତିରସ୍କାର ଓ ମାେ ବିରୁଦ୍ଧ ରେ ହାଇେଥିବା ସମାନଙ୍କେର ସଂକଳ୍ପ ତୁମ୍ଭେ ଶୁଣିଅଛ।
62 ମାରେ ଶତ୍ରୁମାନେ ମାେ ବିରୁଦ୍ଧ ରେ ଦିନସାରା କଥାବାର୍ତ୍ତା ଓ ଚିନ୍ତାଧାରା ସବୁ କରନ୍ତି।
63 ତୁମ୍ଭେ ସମାନଙ୍କେର ବସିବାର ଓ ଠିଆ ହବୋର ନିରୀକ୍ଷଣ କରିଛ। ଆଉ ଦେଖ, ସମାନେେ କିପରି ମାେତେ କରୁଛନ୍ତି।
64 ହେ ସଦାପ୍ରଭୁ, ତୁମ୍ଭେ ସମାନଙ୍କେୁ ସମାନଙ୍କେର କର୍ମାନୁସା ରେ ପ୍ରତିଫଳ ଦିଅ।
65 ସମାନଙ୍କେୁ ଅଭିଶାପ ଦବୋପାଇଁ ମନକୁ ଶକ୍ତ କର।
66 କୋର୍ଧ ରେ ସମାନଙ୍କେ ପେଛ ପେଛ ଗୋଡ଼ାଅ। ସଦାପ୍ରଭୁ ଆକାଶ ମଣ୍ଡଳର ତଳୁ ସମାନଙ୍କେୁ ଉଚ୍ଛିନ୍ନ କରିବ।




ଅଧ୍ୟାୟ 4

1 ଦେଖ, ସୁବର୍ଣ୍ଣ କିପରି ମଳିନ ହାଇେଅଛି। ଅତ୍ଯନ୍ତ ନିର୍ମଳ ସୁବର୍ଣ୍ଣ କିପରି ବିକୃତ ହାଇେଅଛି। ପବିତ୍ର ସ୍ଥାନର ରତ୍ନସବୁ ରାଜ ରାସ୍ତା ରେ ବିକ୍ଷିପ୍ତ ହାଇେ ପଡ଼ିଅଛି।
2 ଶୁଦ୍ଧ ସୁବର୍ଣ୍ଣ ତୁଲ୍ଯ ସିୟୋନର ସନ୍ତାନଗଣ ଥିଲେ। ମାତ୍ର ଶତ୍ରୁମାନେ ସମାନଙ୍କେୁ କୁମ୍ଭକାରର ହସ୍ତକୃତ ମାଟି କଳସ ତୁଲ୍ଯ ଗଣନା କରିଛନ୍ତି।
3 ଏପରିକି ଶୃଗାଳମାନେ ନିଜ ନିଜ ଛୁଆମାନଙ୍କୁ ସ୍ତନ୍ଯପାନ କରାନ୍ତି। ମାତ୍ର ୟିରୁଶାଲମ କନ୍ଯା ମରୁଭୂମିର ଓଟପକ୍ଷୀ ପରି ନିଷ୍ଠୁର ହାଇେଛନ୍ତି।
4 ତୃଷା ହତେୁ, ସ୍ତନ୍ଯପାଯୀ ଶିଶୁର ଜିହ୍ବା ତାଳୁ ରେ ଲାଗି ଯାଉଛି। ପିଲାମାନେ ରୋଟୀ ମାଗନ୍ତି, ମାତ୍ର କହେି ସମାନଙ୍କେୁ ରୋଟୀ ଦିଅନ୍ତି ନାହିଁ।
5 ଯେଉଁମାନେ ସୁଖାଦ୍ୟ ଭୋଜନ କରୁଥିଲେ, ସମାନେେ ବର୍ତ୍ତମାନ ରାସ୍ତା ରେ ଅନାଥ ହାଇେଛନ୍ତି। ଯେଉଁମାନେ ସିନ୍ଦୂରବର୍ଣ୍ଣ ବସ୍ତ୍ର ପିନ୍ଧି ପ୍ରତିପାଳିତ ହାଇେଥିଲେ। ସମାନେେ ଖତରାଶି ଅବଲମ୍ବନ କରୁଛନ୍ତି।
6 ୟିରୁଶାଲମ କନ୍ଯାମାନଙ୍କର ପାପ ସଦୋମ ଓ ଗୋ ମାରଠାରୁେ ଅଧିକ। ସଦୋମ ନିମିଷକ ମଧିଅରେ ଧ୍ବଂସପ୍ରାପ୍ତ ହେଲା ଓ କହେି ବ୍ଯକ୍ତି ତାକୁ ଆକ୍ରମଣ କରି ନ ଥିଲେ।
7 ଯିହୁଦାର କେତକେ ଲୋକ ପରମେଶ୍ବରଙ୍କୁ ସ୍ବତନ୍ତ୍ର ଭାବରେ ଉତ୍ସର୍ଗୀକୃତ ହାଇେଥିଲେ। ସମାନେେ ନିର୍ମଳ ଥିଲେ; ସମାନେେ ହିମ ଅପେକ୍ଷା ଅକ୍ଷିକ ଶୁଭ୍ର, ଦୁଗ୍ଧଠାରୁ ଅଧିକ ଶୁକ୍ଲ ଥିଲେ। ସମାନଙ୍କେର ଶରୀର ପ୍ରବାଳ ଅପେକ୍ଷା ରକ୍ତବର୍ଣ୍ଣ ଓ ସମାନଙ୍କେର କ୍ଲାନ୍ତି ନୀଳକାନ୍ତ ମଣି ତୁଲ୍ଯ ଥିଲା।
8 ମାତ୍ର ବର୍ତ୍ତମାନ ସମାନଙ୍କେର ମୁଖ ଅଙ୍ଗାର ଅପେକ୍ଷା କଳାବର୍ଣ୍ଣ, ତେଣୁ ରାସ୍ତା ରେ କହେି ସମାନଙ୍କେୁ ଚିହ୍ନନ୍ତି ନାହିଁ। ସମାନଙ୍କେର ଚର୍ମ ଅସ୍ଥି ରେ ଲାଗିଅଛି ଓ ତାହା କାଠପରି ଶୁଷ୍କ ହାଇେଅଛି।
9 ଭୋକରେ ମରିଥିବା ଲୋକମାନଙ୍କ ଅପେକ୍ଷା ଖଡ୍ଗ ରେ ନିହତ ହାଇେଥିବା ଲୋକମାନେ ଭଲ, କାରଣ ସମାନଙ୍କେର ଜୀବନ ସମାନଙ୍କେର ଶୁଷ୍କ ଜମି ରେ ଖାଦ୍ୟ ଉତ୍ପନ୍ନ ପାଇଁ ଯଭେଳି, ସମାନେେ କ୍ଷୁଧା ଦ୍ବାରା ଘସି ହାଇେଛନ୍ତି।
10 ସ୍ନହମେଯୀ ମାଆମାନେ ଆପଣା ପ୍ରିଯ ସନ୍ତାନମାନଙ୍କୁ ରାନ୍ଧିଲେ କାରଣ ସମାନେେ ତାଙ୍କର ଏକମାତ୍ର ଖାଦ୍ୟ ଥିଲେ। ଯେତବେେଳେ ଲୋକମାନଙ୍କ ବିନାଶର ସମୟ ଆସିଥିଲା।
11 ସଦାପ୍ରଭୁ ତାଙ୍କର ପ୍ରଚଣ୍ଡ କୋର୍ଧ ସିୟୋନ ଉପ ରେ ଢ଼ାଳି ଦେଲେ। ପୁଣି ସେ ସିୟୋନ ରେ ଯେଉଁ ଅଗ୍ନି ଲଗାଇଲେ, ତାହା ତାହାର ଭିତ୍ତିମୂଳକୁ ଗ୍ରାସ କଲା।
12 ବିପକ୍ଷ ଲୋକ ଓ ଶତ୍ରୁ ଯେ ୟିରୁଶାଲମର ଦ୍ବାର ସମୂହ ରେ ପ୍ରବେଶ କରିବ, ଏହା ପୃଥିବୀସ୍ଥ ରାଜଗଣ ଓ ଜଗତବାସୀ କହେି ବିଶ୍ବାସ କରି ନ ଥିଲେ।
13 ଏହା ଘଟିଲା, କାରଣ ୟିରୁଶାଲମର ଯାଜକଗଣ ଓ ଭବିଷ୍ଯଦ୍ ବକ୍ତାଗଣ ପାପ କଲେ। ଏବଂ ସମାନେେ ତାଙ୍କ ସତ୍ ଲୋକମାନଙ୍କର ରକ୍ତପାତ କଲେ।
14 ସହେି ଯାଜକଗଣ ଓ ଭବିଷ୍ଯଦ୍ ବକ୍ତାଗଣ ଅନ୍ଧ ଲୋକପରି ରାସ୍ତା ରେ ବୁଲିଲେ, ସମାନେେ ରକ୍ତ ରେ ଅଶୁଚି ହାଇେଥିଲେ। ତେଣୁ କହେି ଲୋକ ତାଙ୍କର ବସ୍ତ୍ର ସ୍ପର୍ଶ କଲେ ନାହିଁ।
15 ଲୋକେ ସମାନଙ୍କେୁ ଡ଼ାକି କହିଲେ, "ଦୂର ହୁଅ, ଦୂର ହୁଅ। ଆମ୍ଭମାନଙ୍କୁ ସ୍ପର୍ଶ କର ନାହିଁ।" ସମାନେେ ଏଣେ ତଣେେ ବାସହୀନ ହାଇେ ବୁଲୁଥିବା ବେଳେ ଅନ୍ୟ ଗୋଷ୍ଠୀଯମାନେ କହିଲେ, " ସମାନେେ ଆମ୍ଭମାନଙ୍କ ସହିତ ଆଉ ଏଠା ରେ ପ୍ରବାସ କରିବେ ନାହିଁ।"
16 ସଦାପ୍ରଭୁଙ୍କ କୋପ ରେ ସମାନେେ ବିନଷ୍ଟ ହାଇେଅଛନ୍ତି। ସଦାପ୍ରଭୁ ଆଉ ସମାନଙ୍କେ ପ୍ରତି ଦୃଷ୍ଟିପାତ କରିବେ ନାହିଁ। କାରଣ ସମାନେେ ଯାଜକମାନଙ୍କୁ ଆଦର କଲେ ନାହିଁ କି ଯିହୁଦାର ପ୍ରାଚୀନବର୍ଗଙ୍କୁ ଅନୁଗ୍ରହ କଲେ ନାହିଁ।
17 ସାହାୟ୍ଯ ଅପେକ୍ଷା ରେ ଆମ୍ଭମାନଙ୍କ ଚକ୍ଷୁ କ୍ଷୀଣ ହେଲା। ମାତ୍ର କୌଣସି ସାହାୟ୍ଯ ମିଳିଲା ନାହିଁ। ଆମ୍ଭମାନେେ ଅନ୍ୟ ଗୋଷ୍ଠୀଦ୍ବାରା ରକ୍ଷା ପାଇବାକୁ ଅପେକ୍ଷା କଲୁ, ମାତ୍ର କୌଣସି ଗୋଷ୍ଠୀ ଉଦ୍ଧାର କରିବାକୁ ଆସିଲେ ନାହିଁ।
18 ଆମ୍ଭମାନଙ୍କ ଶତ୍ରୁମାନେ ଆମ୍ଭମାନଙ୍କୁ କବଳିତ କରିବା ପାଇଁ ଛକି ରହିଲେ। ତେଣୁ ଆମ୍ଭମାନେେ ରାସ୍ତା ରେ ଚାଲି ପାରିଲୁ ନାହିଁ। ଆମ୍ଭମାନଙ୍କ ଶଷେ ନିକଟ ଅଟେ। ଆମ୍ଭମାନଙ୍କର ଆଯୁ ଶଷେ ହାଇେଛି। ଆମ୍ଭମାନଙ୍କର ଶଷେକାଳ ଉପସ୍ଥିତ।
19 ଆମ୍ଭମାନଙ୍କୁ ଗୋଡ଼ାଇଥିବା ଲୋକମାନେ ଆକାଶର ଉତ୍କ୍ରୋଶ ପକ୍ଷୀଠାରୁ ଅଧିକ ବଗଗୋମୀ। ସମାନେେ ଆମ୍ଭମାନଙ୍କୁ ପର୍ବତ ରେ ଗୋଡ଼ାଇଲେ ଓ ଆମ୍ଭମାନଙ୍କୁ ଧରିବା ପାଇଁ ପ୍ରାନ୍ତର ରେ ଲୁଚି ରହିଲେ।
20 ରାଜା ଆମ୍ଭମାନଙ୍କ ପାଇଁ ମୁଖ୍ଯ ଥିଲେ ଓ ସେ ଆମ୍ଭର ନାସାର ନିଃଶ୍ବାସସ୍ବରୂପ ଥିଲେ। ଆମ୍ଭମାନେେ କହୁଥିଲୁ, "ତାଙ୍କର ଛାଯାତଳେ ଆମ୍ଭମାନେେ ବଞ୍ଚିବା ଓ ସେ ଗୋଷ୍ଠୀଯମାନଙ୍କଠାରୁ ଆମ୍ଭମାନଙ୍କୁ ରକ୍ଷା କରିବେ।" ମାତ୍ର ସଦାପ୍ରଭୁଙ୍କ ସହେି ଅଭିଷିକ୍ତ ଲୋକ ସମାନଙ୍କେ ଦ୍ବାରା ଗର୍ତ୍ତ ରେ ଧରାଗଲେ।
21 ହେ ଇଦୋମର କନ୍ଯ ଓ ଉଷ ଦେଶ ନିବାସିନୀ, ତୁମ୍ଭମାନେେ ଆନନ୍ଦ କର ଓ ପୁଲକିତା ହୁଅ। ସଦାପ୍ରଭୁଙ୍କର ସହେି କୋରଧରୂପକ ପାନପାତ୍ର ତୁମ୍ଭମାନଙ୍କ ନିକଟକୁ ୟିବ। ତୁମ୍ଭମାନେେ ତାହା ପାନ କରି ମତ୍ତ ହବେ ଓ ଉଲଗ୍ନା ହବେ।
22 ହେ ସିଯୋନର କନ୍ଯ, ତୁମ୍ଭ ଅଧର୍ମର ଦଣ୍ଡ ଶଷେ ହାଇେଛି। ତୁମ୍ଭମାନେେ ଆଉ ବନ୍ଦୀତ୍ବ ସ୍ଥାନକୁ ୟିବ ନାହିଁ। ହେ ଇଦୋମର କନ୍ଯ, ସଦାପ୍ରଭୁ ତୁମ୍ଭ ଅଧର୍ମର ଫଳ ଦବେେ। ସେ ତୁମ୍ଭର ପାପସବୁ ଖାଲିେ ଦବେେ।




ଅଧ୍ୟାୟ 5

1 ହେ ସଦାପ୍ରଭୁ ! ଆମ୍ଭମାନଙ୍କ ପ୍ରତି ଯାହା ଘଟିଗଲା, ତାହା ସ୍ମରଣ କର। ଆମ୍ଭମାନଙ୍କ ପ୍ରତି ହାଇେଥିବା ଅପମାନକୁ ଅବଲୋକନ କର।
2 ଆମ୍ଭମାନଙ୍କର ଦେଶ ବିଦେଶୀଯମାନଙ୍କର ହସ୍ତଗତ ହାଇେଅଛି। ଆମ୍ଭମାନଙ୍କର ଗୃହସବୁ ପରଦେଶୀଯମାନେ ଅଧିକାର କରିଛନ୍ତି।
3 ଆମ୍ଭମାନେେ ଅନାଥ ଓ ପିତୃହୀନ ହାଇେଅଛୁ। ଆମ୍ଭମାନଙ୍କ ମାଆମାନେ ବିଧବା ତୁଲ୍ଯ ହାଇେଛନ୍ତି।
4 ଆମ୍ଭମାନେେ ଆମ୍ଭମାନଙ୍କର ନିଜ ଜଳକୁ ରୂପା ଦଇେ ପାନ କରିଅଛୁ ଓ ଆମ୍ଭମାନେେ କାଠ କିଣି ବ୍ଯବହାର କରିଅଛୁ।
5 ଆମ୍ଭମାନଙ୍କ ସ୍କନ୍ଧ ରେ ବଳପୂର୍ବକ ୟୁଆଳି ରଖା ୟାଇଛି। ଆମ୍ଭମାନେେ କ୍ଲାନ୍ତ ହାଇେଅଛୁ ଓ ଆମ୍ଭମାନଙ୍କର ବିଶ୍ରାମ ନାହିଁ।
6 ଆମ୍ଭମାନେେ ଖାଦ୍ୟ ରେ ତୃପ୍ତ ହବୋ ନିମନ୍ତେ, ମିଶରୀଯ ଓ ଅଶୂରୀଯମାନଙ୍କ ସହିତ ଚୁକ୍ତିବଦ୍ଧ ହାଇେଅଛୁ।
7 ଆମ୍ଭମାନଙ୍କର ପୂର୍ବପୁରୁଷଗଣ ପାପ କରିଥିଲେ, ଏବଂ ଏବେ ସମାନେେ ନାହାନ୍ତି। ମାତ୍ର ସମାନଙ୍କେର ପାପର ଭାର ଆମ୍ଭମାନେେ ବହନ କରିଛୁ ଏବଂ ଦୁଃଖ ଭୋଗ କରୁଅଛୁ।
8 ଦାସମାନେ ଆମ୍ଭମାନଙ୍କର ଶାସକ ହାଇେଛନ୍ତି। ସମାନଙ୍କେ ହସ୍ତରୁ ଉଦ୍ଧାର କରିବାକୁ କହେି ନାହିଁ।
9 ପ୍ରାନ୍ତର ରେ ଖଡ୍ଗ ଥିବାରୁ ଆମ୍ଭମାନେେ ଆମ୍ଭମାନଙ୍କର ଜୀବନକୁ ସଙ୍କଟାପନ୍ନ କରି ଖାଦ୍ୟ ପାଇଅଛୁ।
10 କ୍ଷୁଧାର ତାଡ଼ନା ରେ ଆମ୍ଭମାନେେ ଭୟଙ୍କର ଜ୍ବର ରେ ଆକ୍ରାନ୍ତ। ଆମ୍ଭମାନଙ୍କର ଚର୍ମ ତୁନ୍ଦୁର ପରି ଢ଼ଳା ହାଇେଅଛି।
11 ଶତ୍ରୁମାନେ ସିୟୋନ ଓ ଯିହୁଦା ନଗର ସମୂହର ସ୍ତ୍ରୀ ଲୋକମାନଙ୍କୁ ଧର୍ଷଣ କଲେ।
12 ସମାନେେ ଆମ୍ଭମାନଙ୍କ ଅଧିପତିମାନଙ୍କୁ ଫାଶି ଦେଲେ। ଆମ୍ଭମାନଙ୍କ ପ୍ରାଚୀନବର୍ଗଙ୍କୁ ସମ୍ମାନ ଦେଲେ ନାହିଁ।
13 ଯିହୁଦାର ୟୁବକଗଣ ଚକି ବହନ କଲେ। ଆଉ ପିଲାମାନେ କାଠ ଭାର ରେ ଝୁଣ୍ଟି ପଡ଼ିଲେ।
14 ପ୍ରାଚୀନବର୍ଗ ନଗରଦ୍ବାର ରେ ଆଉ ବସୁ ନାହାଁନ୍ତି ଓ ୟୁବକମାନେ ଆପଣା ସଂଗୀତରୁ ନିବୃତ୍ତ ହାଇେଅଛନ୍ତି।
15 ଆମ୍ଭମାନଙ୍କ ହୃଦଯରୁ ଆନନ୍ଦ ଚାଲି ୟାଇଛି। ଆମ୍ଭମାନଙ୍କ ନୃତ୍ଯ ଶାେକରେ ପରିଣତ ହାଇେଅଛି।
16 ଆମ୍ଭମାନଙ୍କ ମୁଣ୍ଡରୁ ମୁକୁଟ ଖସି ପଡ଼ିଛି। ଆମ୍ଭମାନଙ୍କ ଅବସ୍ଥା ଶାଚେନୀୟ ହାଇେଅଛି, କାରଣ ଆମ୍ଭମାନେେ ପାପ କରିଅଛୁ।
17 ଏହିସବୁ କାରଣରୁ ଆମ୍ଭମାନଙ୍କ ଅନ୍ତର କ୍ଷୀଣ ହାଇେଅଛି ଓ ଆମ୍ଭମାନଙ୍କ ଚକ୍ଷୁ ଜଳକା ହାଇେଅଛି।
18 ସିୟୋନ ପର୍ବତ ଅନାଥା ସ୍ଥାନ ହାଇେଅଛି। କୋକିଶିଆଳିମାନେ ତା ଉପ ରେ ଭ୍ରମଣ କରନ୍ତି।
19 ମାତ୍ର ହେ ସଦାପ୍ରଭୁ, ତୁମ୍ଭେ ନିତ୍ଯସ୍ଥାଯୀ। ତୁମ୍ଭ ରାଜ ସିଂହାସନ ପୁରୁଷାନୁକ୍ରମେ ଚିରକାଳ ଥାଏ।
20 ହେ ସଦାପ୍ରଭୁ, ତୁମ୍ଭେ କାହିଁକି ଚିରକାଳ ଆମ୍ଭମାନଙ୍କୁ ପାସୋରୁ ଅଛ? ଆଉ ଏତେ ଦୀର୍ଘକାଳ ଆମ୍ଭମାନଙ୍କୁ କାହିଁକି ପରିତ୍ଯାଗ କରିଅଛ?
21 ହେ ସଦାପ୍ରଭୁ ! ଆମ୍ଭମାନଙ୍କୁ ତୁମ୍ଭ ନିକଟକୁ ଫରୋଇ ନିଅ। ତହିଁରେ ଆମ୍ଭମାନେେ ଆନନ୍ଦର ସହିତ ତୁମ୍ଭ ନିକଟକୁ ଫରେି ଆସିବୁ। ପୂର୍ବକାଳ ପରି ଆମ୍ଭର ଜୀବନକୁ ନୂତନ କର।
22 ମାତ୍ର ତୁମ୍ଭେ ଆମ୍ଭମାନଙ୍କ ପ୍ରତି ଅତ୍ଯନ୍ତ କ୍ରୁଦ୍ଧ ହାଇେଅଛ। ଆଉ ତୁମ୍ଭେ କ'ଣ ଆମ୍ଭମାନଙ୍କୁ ସୂର୍ଣ୍ଣ ଭାବରେ ଅଗ୍ରାହ୍ଯ କରିଅଛ?