ହୋଶେୟ

ଅଧ୍ୟାୟ: 1 2 3 4 5 6 7 8 9 10 11 12 13 14


-Reset+

ଅଧ୍ୟାୟ 1

1 ବରେିଙ୍କ ପୁତ୍ର ହାେେଶୟଙ୍କ ନିକଟକୁ ସଦାପ୍ରଭୁଙ୍କ ଏହି ବାର୍ତ୍ତା ଆସିଲା। ଏହି ବାର୍ତ୍ତା ଯିହୁଦାର ରାଜା ଉଷିୟ, ଯୋଥମ, ଆହସ ଓ ହିଜିକିଯଙ୍କ ରାଜତ୍ବ କାଳ ରେ ଓ ଇଶ୍ରାୟେଲର ରାଜା ଯୋୟାସଙ୍କ ପୁତ୍ର ୟାରବିଯାମଙ୍କ ସମୟରେ ଆସିଥିଲା।
2 ସଦାପ୍ରଭୁଙ୍କର ହାେେଶୟ ପ୍ରତି ଏହା ଥିଲା ପ୍ରଥମ ବାର୍ତ୍ତା। ସଦାପ୍ରଭୁ କହିଲେ, "ୟାଅ, ଏକ ଗଣିକାକୁ ବିବାହ କର, ଯାହାଫଳ ରେ ବେଶ୍ଯାର ପୁତ୍ର ଜନ୍ମ ହବେ। କାହିଁକି? କାରଣ ଏହି ଦେଶର ଲୋକମାନେ ଗଣିକା ପରି କାର୍ୟ୍ଯ କରିଛନ୍ତି। ସଦାପ୍ରଭୁଙ୍କଠା ରେ ଅବିଶ୍ବସ୍ତ ହାଇେଛନ୍ତି।"
3 ତେଣୁ ହାେେଶୟ ଦିବ୍ଲାଇମଙ୍କ କନ୍ଯା ଗୋମରଙ୍କୁ ବିବାହ କଲେ। ଗୋମର ଗର୍ଭବତୀ ହେଲେ ଏବଂ ହାେେଶୟଙ୍କ ପାଇଁ ଏକ ପୁତ୍ର ସନ୍ତାନ ଜନ୍ମ କଲେ।
4 ସଦାପ୍ରଭୁ ହାେେଶୟକୁ କହିଲେ, "ତା'ର ନାମ ୟିଷିଯଲେ ଦିଅ। କାହିଁକି? କାରଣ ଅଳ୍ପ ସମୟ ପ ରେ ମୁଁ ଯହେୂର ପରିବାରକୁ ଦଣ୍ତ ଦବେି। କାରଣ ସେ ୟିଷ୍ରିଯଲେ ଉପତ୍ୟକା ରେ ରକ୍ତପାତ କରିଥିଲେ। ତା'ପ ରେ ମୁଁ ଇଶ୍ରାୟେଲ ସାମ୍ରାଜ୍ଯର ପତନ ଘଟାଇବି।
5 ମୁଁ ଇଶ୍ରାୟେଲର ଧନୁକୁ ସହେି ୟିଷ୍ରିଯଲେ ଉପତ୍ୟକା ରେ ଭାଙ୍ଗିବି।"
6 ତା'ପ ରେ ଗୋମର ପୁନର୍ବାର ଗର୍ଭବତୀ ହେଲେ ଓ ଏକ କନ୍ଯା ସନ୍ତାନ ଜନ୍ମ ଦେଲେ। ସଦାପ୍ରଭୁ ହାେେଶୟକୁ କହିଲେ, "ତା'ର ନାମ ଲୋ- ରୁହାମା ଦିଅ। କାହିଁକି? କାରଣ ଆମ୍ଭେ ଏଣିକି ଇଶ୍ରାୟେଲ ଜାତିକୁ ଆଉ ଦୟା ଦଖାଇବୋ ନାହିଁ। ଆମ୍ଭେ ସମାନଙ୍କେୁ କ୍ଷମା ଦବୋ ନାହିଁ।
7 କିନ୍ତୁ ଆମ୍ଭେ ଯିହୁଦାର ଲୋକଙ୍କୁ ଦୟା ଦଖାଇବୋ। ଆମ୍ଭେ ଯିହୁଦା ଦେଶକୁ ରକ୍ଷା କରିବା। ଆମ୍ଭେ ସମାନଙ୍କେୁ ରକ୍ଷା କରିବାକୁ ଖଣ୍ତା କି ଧନୁ ବ୍ଯବହାର କରିବା ନାହିଁ। ଆମ୍ଭେ ସମାନଙ୍କେୁ ରକ୍ଷା କରିବାକୁ ୟୁଦ୍ଧ ରେ ଅଶ୍ବ କି ସୈନ୍ଯ ବ୍ଯବହାର କରିବା ନାହିଁ। ଆମ୍ଭେ ସମାନଙ୍କେୁ ଆମ୍ଭ ନିଜ ଶକ୍ତି ବଳ ରେ ରକ୍ଷା କରିବା।"
8 ଗୋମର ଲୋ-ରୁହାମାଙ୍କ ସବୋ ଶଷେ କଲାପ ରେ ସେ ପୁନର୍ବାର ଗର୍ଭବତୀ ହେଲେ। ସେ ଗୋଟିଏ ପୁତ୍ର ସନ୍ତାନ ଜନ୍ମ ଦେଲେ।
9 ତା'ପ ରେ ସଦାପ୍ରଭୁ କହିଲେ, "ତା'ର ନାମ ଲୋ-ଆମୀ ଦିଅ। କାରଣ, ତୁମ୍ଭମାନେେ ଆମ୍ଭର ଲୋକ ନୁହଁ କି ଆମ୍ଭେ ତୁମ୍ଭର ପରମେଶ୍ବର ନୁହଁ।"
10 "ସମୁଦ୍ରର ବାଲୁକା ସଦୃଶ ଇଶ୍ରାୟେଲ ସନ୍ତାନଗଣର ସଂଖ୍ଯା ଭବିଷ୍ଯତ ରେ ବୃଦ୍ଧି ପାଇବ। ତୁମ୍ଭେ ସମୁଦ୍ରର ବାଲିକୁ ମାପି ପାରିବ ନାହିଁ କି ଗଣି ପାରିବ ନାହିଁ। ଯେଉଁ ସ୍ଥାନ ରେ ସମାନଙ୍କେୁ କୁହାୟାଇଥିଲା, ସହେି ସ୍ଥାନ ରେ ଏହା ଘଟିବ। ସମାନଙ୍କେୁ ମଧ୍ଯ କୁହାୟିବ, 'ତୁମ୍ଭମାନେେ ମାେ ଲୋକ ନୁହଁ।' 'ତୁମ୍ଭେ ଜୀବନ୍ତ ପରମେଶ୍ବରଙ୍କର ସନ୍ତାନ ଅଟ।'
11 "ତା'ପ ରେ ଯିହୁଦା ଓ ଇଶ୍ରାୟେଲର ଲୋକମାନେ ଏକତ୍ରୀତ ହବେେ। ସମାନେେ ସମାନଙ୍କେ ପାଇଁ ଜଣେ ରାଜା ବାଛିବେ ଏବଂ ସମାନଙ୍କେର ଦେଶ ସବୁଠାରୁ ବଡ ହବେ। ୟିଷ୍ରିଯଲରେ ସମୟ ପ୍ରକୃତ ବଡ ହବେ।"




ଅଧ୍ୟାୟ 2

1 "ତା'ପ ରେ ତୁମ୍ଭେ ତୁମ୍ଭର ଭାଇମାନଙ୍କୁ କହିବ, 'ତୁମ୍ଭମାନେେ ଆମ୍ଭର ଲୋକ।' ତୁମ୍ଭେ ତୁମ୍ଭର ଭଉଣୀମାନଙ୍କୁ କହିବ, ' ସେ ତୁମ୍ଭମାନଙ୍କୁ ଦୟା ଦଖାଇେଛନ୍ତି।"'
2 "ମା'ଙ୍କ ସହିତ ୟୁକ୍ତି କର। କାରଣ ସେ ଆମ୍ଭର ସ୍ତ୍ରୀ ନୁହେଁ କି ଆମ୍ଭେ ତା'ର ସ୍ବାମୀ ନୁହଁ। ବେଶ୍ଯା ପରି ନ ହବୋକୁ ତାଙ୍କୁ କୁହ। ତାଙ୍କୁ କୁହ ଯେଉଁ ପ୍ ରମେିକମାନଙ୍କୁ ହୃଦଯ ରେ ସ୍ଥାନ ଦଇେଛନ୍ତି ସମାନଙ୍କେୁ ଦୂ ରଇେ ଦିଅନ୍ତୁ।
3 ଯଦି ସେ ତା'ର ବ୍ଯଭିଗ୍ଭରିତା ବନ୍ଦ ନକରେ, ତବେେ ଆମ୍ଭେ ତାକୁ ଉଲଗ୍ନ କରିବା, ସେ ଯେପରି ଜନ୍ମ ହେଲା ସମୟରେ ନମ୍ର ଥିଲା। ଆମ୍ଭେ ତା'ର ସମସ୍ତ ଲୋକମାନଙ୍କୁ ନଇୟିବୋ ଏବଂ ସେ ମରୁଭୂମି ପରି ଶୂନ୍ଯ ହାଇଯେିବ। ଆମ୍ଭେ ତାକୁ ଶୋଷ ରେ ମାରିବା।
4 ତା'ର ପିଲାମାନଙ୍କ ଉପ ରେ ଆମ୍ଭର ଦୟା ନାହିଁ କାରଣ ସମାନେେ ଜାରଜ ସନ୍ତାନ।
5 ସମାନଙ୍କେର ମାଆ ବେଶ୍ଯାପରି କାମ କରିଅଛି। ସୋମାନଙ୍କର ମାଆଙ୍କ କୃତକର୍ମ ପାଇଁ ଲଜ୍ଜିତ ହବୋ ଉଚିତ। ସେ କହିଲା, 'ମୁଁ ମାରେପ୍ ରମେିକମାନଙ୍କ ପାଖକୁ ୟିବି। ମାରେପ୍ ରମେିକମାନେ ମାେତେ ଖାଦ୍ୟ ଓ ପାଣି ଦବେେ। ସମାନେେ ମାେତେ ପଶମ ଓ ଲାଇଲନ୍ ଦବେେ। ସମାନେେ ମାେତେ ଦ୍ରାକ୍ଷାରସ ଓ ଅଲିଭ୍ ତଲେ ଦବେେ।'
6 " ତେଣୁ ଆମ୍ଭେ ସଦାପ୍ରଭୁ ତୁମ୍ଭର ପଥ କଣ୍ଟା ଦ୍ବାରା ଅବ ରୋଧ କରିବା। ତା'ର ଚତୁର୍ଦ୍ଦିଗ ରେ ପ୍ରାଚୀର ନିର୍ମାଣ କରିବା, ଯାହା ଫଳ ରେ ସେ ଆଉ ପଥ ପାଇବ ନାହିଁ।
7 ସେ ତା'ର ପ୍ରିଯ ପ୍ ରମେିକ ପଛ ରେ ଧାଇଁବ, କିନ୍ତୁ ସେ ସମାନଙ୍କେୁ ମଧ୍ଯ ଧରିପାରିବ ନାହିଁ। ସେ ସମାନଙ୍କେୁ ବହୁ ଖାଜେିବ କିନ୍ତୁ ପାଇପାରିବ ନାହିଁ। ତା'ପ ରେ ସେ କହିବ, 'ମୁଁ ମାରେ ପ୍ରଥମ ପ୍ ରମେିକ, ପରମେଶ୍ବରଙ୍କ ନିକଟକୁ ଫରେିୟିବି। ତାଙ୍କ ପାଖ ରେ ଥିଲା ବେଳେ ମାରେ ଜୀବନ, ବର୍ତ୍ତମାନ ଅପେକ୍ଷା ଅଧିକ ଭଲ ଥିଲା।'
8 " ସେ ଜାଣି ନ ଥିଲା ଆମ୍ଭେ ୟିଏକି ତା'କୁ ଶସ୍ଯ, ଦ୍ରାକ୍ଷାରସ ଓ ତୈଳ ଦେଉଥିଲୁ। ଆମ୍ଭେ ଅଧିକରୁ ଅଧିକ ସୁନା ରୂପା ତାକୁ ଦଇେ ଗ୍ଭଲିଥିଲୁ। କିନ୍ତୁ ଇଶ୍ରାୟେଲୀୟମାନେ ସହେି ସୁନା ଓ ରୂପାକୁ ବାଲ୍ଙ୍କ ମୂର୍ତ୍ତି ତିଆରି ରେ ବ୍ଯବହାର କଲେ।
9 ତେଣୁ ଆମ୍ଭେ ଫରେି ଆସିବା। ଆମ୍ଭେ ଆମ୍ଭର ସହେି ସମୟରେ ଅମଳ ହେଉଥିବା ଶସ୍ଯ ଫରୋଇ ନବୋ। ଅଙ୍ଗୁର ଦ୍ରାକ୍ଷାରସ ପାଇଁ ପ୍ରସ୍ତୁତ ଥିଲା ବେଳେ ଆମ୍ଭେ ତାକୁ ଫରୋଇ ନବୋ। ଆମ୍ଭର ପଶମ ଓ କାର୍ପାସ ବସ୍ତ୍ର ଫରୋଇ ନବୋ। ଆମ୍ଭେ ସଗେୁଡିକୁ ତା'ର ଶରୀର ଆବୃତ କରିବାକୁ ଦଇେଥିଲୁ।
10 ବର୍ତ୍ତମାନ ଆମ୍ଭେ ତାକୁ ଉଲଗ୍ନ କରିଦବୋ। ତା'ର ଉଲଗ୍ନ ଶରୀର ତା'ର ପ୍ ରମେିକ ଲୋକମାନେ ଦେଖିବେ। ଆମ୍ଭ କବଳରୁ ତା'କୁ କହେି ରକ୍ଷା କରିପାରିବେ ନାହିଁ।
11 ଆମ୍ଭେ ସଦାପ୍ରଭୁ ତା'ର ସମସ୍ତ ଆନନ୍ଦ, ଉତ୍ସବ, ଅମାବାସ୍ଯା, ବିଶ୍ରାମଦିନ ସମସ୍ତ ଭୋଜିକୁ ବନ୍ଦ କରିଦବୋ।
12 ଆମ୍ଭେ ତା'ର ଦ୍ରାକ୍ଷାଲତାଗୁଡିକୁ ଓ ଡିମିରି ଗଛଗୁଡିକୁ ନଷ୍ଟ କରିଦବୋ। ସେ କହିଲା, 'ମରେ ପ୍ ରମେିକମାନେ ମାେତେ ଏସବୁ ଜିନିଷ ଦଇେଥିଲେ।' କିନ୍ତୁ ଆମ୍ଭେ ତା'ର ବଗିଗ୍ଭକୁ ବଦଳାଇ ଅନାବନା ଗଛ ରେ ଜଙ୍ଗଲ କରିଦବୋ। ବନ୍ଯପଶୁମାନେ ଆସି ସହେି ଗଛରୁ ଖାଇବେ।
13 " ସେ ବାଲ୍ଙ୍କୁ ସବୋ କରୁଥିଲା। ତେଣୁ ଆମ୍ଭେ ତାକୁ ଦଣ୍ତ ଦବୋ। ସେ ବାଲଙ୍କୁ ଧୂପ ଦେଉଥିଲା। ସେ ଭଲ ପୋଷାକ ପରିଧାନ କରୁଥିଲା ଓ ତା'ର ଅଳଙ୍କାର, ନାକରେ ଗହଣା ପିନ୍ଧି ସହେି ମିଥ୍ଯା ପ୍ ରମେିକମାନଙ୍କ ନିକଟକୁ ଯାଉଥିଲା ଏବଂ ଆମ୍ଭଙ୍କୁ ଭୁଲିୟାଇଥିଲା।" ସଦାପ୍ରଭୁ ଏହା କହିଲେ।
14 " ତେଣୁ ଆମ୍ଭେ ତାକୁ ପ୍ ରମବୋଣୀ କହିବା। ଆମ୍ଭେ ତାକୁ ନିର୍ଜ୍ଜନ ମରୁଭୂମିକୁ ନଇେ କୋମଳ କଥା କହିବା।
15 ସଠାେ ରେ ଆମ୍ଭେ ତାକୁ ଦ୍ରାକ୍ଷାକ୍ଷେତ୍ର ଦବୋ। ଆମ୍ଭେ ତାକୁ ଆଶାର ଦ୍ବାର ସ୍ବରୂପ ଆଖୋର ଉପତ୍ୟକା ଦବୋ। ତା'ପ ରେ ସେ ମିଶର ଦେଶରୁ ଆସିଲା ସମୟ ପରି ଉତ୍ତର କରିବ।"
16 ସଦାପ୍ରଭୁ ଏହା କୁହନ୍ତି,
17 ଆମ୍ଭେ ତା'ର ମୁଖରୁ ବାଲ୍ ଡାକ କାଢିଦବୋ। ତା'ପ ରେ ଲୋକେ ବାଲ୍ଙ୍କ ନାମ ଆଉ ପୁନର୍ବାର ବ୍ଯବହାର କରିବେ ନାହିଁ।
18 " ସେତବେେଳେ ଆମ୍ଭେ ସ୍ଥଳଚର ପ୍ରାଣୀ, ଆକାଶର ପକ୍ଷୀ, ଓ ସରିସୃପମାନଙ୍କ ସହିତ ଗୋଟିଏ ଚୁକ୍ତି କରିବା। ଆମ୍ଭେ ଧନୁ, ଖଣ୍ତା ଓ ସମସ୍ତ ୟୁଦ୍ଧ ଅସ୍ତ୍ରଗୁଡିକୁ ଭାଙ୍ଗି ଦବୋ ଏବଂ ଆମ୍ଭେ ସମାନଙ୍କେୁ ନିରାପଦ ରେ ଶଯନ କରିବାକୁ ଦବୋ।
19 ଏବଂ ଆମ୍ଭେ ତୁମ୍ଭକୁ ସବୁଦିନ ପାଇଁ ଆମ୍ଭର ସ୍ତ୍ରୀ କରିବା। ଆମ୍ଭେ ତୁମ୍ଭକୁ ପ୍ ରମେ, ସାଧୁତା, ନ୍ଯାଯ ଓ ଦୟାର ସହିତ ଆମ୍ଭର ସ୍ତ୍ରୀ କରିବା।
20 ତୁମ୍ଭକୁ ଆମ୍ଭର ବିଶ୍ବସ୍ତ ପତ୍ନୀ କରିବା। ସେତବେେଳେ ତୁମ୍ଭେ ପ୍ରକୃତ ସଦାପ୍ରଭୁଙ୍କୁ ଜାଣିବ।
21 ସେତବେେଳେ ଆମ୍ଭେ ଉତ୍ତର ଦବୋ।" ସଦାପ୍ରଭୁ ଏହା କହିନ୍ତି।
22 ପୃଥିବୀ ଶସ୍ଯ, ଦ୍ରାକ୍ଷାରସ ଓ ତୈଳ ଉତ୍ପାଦନ କରିବ ଏବଂ ସେ ସବୁ ୟିଷ୍ରିଯଲରେ ଗ୍ଭହିଦା ପୂରଣ କରିବ।
23 ଆମ୍ଭେ ଇଶ୍ରାୟେଲ ଭୂମିରେ ବହୁ ମଞ୍ଜି ବୁଣିବା। ଲୋ-ରୁହାମାଙ୍କୁ ଆମ୍ଭେ ଦୟା କରିବା। ଲୋ-ଆମୀକୁ କହିବା, 'ତୁମ୍ଭେ ଆମ୍ଭ ଲୋକ' ଏବଂ ସମାନେେ ମାେତେ କହିବେ, 'ତୁମ୍ଭେ ଆମ୍ଭର ପରମେଶ୍ବର।"'




ଅଧ୍ୟାୟ 3

1 ତା'ପ ରେ ସଦାପ୍ରଭୁ ପୁନର୍ବାର ମାେତେ କହିଲେ, "ଗୋମରର ଅନକେ ପ୍ ରମେିକ ଅଛନ୍ତି। କିନ୍ତୁ ତୁମ୍ଭେ ତାଙ୍କୁ ନିଶ୍ଚିତ ଭଲପାଇ ଗ୍ଭଲ। କାହିଁକି? କାରଣ ତାହା ସଦାପ୍ରଭୁଙ୍କ ପରି। ସଦାପ୍ରଭୁ ଇଶ୍ରାୟେଲ ଲୋକମାନଙ୍କୁ ଭଲ ପାଇ ଗ୍ଭଲନ୍ତି। କିନ୍ତୁ ସମାନେେ ଅନ୍ୟ ଦବେତାଙ୍କୁ ପୂଜାକରି ଗ୍ଭଲନ୍ତି।"
2 ଏହି କାରଣ ପାଇଁ ମୁଁ ଗୋମରଙ୍କୁ ପନ୍ଦର ଖଣ୍ତ ରେ ୗପ୍ୟ ଓ ଏକ ହୋମର ବାର୍ଲି ଦଇେ କିଣିଲି।
3 ତା'ପ ରେ ମୁଁ ତାକୁ କହିଲି, "ତୁମ୍ଭେ ମାେ ସହିତ ଗୃହ ରେ ବହୁଦିନ ପର୍ୟ୍ଯନ୍ତ ରହିବ। ତୁମ୍ଭେ ବ୍ଯଭିଗ୍ଭରିଣୀ ପରି ହବେନାହିଁ। ତୁମ୍ଭେ ଅନ୍ୟ ସହିତ ରହିବ ନାହିଁ ଏବଂ ମୁଁ ତୁମ୍ଭର ସ୍ବାମୀ ହବେି।"
4 ସହେିପରି ଭାବରେ ଇଶ୍ରାୟେଲର ଲୋକମାନେ ବିନା ରାଜା ଓ ନେତା ରେ ଦୀର୍ଘଦିନ ଚଳିବେ। ସମାନେେ ବଳିଦାନ କି ସ୍ମରଣାର୍ଥକ ପଥର ବିନା ରହିବେ। ସମାନେେ ଯାଜକିଯ ବସ୍ତ୍ର ବିନା ଓ ଗୃହ ମୂର୍ତ୍ତି ବିନା ରହିବେ।
5 ତା'ପ ରେ ଇଶ୍ରାୟେଲର ଲୋକମାନେ ଫରେି ଆସିବେ। ତା'ପ ରେ ସମାନେେ ସଦାପ୍ରଭୁ ସମାନଙ୍କେର ପରମେଶ୍ବର ଓ ରାଜା ଦାଉଦଙ୍କୁ ଖାଜେିବେ। ଶଷଦେିବସ ରେ, ସମାନେେ ସଦାପ୍ରଭୁଙ୍କୁ ଓ ତାଙ୍କର ଧାର୍ମିକତାକୁ ସମ୍ମାନ ଦବୋକୁ ଆସିବେ।




ଅଧ୍ୟାୟ 4

1 ଇଶ୍ରାୟେଲର ଲୋକମାନେ ସଦାପ୍ରଭୁଙ୍କର ବାର୍ତ୍ତା ଶୁଣ। ଏହି ରାଜ୍ଯର ଲୋକମାନଙ୍କ ବିରୁଦ୍ଧ ରେ ସଦାପ୍ରଭୁ ତାଙ୍କର ଆରୋପ ଦର୍ଶାଇବେ। "ଏହି ଦେଶର ଲୋକମାନେ ପ୍ରକୃତ ରେ ପରମେଶ୍ବରଙ୍କୁ ଜାଣନ୍ତି ନାହିଁ। ଏହି ଲୋକମାନେ ପ୍ରକୃତ ରେ ପରମେଶ୍ବରଙ୍କ ପ୍ରତି ସତ୍ ଓ ବିଶ୍ବସ୍ତ ନୁହଁନ୍ତି।
2 ଏହି ଲୋକମାନେ ଶପଥ, ମିଥ୍ଯା, ହତ୍ଯା ଓ ଗ୍ଭରେି କରନ୍ତି। ସମାନେେ ବ୍ଯଭିଗ୍ଭରିତାର ପାପ ଦ୍ବାରା ସନ୍ତାନ ଲାଭ କରନ୍ତି। ସମାନେେ ବାରମ୍ବାର ନରହତ୍ଯା କରନ୍ତି।
3 ତେଣୁ ଦେଶଟି ବ୍ଯକ୍ତି ପରି ମୃତ୍ଯୁ ରେ କାନ୍ଦେ ଓ ତା'ର ଲୋକମାନେ ଦୁର୍ବଳ ହାଇପଡେନ୍ତି। ଏପରିକି ସ୍ଥଳଭାଗର ପ୍ରାଣୀ, ଆକାଶର ପକ୍ଷୀ ଓ ସାମୁଦ୍ରିକ ମତ୍ସ୍ଯ ମୃତ୍ଯୁବରଣ କରନ୍ତି।
4 କୌଣସି ବ୍ଯକ୍ତି ଅନ୍ୟ ସହିତ ୟୁକ୍ତି କି ଅନ୍ୟକୁ ଦୋଷ ଦବୋ ଉଚିତ୍ ନୁହେଁ।
5 ତୁମ୍ଭ ଯାଜକମାନଙ୍କର ଦିନ ରେ ସ୍ଖଳନ ଘଟିବ ଓ ରାତ୍ରି ରେ ଭବିଷ୍ଯତ୍ବକ୍ତାମାନଙ୍କର ମଧ୍ଯ ତୁମ୍ଭ ସହିତ ସ୍ଖଳନ ଘଟିବ ଏବଂ ଆମ୍ଭେ ତୁମ୍ଭମାନଙ୍କର ମାଆଙ୍କୁ ବିନାଶ କରିବା।
6 "ଜ୍ଞାନ ଅଭାବ ୟୋଗୁ ଆମ୍ଭର ଲୋକମାନେ ବିନଷ୍ଟ ହୁଅନ୍ତି। କାରଣ ତୁମ୍ଭମାନେେ ଜ୍ଞାନରୁ ବିମୁଖ ହାଇେଛ। ତେଣୁ ଆମ୍ଭେ ତୁମ୍ଭମାନଙ୍କୁ ଆମ୍ଭ ପାଇଁ ଯାଜକ ହବୋକୁ ବାରଣ କରିବା। ତୁମ୍ଭମାନେେ ତୁମ୍ଭ ପରମେଶ୍ବରଙ୍କ ନିଯମକୁ ଭୁଲିୟାଇଛ, ତେଣୁ ଆମ୍ଭେ ତୁମ୍ଭ ପିଲାମାନଙ୍କୁ ଭୁଲିୟିବା।
7 ସମାନଙ୍କେର ସଂଖ୍ଯା ଓ ଶକ୍ତି ଯେତେ ଯେତେ ବଢେ, ସମାନେେ େସତେ ଅଧିକ ଆମ୍ଭ ବିରୁଦ୍ଧ ରେ ପାପ କରନ୍ତି। ତେଣୁ ସମାନଙ୍କେର ଗୌରବକୁ ଆମ୍ଭେ ଲଜ୍ଜା ରେ ପରିଣତ କରିବା।
8 "ଆମ୍ଭର ଲୋକମାନଙ୍କ ପାପଗୁଡିକରୁ ଯାଜକମାନେ ଲାଭବାନ ହୁଅନ୍ତି। ସମାନେେ ଲୋକମାନଙ୍କର ଦୁଷ୍ଟପଣିଆରୁ ଫାଇଦା ଉଠାଇବା ରେ ଲୋଭୀ।
9 ତେଣୁ ଯାଜକମାନେ ଜୀବନ ଶୈଳୀ ରେ ସହେି ଲୋକମାନଙ୍କ ପରି ହେଲେ। ଆମ୍ଭେ ସମାନଙ୍କେୁ ଦଣ୍ତ ଦବୋ। ସମାନଙ୍କେର ମନ୍ଦକାର୍ୟ୍ଯ ଲାଗି ଆମ୍ଭେ ସମାନଙ୍କେୁ ଫଳ ଦବୋ।
10 ସମାନେେ ଯଦିଓ ଖାଇବେ କିନ୍ତୁ ସନ୍ତୁଷ୍ଟ ହବେେ ନାହିଁ। ସମାନେେ ୟୌନଭୋଗ ପାପ କରିବେ କିନ୍ତୁ ସନ୍ତାନ ଲାଭ କରିବେ ନାହିଁ। କାହିଁକି? କାରଣ ସମାନେେ ସଦାପ୍ରଭୁଙ୍କୁ ପରିତ୍ଯାଗ କରିଥିଲେ ଓ ଗଣିକା ପରି ହାଇେଥିଲେ।
11 ୟୌନ ଭୋଗ ପାପ, ଅତ୍ଯଧିକ ଦ୍ରାକ୍ଷାରସ ପାନ ଗୋଟିଏ ବ୍ଯକ୍ତିର ସ୍ବାଧୀନ ଚିନ୍ତା କରିବାର ଧ୍ବଂସ କରେ।
12 ଆମ୍ଭର ଲୋକମାନେ କାଠଖଣ୍ତିକୁ ଉପଦେଶ ଲାଗି ପଗ୍ଭରନ୍ତି। ସମାନେେ ଭାବନ୍ତି ସହେି କାଠଖଣ୍ତଗୁଡିକ ସମାନଙ୍କେୁ ଉତ୍ତର ଦବେ। କାରଣ, ସମାନେେ ଗଣିକାମାନଙ୍କପରି ମିଥ୍ଯାପ୍ରତିମାଙ୍କ ପଛ ରେ ଅନୁଧାବନ କରିଛନ୍ତି। ସମାନେେ ପରମେଶ୍ବରଙ୍କୁ ବଳିଦାନ କରିଥିଲେ ଓ ଗଣିକା ହାଇୟୋଇଥିଲେ।
13 ସମାନେେ ପର୍ବତର ଅଗ୍ରଭାଗ ରେ ବଳି ଦିଅନ୍ତି ଓ ପାହାଡ ଉପ ରେ ଥିବା ଆଲୋନ, ଲିବ୍ନା ଓ ଏଲା ଗଛ ତଳେ ଧୂପ ଦିଅନ୍ତି। କାରଣ ସହେି ଗଛଗୁଡିକର ଛାଯା ତରୁଣ ଦଖାୟୋଏ। ତେଣୁ ତୁମ୍ଭର କନ୍ଯାମାନେ ଗଣିକା ପରି ସହେି ଗଛତଳେ ପଡି ରହନ୍ତି। ଏବଂ ତୁମ୍ଭର ବୋହୂମାନେ ୟୌନଭୋଗ ପାପ କରନ୍ତି।
14 "ଆମ୍ଭେ ତୁମ୍ଭର ସହେି ଗଣିକା କନ୍ଯାମାନଙ୍କୁ କି ୟୌନ ଭୋଗୀ ପାପିଣୀ ବୋହୂମାନଙ୍କୁ ଦୋଷ ଦଇେ ପାରୁନାହୁଁ। ଲୋକମାନେ ୟାଇ ଗଣିକାମାନଙ୍କ ସହିତ ଶଯନ କରନ୍ତି। ସମାନେେ ସହେି ମନ୍ଦିରର ଗଣିକାମାନଙ୍କ ସହିତ ମନ୍ଦିର ରେ ବଳିଦାନ ଉତ୍ସର୍ଗ କରନ୍ତି। ତେଣୁ ସେ ନିର୍ବୋଧମାନେ ନିଜେ ନିଜକୁ ନଷ୍ଟ କରୁଛନ୍ତି।
15 "ଇଶ୍ରାୟେଲ, ଯଦି ତୁମ୍ଭେ ନିହାତି ଗଣିକା ପରି କାର୍ୟ୍ଯ କର, ତୁମ୍ଭ ଅପରାଧ ପାଇଁ ଯିହୁଦାକୁ ଦୋଷୀ କର ନାହିଁ। ଗିଲ୍ଗଲ୍ କି ବୈଥ୍-ଆବନକୁ ୟାଅ ନାହିଁ। ସଦାପ୍ରଭୁଙ୍କ ନାମ ରେ ଶପଥ କରନାହିଁ। ' ଯେ ହତେୁ ସଦାପ୍ରଭୁ ବାସ କରନ୍ତି ଏପରି କୁହ ନାହିଁ।'
16 ଇଶ୍ରାୟେଲ ଏକ ଜିଦ୍ଖୋର ବାଛୁରୀ ତୁଲ୍ଯ ବିଦ୍ରୋହ କରେ। ତେଣୁ ସଦାପ୍ରଭୁ ତାକୁ ଖାେଲା ପଡିଆ ରେ ଥିବା ଗୋଟିଏ ମେଣ୍ତାଛୁଆ ପରି ଗ୍ଭରଣ ଭୂମିକୁ ନଇେ ଗଲେ।
17 ଇଫ୍ରଯିମ ପ୍ରତିମା ପୂଜା ରେ ଯୋଗ ଦଇେଛନ୍ତି। ତେଣୁ ତାକୁ ଏକୁଟିଆ ପ୍ରଭୁ ଛାଡନ୍ତି।
18 "ମାତାଲ ହାଇଗେଲା ପ ରେ ସମାନେେ ବ୍ଯଭିଗ୍ଭରିଣୀ ପରି ବ୍ଯବହାର କରନ୍ତି। ସମାନେେ ଲାଞ୍ଚକୁ ଭଲ ପାଆନ୍ତି ଓ ଏହା ମାଗନ୍ତି। ସମାନଙ୍କେର ଶାସକଗଣ ସମାନଙ୍କେର ଲୋକମାନଙ୍କ ଉପରକୁ ଲଜ୍ଜା ଆଣନ୍ତି।
19 ଘୂର୍ଣ୍ଣିବାଯୁ ଦ୍ବାରା ସମାନେେ ପତିତ ହାଇେଛନ୍ତି। ସମାନେେ ଆପଣା ମୂର୍ତ୍ତି ନିକଟରେ ବଳି କାରଣରୁ ଲଜ୍ଜିତ ହବେେ।"




ଅଧ୍ୟାୟ 5

1 "ପୁରୋହିତଗଣ, ଇଶ୍ରାୟେଲ ଅଧିବାସୀଗଣ ଓ ରାଜପରିବାରର ଲୋକମାନେ ମାେ କଥା ଶୁଣ। ତୁମ୍ଭମାନେେ ଦୋଷୀ ବୋଲି ବିଗ୍ଭରିତ ହାଇେଛ।
2 ତୁମ୍ଭମାନେେ ବହୁ ମନ୍ଦ କାର୍ୟ୍ଯ କରିଛ। ତେଣୁ ଆମ୍ଭେ ତୁମ୍ଭମାନଙ୍କୁ ଦଣ୍ତ ଦବୋ।
3 ଆମ୍ଭେ ଇଫ୍ରଯିମକୁ ଜାଣୁ ଓ ଇଶ୍ରାୟେଲ ଯାହାସବୁ କରିଛି ତାହା ମଧ୍ଯ ଜାଣୁ। ହେ ଇଫ୍ରଯିମ, ତୁମ୍ଭେ ବର୍ତ୍ତମାନଠାରୁ ତୁମ୍ଭେ ଗଣିକାପରି କାର୍ୟ୍ଯ କରୁଛ। ଇଶ୍ରାୟେଲ ପାପ ରେ କଳୁଷିତ।
4 ଇଶ୍ରାୟେଲର ଲୋକମାନେ ବହୁ ମନ୍ଦ କାର୍ୟ୍ଯ କରିଛନ୍ତି ଏବଂ ସହେିସବୁ ମନ୍ଦ କାର୍ୟ୍ଯ ସମାନଙ୍କେୁ ପରମେଶ୍ବରଙ୍କ ନିକଟକୁ ଫରେିବାଠାରୁ ଦୂ ରଇେ ଦଇେଛି। ସମାନେେ ସର୍ବଦା ପ୍ରତିମାଙ୍କ ପଛ ରେ ଧାଇଁ ବାକୁ ଚିନ୍ତା କରୁଛନ୍ତି। ସମାନେେ ପ୍ରକୃତ ସଦାପ୍ରଭୁଙ୍କୁ ଜାଣୁ ନାହାଁନ୍ତି।
5 ଇଶ୍ରାୟେଲର ଗର୍ବ ସମାନଙ୍କେ ବିରୁଦ୍ଧ ରେ ସାକ୍ଷୀ ଦବେ। ତେଣୁ ଇଶ୍ରାୟେଲ ଓ ଇଫ୍ରଯିମ ସମାନଙ୍କେ ପାପ ଯୋଗୁଁ ପତିତ ହବେେ। ଯିହୁଦାର ମଧ୍ଯ ସମାନଙ୍କେର ସହିତ ପତନ ହବେ।
6 " ସହେି ଲୋକମାନଙ୍କର ନେତାମାନେ ସଦାପ୍ରଭୁଙ୍କ ଅନ୍ବଷେଣ ରେ ଗଲେ। ସମାନେେ ସମାନଙ୍କେ ସହିତ ' ମଷେ' ଓ 'ଗାଈମାନଙ୍କୁ' ନେଲେ। କିନ୍ତୁ ସଦାପ୍ରଭୁଙ୍କୁ ସମାନେେ ପାଇଲେ ନାହିଁ। କାହିଁକି ପାଇଲେ ନାହିଁ? କାରଣ ସଦାପ୍ରଭୁ ସମାନଙ୍କେୁ ପରିତ୍ଯାଗ କରିଥିଲେ।
7 ସମାନେେ ସଦାପ୍ରଭୁଙ୍କ ପ୍ରତି ଅବିଶ୍ବସ୍ତ ହାଇେଛନ୍ତି। ସମାନେେ ଅବୈଧ ସନ୍ତାନଙ୍କୁ ଜନ୍ମ ଦଇେଛନ୍ତି। ଏବଂ ବର୍ତ୍ତମାନ ସମାନେେ ଓ ସମାନଙ୍କେର ଦେଶଗୁଡିକୁ ଆସନ୍ତା ମାସ ରେ ଧ୍ବଂସ କରାୟିବ।"
8 "ଗିବିଯା ରେ ଶିଙ୍ଗା ବଜାଅ। ରାମା ରେ ତୂରୀ ବଜାଅ। ବୈଥ-ଆବନ ରେ ସତର୍କ କରିଦିଅ। ହେ ବିନ୍ଯାମୀନ, ତୁମ୍ଭର ପଛ ରେ ଶତୃଗଣ ଅଛନ୍ତି।
9 ଦଣ୍ତ ଦବୋ ସମୟରେ ଇଫ୍ରଯିମ ସର୍ବହରା ହାଇଯେିବ। ଆମ୍ଭେ ଇଶ୍ରାୟେଲ ପରିବାରମାନଙ୍କୁ ସତର୍କ କରି ଦେଉଛୁ ଯେ ସେସବୁ ପ୍ରକୃତ ରେ ଘଟିବ।
10 ଯିହୁଦାର ନତେୃବୃନ୍ଦ ଗ୍ଭରପରେି ଅନ୍ୟମାନଙ୍କର ସମ୍ପତ୍ତି ଗ୍ଭରେି କରିବାକୁ ଚେଷ୍ଟା କରୁଛନ୍ତି। ତେଣୁ ଆମ୍ଭେ ସମାନଙ୍କେ ଉପ ରେ ଆମ୍ଭର କୋରଧକୁ ଜଳ ସଦୃଶ ଢାଳି ଦବୋ।
11 ଇଫ୍ରଯିମ ଦଣ୍ତିତ ହବେ। ସେ ଦ୍ରାକ୍ଷାଫଳ ପରି ଦଳି ଚକଟି ହାଇଯେିବ। କାହିଁକି? କାରଣ ସେ କଳୁଷିତ ପଛ ରେ ଅନୁସରଣ କରିବାକୁ ସ୍ଥିର କରିଛି।
12 କୀଟ ବସ୍ତ୍ରକୁ ନଷ୍ଟ କଲାପରି ଆମ୍ଭେ ଇଫ୍ରଯିମକୁ ଧ୍ବଂସ କରିବା। ଆମ୍ଭେ ଯିହୁଦାକୁ ସଢାଇ ଦବୋ।
13 ଇଫ୍ରଯିମ ତା'ର ପୀଡିତାବସ୍ଥା ଦେଖିଲା ଓ ଯିହୁଦା ତା'ର କ୍ଷତକୁ ଦେଖିଲା। ଏହି କାରଣରୁ ଇଫ୍ରଯିମ ଅଶୂରକୁ ସାହାୟ୍ଯ ପାଇଁ ଗଲା। ସମାନେେ ସହେି ମହାରାଜାଙ୍କୁ ସମାନଙ୍କେର ସମସ୍ଯା ଜଣାଇଲେ। କିନ୍ତୁ ରାଜା ସମାନଙ୍କେୁ ଆରୋଗ୍ୟ କରିବାକୁ ଅସମର୍ଥ, ସେ ସମାନଙ୍କେର କ୍ଷତଗୁଡିକୁ ଆରୋଗ୍ୟ କରିପାରିବେ ନାହିଁ।
14 କାହିଁକି ସେ ଏହା ପାରିବେ ନାହିଁ? କାରଣ ଆମ୍ଭେ ସିଂହ ସଦୃଶ ଇଫ୍ରଯିମଙ୍କୁ ଆକ୍ରମଣ କରିବା। ୟୁବାସିଂହ ସଦୃଶ ଆମ୍ଭେ ଯିହୁଦା ରାଜ୍ଯକୁ ଆକ୍ରମଣ କରିବା। ହଁ ଆମ୍ଭେ ସଦାପ୍ରଭୁ, ସମାନଙ୍କେୁ ଖଣ୍ତ ଖଣ୍ତ କରି ଚିରିଦବୋ। ଆମ୍ଭେ ସମାନଙ୍କେୁ ବହୁଦୂରକୁ ନଇୟିବୋ ଏବଂ କହେି ସମାନଙ୍କେୁ ରକ୍ଷା କରିପାରିବେ ନାହିଁ।
15 ଆମ୍ଭେ ଆମ୍ଭର ଗୃହକୁ ଫରେିବା ଯେତବେେଳେ ଲୋକମାନେ ସମାନଙ୍କେର ଦୋଷ ସ୍ବୀକାର କରିବେ ଏବଂ ଆମ୍ଭଙ୍କୁ କ୍ଷମା ମାଗିବେ। ହଁ, ସମାନେେ ଦୁଃଖ ରେ ଆମ୍ଭଙ୍କୁ ପାଇବାକୁ କଠାେର ଚେଷ୍ଟା କରିବେ।"




ଅଧ୍ୟାୟ 6

1 ଆସ, ସଦାପ୍ରଭୁଙ୍କ ପାଖକୁ ଫରେିୟିବା। ସେ ଆମ୍ଭକୁ ଆଘାତ କଲେ ଓ ସେ ମଧ୍ଯ ଆମ୍ଭକୁ ସୁସ୍ଥ କରିବେ। ସେ ଆମ୍ଭକୁ କ୍ଷତ ବିକ୍ଷତ କରିଛନ୍ତି ଏବଂ ସେ ଆମ୍ଭର କ୍ଷତ ରେ ପଟି ବାନ୍ଧି ଦବେେ।
2 ଦୁଇ ଦିନ ପ ରେ ସେ ଆମ୍ଭମାନଙ୍କୁ ପୁନର୍ଜୀବନ ଦବେେ। ତିନି ଦିନ ପ ରେ ସେ ଆମ୍ଭକୁ ଛିଡା କରାଇବେ। ତା'ପ ରେ ଆମ୍ଭେ ତାଙ୍କ ନିକଟରେ ବଞ୍ଚି ଉଠିବା।
3 ଆସ, ସଦାପ୍ରଭୁଙ୍କ ସମ୍ବନ୍ଧ ରେ ଅଧ୍ଯଯନ କରିବା। ତାଙ୍କ ସମ୍ବନ୍ଧ ରେ ଅଧିକ ଜାଣିବା ପାଇଁ କଠାେର ଅଧ୍ଯବସାଯ କରିବା। ପ୍ରଭାତ ଆସିଲା ପରି ସଦାପ୍ରଭୁ ଆସୁଛନ୍ତି ବୋଲି ଆମ୍ଭେ ଜାଣୁଛୁ। ବର୍ଷା ଓ ବସନ୍ତବର୍ଷା ଭୂମିକୁ ଜଳମଯ କଲା ପରି ପରମେଶ୍ବର ଆମ୍ଭମାନଙ୍କ ନିକଟକୁ ଆସିବେ।"
4 " ହେ ଇଫ୍ରଯିମ, ହେ ଯିହୁଦା, ଆମ୍ଭେ ତୁମ୍ଭମାନଙ୍କ ପ୍ରତି କିପରି ବ୍ଯବହାର କରିବୁ? ତୁମ୍ଭମାନଙ୍କର ବିଶ୍ବସ୍ତତା ସକାଳର କୁହୁଡି ଓ କାକର ପରି ଅଟେ ଯେ କି ଅତି ପ୍ରତ୍ଯୁଷ ରେ ଉଭଇେ ୟାଏ।
5 ଆମ୍ଭେ ସମାନଙ୍କେୁ ନିପାତ କରିବା ପାଇଁ ଭବିଷ୍ଯତ୍ବକ୍ତାମାନଙ୍କୁ ନିୟୁକ୍ତି କଲୁ ଓ ଆମ୍ଭେ ଆପଣା ଆଦେଶ ରେ ଲୋକମାନଙ୍କୁ ମୃତ୍ଯୁ ଦଲେୁ। କିନ୍ତୁ ସହେି ନିର୍ଣ୍ଣଯରୁ ନ୍ଯାଯ ସଦୃଶ ଆଲୋକ ଆସିବ।
6 କାହିଁକି? କାରଣ ଆମ୍ଭେ ବିଶ୍ବସ୍ତ ପ୍ ରମେ ଗ୍ଭହୁଁ, ବଳିଦାନ ନୁହେଁ। ଲୋକମାନେ ପରମେଶ୍ବରଙ୍କୁ ଜାଣନ୍ତୁ ବୋଲି ଆମ୍ଭେ ଗ୍ଭହୁଁ, କିନ୍ତୁ ହାମବେଳି ଆଣନ୍ତୁ ବୋଲି ନୁହେଁ।
7 କିନ୍ତୁ ଠିକ୍ ଆଦମ ପରି ସମାନେେ ଚୁକ୍ତି ଭଙ୍ଗ କଲେ। ସମାନେେ ନିଜ ଭୂମିରେ ଆମ୍ଭ ସହିତ ପ୍ରତାରଣା କଲେ।
8 ଗିଲିଯଦ ଗୋଟିଏ ସହର ଯେ କି ମନ୍ଦ କାର୍ୟ୍ଯ କରୁଥିବା ଲୋକମାନଙ୍କ ରେ ପରିପୂର୍ଣ୍ଣ, ହତ୍ଯାକାରୀମାନଙ୍କର ରକ୍ତାକ୍ତ ପାଦ ଚିହ୍ନ ରେ ରଂଜିତ।
9 ଡକାଯତମାନଙ୍କ ପରି ସମାନେେ ଲୋକମାନଙ୍କୁ ଆକ୍ରମଣ କରିବାକୁ ଅପେକ୍ଷା କରନ୍ତି। ସହେିପରି, ଯାଜକଙ୍କ ଦଳ ଶିଖିମକୁ ଯାଉଥିବା ଲୋକମାନଙ୍କୁ ରାସ୍ତା ରେ ଅପେକ୍ଷା କରନ୍ତି ଓ ସମାନଙ୍କେୁ ଆକ୍ରମଣ କରନ୍ତି। ସମାନେେ ଏକତ୍ରୀତ ହାଇେ ମନ୍ଦ କାର୍ୟ୍ଯ କରିବାକୁ ଯୋଜନା କରନ୍ତି।
10 ଆମ୍ଭେ ଇଶ୍ରାୟେଲ ରାଜ୍ଯ ରେ ଗୋଟିଏ ଭୟଙ୍କର ଜିନିଷ ଦେଖିଛୁ। ଇଫ୍ରଯିମ ପରମେଶ୍ବରଙ୍କ ପ୍ରତି ଅବିଶ୍ବସ୍ତ ଥିଲେ। ଇଶ୍ରାୟେଲ ପାପ ରେ କଳୁଷିତ।
11 ହେ ଯିହୁଦା, ତୁମ୍ଭପାଇଁ ଅମଳର ସମୟ ଅଛି। ଏହା ହିଁ ଘଟିବ। ଏକ ସମୟରେ ଆମ୍ଭେ ଆମ୍ଭର ଲୋକମାନଙ୍କୁ ବନ୍ଦୀ ଅବସ୍ଥାରୁ ମୁକ୍ତ କରିବା।"




ଅଧ୍ୟାୟ 7

1 "ଆମ୍ଭେ ଇଶ୍ରାୟେଲକୁ ସୁସ୍ଥ କରିବା। ତା'ପ ରେ ଲୋକମାନେ ଜାଣିବେ ଯେ ଇଫ୍ରଯିମ ପାପ କରିଥିଲା। ଶମରିଯାର ପାପ ଆଚରଣ ବିଷଯ ରେ ଲୋକମାନେ ଜାଣିବେ। ସହେି ସହର ରେ ଗ୍ଭରମାନେେ ୟାତାଯତ କରୁଛନ୍ତି ଲୋକମାନେ ଜାଣିବେ।
2 ସମାନଙ୍କେର ଦୋଷକୁ ଆମ୍ଭେ ସ୍ମରଣ କରିବା ସହେି ଲୋକମାନେ ବିଶ୍ବାସ କରନ୍ତି ନାହିଁ। ସମାନେେ ଯେଉଁ ମନ୍ଦ କାର୍ୟ୍ଯ ସବୁ ଗ୍ଭରିଆଡେ କରିଥିଲେ ଆମ୍ଭେ ସ୍ପଷ୍ଟ ଭାବରେ ଦେଖି ପାରୁଛୁ।
3 ସମାନଙ୍କେର ମନ୍ଦ କାର୍ୟ୍ଯ ସମାନଙ୍କେର ରାଜାଙ୍କୁ ଖୁସୀ କରେ। ସମାନଙ୍କେର ମିଥ୍ଯା ସମାନଙ୍କେର ନେତାଙ୍କୁ ଆନନ୍ଦ ପ୍ରଦାନ କରେ।
4 ସମସ୍ତ ଲୋକମାନେ ବ୍ଯଭିଗ୍ଭରୀ ଅଟନ୍ତି। ସମାନେେ ରୋଟୀ ପ୍ରସ୍ତୁତକାରୀ ତନ୍ଦୁରର ଉତ୍ତପ୍ତଠାରୁ ଅଧିକ ଉତ୍ତପ୍ତ ଥିବା ତନ୍ଦୁର ଗ୍ଭରିପଟେ ଗ୍ଭଲନ୍ତି। ରୋଟୀ ପ୍ରସ୍ତୁତକାରୀ ଅଟା ଦଳୁଥାଏ, ଯେଉଁ ପର୍ୟ୍ଯନ୍ତ ରୋଟୀ ଫୁଲି ପ୍ରସ୍ତୁତ ହୁଏ, ସେ ଅଗ୍ନିକୁ ଉତ୍ତଜେିତ କରେ ନାହିଁ। କିନ୍ତୁ ଲୋକମାନେ ନିଜ ମନୋଭାବକୁ ଗରମ ରଖିଛନ୍ତି।
5 ଆମ୍ଭ ରାଜାଙ୍କ ରାଜତ୍ବକାଳ ରେ ସମାନେେ ନିଆଁକୁ ଉତ୍ତପ୍ତ କରି ଗ୍ଭଲନ୍ତି। ସମାନେେ ଭୋଜି ରେ ପାନୀଯ ଦିଅନ୍ତି। ଦ୍ରାକ୍ଷାରସର ଉତ୍ତାପ ରେ ନତେୃମଣ୍ତଳୀ ଅସୁସ୍ଥ ହାଇପଡେନ୍ତି। ତେଣୁ ରାଜା ପରମେଶ୍ବରଙ୍କୁ ଉପହାସ କରୁଥିବା ଲୋକମାନଙ୍କ ସହିତ ହାତ ମିଳାନ୍ତି।
6 କୋଇଲାକୁ ଚୁଲ୍ଲୀ ରେ ଦବୋପରି ସମାନେେ ତାଙ୍କର ହୃଦଯକୁ ମନ୍ଦ ଯୋଜନା କରିବା ପାଇଁ ଏକତ୍ରୀତ କରନ୍ତି। ରାତ୍ରିସାରା ସମାନଙ୍କେ ଉତ୍କଣ୍ଠା କୁହୁଳୁ ଥାଏ ଏବଂ ଏହା ପ୍ରଭାତ ରେ ଜ୍ବଳନ୍ତ ଅଗ୍ନିପରି ହୁଏ।
7 ସମାନେେ ଉତ୍ତପ୍ତ ଚୁଲ୍ଲାପରି ହୁଅନ୍ତି। ସମାନେେ ସମାନଙ୍କେର ଶାସକକୁ ଧ୍ବଂସ କଲେ। ସମସ୍ତ ରାଜାଙ୍କର ପତନ ହେଲା। କୌଣସି ଜଣେ ବ୍ଯକ୍ତି ମାେତେ ସାହାୟ୍ଯ ଭିକ୍ଷା କରି ନ ଥିଲେ।"
8 "ଇଫ୍ରଯିମ ଗୋଷ୍ଠୀଗଣ ସହିତ ମିଶେ। ସେ ସହେି ପିଠା ସଦୃଶ ଯାହାର ଉଭୟ ପାଖ ସକୋ ହାଇନୋହିଁ।
9 ଇଫ୍ରଯିମ, ଜାଣେ ନାହିଁ ତା'ର ଶକ୍ତି ବିଦେଶୀମାନଙ୍କ ଦ୍ବାରା ନିସ୍ତଜେ ହାଇୟୋଇଛି। ତା'ର ବୃଦ୍ଧାବସ୍ଥା ଆସୁଛି ବୋଲି ସେ ଜାଣେ ନାହିଁ।
10 ଇଫ୍ରଯିମର ଗର୍ବ ତା' ବିରୁଦ୍ଧ ରେ ସାକ୍ଷୀ ଦିଏ। ଯଦିଓ ଲୋକମାନଙ୍କର ଅନକଗେୁଡିଏ ଦୁଃଖ ଥିଲା, ତଥାପି ସମାନେେ ସଦାପ୍ରଭୁଙ୍କ ନିକଟକୁ ଫରେି ନଥିଲେ କି ସଦାପ୍ରଭୁଙ୍କର ସାହାୟ୍ଯ ମାଗି ନ ଥିଲେ।
11 ତେଣୁ ଇଫ୍ରଯିମ ବିଗ୍ଭର ଶକ୍ତିହୀନ ନିର୍ବୋଧ କପୋତ ପାଲଟି ୟାଇଛି। ତା'ର ଲୋକମାନେ ମିଶରକୁ ସାହାୟ୍ଯ ଭିକ୍ଷା କଲେ ଓ ଅଶୂରକୁ ସାହାୟ୍ଯ ପାଇଁ ଗଲେ।
12 ସମାନେେ ଯେଉଁ ଯେଉଁ ଦେଶକୁ ସାହାୟ୍ଯ ପାଇଁ ଯିବେ ଆମ୍ଭେ ସମାନଙ୍କେ ଉପ ରେ ଆମ୍ଭର ଜାଲ ବିଛାଇ ଦବୋ ଏବଂ ଆକାଶର ପକ୍ଷୀକୁ ତଳକୁ ଆଣିଲା ପରି ତଳକୁ ଘନେି ଆସିବା। ସମାନଙ୍କେର ଚୁକ୍ତି ପାଇଁ ସମାନଙ୍କେୁ ଦଣ୍ତଦବୋ।
13 ସମାନଙ୍କେ ପାଇଁ ଏହା ଅତି ମନ୍ଦ ହବେ। ସମାନେେ ଆମ୍ଭଙ୍କୁ ପରିତ୍ଯାଗ କରିଥିଲେ ଏବଂ ଅମାନ୍ଯ କରିଥିଲେ। ତେଣୁ ସମାନେେ ବିନଷ୍ଟ ହବେେ। ଆମ୍ଭେ ସମାନଙ୍କେୁ ରକ୍ଷା କରିଥିଲୁ କିନ୍ତୁ ସମାନେେ ଆମ୍ଭ ବିରୁଦ୍ଧ ରେ ମିଥ୍ଯା କହୁଛନ୍ତି।
14 ସମାନେେ କବେେ ଆନ୍ତରିକତା ସହ ଆମ୍ଭଙ୍କୁ ଡାକନ୍ତି ନାହିଁ। ସମାନେେ ସମାନଙ୍କେ ବିଛଣା ରେ କ୍ରନ୍ଦନ କରନ୍ତି। ଯେତବେେଳେ ସମାନେେ ମୂର୍ତ୍ତିଗୁଡିକୁ ଖାଦ୍ୟ ଓ ଦ୍ରାକ୍ଷାରସ ପାଇଁ ପୂଜା କରନ୍ତି। ସମାନେେ ନିଜେ ନିଜକୁ ହତ୍ଯା କରନ୍ତି। କିନ୍ତୁ ସମାନଙ୍କେ ଅନ୍ତରସବୁ ମାଠାରୁେ ଦୂ ରଇେ ୟାଇଛି।
15 ଯଦିଓ ଆମ୍ଭେ ସମାନଙ୍କେୁ ତାଲିମ ଦଇେ ଶୃଙ୍ଖଳିତ କଲୁ ଓ ସମାନଙ୍କେର ବାହୁକୁ ଶକ୍ତିଶାଳୀ କରାଇଲୁ, ତଥାପି ସମାନେେ ଆମ୍ଭ ବିରୁଦ୍ଧ ରେ ମନ୍ଦ ଯୋଜନା କଲେ।
16 କିନ୍ତୁ ସମାନେେ ଆମ୍ଭ ନିକଟକୁ ଫରେି ଆସିଲେ ନାହିଁ। ସମାନେେ ଗୋଟିଏ ତୃଟିପୂର୍ଣ୍ଣ ବୁମରୋଂ ପରି ବ୍ଯବହାର କଲେ। ସମାନଙ୍କେର ନେତାମାନେ ସମାନଙ୍କେର ଶକ୍ତି ଉପ ରେ ବୃଥା ବଡିମା ଦଖାେଉଥିଲେ କିନ୍ତୁ ସମାନେେ ଖଣ୍ତା ରେ ନିହତ ହବେେ ଏବଂ ମିଶରବାସୀଙ୍କ ଦ୍ବାରା ଉପହାସର ପାତ୍ର ହବେେ।




ଅଧ୍ୟାୟ 8

1 "ତୂରୀ ବାଦନ କରି ଲୋକମାନଙ୍କୁ ସତର୍କ କରିଦିଅ। ସଦାପ୍ରଭୁଙ୍କ ଗୃହ ଉପ ରେ ବାଜପକ୍ଷୀ ପରି ଜଗି ରୁହ। ଇଶ୍ରାୟେଲ ଅଧିବାସୀଗଣ ଆମ୍ଭ ଚୁକ୍ତି ଭଙ୍ଗ କରିଛନ୍ତି। ସମାନେେ ଆମ୍ଭ ବ୍ଯବସ୍ଥା ବିଷଯକୁ ଅମାନ୍ଯ କରିଛନ୍ତି।
2 ସମାନେେ ଆମ୍ଭକୁ ଚିତ୍କାର କରି କହନ୍ତି, ' ହେ ପରମେଶ୍ବର ଆମ୍ଭେ ଇଶ୍ରାୟେଲବାସୀ ତୁମ୍ଭକୁ ଜାଣୁ।'
3 କିନ୍ତୁ ଇଶ୍ରାୟେଲ ଭଲ ଜିନିଷ ଗ୍ରହଣ କରି ନଥିଲା। ତେଣୁ ଶତୃମାନେ ତାକୁ ଆକ୍ରମଣ କରୁଛନ୍ତି।
4 ଇଶ୍ରାୟେଲୀୟମାନେ ତାଙ୍କର ରାଜା ବାଛିଲେ କିନ୍ତୁ ସମାନେେ ଆମ୍ଭ ଉପଦେଶ ମାନି ନ ଥିଲେ। ଇଶ୍ରାୟେଲୀୟମାନେ ସମାନଙ୍କେର ନେତା ବାଛିଲେ କିନ୍ତୁ ସମାନେେ ଆମ୍ଭେ ଜାଣିଥିବା ଲୋକକୁ ବାଛି ନଥିଲେ। ସମାନେେ ସୁନା ରୂପା ବ୍ଯବହାର କରି ସମାନଙ୍କେ ପାଇଁ ପ୍ରତିମା ଗଢିଲେ। ତେଣୁ ସମାନେେ ଧ୍ବଂସ ହବେେ।
5 ହେ ଶମରିଯା, ସଦାପ୍ରଭୁ ତୁମ୍ଭ ଦ୍ବାରା ପୂଜିତ ହେଉଥିବା ବାଛୁରୀ ମୂର୍ତ୍ତିକୁ ପ୍ରତ୍ଯାଖ୍ଯାନ କଲେ। ପରମେଶ୍ବର କହନ୍ତି, 'ଆମ୍ଭେ ଇଶ୍ରାୟେଲୀୟମାନଙ୍କ ଉପ ରେ ଅତ୍ଯନ୍ତ କୋର୍ଧାନ୍ବିତ।' ସମାନେେ ସମାନଙ୍କେର ପାପ ପାଇଁ ଦଣ୍ତିତ ହବେେ। କେତକେ ଶ୍ରମିକ ସହେି ମୂର୍ତ୍ତି ନିର୍ମାଣ କରିଥିଲେ। ସମାନେେ କିନ୍ତୁ ଈଶ୍ବର ନୁହଁନ୍ତି। ଶମରିଯାର ବାଛୁରୀ ମୂର୍ତ୍ତିଗୁଡିକ ଖଣ୍ତ ବିଖଣ୍ତ ହାଇେ ଭାଙ୍ଗିୟିବ।
6
7 ଇଶ୍ରାୟେଲୀୟମାନେ ଗୋଟିଏ ନିର୍ବୋଧ କାମ କଲେ। ସମାନେେ ବାଯୁ ରେ ଗଛ ଲଗାଇବାକୁ ଚେଷ୍ଟା କରୁଥିଲେ। ସମାନେେ କବଳେ ହିଁ ଦୁଃଖ ପାଇବେ। ସମାନେେ ଘୂର୍ଣ୍ଣିବାତ୍ଯାକୁ ନିମନ୍ତ୍ରଣ କଲେ। ଜମି ରେ ଉତ୍ପନ୍ନ ହେଉଥିବା ଶସ୍ଯ ଖାଦ୍ୟ ଯୋଗଇବ ନାହିଁ। ଏପରି ଯଦି କିଛି ଉତ୍ପନ୍ନ ହେଲା ତବେେ ତାକୁ ଅଜଣା ଲୋକ ଭକ୍ଷଣ କରିବେ।
8 ଇଶ୍ରାୟେଲ ଧ୍ବଂସ ହାଇୟୋଇଛି। କହେି ବ୍ଯବହାର କରିବାକୁ ଗ୍ଭହୁଁନଥିବା ଅଦରକାରୀ ୟନ୍ତ୍ର ପରି ଇଶ୍ରାୟେଲର ଲୋକମାନେ ଦେଶର ଗ୍ଭରିଆଡେ ବିଛାଡି ହାଇଗେଲେ।
9 ଗୋଟିଏ ବନ୍ଯ ଗଧ ନିଜ ସାଥି ଖାଜେିବାକୁ ଗଲାପରି, ଇଫ୍ରଯିମ ଅଶୂରକୁ ୟାଇଛନ୍ତି। ସମାନେେ ନିଜ ପାଇଁ 'ପ୍ ରମେିକମାନଙ୍କୁ' ଭଡା ରେ ଆଣିଛନ୍ତି।
10 ୟଦ୍ଯପି ଇଶ୍ରାୟେଲ ଅନ୍ୟ ରାଷ୍ଟ୍ରମାନଙ୍କରୁ 'ପ୍ ରମେିକମାନଙ୍କୁ' ଭଡା ରେ ଆଣିଲେ। ଆମ୍ଭେ ତାକୁ ବିଗ୍ଭର ପାଇଁ ଏକତ୍ରୀତ କରିବା। ସମାନେେ ରାଜାମାନଙ୍କ ଓ ରାଜକୁମାରମାନଙ୍କଠାରୁ ଖୁବ୍ ଶୀଘ୍ର ହଇରାଣ ଓ ଅତ୍ଯାଗ୍ଭରିତ ହବେେ।
11 ଇଫ୍ରଯିମ ପାପପୂର୍ଣ୍ଣ ମୂର୍ତ୍ତି ପୂଜା କରିବା ପାଇଁ ଅଧିକରୁ ଅଧିକ ୟଜ୍ଞବଦେୀ ନିର୍ମାଣ କଲା। ତା' ପାଇଁ ଏଗୁଡିକ ପାପ କରିବାର ୟଜ୍ଞବଦେୀ ହାଇେଛି।
12 ଏପରିକି ଆମ୍ଭେ ଇଫ୍ରଯିମ ପାଇଁ 10,000 ନିଯମ ଲେଖିଲେ ମଧ୍ଯ ସେ ସଗେୁଡିକ ଅଜଣା ଦ୍ରବ୍ଯ ପରି ବିବଚେନା କରିବ।
13 ଇଶ୍ରାୟେଲୀୟମାନେ ବଳିଦାନକୁ ଭଲ ପାଆନ୍ତି। ସେ ମାଂସ ଅର୍ପଣ କରି ତାକୁ ଭକ୍ଷଣ କରନ୍ତି। ସଦାପ୍ରଭୁ ସମାନଙ୍କେର ବଳିଦାନକୁ ଗ୍ରହଣ କରନ୍ତି ନାହିଁ। ସେ ସମାନଙ୍କେର ପାପକୁ ମନେ ରଖନ୍ତି। ଏଥିପାଇଁ ସେ ସମାନଙ୍କେୁ ଦଣ୍ତ ଦବେେ ଏବଂ ସମାନେେ ବନ୍ଦୀ ଭାବରେ ମିଶରକୁ ପ୍ ରରେିତ ହବେେ।
14 ଇଶ୍ରାୟେଲ ରାଜାଙ୍କର ଅଟ୍ଟାଳିକା ନିର୍ମାଣ କଲେ କିନ୍ତୁ ସୃଷ୍ଟିକର୍ତ୍ତାଙ୍କୁ ଭୁଲିଗଲେ। ବର୍ତ୍ତମାନ ଯିହୁଦା ସୁଦୃଢ ଦୁର୍ଗ ନିର୍ମାଣ କରିବ ଯାହାକୁ ଆମ୍ଭେ ଅଗ୍ନି ପଠାଇ ସହେି ସୁଦୃଢ ଦୁର୍ଗକୁ ପୋଡି଼ ଧ୍ବଂସ କରିବା।"




ଅଧ୍ୟାୟ 9

1 ହେ ଇଶ୍ରାୟେଲ, କୌଣସି ଉତ୍ସବ ପାଳନ କର ନାହିଁ। ଅନ୍ୟ ଦେଶପରି ଖୁସି ହୁଅ ନାହିଁ। ତୁମ୍ଭେ ଜଣେ ଗଣିକା ପରି ବ୍ଯବହାର କଲ ଓ ପରମେଶ୍ବରଙ୍କୁ ଭୁଲିଗଲ। ତୁମ୍ଭମାନେେ ପ୍ରତି ଶସ୍ଯଖଳା ରେ ୟୌନ ଅପରାଧମୂଳକ ପାପ କଲ।
2 କିନ୍ତୁ ସହେି ଖଳାର ଶସ୍ଯ ଇଶ୍ରାୟେଲକୁ ପ୍ରଚୁର ଖାଦ୍ୟ ଦବେ ନାହିଁ। ସଠାେ ରେ ମଧ୍ଯ ପ୍ରଚୁର ଦ୍ରାକ୍ଷାରସ ଇଶ୍ରାୟେଲ ପାଇଁ ହବେ ନାହିଁ।
3 ଇଶ୍ରାୟେଲୀୟମାନେ ସଦାପ୍ରଭୁଙ୍କ ରାଜ୍ଯ ରେ ରହିପାରିବେ ନାହିଁ। ଇଫ୍ରଯିମ ମିଶରକୁ ଫରେିବ। ଅଶୂରର ଯେଉଁ ଖାଦ୍ୟ ଖାଇବାକୁ ମନା ସହେି ଖାଦ୍ୟ ସମାନେେ ଖାଇବେ।
4 ଇଶ୍ରାୟେଲୀୟମାନେ ସଦାପ୍ରଭୁଙ୍କୁ ଦ୍ରାକ୍ଷାରସ ନବୈେଦ୍ଯ ଉତ୍ସର୍ଗ କରିବେ ନାହିଁ। ସମାନେେ ତାଙ୍କୁ ବଳିଦାନ ଉତ୍ସର୍ଗ କରିବେ ନାହିଁ। ସମାନଙ୍କେର ବଳିଦାନ ଉତ୍ସର୍ଗ ଶ୍ରାଦ୍ଧ ରେ ଖାଦ୍ୟ ଭକ୍ଷଣ ପରି ହବେ। ଯେ ଏହାକୁ ଭକ୍ଷଣ କରିବ ସେ ଅପବିତ୍ର ହବେ। ସମାନଙ୍କେର ରୋଟୀ ସଦାପ୍ରଭୁଙ୍କ ମନ୍ଦିରକୁ ୟିବ ନାହିଁ। ସମାନେେ ନିଜେ ସହେି ରୋଟୀକୁ ଭକ୍ଷଣ କରିବେ।
5 ସମାନେେ ସଦାପ୍ରଭୁଙ୍କ ନିମନ୍ତେ କୌଣସି ପର୍ବ ବା ଉତ୍ସବ ପାଳନ କରିବାକୁ କ୍ଷମ ହବେେ ନାହିଁ।
6 ଇଶ୍ରାୟେଲର ଲୋକମାନେ ଛାଡି ଗ୍ଭଲିଗଲେ କାରଣ ଶତୃ ସମାନଙ୍କେଠାରୁ ସବୁକିଛି ନଇଗେଲା। ମେମ୍ପିସ ସମାନଙ୍କେୁ ସମାଧି ଦବେ। ସମାନଙ୍କେର ରେ ୗପ୍ୟ ଭଣ୍ତାର ରେ ଅନାବନା ଘାସ ବଢିବ। ଇଶ୍ରାୟେଲୀୟର ବାସସ୍ଥଳ ରେ କଣ୍ଟା ଉତ୍ପନ୍ନ ହବେ।
7 ଭବିଷ୍ଯଦ୍ବକ୍ତା କହନ୍ତି, "ଇଶ୍ରାୟେଲ ଏହି ନୀତିଗୁଡିକ ଶିକ୍ଷାକର। ଦଣ୍ତ ପାଇବା ସମୟ ଆସିୟାଇଛି। ତୁମ୍ଭେ ଯେଉଁ ମନ୍ଦ କାର୍ୟ୍ଯ କରିଥିଲ ତା'ର ଫଳ ପାଇବା ସମୟ ଆସି ୟାଇଛି।" କିନ୍ତୁ ଇଶ୍ରାୟେଲର ଲୋକେ କହନ୍ତି, "ଭବିଷ୍ଯଦ୍ବକ୍ତା ଜଣେ ନିର୍ ବୋଧ। ପରମେଶ୍ବରଙ୍କ ଆତ୍ମା ସହିତ ଏହି ବ୍ଯକ୍ତି ପାଗଳ।" ଭବିଷ୍ଯଦ୍ବକ୍ତା କହନ୍ତି, "ତୁମ୍ଭମାନେେ ତୁମ୍ଭମାନଙ୍କ ଜଘନ୍ଯ ପାପ ଲାଗି ଦଣ୍ତିତ ହବେ। ତୁମ୍ଭମାନଙ୍କ ଘୃଣା ଭାବ ଯୋଗୁଁ ଦଣ୍ତିତ ହବେ।"
8 ଭବିଷ୍ଯଦ୍ବକ୍ତା ଇଫ୍ରଯିମ, ମାରେପରମେଶ୍ବରଙ୍କ ଲୋକ ଉପ ରେ ଜଗୁଆଳି ଅଟେ। କିନ୍ତୁ ପଥ ମଧିଅରେ ଅନକେ ଫାଶ ଅଛି ଏବଂ ଲୋକମାନେ ଭବିଷ୍ଯତ୍ବକ୍ତାଙ୍କୁ ଘୃଣା କରନ୍ତି। ଏପରିକି ତାଙ୍କ ପରମେଶ୍ବରଙ୍କ ଘ ରେ ମଧ୍ଯ ଶତୃତା ରହିଛି।
9 ଗିବିଯାର ସମୟ ପରି ଇଶ୍ରାୟେଲୀୟମାନେ ଧ୍ବଂସର ଗଭୀରତମ ସ୍ଥାନକୁ ଗ୍ଭଲି ୟାଇଛନ୍ତି। ସଦାପ୍ରଭୁ ସମାନଙ୍କେର ପାପକୁ ସ୍ମରଣ କରିବେ। ସେ ସମାନଙ୍କେ ପାପ ଲାଗି ଦଣ୍ତ ଦବେେ।
10 ସହେି ସମୟରେ ଆମ୍ଭେ ଇଶ୍ରାୟେଲକୁ ପାଇଲୁ, ସମାନେେ ମରୁଭୂମିରେ ସତଜେ ଦ୍ରାକ୍ଷାଲତା ସଦୃଶ ଥିଲେ। ସମାନେେ ଡିମିରି ଗଛର ପ୍ରଥମ ଫଳ ସଦୃଶ ଥିଲେ। କିନ୍ତୁ ସମାନେେ ଯେତବେେଳେ ବାଲ-ପିୟୋର ନିକଟକୁ ଆସିଲେ ସମାନେେ ଲଜ୍ଜାସ୍ପଦ ମୂର୍ତ୍ତିଗୁଡିକୁ ଭକ୍ତି କଲେ। ତା'ପ ରେ ସମାନେେ ଭଲ ପାଉଥିବା ଜିନିଷଗୁଡିକ ଘୃଣ୍ଯ ହେଲା।
11 ଇଫ୍ରଯିମର ଗୌରବ ପକ୍ଷୀ ସଦୃଶ ଉଡିୟିବ। ଅଧିକ ଗର୍ଭଧାରଣ ହବେନାହିଁ, ଅଧିକ ଶିଶୁ ଜନ୍ମ ହବେନୋହିଁ।
12 ଯଦିଓ ଇଶ୍ରାୟେଲୀୟମାନେ ଅଧିକ ସନ୍ତାନ ଇଚ୍ଛା କରିବେ ଏହା ସମାନଙ୍କେୁ ସାହାୟ୍ଯ କରିବ ନାହିଁ। ଆମ୍ଭେ ସମାନଙ୍କେଠାରୁ ସମାନଙ୍କେର ପିଲାମାନଙ୍କୁ ନଇୟିବୋ। ଆମ୍ଭେ ସମାନଙ୍କେୁ ପରିତ୍ଯାଗ କରିବା। ଫଳ ରେ ସମାନଙ୍କେର ଦୁଃଖ ବ୍ଯତୀତ ଆଉ କିଛି ରହିବ ନାହିଁ।
13 ଆମ୍ଭେ ଦେଖିପାରୁଛୁ ଇଫ୍ରଯିମ ତା'ର ପିଲାମାନଙ୍କୁ ୟନ୍ତା ମଧ୍ଯକୁ ନେଉଛି। ଇଫ୍ରଯିମ ତା'ର ପିଲାମାନଙ୍କୁ ଘାତକ ନିକଟକୁ ଆଣୁଛି।
14 ସଦାପ୍ରଭୁ, ତୁମ୍ଭେ ଯାହା ଗ୍ଭହଁ ତାହା ସମାନଙ୍କେୁ ଦିଅ। ଶିଶୁହରା ଗର୍ଭଶଯ ସମାନଙ୍କେୁ ଦିଅ, କ୍ଷୀର ବାହାରୁନଥିବା ସ୍ତନ ସମାନଙ୍କେୁ ଦିଅ।
15 ସମାନଙ୍କେର ସମସ୍ତ ମନ୍ଦ କାର୍ୟ୍ଯ ଗିଲ୍ଗଲ୍ ରେ ଅଛି। ଆମ୍ଭେ ସମାନଙ୍କେୁ ସଠାେ ରେ ଘୃଣା କରିବା ଆରମ୍ଭ କଲୁ। ଆମ୍ଭର ଗୃହ ପରିତ୍ଯାଗ କରିବାକୁ ଆମ୍ଭେ ସମାନଙ୍କେୁ ବାଧ୍ଯ କରିବା, କାରଣ ସମାନେେ ମନ୍ଦ କାର୍ୟ୍ଯ କରନ୍ତି। ଆମ୍ଭେ ସମାନଙ୍କେୁ ଆଉ ଭଲ ପାଇବା ନାହିଁ। ସମାନଙ୍କେର ନେତାମାନେ ବିଦ୍ରୋହି, ସମାନେେ ଆମ୍ଭର ବିରୁଦ୍ଧ ରେ ୟାଇଛନ୍ତି।
16 ଇଫ୍ରଯିମ ଦଣ୍ତିତ ହବେ। ସମାନଙ୍କେର ମୂଳ ମରିୟାଇଛି। ସମାନଙ୍କେର ଆଉ ଅଧିକ ସନ୍ତାନ ହବେେ ନାହିଁ। ସମାନେେ ସନ୍ତାନ ଜନ୍ମ କରି ପାରନ୍ତି। କିନ୍ତୁ ସମାନଙ୍କେର ମହାନ୍ ସନ୍ତାନଙ୍କୁ ଆମ୍ଭେ ହତ୍ଯା କରିବା।
17 ଏହି ଲୋକମାନେ ମାରେ ପରମେଶ୍ବରଙ୍କ କଥା ଶୁଣିଲେ ନାହିଁ, ତେଣୁ ପ୍ରଭୁ ସମାନଙ୍କେ କଥା ଶୁଣିବେ ନାହିଁ। ସମାନେେ ବସହରା ହାଇେ ୟାୟାବର ପରି ଏଣତେଣେେ ଦେଶର ସବୁଆଡେ ବୁଲିବେ।




ଅଧ୍ୟାୟ 10

1 ଇଶ୍ରାୟେଲ ଦ୍ରାକ୍ଷାଲତା ସଦୃଶ ପ୍ରଚୁର ଫଳ ଧାରଣ କରେ। କିନ୍ତୁ ଯେତବେେଳେ ଇଶ୍ରାୟେଲ ଅଧିକ ଜିନିଷ ଲାଭକଲେ ସେତବେେଳେ ସେ ଭଣ୍ତ ଦବେତାଙ୍କ ପୂଜା ପାଇଁ ଅଧିକ ୟଜ୍ଞବଦେୀ ନିର୍ମାଣ କଲେ। ତାଙ୍କର ରାଜ୍ଯ ଅଧିକ ଭଲ ହେଲା। ତେଣୁ ସେ ଭଣ୍ତ ଦବେତାଙ୍କ ପୂଜାଲାଗି ଅତିସୁନ୍ଦର ପଥରମାନ ସ୍ଥାପନ କଲେ।
2 ଇଶ୍ରାୟେଲର ଲୋକମାନେ ପରମେଶ୍ବରଙ୍କୁ ଠକିବାକୁ ଚୋଷ୍ଟା କଲେ କିନ୍ତୁ ବର୍ତ୍ତମାନ ସମାନେେ ସମାନଙ୍କେର ଦୋଷ ସ୍ବୀକାର କରିବେ। ସଦାପ୍ରଭୁ ସମାନଙ୍କେର ୟଜ୍ଞବଦେୀକୁ ଭାଙ୍ଗି ଦବେେ। ସେ ସମାନଙ୍କେର ସ୍ମୃତିସ୍ତମ୍ଭକୁ ଧ୍ବଂସ କରି ଦବେେ।
3 ବର୍ତ୍ତମାନ ଇଶ୍ରାୟେଲୀୟମାନେ କୁହନ୍ତି, "ଆମ୍ଭମାନଙ୍କର ରାଜା ନାହାନ୍ତି। ଆମ୍ଭେ ସଦାପ୍ରଭୁଙ୍କୁ ସମ୍ମାନ କରୁନାହୁଁ ଏବଂ ତାଙ୍କର ରାଜା ଆମ୍ଭମାନଙ୍କର କିଛି କରିପାରିବେ ନାହିଁ।"
4 ସମାନେେ ଶପଥ ନିଅନ୍ତୁ କିନ୍ତୁ ସମାନେେ କବଳେ ମିଥ୍ଯା କୁହନ୍ତୁ। ସମାନେେ ସମାନଙ୍କେର ଶପଥ ରକ୍ଷା କରନ୍ତି ନାହିଁ। ସମାନେେ ଚୁକ୍ତି କରନ୍ତି। ସେଥିପାଇଁ ନ୍ଯାଯ କୃଷିକ୍ଷେତ୍ର ରେ ବିଷାକ୍ତ ଅନାବନା ଘାସ ପରି ବଢେ।
5 ଶମରିଯର ଲୋକମାନେ ବୈଥ୍-ଆବନର ବାଛୁରୀମାନଙ୍କୁ ପୂଜା କରନ୍ତି। ସହେି ଲୋକମାନେ ପ୍ରକୃତ ରେ କାନ୍ଦିବେ। ଯାଜକମାନେ ମଧ୍ଯ ପ୍ରକୃତ ରେ କାନ୍ଦିବେ। କାହିଁକି? କାରଣ ସମାନଙ୍କେର ସୁନ୍ଦର ପ୍ରତିମା ଗ୍ଭଲିଗଲା। ତାକୁ ଦୂ ରଇେ ନିଆଗଲା।
6 ଅଶୂରକୁ ମହାନ୍ ରାଜାଙ୍କ ଉପହାର ସ୍ବରୂପ ଏହାକୁ ନିଆଗଲା। ସେ ଇଫ୍ରଯିମଙ୍କର ଲଜ୍ଜାଜନକ ପ୍ରତିମା ରଖିବ। ଇଶ୍ରାୟେଲ ତା'ର ମୂର୍ତ୍ତି ପାଇଁ ଲଜ୍ଜିତ ହବେ।
7 ପାଣି ରେ ଗୋଟିଏ କାଠଖଣ୍ତ ଭାସି ଗଲାପରି, ଶମରିଯାର ରାଜା ଧ୍ବଂସ ହବେେ।
8 ଇଶ୍ରାୟେଲ ବହୁ ପାପ କଲା ଏବଂ ବହୁତ ଉଚ୍ଚସ୍ଥାନ ନିର୍ମାଣ କଲା। ଆବନ୍ରେ ଉଚ୍ଚସ୍ଥାନଗୁଡିକ ଧ୍ବଂସ ହବେ। ସମାନଙ୍କେର ୟଜ୍ଞବଦେୀ ଉପ ରେ କଣ୍ଟା ଓ ଅନାବନା ଘାସ ଜନ୍ମିବ। ତା'ପ ରେ ସମାନେେ ପର୍ବତଗୁଡିକୁ କହିବେ, "ଆମ୍ଭମାନଙ୍କୁ ଆବୃତ୍ତ କର" ଏବଂ ପାହାଡଗୁଡିକୁ କହିବେ, "ଆମ୍ଭମାନଙ୍କ ଉପ ରେ ପଡିୟାଅ।"
9 ଇଶ୍ରାୟେଲ, ତୁମ୍ଭେ ଗିବିଯାଙ୍କ ସମୟରୁ ପାପ କରି ଗ୍ଭଲିଛ ଏବଂ ତୁମ୍ଭ ଲୋକମାନେ ସଠାେ ରେ ଲଗାତାର ପାପ କରି ଗ୍ଭଲିଛନ୍ତି। ୟୁଦ୍ଧ ପ୍ରକୃତ ରେ ସହେି ମନ୍ଦ ଲୋକମାନଙ୍କୁ ଗିବିଯା ରେ ଧରିବ।
10 ମୁଁ ସମାନଙ୍କେୁ ଦଣ୍ତ ଦବୋକୁ ଆସିବି। ଦେଶଗୁଡିକୁ ମିଳିତ ଭାବରେ ସମାନଙ୍କେ ବିରୁଦ୍ଧ ରେ ଯିବେ। ସମାନେେ ଇଶ୍ରାୟେଲ ଅଧିବାସୀଙ୍କୁ ସମାନଙ୍କେର ଦୁଇଗୁଣା ପାପ ପାଇଁ ଦଣ୍ତ ଦବେେ।
11 ଇଫ୍ରଯିମ ତାଲିମପ୍ରାପ୍ତ ଗାଈ ପରି ଖଳା ରେ ଶସ୍ଯ ଉପ ରେ ବିଚରଣ କରିବାକୁ ଭଲପାଏ। ଆମ୍ଭେ ଗୋଟିଏ ଭଲ ୟୁଆଳି ତା' କାନ୍ଧ ରେ ପକାଇବା। ଆମ୍ଭେ ତାକୁ ଦଉଡି ରେ ବାନ୍ଧିବା। ତା'ପ ରେ ଯିହୁଦା ହଳ ଆରମ୍ଭ କରିବ। ଯାକୁବ ନିଜେ ଭୂମିକୁ ଫଟାଇବ।
12 ତୁମ୍ଭେ ଯଦି ଭଲପଣିଆ ବୁଣିବ ତବେେ ପ୍ରକୃତ ପ୍ ରମେ ଅମଳ କରିବ। ଭୂମିକୁ ହଳ କରିବ ଏବଂ ସଦାପ୍ରଭୁଙ୍କ ସହିତ ଅମଳ କରିବ। ପ୍ରଭୁ ଆସିବେ ଏବଂ ତୁମ୍ଭମାନଙ୍କ ଉପ ରେ ଭଲ ଜିନିଷ ବର୍ଷା ପରି ପକାଇବେ।
13 କିନ୍ତୁ ତୁମ୍ଭମାନେେ ମନ୍ଦ ଜିନିଷ ଲଗାଇଲ ଏବଂ ତୁମ୍ଭମାନେେ ଦୁଃଖ ଅମଳ କଲ। ତୁମ୍ଭ ମିଥ୍ଯାର ଫଳ ତୁମ୍ଭେ ଭକ୍ଷଣ କଲ। କାହିଁକି? କାରଣ ତୁମ୍ଭମାନେେ ତୁମ୍ଭ ଶକ୍ତି ଓ ସୈନ୍ଯବାହିନୀ ଉପ ରେ ବିଶ୍ବାସ ରଖିଛ।
14 ତେଣୁ ତୁମ୍ଭମାନଙ୍କର ସୈନ୍ଯବାହିନୀ ୟୁଦ୍ଧର ଶଦ୍ଦ ଶୁଣିବେଏବଂ ତୁମ୍ଭମାନଙ୍କର ସମସ୍ତ ଦୁର୍ଗ ଧ୍ବଂସ ପାଇବ। ଶଲମନ ବୈଥ୍-ଅରବଲକେୁ ଧ୍ବଂସ କଲାପରି ଏହା ଘଟିବ। ୟୁଦ୍ଧ ସମୟରେ ମାଆମାନଙ୍କୁ ସମାନଙ୍କେର ପିଲାମାନଙ୍କ ସହିତ ହତ୍ଯା କରାଗଲା।
15 ବୈଥଲେ ତୁମ୍ଭର ଦୁଷ୍ଟାମୀ ଯୋଗୁଁ ଏହିପରି ହବେ। ଯେତବେେଳେ ସକାଳ ହବେ ଇଶ୍ରାୟେଲର ରାଜା ସମ୍ପୂର୍ଣ୍ଣ ଧ୍ବଂସ ହବେେ।"




ଅଧ୍ୟାୟ 11

1 ସଦାପ୍ରଭୁ କହିଲେ, "ଇଶ୍ରାୟେଲ ବାଲ୍ଯ ଥିଲା ବେଳେ ଆମ୍ଭେ ତା'କୁ ଭଲ ପାଉଥିଲୁ। ଆମ୍ଭେ ମିଶରକୁ ପୁଅ ବୋଲି ଡାକୁଥିଲୁ।
2 କିନ୍ତୁ ଇଶ୍ରାୟେଲକୁ ଯେତେ ଅଧିକ ନିଜର କଲୁ ଇଶ୍ରାୟେଲ େସତେ ଅଧିକ ଆମ୍ଭଠାରୁ ଦୂ ରଇଗେଲା। ଇଶ୍ରାୟେଲୀୟମାନେ ବାଲ୍ଦବଗେଣଙ୍କ ଉଦେଶ୍ଯ ରେ ବଳି ଦେଲେ। ସମାନେେ ପ୍ରତିମା ନିକଟରେ ଧୂପ ଦେଲେ।
3 "ଆମ୍ଭେ ଇଫ୍ରଯିମକୁ ଗ୍ଭଲିବା ଶିଖାଇଲୁ। ଆମ୍ଭେ ଇଶ୍ରାୟେଲୀୟଙ୍କୁ ଆମ୍ଭର ବାହୁ ରେ ନଇେଥିଲୁ। ଆମ୍ଭେ ସମାନଙ୍କେୁ ସୁସ୍ଥ କଲୁ। କିନ୍ତୁ ସମାନେେ ତାହା ଅନୁଭବ କଲେ ନାହିଁ।
4 ଆମ୍ଭେ ସମାନଙ୍କେୁ ରଜ୍ଜୁ ରେ ବାନ୍ଧିଥିଲୁ, କିନ୍ତୁ ତାହା ଥିଲା ପ୍ ରମରେ ରଜ୍ଜୁ। ଆମ୍ଭେ ଜଣେ ବ୍ଯକ୍ତିପରି ସମାନଙ୍କେୁ ମୁକ୍ତ କଲୁ। ଆମ୍ଭେ ନମ୍ର ହେଲୁ ଓ ସମାନଙ୍କେୁ ଖୁଆଇଲୁ।
5 "ଇଶ୍ରାୟେଲୀୟମାନେ ପରମେଶ୍ବରଙ୍କ ନିକଟକୁ ଫରେିବାକୁ ମନା କଲେ। ତେଣୁ ସେଥିପାଇଁ ସମାନେେ ମିଶର ଯିବେ। ଅଶୂରର ରାଜା ସମାନଙ୍କେର ରାଜା ହବେେ।
6 ଖଣ୍ତା ସମାନଙ୍କେ ନଗର ବିରୁଦ୍ଧ ରେ ଝୁଲିବ। ଏହା ସମାନଙ୍କେର ଶକ୍ତିଶାଳୀ ଲୋକଙ୍କୁ ହତ୍ଯା କରିବ। ଏହା ସମାନଙ୍କେର ନେତାମାନଙ୍କୁ ଧ୍ବଂସ କରିବ।
7 "ଆମ୍ଭର ଲୋକମାନେ ଆମ୍ଭ ନିକଟକୁ ଫରେିବାକୁ ଆଶା କରନ୍ତି। ସମାନେେ ଉର୍ଦ୍ଧ୍ବକୁ ଡାକିବେ। କିନ୍ତୁ କହେି ସମାନଙ୍କେୁ ସାହାୟ୍ଯ କରିବେ ନାହିଁ।"
8 ଇଫ୍ରଯିମ, ଆମ୍ଭେ ତୁମ୍ଭକୁ ପରିତ୍ଯାଗ କରିବାକୁ ଗ୍ଭହୁଁ ନାହୁଁ। ଇଶ୍ରାୟେଲ, ଆମ୍ଭେ ତୁମ୍ଭର ସୁରକ୍ଷା ଗ୍ଭହୁଁ। ଅଦ୍ମାର ଓ ସବୋଯିମ୍ ପରି ତୁମ୍ଭକୁ ହବୋକୁ ଆମ୍ଭେ ଗ୍ଭହୁଁ ନାହୁଁ। ଆମ୍ଭର ମନକୁ ପରିବର୍ତ୍ତନ କରିଛୁ। ଆମ୍ଭର ପ୍ ରମେ ତୁମ୍ଭ ପାଇଁ ଅତି ଶକ୍ତିଶାଳୀ ଅଟେ।
9 ଆମ୍ଭେ ଆପଣା ଭୟଙ୍କର କୋରଧଭାବକୁ ପ୍ରକାଶ କରିବା ନାହିଁ। ଇଫ୍ରଯିମକୁ ପୁନର୍ବାର ଧ୍ବଂସ କରିବା ନାହିଁ। ଆମ୍ଭେ ପରମେଶ୍ବର, ମାନବ ନୋହୁଁ। ଆମ୍ଭେ ତୁମ୍ଭର ମଧ୍ଯବର୍ତ୍ତୀ ଧର୍ମସ୍ବରୂପ ଅଟୁ। ଆମ୍ଭର କୋର୍ଧ ଦଖାଇବୋ ନାହିଁ।
10 ଆମ୍ଭେ ଗୋଟିଏ ସିଂହ ସଦୃଶ ଗର୍ଜ୍ଜନ କରିବା। ଆମ୍ଭର ପିଲାମାନେ ଆସିବେ ଓ ଆମ୍ଭଙ୍କୁ ଅନୁସରଣ କରିବେ। ଏହି ପିଲାମାନେ ଭୟ ରେ ଥରିଥରି ପଶ୍ଚିମରୁ ଆସିବେ।
11 ସମାନେେ ମିଶରରୁ ପକ୍ଷୀ ସଦୃଶ ଥରିଥରି ଆସିବେ। ଅଶୂରୀଯରୁ କପୋତ ପରି ଥରିଥରି ଆସିବେ। ଏବଂ ଆମ୍ଭେ ସମାନଙ୍କେୁ ଗୃହକୁ ଫରୋଇ ନବୋ ବୋଲି ସଦାପ୍ରଭୁ କହିଲେ।"
12 "ଇଫ୍ରଯିମ ମିଥ୍ଯା ରେ ଆମ୍ଭର ଗ୍ଭରିପାଖ ରେ ଘରେିଗଲା। ଇଶ୍ରାୟେଲର ପରିବାର ଆମ୍ଭ ପ୍ରତି ବିଶ୍ବାସଘାତକତା କରିଛନ୍ତି।




ଅଧ୍ୟାୟ 12

1 ଇଫ୍ରଯିମ ପବନ ଏକତ୍ର କରୁଛନ୍ତି। ଇଶ୍ରାୟେଲ ଦିନସାରା "ପବନକୁ ଅନୁସରଣ" କରେ। ଲୋକମାନେ ଅଧିକରୁ ଅଧିକ ମିଥ୍ଯା କୁହନ୍ତି। ଅଧିକ ଗ୍ଭରେି କରନ୍ତି। ସମାନେେ ଅଶୂର ସହିତ ଚୁକ୍ତି କରିଛନ୍ତି ଏବଂ ସମାନେେ ମିଶରକୁ ଅଲିଭ ତଲେ ଆଣୁଛନ୍ତି।
2 ସଦାପ୍ରଭୁ କୁହନ୍ତି, "ଆମ୍ଭର ଯିହୁଦା ବିପକ୍ଷ ରେ ଏକ ୟୁକ୍ତି ଅଛି। ଯାକୁବ ତା'ର କୁପଥଗୁଡିକ ପାଇଁ ନିଶ୍ଚିତ ଭାବରେ ଦଣ୍ତ ପାଇବ। ସେ ମନ୍ଦ କାର୍ୟ୍ଯ ପାଇଁ ସେ ନିଶ୍ଚିତ ଭାବରେ ଦଣ୍ତିତ ହବେ।
3 ଯାକୁବ ମାତୃଗର୍ଭ ରେ ଥିଲା ଏବଂ ତା'ର ଭାଇ ସହିତ କୌଶଳ କରିଥିଲା। ସେ ଗୋଟିଏ ଶକ୍ତିଶାଳୀ ୟୁବକ ଥିଲା ଏବଂ ସେତବେେଳେ ସେ ପରମେଶ୍ବରଙ୍କ ସହିତ ଲଢୁଥିଲା।
4 ଯାକୁବ ପରମେଶ୍ବରଙ୍କ ଦୂତ ସହିତ ମଲ୍ଲୟୁଦ୍ଧ କରୁଥିଲା ଏବଂ ଜିତୁଥିଲା। ସେ ଚିତ୍କାର କରି ପ୍ରଭୁକୃପା ମାଗୁଥିଲା। ଏହା ବୈଥଲ୍ ରେ ଘଟିଥିଲା। ସହେିସ୍ଥାନ ରେ ସେ ପରମେଶ୍ବରଙ୍କୁ ପାଇଲା ଓ ତାଙ୍କ ସହିତ କଥା ହେଲା।
5 ହଁ, ସଦାପ୍ରଭୁ ସୈନ୍ଯବାହିନୀର ପରମେଶ୍ବର ଅଟନ୍ତି। ତାଙ୍କର ନାମ ସଦାପ୍ରଭୁ।
6 ତେଣୁ ତୁମ୍ଭମାନେେ ସହେି ପରମେଶ୍ବରଙ୍କ ନିକଟକୁ ଫରେିଆସ। ତାଙ୍କ ପ୍ରତି ବିଶ୍ବସ୍ତ ହୁଅ। ଠିକ୍ କାର୍ୟ୍ଯ କର। ସର୍ବଦା ପରମେଶ୍ବରଙ୍କଠା ରେ ବିଶ୍ବାସ ରଖ।
7 "ଯାକୁବ ଜଣେ ପ୍ରକୃତ ବ୍ଯବସାଯୀ। ସେ ଏପରିକି ତା'ର ବନ୍ଧୁଙ୍କୁ ମଧ୍ଯ ଠକେ। ଏପରିକି ତାଙ୍କ ନିକିତି ମଧ୍ଯ ମିଛ କ ହେ।
8 ଇଫ୍ରଯିମ କହିଲେ, 'ମୁଁ ଧନୀ, ମୁଁ ପ୍ରକୃତ ଧନ ଲାଭ କରିଛି। କୌଣସି ବ୍ଯକ୍ତି ମାରେ ଅପରାଧ ଜାଣିବ ନାହିଁ। କହେି ମଧ୍ଯ ମାରେ ପାପ ଜାଣିପାରିବ ନାହିଁ।'
9 "ମିଶର ରେ ଥିଲା ସମୟରୁ ଆମ୍ଭେ ତୁମ୍ଭମାନଙ୍କର ପରମେଶ୍ବର ଅଟୁ। ତୁମ୍ଭମାନେେ ଉତ୍ସବ ଦିନ ରେ କଲାପରି ଆମ୍ଭେ ତୁମ୍ଭମାନଙ୍କୁ ତମ୍ବୁ ରେ ରଖିବା।
10 ଆମ୍ଭେ ଭବିଷ୍ଯଦ୍ବକ୍ତାମାନଙ୍କ ମାଧ୍ଯମ ରେ ତୁମ୍ଭମାନଙ୍କୁ ଏବଂ ସମାନଙ୍କେୁ ବହୁ ଦର୍ଶନ ଦଲେୁ। ଆମ୍ଭେ ଭବିଷ୍ଯଦ୍ବକ୍ତାମାନଙ୍କ ମାଧ୍ଯମ ରେ ତୁମ୍ଭକୁ ଦୃଷ୍ଟାନ୍ତ କଥା ଦଲେୁ।
11 ଯେ ହତେୁ ଗିଲିଯଦ ରେ ସମାନେେ ବହୁତ ଦୁଷ୍ଟ, ସମାନେେ କିଛି ହାଇପୋରିବେ ନାହିଁ। କାରଣ ଗିଲ୍ଗିଲ ରେ ସମାନେେ ଷଣ୍ତକୁ ବଳିଦାନ ଦିଅନ୍ତି। ଖାେଲା ପଡିଆ ରେ ପଥର ଗଦା ପରି ସମାନଙ୍କେର ୟଜ୍ଞବଦେୀଗୁଡିକ ହବେ।
12 "ଯାକୁବ ଅରାମ ରାଜ୍ଯକୁ ପଳାଇଲେ। ସହେି ସ୍ଥାନ ରେ ଇଶ୍ରାୟେଲ ଗୋଟିଏ ସ୍ତ୍ରୀ ପାଇଁ କାର୍ୟ୍ଯ କରୁଥିଲେ। ସେ ଅନ୍ୟ ସ୍ତ୍ରୀ ପାଇବାକୁ ମଷେ ରଖିଲେ।
13 କିନ୍ତୁ ସଦାପ୍ରଭୁ ଜଣେ ଭବିଷ୍ଯଦ୍ବକ୍ତାଙ୍କୁ ରଖିଲେ ଏବଂ ମିଶରରୁ ଇଶ୍ରାୟେଲକୁ ନଇେ ଆସିଲେ। ସଦାପ୍ରଭୁ ସହେି ଭବିଷ୍ଯଦ୍ବକ୍ତାଙ୍କୁ ଲଗାଇ ଇଶ୍ରାୟେଲକୁ ନିରାପଦ ରଖିଲେ।
14 କିନ୍ତୁ ଇଫ୍ରଯିମ ସଦାପ୍ରଭୁଙ୍କୁ ରଗାଇବାର କାରଣ ହେଲା। ଇଫ୍ରଯିମ ବହୁ ଲୋକଙ୍କୁ ହତ୍ଯା କଲା। ତେଣୁ ସେ ତା'ର ଦୋଷ ପାଇଁ ଦଣ୍ତିତ ହବେ। ସମାନଙ୍କେର ମୁନିବ ପରମେଶ୍ବର ସହେି ଅପମାନ ସମାନଙ୍କେୁ ସହ୍ଯ କରାଇବେ।"




ଅଧ୍ୟାୟ 13

1 "ଇଫ୍ରଯିମ ଇଶ୍ରାୟେଲ ରେ ନିଜକୁ ମହାନ୍ କରି ଦଲୋ। ସେ କହିଲା ବେଳେ ଲୋକେ ଭୟ ରେ ଥରିଲେ। କିନ୍ତୁ ସେ ବାଲ ଦବେତାଙ୍କୁ ପୂଜାକରି ଦୋଷୀ ହେଲେ ଏବଂ ମୃତ୍ଯୁବରଣ କଲେ।
2 ବର୍ତ୍ତମାନ ଇଶ୍ରାୟେଲ ଲୋକମାନେ ଅଧିକରୁ ଅଧିକ ପାପ କଲେ। ସମାନେେ ନିଜ ନିଜ ପାଇଁ ପ୍ରତିମା ତିଆରି କରନ୍ତି। କାରିଗରମାନେ ସୁନ୍ଦର ମୂର୍ତ୍ତି ରୂପା ରେ ତିଆରି କରନ୍ତିଏବଂ ସହେି ଲୋକମାନେ ସହେି ପ୍ରତିମାମାନଙ୍କ ସହିତ କଥା ହୁଅନ୍ତି। ସମାନେେ ସେ ମୂର୍ତ୍ତିମାନଙ୍କୁ ବଳିଦାନ ଦିଅନ୍ତି। ସହେି ସୁବର୍ଣ୍ଣ ନିର୍ମିତ ବାଛୁରୀଗୁଡିକୁ ଚୁମ୍ବନ କରନ୍ତି।
3 ସେଥିପାଇଁ ସହେି ଲୋକମାନେ ଶୀଘ୍ର ଅଦୃଶ୍ଯ ହବେେ। ସମାନେେ ସକାଳର କୁହୁଡି ସଦୃଶ ଶୀଘ୍ର ଦଖାେ ଦବେେ ଓ ଶୀଘ୍ର ଅଦୃଶ୍ଯ ହାଇଯେିବେ। ଇଶ୍ରାୟେଲୀୟମାନେ ଅଗାଡି ଖଳାରୁ ଉଡିଗଲା ପରି ଉଡିଯିବେ। ଚିମିନିରୁ ଧୂଆଁ ବାହାରି ଅଦୃଶ୍ଯ ହେଲାପରି ସମାନେେ ଅଦୃଶ୍ଯ ହାଇଯେିବେ।
4 ମିଶର ରେ ତୁମ୍ଭମାନେେ ବାସ କରିବା ଦିନଠାରୁ ଆମ୍ଭେ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ବର ହାଇେ ଆସିଛୁ। ତୁମ୍ଭମାନେେ ଆମ୍ଭ ବ୍ଯତୀତ ଅନ୍ୟ କୌଣସି ପ୍ରଭୁଙ୍କୁ ଜାଣି ନଥିଲ। ଆମ୍ଭେ ଏକମାତ୍ର ବ୍ଯକ୍ତି ଯେ କି ତୁମ୍ଭମାନଙ୍କୁ ରକ୍ଷା କରୁଥିଲୁ।
5 ଆମ୍ଭେ ତୁମ୍ଭମାନଙ୍କୁ ମରୁଭୂମିରେ ଜାଣିଥିଲୁ-ଶୁଷ୍କ ଭୂମିରେ ତୁମ୍ଭମାନଙ୍କୁ ଜାଣିଥିଲୁ।
6 ସହେି ଇଶ୍ରାୟେଲୀୟମାନଙ୍କୁ ଆମ୍ଭେ ଖାଦ୍ୟ ଦଲେୁ। ସମାନେେ ସହେି ଖାଦ୍ୟ ଖାଇଲେ। ସମାନେେ ସମ୍ପୂର୍ଣ୍ଣ ସୁସ୍ଥ ଓ ସନ୍ତୁଷ୍ଟ ହେଲେ। ସମାନେେ ଗର୍ବୀ ହାଇଗେଲେ ଏବଂ ମାେତେ ଭୁଲିଗଲେ।
7 " ସେଥିପାଇଁ ଆମ୍ଭେ ସିଂହ ଓ ବ୍ଯାଘ୍ର ସଦୃଶ ହାଇେ ରାସ୍ତାକଡ ରେ ସମାନଙ୍କେୁ ଅପେକ୍ଷା କରିବା।
8 ଭାଲୁ ପାଖରୁ ତା' ଛୁଆକୁ ଅପହରଣ କଲେ ସେ ଯେପରି ହିଂସ୍ର ହୁଏ, ଆମ୍ଭେ ସହେିପରି ହିଂସ୍ର ହାଇେ ସମାନଙ୍କେୁ ଆକ୍ରମଣ କରିବା। ଆମ୍ଭେ ସମାନଙ୍କେୁ ଆକ୍ରମଣ କରି ସମାନଙ୍କେର ବକ୍ଷକୁ ବିଦାରଣ କରିବା। ସିଂହ ଓ ଅନ୍ୟ ବନ୍ଯ ପ୍ରାଣୀ ଶିକାରକୁ ଚିରି ଖାଇଲା ପରି ଆମ୍ଭେ ସମାନଙ୍କେୁ ସହେିପରି ଖଣ୍ତ ବିଖଣ୍ତିତ କରିବା।"
9 " ହେ ଇଶ୍ରାୟେଲ, ଆମ୍ଭେ ତୁମ୍ଭକୁ ସାହାୟ୍ଯ କଲୁ କିନ୍ତୁ ତୁମ୍ଭେ ଆମ୍ଭର ବିରୁଦ୍ଧ ରେ ଗଲ। ତେଣୁ ଆମ୍ଭେ ତୁମ୍ଭକୁ ଧ୍ବଂସ କରିବା।
10 ତୁମ୍ଭର ରାଜା କେଉଁଠି? ତୁମ୍ଭର ସମସ୍ତ ନଗର ରେ ସେ ତୁମ୍ଭମାନଙ୍କୁ ରକ୍ଷା କରିପାରିବେ ନାହିଁ। ତୁମ୍ଭର ବିଗ୍ଭରକମାନେ କାହାଁନ୍ତି? ତୁମ୍ଭମାନେେ ସମାନଙ୍କେୁ ଏହା କହି ମାଗିଥିଲ, 'ଆମ୍ଭକୁ ଜଣେ ରାଜା ଓ ନତେୃମଣ୍ତଳୀ ଦିଅ।'
11 ଆମ୍ଭେ କୋର୍ଧିତ ହେଲୁ ଓ ତୁମ୍ଭମାନଙ୍କର ଜଣେ ରାଜା ହେଲୁ। ଯେତବେେଳେ ଅତି କୋର୍ଧିତ ହେଲୁ ତାଙ୍କୁ ଦୂରକୁ ନଇଗେଲୁ।
12 "ଇଫ୍ରଯିମର ପାପସବୁ ଗୋଟିଏ ବିଡା ରେ ବନ୍ଧା ହାଇେଛି। ସଗେୁଡିକ ନିରାପଦ ଜାଗା ରେ ରଖାୟାଇଛି।
13 ସ୍ତ୍ରୀଲୋକର ପ୍ରସବ ବଦନୋ ସଦୃଶ ତା'ର ଦଣ୍ତ କଷ୍ଟଦାୟକ ହବେ। ସେ ଜଣେ ଜ୍ଞାନୀ ପୁତ୍ର ହବେ ନାହିଁ। ଏପରି ଏକ ସମୟ ଆସିବ ସେ ଆଉ ତିଷ୍ଠିବ ନାହିଁ।
14 "ଆମ୍ଭେ ସମାନଙ୍କେୁ ମୃତ୍ଯୁଠାରୁ ରକ୍ଷା କରିବା ଉଚିତ୍ କି? ଆମ୍ଭେ ସେ ମାନଙ୍କୁ ମହାମାରୀ ଠାରୁ ରକ୍ଷା କରିବା ଉଚିତ୍ କି? ହେ ମୃତ କେଉଁଠା ରେ ତୁମ୍ଭର ମହାମାରୀ ଅଛି? ହେ କବର, ତୁମ୍ଭର ଶକ୍ତି କେଉଁଠା ରେ ଅଛି? ଦୟା ଆମ୍ଭଠାରୁ ଗୁପ୍ତ ରହିବ।
15 ଇଶ୍ରାୟେଲ ତା'ର ଭାଇମାନଙ୍କ ସହିତ ବଢେ। କିନ୍ତୁ ଏକ ଶକ୍ତିଶାଳୀ ପୂବଇେ ପବନ ଆସିବ, ଏହା ସଦାପ୍ରଭୁ ପ୍ ରରେିତ ବାଯୁ ମରୁଭୂମିରୁ ପ୍ରବାହିତ ହବେ। ତା'ପ ରେ ଇଶ୍ରାୟେଲର କୂଅ ଶୁଖିୟିବ। ଜଳପୂର୍ଣ୍ଣ ଝରଣାଗୁଡିକ ଶୁଖିୟିବ। ସହେି ପବନ ସମସ୍ତ ମୂଲ୍ଯବାନ ବସ୍ତୁ ଇଶ୍ରାୟେଲର ଭଣ୍ତାରରୁ ଉଡାଇ ନଇୟିବେ।
16 ଶମରିଯା ନିଶ୍ଚିତ ଦଣ୍ତିତ ହବେ। କାରଣ ସେ ପରମେଶ୍ବରଙ୍କ ବିରୁଦ୍ଧ ରେ ୟାଇଥିଲା। ଇଶ୍ରାୟେଲୀୟମାନେ ଖଡ୍ଗ ରେ ନିହତ ହବେେ। ସମାନଙ୍କେର ପିଲାମାନେ ବିଦୀର୍ଣ୍ଣ ହବେେ। ସମାନଙ୍କେର ଗର୍ଭବତୀ ନାରୀମାନେ ମଧ୍ଯ ବିଦୀର୍ଣ୍ଣ ହବେେ।"




ଅଧ୍ୟାୟ 14

1 ଇଶ୍ରାୟେଲ, ତୁମ୍ଭର ପତନ ହେଲା ଏବଂ ତୁମ୍ଭେ ପରମେଶ୍ବରଙ୍କ ବିରୁଦ୍ଧ ରେ ପାପ କଲ। ତେଣୁ ତୁମ୍ଭର ପ୍ରିଯ ସଦାପ୍ରଭୁ ପରମେଶ୍ବରଙ୍କ ନିକଟକୁ ଫରେିଆସ।
2 କ'ଣ କହିବ ସେ ବିଷଯ ରେ ଚିନ୍ତା କର ଏବଂ ସଦାପ୍ରଭୁଙ୍କ ପାଖକୁ ଫରେିଆସ। ତାଙ୍କୁ କୁହ,
3 "ଅଶୂର ଆମ୍ଭକୁ ରକ୍ଷା କରିବ ନାହିଁ। ଆମ୍ଭମାନେେ ୟୁଦ୍ଧ ଅଶ୍ବ ରେ ଆରୋହଣ କରିବୁ ନାହିଁ। ଆମ୍ଭର ହସ୍ତ ନିର୍ମିତ ମୂର୍ତ୍ତିଗୁଡିକୁ 'ଆମ୍ଭର ପରମେଶ୍ବର' ବୋଲି ଆମ୍ଭେ ପୁଣି କହିବୁ ନାହିଁ। କାରଣ ତୁମ୍ଭେ ହେଉଛ ସହେି ପରମେଶ୍ବର ୟିଏକି ଅନାଥକୁ ଦୟା ଦଖାେଅ ଏବଂ ଆମ୍ଭମାନଙ୍କୁ ଦୟା କରିବ।"
4 ସଦାପ୍ରଭୁ କହନ୍ତି, "ଆମ୍ଭେ ସମାନଙ୍କେୁ ପୁରାତନ ମାର୍ଗରୁ ସୁସ୍ଥ କରିବା। ଆମ୍ଭେ ସମାନଙ୍କେୁ ସ୍ବାଧୀନ ଭାବରେ ଭଲ ପାଇବା, କାରଣ ଆମ୍ଭେ ଆମ୍ଭର କୋର୍ଧଭାବ ତ୍ଯାଗ କରିଛୁ।
5 ଇଶ୍ରାୟେଲ ପାଇଁ ଆମ୍ଭେ କୁହୁଡି ପରି ହବୋ। ଇଶ୍ରାୟେଲ କଇଁଫୁଲ ପରି ଫୁଟିବ। ସେ ଲିବାନୋନର ଦବଦୋରୁ ଗଛପରି ବଢିବ।
6 ଇଶ୍ରାୟେଲ ଶାଖାଗୁଡିକ ବଢିବେ ଓ ସେ ଗୋଟିଏ ସୁନ୍ଦର ଅଲିଭ୍ ଗଛ ଭଳି ହବେ। ଲିବାନୋନର ଦବଦୋରୁ ଗଛଗୁଡିକ ସୁବାସ ବିତରଣ କଲାପରି ସେ ହବେ।
7 ଇଶ୍ରାୟେଲ ଲୋକମାନେ ପୁନର୍ବାର ମାରେ ସୁରକ୍ଷା ରେ ବଞ୍ଚିବେ। ସମାନେେ ଶସ୍ଯ ସଦୃଶ ବଢିବେ, ସମାନେେ ଦ୍ରାକ୍ଷାଲତା ପରି ଫଳ ଧାରଣ କରିବେ। ସମାନେେ ଲିବାନୋନର ଦ୍ରାକ୍ଷାରସ ପରି ସମୃଦ୍ଧ ହବେେ।"
8 "ଇଫ୍ରଯିମ କହିବ, ପ୍ରତିମାଗୁଡିକରେ ମାରେ କିଛି କରିବାର ନାହିଁ। ଆମ୍ଭେ ଉତ୍ତର ଦବୋ, ଆମ୍ଭେ ସହେି ପ୍ରଭୁ ତୁମ୍ଭର ପ୍ରାର୍ଥନା ଶୁଣୁ ଓ ତୁମ୍ଭମାନଙ୍କ ଉପ ରେ ଦୃଷ୍ଟି ରଖୁ। ଆମ୍ଭେ ଗୋଟିଏ ଦବଦୋରୁ ଗଛପରି ଚିର ସବୁଜ। ତୁମ୍ଭର ଫଳ ଆମ୍ଭଠାରୁ ଆ ସେ।"
9 ଜଣେ ଜ୍ଞାନୀ ବ୍ଯକ୍ତି ଏହି ଜିନିଷଗୁଡିକୁ ବୁଝେ। ଜଣେ କର୍ମଠ ବ୍ଯକ୍ତି ଏହିସବୁ ଜିନିଷଗୁଡିକୁ ଶିକ୍ଷା କରିବା ଉଚିତ। ସଦାପ୍ରଭୁଙ୍କ ମାର୍ଗ ସର୍ବଦା ଠିକ୍। ଉତ୍ତମଲୋକ ସହେି ମାର୍ଗ ଦ୍ବାରା ବଞ୍ଚିବେ ଓ ପାପୀମାନେ ତା' ଦ୍ବାରା ମୃତ୍ଯୁବରଣ କରିବେ।