ଆମୋଷ

ଅଧ୍ୟାୟ: 1 2 3 4 5 6 7 8 9


-Reset+

ଅଧ୍ୟାୟ 1

1 ଆମାଷଙ୍କେ ବାର୍ତ୍ତା: ତକୋଯ ନଗରର ମଷେପାଳକମାନଙ୍କ ମଧ୍ଯରୁ ଆମାଷେ ଥିଲେ ଅନ୍ୟତମ।
2 ଆ ମଷେ କହିଲେ: ସିୟୋନ ରେ ସଦାପ୍ରଭୁ ସିଂହ ପରି ଗର୍ଜ୍ଜନ କରିବେ। ତାଙ୍କର ଉଚ୍ଚସ୍ବର ୟିରୁଶାଲମରେୁ ଗର୍ଜି ଉଠିବ। ଫଳ ରେ, ସବୁଜ ଗ୍ଭରଣ ଭୂମି ମଳିନ ଦଖାୟିବେ ଏବଂ ଶୁଖିୟିବ। ଏପରିକି କର୍ମିଲ ଶୃଙ୍ଗର ଶିଖର ଦେଶ ଶୁଷ୍କ ହବେ।
3 ସଦାପ୍ରଭୁ ଏହି କଥା କହନ୍ତି: "ଦମ୍ମେଶକର ଲୋକମାନେ କରିଥିବା ଦୋଷାବହ କାର୍ୟ୍ଯ ପାଇଁ ଆମ୍ଭେ ନିଶ୍ଚିତ ଭାବରେ ସମାନଙ୍କେୁ ଦଣ୍ତ ଦବୋ। କାରଣ ସମାନେେ ଶସ୍ଯ ଦଳନ ଲୌହ ୟନ୍ତ୍ର ରେ ଗିଲିଯଦର ଲୋକମାନଙ୍କୁ ଦଳନ କରିଥିଲେ।
4 ତେଣୁ ଆମ୍ଭେ ହସାଯଲଙ୍କେ ଗୃହ ନିକଟକୁ ଅଗ୍ନି ପ୍ ରରଣେ କରିବା। ଏବଂ ସହେି ଅଗ୍ନି ବିନହଦଦଙ୍କ ବିରାଟ ଅଟ୍ଟାଳିକାକୁ ଧ୍ବଂସ କରିବ।
5 ଆମ୍ଭେ ମଧ୍ଯ ଦମ୍ମେଶକର ସମସ୍ତ ଫାଟକକୁ ଭାଙ୍ଗି ଦବୋ। ଆବନର ଉପତ୍ୟକାର ସିଂହାସନ ଉପ ରେ ବସିଥିବା ବ୍ଯକ୍ତିକୁ ବିତାଡିତ କରିବା। ଏଦନ ବଂଶରୁ ସମସ୍ତ କ୍ଷମତାର ସଙ୍କତକେୁ ମଧ୍ଯ ନିଶ୍ଚିହ୍ନ କରି ଦବେି। ଆଉ ମଧ୍ଯ ଅରାମର ଲୋକମାନେ ପରାଜିତ ହବେେ ଓ କୀରକୁ ଯିବେ। ସଦାପ୍ରଭୁ ଏହାହିଁ କହନ୍ତି।"
6 ସଦାପ୍ରଭୁ ଏହାହିଁ କହନ୍ତି: "ଘସାର ଲୋକମାନଙ୍କୁ ଆମ୍ଭେ ସମାନଙ୍କେର ବହୁ ଅପରାଧ ପାଇଁ ନିଶ୍ଚଯ ଦଣ୍ତ ଦବେି, କାରଣ ସମାନେେ ସମଗ୍ର ଜାତିମାନଙ୍କୁ ନଇୟୋଇ ଇଦୋମକୁ କ୍ରୀତଦାସରୂପେ ଦଇେଥିଲେ।
7 ତେଣୁ ଆମ୍ଭେ ଘସାର କାନ୍ଥ ନିକଟକୁ ଅଗ୍ନି ପ୍ ରରଣେ କରିବା। ସହେି ଅଗ୍ନି ଘସାର ଉଚ୍ଚ ଅଟ୍ଟାଳିକାକୁ ଧ୍ବଂସ କରିବ।
8 ଆଉ ମଧ୍ଯ ଅସ୍ଦୋଦର ସିଂହାସନ ରେ ବସିଥିବା ଲୋକଟିକୁ ଧ୍ବଂସ କରିବା। ଆମ୍ଭେ ଆସ୍କିଲୋନର ରାଜଦଣ୍ତଧାରୀକୁ ମଧ୍ଯ ବିନାଶ କରିବା। ଇକ୍ରୋଣ୍ର ଲୋକମାନଙ୍କୁ ମଧ୍ଯ ଆମ୍ଭେ ଦଣ୍ତ ଦବୋ। ତା'ପ ରେ ଯେଉଁ ପଲେଷ୍ଟୀୟମାନେ ବଞ୍ଚିଥିବେ, ସମାନେେ ମଧ୍ଯ ମୃତ୍ଯୁବରଣ କରିବେ।" ସଦାପ୍ରଭୁ ପରମେଶ୍ବର ଏହିସବୁ କହିଥିଲେ।
9 ସଦାପ୍ରଭୁ ଏହିକଥା କୁହନ୍ତି: "ଆମ୍ଭେ ନିଶ୍ଚିତ ସୋରର ଲୋକମାନଙ୍କୁ ଦଣ୍ତ ଦବୋ କାରଣ ସମାନେେ ବହୁ ଅପରାଧ କରିଥିଲେ। ଆଉ ମଧ୍ଯ ସମାନେେ ସମଗ୍ର ଜାତିକୁ ନଇଗେଲେଏବଂ ସମାନଙ୍କେୁ କ୍ରୀତଦାସ ରୂପେ ଇଦୋମକୁ ପ୍ ରରଣେ କରିଥିଲେ। ସମାନେେ ଇଶ୍ରାୟେଲୀୟମାନଙ୍କ ସହିତ ବନ୍ଧୁତ୍ବ ଚୁକ୍ତିକୁ ମନେ ପକାଇ ନଥିଲେ।
10 ତେଣୁ ଆମ୍ଭେ ସୋରର ଅଟ୍ଟାଳିକା ନିକଟକୁ ଅଗ୍ନି ପ୍ ରରଣେ କରିବା। ସହେି ଅଗ୍ନି ସୋରର ଉଚ୍ଚ ଅଟ୍ଟାଳିକାଗୁଡିକୁ ଧ୍ବଂସ କରିଦବେ।"
11 ସଦାପ୍ରଭୁ ଏହିକଥା କୁହନ୍ତି: "ଆମ୍ଭେ ଇଦୋମର ଲୋକମାନଙ୍କୁ ନିଶ୍ଚିତ ଦଣ୍ତ ଦବୋ କାରଣ ସମାନେେ ବହୁ ଅପରାଧ ରେ ଲିପ୍ତ ଥିଲେ। ସମାନେେ ମଧ୍ଯ ସମାନଙ୍କେର ଭାଇମାନଙ୍କୁ ଖଡ୍ଗଧରି ଗୋଡାଇଲେ। ଏବଂ ଟିକିଏ ହେଲେ ଦୟା ଦଖାଇେ ନଥିଲେ। ଇଦୋମ ନିଜର କୋରଧ ଚିରଦିନ ପାଇଁ ରଖିଲେ ଏବଂ ନିଜର କୋର୍ଧ ବନ୍ଦ କଲେ ନାହିଁ। ଇଶ୍ରାୟେଲୀୟମାଙ୍କୁ ସମାନେେ ବନ୍ଯପ୍ରାଣୀ ସଦୃଶ ବିଦୀର୍ଣ୍ଣ କଲେ।
12 ତେଣୁ ଆମ୍ଭେ ତୈମନ୍ ଉପ ରେ ଅଗ୍ନି ବୃଷ୍ଟି କରିବା। ସହେି ଅଗ୍ନି ବର୍ଷାର ଉଚ୍ଚ ଅଟ୍ଟାଳିକା ଧ୍ବଂସ କରି ପକାଇବ।"
13 ସଦାପ୍ରଭୁ ଏହିକଥା କୁହନ୍ତି: "ଆମ୍ଭେ ଅମ୍ମାନରେ ଲୋକମାନଙ୍କୁ ଦଣ୍ତ ଦବୋ, ଯେଉଁମାନେ ଅନକେ ଅପରାଧ କରିଛନ୍ତି, କାହିଁକି? କାରଣ ସମାନେେ ଗିଲିଯଦ ରେ ଗର୍ଭବତୀ ନାରୀମାନଙ୍କୁ ହତ୍ଯା କରିଅଛନ୍ତି। ଅମ୍ମାନରେ ଲୋକମାନେ ଏହିପରି କାର୍ୟ୍ଯ କଲେ, ଯଟରେୁ ସମାନଙ୍କେର ସୀମା ଅଧିକ ଜାଗା ବଢାଇବାକୁ।
14 କିନ୍ତୁ ଆମ୍ଭେ ରଦ୍ଦାର ପ୍ରାଚୀର ଉପ ରେ ଅଗ୍ନି ପକାଇବା ଏବଂ ଏହା ସଠାେକାର ସମସ୍ତ ପ୍ରାସାଦ ଓ ସହେି ଅଗ୍ନି ଦେଶକୁ ଧ୍ବଂସ କରିଦବେ ଏବଂ ସଠାେ ରେ ୟୁଦ୍ଧ ବିଭୀଷିକା ଘୂର୍ଣ୍ଣିବାଯୁ ଆସିବ।
15 ତା'ପ ରେ ସମାନଙ୍କେର ରାଜା ଓ ପ୍ରାଚୀନମାନେ ଏବଂ ସମାନେେ ସମସ୍ତେ ନିର୍ବାସିତ ହବେେ।" ସଦାପ୍ରଭୁ ଏହି ବାକ୍ଯ କହିଥିଲେ।




ଅଧ୍ୟାୟ 2

1 ସଦାପ୍ରଭୁ ଏହାହିଁ କହନ୍ତି: "ବହୁ ଅପରାଧ କରିଥିବା ମାୟୋବର ଲୋକମାନଙ୍କୁ ଆମ୍ଭେ ନିଶ୍ଚଯ ଦଣ୍ତ ଦବୋ। କାରଣ ମାୟୋବ ଇଦୋମର ରାଜାଙ୍କର ଅସ୍ଥିକୁ ପୋଡି଼ ଚୂର୍ଣ୍ଣ ରେ ପରିଣତ କରିଥିଲେ।
2 ତେଣୁ ଆମ୍ଭେ ମାୟୋବ ରେ ଅଗ୍ନି ସଂୟୋଗ କରିବା। ସହେି ଅଗ୍ନି ଶିଖା କରିଯୋଥର ପ୍ରାସାଦଗୁଡିକ ଧ୍ବଂସ କରିଦବେ। ସଠାେ ରେ କୋଳାହଳ ଓ ତୂରୀର ଶଦ୍ଦ ହବେ ଏବଂ ମାଯାେବ ଧ୍ବଂସ ହବେ।
3 ମାତ୍ର ଆମ୍ଭେ ମାୟୋବର ରାଜାମାନଙ୍କୁ ହତ୍ଯା କରିବା ଏବଂ ମାୟୋବର ସମସ୍ତ ନେତାମାନଙ୍କର ଧ୍ବଂସ କରି ପତନ ଘଟାଇବା।" ସଦାପ୍ରଭୁ ଏହାହିଁ କହନ୍ତି।
4 ସଦାପ୍ରଭୁ ଏହା କହନ୍ତି: "ଆମ୍ଭେ ବହୁ ଅପରାଧ କରିଥିବା ଯିହୁଦା ନିବାସୀମାନଙ୍କୁ ଦଣ୍ତ ଦବୋ। କାରଣ ସମାନେେ ସଦାପ୍ରଭୁଙ୍କର ଆଦେଶକୁ ମାନିବାକୁ ମନା କଲେ। ସମାନେେ ତାଙ୍କର ଆଦେଶ ରଖିଲେ ନାହିଁ। ସମାନଙ୍କେର ପୂର୍ବପୁରୁଷଗଣ ଯେଉଁ ମିଥ୍ଯାକୁ ବିଶ୍ବାସ କରୁଥିଲେ, ସମାନେେ ମଧ୍ଯ ତାହା ବିଶ୍ବାସ କଲେ।
5 ତେଣୁ ଆମ୍ଭେ ଯିହୁଦା ରେ ଅଗ୍ନି ସଂୟୋଗ କରିବା ଏବଂ ସହେି ଅଗ୍ନି ୟିରୁଶାଲମର ସମସ୍ତ ଉଚ୍ଚ ଅଟ୍ଟାଳିକା ଧ୍ବଂସ କରିଦବେ।"
6 ସଦାପ୍ରଭୁ ଏହା କହନ୍ତି: "ଆମ୍ଭେ ବହୁ ଅପରାଧ କରିଥିବା ଇଶ୍ରାୟେଲ ଲୋକଙ୍କୁ ଦଣ୍ତ ଦବୋ। କାରଣ ସମାନେେ ରେ ୗପ୍ୟ ବଦଳ ରେ ଉତ୍ତମ ଓ ନିରୀହ ଲୋକଙ୍କୁ ବୀକ୍ରି କରିଥିଲେ। ସମାନେେ ଏକହଳ ୟୋତା ପାଇଁ ଦରିଦ୍ର ଲୋକଙ୍କୁ ବୀକ୍ରି କରିଥିଲେ।
7 ସମାନେେ ଦରିଦ୍ର ଲୋକମାନଙ୍କର ମୁଖମଣ୍ତଳକୁ ଭୂମିରେ ମାଡି ଦଣ୍ତ ଦେଉଥିଲେ ଓ ସମାନଙ୍କେୁ ପଦାଘାତ କରୁଥିଲେ। ସମାନେେ ଅସହାୟ ଲୋକମାନଙ୍କର ଦୁଃଖ ଓ ଦୁର୍ଦ୍ଦଶା ଶୁଣୁ ନଥିଲେ। ମାରେ ପବିତ୍ର ନାମକୁ କଳୁଷିତ କରିବାକୁ ୟାଇ ଜଣେ ବ୍ଯକ୍ତି ଓ ତା'ର ପିତା, ଜଣେ ରମଣୀ ସହ ୟୌନ ସଂପର୍କ ରଖିଥିଲେ।
8 ସମାନେେ ଦରିଦ୍ର ଲୋକମାନଙ୍କର ବସ୍ତ୍ର ନିଅନ୍ତି ଏବଂ ସହେି ବସ୍ତ୍ର ଉପ ରେ ବସି ୟଜ୍ଞବଦେୀ ନିକଟରେ ପୂଜା କରନ୍ତି। ସମାନେେ ଦରିଦ୍ର ଲୋକମାନଙ୍କୁ ଅର୍ଥ ଋଣ ଆକାର ରେ ଧାର ଦିଅନ୍ତି ଏବଂ ଆନୁଷଙ୍ଗିକ ପରି ସମାନେେ ବସ୍ତ୍ରଗୁଡିକ ନଇୟୋଆନ୍ତି। ସମାନେେ ସହେି ଦରିଦ୍ରମାନଙ୍କ ଉପ ରେ ଅର୍ଥ ଦଣ୍ତ କରନ୍ତି ଏବଂ ସହେି ଅର୍ଥ ରେ ଦ୍ରାକ୍ଷାରସ କିଣି ସମାନଙ୍କେର ପରମେଶ୍ବରଙ୍କ ମନ୍ଦିର ରେ ସବେନ କରନ୍ତି।
9 "କିନ୍ତୁ ଆମ୍ଭେ ୟିଏକି ଜଣେ ଥିଲୁ, ଇ ମାରେୀଯକୁ ସମାନଙ୍କେ ସମ୍ମୁଖ ରେ ଧ୍ବଂସ କଲୁ। ଇ ମାରେୀଯ ଏରସ ବୃକ୍ଷ ସଦୃଶ ଉଚ୍ଚ ଓ ଆଲୋକ ଗଛ ସଦୃଶ ଶକ୍ତ ଥିଲା। ଆମ୍ଭେ ସମାନଙ୍କେର ଉର୍ଦ୍ଦ୍ବ ଭାଗ ରେ ଥିବା ଫଳ ଓ ନିମ୍ନ ଭାଗ ରେ ଥିବା ମୂଳକୁ ନଷ୍ଟ କଲୁ।
10 "ଆମ୍ଭେ ତୁମ୍ଭମାନଙ୍କୁ ମିଶରରୁ ଆଣିଲୁ ଏବଂ ଗ୍ଭଳିଶବର୍ଷ ପର୍ୟ୍ଯନ୍ତ ମରୁଭୂମିରେ ଆଗଇେ ନଲେୁ। ଆମ୍ଭେ ମଧ୍ଯ ଇ ମାରେୀଯମାନଙ୍କର ଭୂମିକୁ ଅଧିକାର କରିବାକୁ ତୁମ୍ଭମାନଙ୍କୁ ସାହାୟ୍ଯ କଲୁ।
11 ତୁମ୍ଭମାନଙ୍କର ପୁତ୍ରମାନଙ୍କ ମଧ୍ଯରୁ କେତକଙ୍କେୁ ଭବିଷ୍ଯତବକ୍ତା କରାଇଲୁ ଏବଂ ତୁମ୍ଭର କେତକେ ୟୁବକ ପୁରୁଷମାନଙ୍କୁ ନାସରୀଯ କରାଇଲୁ। ହେ ଇଶ୍ରାୟେଲୀୟ, ଏହା ସତ୍ଯ" ଏବଂ ସଦାପ୍ରଭୁ ଏହାହିଁ କହିଥିଲେ।
12 କିନ୍ତୁ ତୁମ୍ଭମାନେେ ନାସରୀଯ ଲୋକମାନଙ୍କୁ ଦ୍ରାକ୍ଷାରସ ସବେନ କରାଇଲା। ତୁମ୍ଭ ସହେି ଭବିଷ୍ଯଦ୍ବକ୍ତାମାନଙ୍କୁ ଭବିଷ୍ଯତବାକ୍ଯ ପ୍ରଗ୍ଭର ନକରିବାକୁ କହିଲ।
13 ତୁମ୍ଭମାନେେ ଆମ୍ଭ ପାଇଁ ଭୟଙ୍କର ଗ୍ଭପ ସଦୃଶ। ଆମ୍ଭେ ତୁମ୍ଭକୁ ତଳକୁ ଗ୍ଭପ ଦବୋ। ଆମ୍ଭେ ତୁମ୍ଭକୁ ନଡା ରେ ବୋଝଇେ ଶଗଡ ପରି ବଙ୍କା କରିଦବୋ।
14 କୌଣସି ଲୋକ ରକ୍ଷା ପାଇବ ନାହିଁ, ଏପରିକି ଦ୍ରୁତତମ ଦୌଡାଳି ମଧ୍ଯ ରକ୍ଷା ପାଇବ ନାହିଁ। ଶକ୍ତିଶାଳୀ ଲୋକର ମଧ୍ଯ ବଳ ନଥିବ। ସୈନ୍ଯମାନେ ନିଜକୁ ରକ୍ଷା କରିପାରିବେ ନାହିଁ।
15 ଧନୁର୍ଦ୍ଧାରୀମାନେ ମଧ୍ଯ ଆପଣାକୁ ରକ୍ଷା କରିପାରିବେ ନାହିଁ। ଦ୍ରୁତତମ ଦୌଡାଳି ମଧ୍ଯ ଆପଣାକୁ ରକ୍ଷା କରିପାରିବେ ନାହିଁ। ଅଶ୍ବାରୋହୀମାନେ ନିଜ ନିଜକୁ ରକ୍ଷା କରିପାରିବେ ନାହିଁ।
16 ସହେି ସମୟରେ ସାହାସୀ ସୈନ୍ଯମାନେ ଉଲଗ୍ନ ଦୌଡି ପଳାଇବେ।" ସଦାପ୍ରଭୁ ଏହି କଥା କୁହନ୍ତି।




ଅଧ୍ୟାୟ 3

1 ହେ ଇଶ୍ରାୟେଲର ଲୋକମାନେ, ଏହି ବାର୍ତ୍ତା ଶୁଣ। ଇଶ୍ରାୟେଲ ବିଷଯ ରେ ଏହି କଥା କହିଲେ। ମିଶରରୁ ଅଣାଇଥିବା ସମସ୍ତ ଇଶ୍ରାୟେଲୀୟ ପରିବାର ବିଷଯ ରେ ଏହା ବାର୍ତ୍ତା ଥିଲା।
2 "ଏହି ପୃଥିବୀ ରେ ବହୁ ପରିବାର ଅଛନ୍ତି। କିନ୍ତୁ ତୁମ୍ଭମାନେେ ଏପରି ଏକ ଗୋଷ୍ଠୀ ସ୍ବତନ୍ତ୍ର ଭାବରେ ଜାଣିବାକୁ ତୁମ୍ଭମାନଙ୍କୁ ବାଛିଥିଲୁ। ମାତ୍ର ତୁମ୍ଭମାନେେ ଆମ୍ଭ ବିରୁଦ୍ଧ ରେ ଗଲ। ତେଣୁ ତୁମ୍ଭମାନଙ୍କର ପାପ ପାଇଁ ଆମ୍ଭେ ତୁମ୍ଭମାନଙ୍କୁ ଦଣ୍ତ ଦବୋ।"
3 ଏକମତ ନ ହେଲେ ଦୁଇଜଣ ଏକତ୍ର ଗମନ କରିବେ ନାହିଁ।
4 ସିଂହଟି ଗର୍ଜ୍ଜନ କରେ ଯଦି ତାକୁ ଶିକାର ଦୃଶ୍ଯମାନ ହୁଏ। ଯଦି ଗୋଟିଏ ୟୁବା ସିଂହ ତା'ର ଗୁମ୍ଫା ରେ ଗର୍ଜ୍ଜନ କରୁଛି ତବେେ ଜାଣିବ ସେ କିଛି ଗୋଟିଏ ଶିକାର ଧରିଛି।
5 ଯଦି ଫାଶ ରେ କିଛି ଖାଦ୍ୟ ନାହିଁ, ତବେେ ପକ୍ଷୀଟିଏ ତା' ମଧ୍ଯକୁ ପ୍ରବେଶ କରିବ ନାହିଁ। ପକ୍ଷୀକୁ କବଳିତ କରିବା ପାଇଁ ଫାଶ ଭିତ ରେ ଥୋପ ନଥିଲେ ଫାଶ ବସାୟାଏ ନାହିଁ।
6 ଯଦି ନଗର ରେ ତୂରୀ ବାଜି ଉଠିବ ତବେେ ଲୋକମାନେ ଭୟ ରେ ଥରହର ହବେେ। ସଦାପ୍ରଭୁ ନ ଗ୍ଭହିଁଲା ପର୍ୟ୍ଯନ୍ତ ନଗର ମଧିଅରେ କୌଣସି ଅସୁବିଧା ଘଟିବ ନାହିଁ।
7 ସଦାପ୍ରଭୁ ମାରେପ୍ରଭୁ, କୌଣସି ଯୋଜନା ତାଙ୍କର ସବେକର ଅଗୋଚର ରେ କରନ୍ତି ନାହିଁ।
8 ୟହି ସିଂହ ଗର୍ଜ୍ଜନ କରେ, ତବେେ ଲୋକମାନେ ଭୟଭୀତ ହବେେ। ଯଦି ସଦାପ୍ରଭୁ କହନ୍ତି, ଭବିଷ୍ଯଦବାଣୀ ପ୍ରଚାର କରିବାକୁ, କିଏ ସହେି ଭବିଷ୍ଯବାଣୀ ପ୍ରଚାର ନ କରିବ।
9 ତୁମ୍ଭେ ଅସ୍ଦୋଦର ଓ ମିଶର ରାଜପ୍ରାସାଦ ରେ ଏହି ବାର୍ତ୍ତା ଘାଷେଣା କର, "ଶମରିଯାର ପର୍ବତମାଳା ଶିଖରକୁ ଆସ ଏବଂ ସଠାେକାର କୋଳାହଳ ଓ ଦଙ୍ଗାକୁ ଦେଖ। ସମାନେେ ଅନ୍ୟ ଲୋକମାନଙ୍କ ପ୍ରତି ବହୁତ ନିଷ୍ଠୁର ଅଟନ୍ତି।
10 ଲୋକମାନେ ସଠାେ ରେ କିପରି ସାଧୁତ୍ବଭାବରେ ଜୀବନଧାରଣ କରିବାକୁ ହୁଏ, ଜାଣନ୍ତି ନାହିଁ। କାରଣ ସମାନଙ୍କେର ଗୋଦାମ ଘର ୟୁଦ୍ଧରୁ ଲୁଟିଥିବା ସମ୍ପତ୍ତି ରେ ପୁରିୟାଇଛି।"
11 ତେଣୁ ସଦାପ୍ରଭୁ ମାରେ ପ୍ରଭୁ କୁହନ୍ତି: "ଜଣେ ଶତୃ ତୁମ୍ଭ ଭୂମିକୁ ବେଷ୍ଟନ କରିବ। ସେ ତୁମ୍ଭର ସମସ୍ତ ଶକ୍ତି ଅପହରଣ କରିବ। ତୁମ୍ଭେ ଯେଉଁସବୁ ଜିନିଷକୁ ପ୍ରାସାଦ ରେ ଲୁଗ୍ଭଇଛ, ସବୁତକ ତାଙ୍କ ଦ୍ବାରା ଲୁଣ୍ଠିତ ହବେ।"
12 ସଦାପ୍ରଭୁ ଏହା କୁହନ୍ତି: "ଯେତବେେଳେ ଗୋଟିଏ ସିଂହ ମେଣ୍ତା ଛୁଆକୁ ଆକ୍ରମଣ କରେ ଏବଂ ତା'ପ ରେ ଯଦି ମଷେପାଳକ ମେଣ୍ତା ଛୁଆକୁ ରକ୍ଷା କରିବାକୁ ୟାଏ, ସେ କବଳେ ସିଂହ ମୁହଁରୁ ଦୁଇଟି ଗୋଡ କି କାନର କିଛି ଅଂଶ ପାଇବାକୁ ସକ୍ଷମ ହାଇପୋ ରେ। ସହେିପରି, ଆମ୍ଭେ ଇଶ୍ରାୟେଲୀୟମାନଙ୍କୁ ରକ୍ଷା କରିବା, ଯେଉଁମାନେ ଶମରିଯା ରେ ବସବାସ କରନ୍ତି ଏବଂ ସମାନଙ୍କେର ବିଛଣାର ଏକ କଣ ରେ କି ପଲଙ୍କର ସୋଫା ରେ ବସିବାକୁ ଭଲପାନ୍ତି"
13 ମାରେ ପ୍ରଭୁ ସଦାପ୍ରଭୁ ପରମେଶ୍ବର ସର୍ବଶକ୍ତିମାନ ସେ ଏହିକଥା କୁହନ୍ତି: "ଯାକୁବ ପରିବାର ଲୋକଙ୍କୁ ସତର୍କ କରିଦିଅ।
14 ଇଶ୍ରାୟେଲ ପାପ କରିଛି ଏବଂ ସେ ପାପ ଲାଗି ଆମ୍ଭେ ସମାନଙ୍କେୁ ଦଣ୍ତ ଦବୋ। ସହେିଦିନ ଆମ୍ଭେ ମଧ୍ଯ ବୈଥଲରେ ସମସ୍ତ ୟଜ୍ଞବଦେୀକୁ ଧ୍ବଂସ କରିବା। ସହେି ୟଜ୍ଞବଦେୀର ତୂରୀସବୁ ଖଣ୍ତ ଖଣ୍ତ ହବେ ଓ ଭୂମିରେ ପକାୟିବ।
15 ଆମ୍ଭେ ଆମ୍ଭ ଶୀତକାଳୀନ ଗୃହ ଓ ଗ୍ରୀଷ୍ମକାଳୀନ ଗୃହକୁ ଧ୍ବଂସ କରିବା। ହାତୀ ଦାନ୍ତ ରେ ନିର୍ମିତ ଗୃହ ମଧ୍ଯ ଧ୍ବଂସ ପାଇବ। ବହୁ ଘର ଏହିପରି ଧ୍ବଂସ ଲାଭ କରିବ।" ସଦାପ୍ରଭୁ ଏହିସବୁ କୁହନ୍ତି।




ଅଧ୍ୟାୟ 4

1 ହେ ଶମରିଯାର ପର୍ବତବାସିନୀ, ବାଶନର ରମଣୀମାନେ, ତୁମ୍ଭମାନେେ ମାରେ ଏହି ବାକ୍ଯ ଶୁଣ। ତୁମ୍ଭମାନେେ ଦରିଦ୍ର ଲୋକଙ୍କୁ ଆଘାତ ଦଇେ ଦରିଦ୍ରମାନଙ୍କୁ ଦଳି ଦଇେଛ ଆଉ ମଧ୍ଯ ତୁମ୍ଭର ସ୍ବାମୀମାନଙ୍କୁ କହିଛ, "ଆମ୍ଭମାନଙ୍କୁ କିଛି ପାନ କରିବାକୁ ଦିଅ।"
2 ମାରେପ୍ରଭୁ ସଦାପ୍ରଭୁ, ତାଙ୍କର ପବିତ୍ରତା ଦ୍ବାରା ଶପଥ ନେଲେ ଏବଂ କହିଲେ, ଭବିଷ୍ଯତ ରେ ଲୋକମାନେ ତେଣ୍ଟା ବ୍ଯବାହାର କରିବେ ଏବଂ ତୁମ୍ଭମାନଙ୍କୁ ବନ୍ଦୀ ପରି ନଇେଯିବେ। ସମାନେେ ବନଶି କଣ୍ଟା ବ୍ଯବହାର କରି ତୁମ୍ଭମାନଙ୍କ ମଧ୍ଯରୁ ପ୍ରେତ୍ୟକକକୁ ନଇେଯିବେ।
3 ସ୍ତ୍ରୀ ଲୋକମାନେ କାନ୍ଥଗୁଡିକ ଭାଙ୍ଗି ବାହାରି ଆସିବେ ଏବଂ ସମାନେେ ହର୍ମୋଣ ଭିତରକୁ ନିକ୍ଷପେ ହବେେ।
4 "ବୈଥଲକେୁ ୟାଅ ଏବଂ ସଠାେ ରେ ପାପ କର। ଗିଲ୍ଗଲକୁ ୟାଅ ସଠାେ ରେ ଅଧିକ ପାପ କର। ପ୍ରଭାତ ରେ ତୁମ୍ଭର ବଳିଦାନ ଉତ୍ସର୍ଗ କର। ତିନି ଦିନ ରେ ଥରେ ଏକ ଦଶମାଂଶ ଶସ୍ଯ ଆଣ।
5 ଆଉ ମଧ୍ଯ ଦ୍ରାକ୍ଷାରସର ଫଣରେ ନବୈେଦ୍ଯ ପାଇଁ ଧନ୍ଯବାଦ ଦିଅ। ଏହି ସ୍ବେଚ୍ଛାଦତ୍ତ ନବୈେଦ୍ଯ ବିଷଯ ରେ ପ୍ରେତ୍ୟକକଙ୍କୁ ଜଣାଅ। ହେ ଇଶ୍ରାୟେଲୀୟ, ତୁମ୍ଭେ ଏହିସବୁ କାର୍ୟ୍ଯ କରିବାକୁ ଭଲ ପାଉଛ।" ସଦାପ୍ରଭୁ ଏହାହିଁ କହିଲେ।
6 ଏଗୁଡିକ କରିବା ଦ୍ବାରା ଆମ୍ଭେ ତୁମ୍ଭମାନଙ୍କୁ ବାରଣ କରି ଆମ୍ଭ ପାଖକୁ ଫରୋଇ ଆଣିବାକୁ ଚେଷ୍ଟା କଲୁ। "ଆମ୍ଭେ ତୁମ୍ଭମାନଙ୍କୁ କୌଣସି ଖାଦ୍ୟ ଖାଇବାକୁ ଦଲେୁ ନାହିଁ। ତୁମ୍ଭର ନଗରୀଗୁଡିକରେ କୌଣସି ଖାଦ୍ୟ ନଥିଲା। ତଥାପି ତୁମ୍ଭମାନେେ ଆମ୍ଭ ନିକଟକୁ ଆସିଲ ନାହିଁ।" ସଦାପ୍ରଭୁ ଏହା କହନ୍ତି।
7 "ଆମ୍ଭେ ଶସ୍ଯ ଅମଳର ତିନିମାସ ପୂର୍ବରୁ ବର୍ଷା ବନ୍ଦ କଲୁ। ଆମ୍ଭେ ଗୋଟିଏ ନଗର ରେ ବର୍ଷା କରାଇଲୁ କିନ୍ତୁ ଅନ୍ୟ ଏକ ନଗର ରେ ବର୍ଷା ହେଲା ନାହିଁ। ଦେଶର ଗୋଟିଏ ଅଂଶ ରେ ଓଦା ହେଉଥିଲା ବେଳେ ଅନ୍ୟ ଅଂଶ ଶୁଷ୍କ ରହିଥିଲା।
8 ତେଣୁ ଅନାବୃଷ୍ଟି ଯୋଗୁ ଦୁଇ ତିନିଟି ନଗର ରେ ଲୋକ ବୃଷ୍ଟି ବହୁଳ ଅଞ୍ଚଳକୁ ଝଳପାନ କରିବାକୁ ଧାଇଁଲେ। କିନ୍ତୁ ସଠାେ ରେ ସବୁ ଲୋକଙ୍କ ପାଇଁ ପ୍ରଚୁର ଜଳ ନଥିଲା। ତଥାପି ତୁମ୍ଭମାନେେ ଆମ୍ଭ ନିକଟକୁ ଆସିଲ ନାହିଁ।" ସଦାପ୍ରଭୁ ଏହାହିଁ କହିଲେ।
9 "ଉତ୍ତାପ ଓ ରୋଗଦ୍ବାରା ତୁମ୍ଭର ଶସ୍ଯସବୁ ନଷ୍ଟ କଲୁ। ଆମ୍ଭେ ତୁମ୍ଭର ବଗିଗ୍ଭ ଓ ଦ୍ରାକ୍ଷା କ୍ଷତକେୁ ଧ୍ବଂସ କଲୁ। ଫଙ୍ଗପାଳ ତୁମ୍ଭର ଡିମିରି ଓ ଅଲିଭ ବୃକ୍ଷକୁ ଖାଇ ଧ୍ବଂସ କଲେ। ତଥାପି ତୁମ୍ଭମାନେେ ଆମ୍ଭ ନିକଟକୁ ସାହାୟ୍ଯ ପାଇଁ ଆସିଲ ନାହିଁ।" ସଦାପ୍ରଭୁ ଏହିସବୁ କହିଥିଲେ।
10 "ମିଶର ରେ କଲାପରି ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧ ରେ ରୋଗଗୁଡିକୁ ପ୍ ରରଣେ କଲୁ। ଖଡ୍ଗ ରେ ଆମ୍ଭେ ତୁମ୍ଭର ୟୁବକମାନଙ୍କୁ ହତ୍ଯା କଲୁ। ତୁମ୍ଭମାନଙ୍କର ଘୋଡାଗୁଡିକୁ ନଇଗେଲୁ। ତୁମ୍ଭର ଶିବରଗୁଡିକୁ ମୃତଶବର ଦୁର୍ଗନ୍ଧ ରେ ପରିପୂର୍ଣ୍ଣ କଲୁ। ତଥାପି ତୁମ୍ଭମାନେେ ଆମ୍ଭ ସାହାୟ୍ଯ ଭିକ୍ଷା ପାଇଁ ଆସିଲ ନାହିଁ।" ସଦାପ୍ରଭୁ ଏହିସବୁ କହିଥିଲେ।
11 "ସଦୋମ ଓ ହ ମାରୋ ସହରଗୁଡିକ ଧ୍ବଂସ କଲାପରି ଆମ୍ଭେ ତୁମ୍ଭମାନଙ୍କୁ ଧ୍ବଂସ କଲୁ। ସହେି ନଗରଗୁଡିକ ସମ୍ପୂର୍ଣ୍ଣ ନଷ୍ଟ ହାଇେଥିଲା। ତୁମ୍ଭମାନେେ ଗୋଟିଏ ପୋଡା ବାଡି ଅଗ୍ନିରୁ ଟଣା ହେଲା ସଦୃଶ ଥିଲ। ତଥାପି ତୁମ୍ଭମାନେେ ଆମ୍ଭ ପାଖକୁ ଫରେି ଆସିଲ ନାହିଁ।" ସଦାପ୍ରଭୁ ଏହିସବୁ କହିଥିଲେ।
12 " ତେଣୁ ହେ ଇଶ୍ରାୟେଲୀୟ, ଆମ୍ଭେ ତୁମ୍ଭକୁ ଏହି ଜିନିଷଗୁଡିକ କହିବା। ହେ ଇଶ୍ରାୟେଲୀୟ! ତୁମ୍ଭେ ପରମେଶ୍ବରଙ୍କ ସମ୍ମୁଖୀନ ହବୋ ପାଇଁ ପ୍ରସ୍ତୁତ ହୁଅ।
13 ଆମ୍ଭେ କିଏ? ଆମ୍ଭେ ହେଉଛୁ ପର୍ବତର ନିର୍ମାଣକର୍ତ୍ତା, ଆମ୍ଭେ ତୁମ୍ଭ ମନର ସୃଷ୍ଟିକର୍ତ୍ତା। ଆମ୍ଭେ ଲୋକମାନଙ୍କୁ କଥା କହିବା ଶିଖାଇ ଥିଲୁ। ଆଉ ମଧ୍ଯ ଅନ୍ଧକାରକୁ ସକାଳ ରେ ପରିଣତ କରିଥିଲୁ। ଆମ୍ଭେ ପର୍ବତ ଓ ପୃଥିବୀ ଉପ ରେ ୟାତାଯାତ କରୁ। ତାହା ହେଲେ ଆମ୍ଭେ କିଏ? ଆମ୍ଭେ ହେଉଛୁ ସହେି ସଦାପ୍ରଭୁ ସୈନ୍ଯାଧିପତି, ସ୍ବଯମ୍ଭୁ ପରମେଶ୍ବର ଆମ୍ଭର ନାମ।"
13




ଅଧ୍ୟାୟ 5

1 ହେ ଇଶ୍ରାୟେଲୀୟବାସୀ, ଏହି ବାର୍ତ୍ତା ଶୁଣ। ତୁମ୍ଭମାନଙ୍କ ବିଷଯ ରେ ଏହା ହେଉଛି ବିଳାପର ସଙ୍ଗୀତ।
2 ଇଶ୍ରାୟେଲର କୁମାରୀ ପଡିୟାଇଛି ଏବଂ ସେ ଆଉ ଉଠିପାରିବ ନାହିଁ। ସେ ଏକାକିନୀ ପଡି ରହିଛି। ସହେି ମଇଳାରୁ ତାକୁ ଉଠାଇବାକୁ କହେି ନାହିଁ।
3 ସଦାପ୍ରଭୁ ମାରେ ପ୍ରଭୁ ଏହି ବାକ୍ଯ କୁହନ୍ତି: "ସହରରୁ ବାହାରକୁ ୟାଇଥିବା ଏକ ହଜାର ମଧ୍ଯରୁ ଏକଶହ ଅବଶିଷ୍ଟ ରହିବେ, ଏବଂ ଏକଶହ ବାହାରିଥିବା ମଧ୍ଯରୁ ମାତ୍ର ଦଶଜଣ ପ୍ରତ୍ଯାବର୍ତ୍ତନ କରିବେ।
4 ଇଶ୍ରାୟେଲକୁ ସଦାପ୍ରଭୁ ଏହାହିଁ କୁହନ୍ତି: "ଆସ, ଆମ୍ଭର ଅନୁସନ୍ଧାନ କର ଏବଂ ବଞ୍ଚ।
5 ମାତ୍ର ବୈଥଲକୁ ଖାଜେ ନାହିଁ। ଗିଲ୍ଗଲକୁ ୟାଅ ନାହିଁ। ସୀମା ଅତିକ୍ରମ କରି ବେର୍ଶବୋକୁ ୟାଅ ନାହିଁ। ଗିଲ୍ଗଲ୍ର ଲୋକମାନଙ୍କୁ ବନ୍ଦୀରୂପେ ନିଆୟିବ ଏବଂ ବୈଥଲ ଧ୍ବଂସ ହବେ।
6 ସଦାପ୍ରଭୁଙ୍କ ଅନ୍ବଷେଣ କର ଓ ବଞ୍ଚି ରୁହ। ତୁମ୍ଭେ ଯଦି ସଦାପ୍ରଭୁଙ୍କ ନିକଟକୁ ନ ୟିବ ତାହା ହେଲେ ଗୋଟିଏ ଅଗ୍ନି ସଞ୍ଚାର ହବେ ଏବଂ ସହେି ଅଗ୍ନି ଯୋଷଫଙ୍କେ ଗୃହକୁ ଧ୍ବଂସ କରିବ ଏବଂ କୌଣସି ବ୍ଯକ୍ତି ବୈଥଲ ରେ ସେ ଅଗ୍ନିକୁ ଲିଭାଇ କରିପାରିବେ ନାହିଁ।
7 ପରମେଶ୍ବର କୃତ୍ତିକାକାର ଓ ମୃଗଶୀର୍ଷ ସୃଷ୍ଟି କଲେ। ସେ ଅନ୍ଧକାରକୁ ପ୍ରଭାତ ଆଲୋକରେ ପରିଣତ କଲେ। ସେ ମଧ୍ଯ ଦିନକୁ ରାତ୍ରି ରେ ପରିଣତ କଲେ। ସେ ସାଗର ଜଳକୁ ଆହ୍ବାନ କରନ୍ତି ଓ ପୃଥିବୀ ଉପ ରେ ଢାଳନ୍ତି। ତାଙ୍କର ନାମ ଯିହାବୋଃ। ସେ କୌଣସି ଶକ୍ତିଶାଳୀ ନଗରକୁ ବା ଦୁର୍ଗକୁ ଧ୍ବଂସ କରି ପାରନ୍ତି।"
8
9
10 ସହରର ଫାଟକରେ ତୁମ୍ଭେ ଭବିଷ୍ଯତବକ୍ତା ଦ୍ବାରା ଉଚ୍ଛନ୍ନ ହବୋକୁ ଘୃଣା କର। ତୁମ୍ଭେ ସଚ୍ଚୋଟ ବାକ୍ଯକୁ ମଧ୍ଯ ଘୃଣା କର।
11 ତୁମ୍ଭମାନେେ ଦରିଦ୍ରମାନଙ୍କଠାରୁ ଅସାଧୁ ଉପାଯ ରେ କର ନେଉଅଛ ଏବଂ ସମାନଙ୍କେର ଗହମ ବଳପୂର୍ବକ ନେଉଅଛ। ତୁମ୍ଭମାନେେ କାରୁକାର୍ୟ୍ଯ ପଥର ରେ ସୁନ୍ଦର ଘର ନିର୍ମାଣ କରିଛ, କିନ୍ତୁ ତୁମ୍ଭମାନେେ ସହେି ଘ ରେ ରହିପାରିବ ନାହିଁ। ତୁମ୍ଭମାନେେ ସୁନ୍ଦର ଦ୍ରାକ୍ଷାଗଛ କ୍ଷେତ୍ର ରେ ଲଗାଇଛ କିନ୍ତୁ ସେ ଦ୍ରାକ୍ଷାରସ ପାନ କରିପାରିବ ନାହିଁ।
12 ଆମ୍ଭେ ତୁମ୍ଭମାନଙ୍କର ଅନକେ ଜଘନ୍ଯ ପାପ ଜାଣୁ। ତୁମ୍ଭମାନେେ ଧାର୍ମିକ ଲୋକଙ୍କୁ କଷ୍ଟ ଦଲେ। ତୁମ୍ଭେ ଲାଞ୍ଚ ନଇେଛ ଏବଂ ଦରିଦ୍ର ଲୋକଙ୍କ ପ୍ରତି ନ୍ଯାଯଳଯ ରେ ଅନ୍ଯାଯ ଆଚରଣ କରିଅଛ।
13 ସେତବେେଳେ ଜ୍ଞାନୀ ବ୍ଯକ୍ତିମାନେ ନୀରବ ରହିବେ କାରଣ ସମୟ ଅତି ମନ୍ଦ ଅଟେ।
14 ତୁମ୍ଭେ କୁହ, ପରମେଶ୍ବର ତୁମ୍ଭମାନଙ୍କ ସହିତ ଅଛନ୍ତି। ତେଣୁ ତୁମ୍ଭେ ଉତ୍ତମ କାର୍ୟ୍ଯ କର। ମନ୍ଦଠାରୁ ଦୂ ରଇେ ରୁହ। ତାହା ହେଲେ ସଦାପ୍ରଭୁ ପରମେଶ୍ବର ସର୍ବଶକ୍ତିମାନ ପ୍ରକୃତ ରେ ତୁମ୍ଭର ସହବର୍ତ୍ତା ହବେେ।
15 ମନ୍ଦକୁ ଘୃଣା କର, ଭଲକୁ ଆଦର କର। ନ୍ଯାଯ ବିଗ୍ଭର କର। ସଦାପ୍ରଭୁ ପରମେଶ୍ବର ସର୍ବଶକ୍ତିମାନ ହୁଏତ ଯୋଷଫଙ୍କେ ଅବଶିଷ୍ଟାଂଶ ପରିବାର ପ୍ରତି କୃପାମଯ ହାଇପୋରନ୍ତି।
16 ମାରେ ପ୍ରଭୁ ସର୍ବଶକ୍ତିମାନ ସଦାପ୍ରଭୁ ପରମେଶ୍ବର କୁହନ୍ତି, "ଲୋକମାନେ ସର୍ବଶକ୍ତିମାନ ସ୍ଥାନ ରେ କ୍ରନ୍ଦନ କରିବେ। ପ୍ରେତ୍ୟକକ ରାସ୍ତା ରେ ସମାନେେ କହିବେ ହାୟ! ହାୟ! ସମାନେେ କୃଷକମାନଙ୍କୁ ଶୋକରେ ୟୋଗଦବୋ ପାଇଁ ନିମନ୍ତ୍ରଣ କରିବେ ଓ ପଷୋଦାର ଶାେକକାରୀମାନଙ୍କୁ ଶାେକ କରିବାକୁ ଭଡା ରେ ଆଣିବେ।
17 ସଦାପ୍ରଭୁ ଏହା ମଧ୍ଯ କହନ୍ତି: ଲୋକମାନେ ଦ୍ରାକ୍ଷାକ୍ଷେତ୍ର ରେ କ୍ରନ୍ଦନ କରିବେ। ଯେତବେେଳେ ଆମ୍ଭେ ତୁମ୍ଭମାନଙ୍କ ମଧିଅରେ ଅତିକ୍ରମ କରିବା ଏବଂ ତୁମ୍ଭଙ୍କୁ ଦଣ୍ତ ଦବୋ।"
18 ତୁମ୍ଭମାନଙ୍କ ମଧ୍ଯରୁ କେତକେ ସଦାପ୍ରଭୁଙ୍କର ବିଶଷଦେିନ ପାଇଁ ଅପେକ୍ଷା କରିଛ। କିନ୍ତୁ ତୁମ୍ଭେ ଅପେକ୍ଷା କରିବା ଉଚିତ୍ ନୁହଁ। ସଦାପ୍ରଭୁଙ୍କର ସହେି ବିଶଷଦେିବସଟି କବଳେ ଗ୍ଭରିଆଡୁ ଅନ୍ଧକାର ଆଣିବ, ତୁମ୍ଭେ ଆଶା କରିଥିବା ଆଲୋକକୁ ନୁହେଁ।
19 ସଦାପ୍ରଭୁଙ୍କର ଦିନଟି ଏପରି ସମୟ ହବେ, ଯବେେ ତବେଳେେ ଜଣେ ବ୍ଯକ୍ତି ସିଂହ ମୁହଁରୁ ରକ୍ଷା ପାଇ ଭାଲୁ ଦ୍ବାରା ଆକ୍ରମିତ ହୁଏ କି ନିଜ ଘରର କାନ୍ଥ ରେ ହାତ ରଖି ବିଶ୍ରାମ ନବୋ ସମୟରେ ଦନ୍ତଘାତ ହୁଏ।
20 ସଦାପ୍ରଭୁଙ୍କର ବିଶଷଦେିନଟି ଆନନ୍ଦର ଦିନ ନ ହାଇେ ଦୁଃଖମଯ ହବେ। ଏହା ଆଲୋକିତ ନ ହାଇେ ଅନ୍ଧକାର ପୂର୍ଣ୍ଣ ହବେ।
21 "ଆମ୍ଭେ ତୁମ୍ଭମାନଙ୍କର ପର୍ବ ଦିନକୁ ଘୃଣା କରୁ। ଆମ୍ଭେ ମଧ୍ଯ ତୁମ୍ଭମାନଙ୍କ ଧାର୍ମିକ ମହାସଭାକୁ ଗ୍ରହଣ କରୁ ନାହୁଁ।
22 ଏପରିକି ତୁମ୍ଭେ ହାମବେଳି ଓ ଭୈକ୍ଷ୍ଯ ନବୈେଦ୍ଯ ଅର୍ପଣ କଲେ ହେଁ ଆମ୍ଭେ ସଗେୁଡିକୁ ଗ୍ରହଣ କରିବା ନାହିଁ। ଆଉ ମଧ୍ଯ ମଙ୍ଗଳ ବିଧାନ ପାଇଁ ବଳି ଯୋଗ୍ଯ ପୁଷ୍ଟ ପଶୁଗଣ ପ୍ରତି ଆମ୍ଭେ ଦୃଷ୍ଟି ଦବୋ ନାହିଁ।
23 ତୁମ୍ଭମାନଙ୍କର ସହେି ଉଚ୍ଚସ୍ବର ସଙ୍ଗୀତ ବନ୍ଦ କର। କାରଣ ଆମ୍ଭେ ସଗେୁଡିକୁ ଶୁଣିବାକୁ ଗ୍ଭହୁଁ ଓ ତୁମ୍ଭର ବୀଣାବାଦନଗୁଡିକ ଦୁର କର।
24 ତୁମ୍ଭର ନ୍ଯାଯ ବିଗ୍ଭରଧାରା ପ୍ରବାହିତ ଜଳ ସଦୃଶ ହବୋ ଉଚିତ୍ ଏବଂ ଧାର୍ମିକତା ଗୋଟିଏ ଝରଣା ପରି ହବୋ ଉଚିତ୍। ଯାହା କବେେ ଶୁଖେ ନାହିଁ।
25 ହେ ଇଶ୍ରାୟେଲୀୟମାନେ, ତୁମ୍ଭମାନେେ ଦୀର୍ଘ ଗ୍ଭଳିଶ ବର୍ଷ ମରୁଭୂମିରେ ଥିଲା ବେଳେ ତୁମ୍ଭର ସବୋ ଓ ବଳିଦାନ ଆମ୍ଭକୁ ଦଇେଥିଲ କି?
26 ତୁମ୍ଭେ ସିକୂତକୁ ତୁମ୍ଭର ରାଜା ରୂପେ ଏବଂ କାଯନଙ୍କୁ ତୁମ୍ଭର 'ତାରକା ସଦାପ୍ରଭୁ' ରୂପେ ତୁମ୍ଭେ ନିଜେ ତିଆରି କରିଛ।
27 ତେଣୁ ଆମ୍ଭେ ତୁମ୍ଭମାନଙ୍କୁ ଦମ୍ମେଶକ ସହରର ବହୁତ ଦୂରକୁ ବନ୍ଦୀକରି ନିର୍ବାସିତ କରାଇବା।" ସର୍ବଶକ୍ତିମାନ ପରମେଶ୍ବର ଏହି କଥା କହିଲେ।




ଅଧ୍ୟାୟ 6

1 ହେ ସିଯୋନର ଲୋକମାନେ, ଯେଉଁମାନେ ତୁମ୍ଭର ଦୁଃଖ ନାହିଁ ବୋଲି କହୁଛ ଏବଂ ଶମରିଯା ପର୍ବତ ଉପ ରେ ଥିବା ନିବାସୀ ଯେଉଁମାନେ ନିଜକୁ ନିରାପଦ ମନେ କରୁଛ, ତୁମ୍ଭମାନଙ୍କ ପାଇଁ ଏହା ଅତି ମନ୍ଦ ହବେ। ତୁମ୍ଭମାନେେ ମହାନ୍ ଦେଶର "ପ୍ରଧାନ" ଗଣ। "ଇଶ୍ରାୟେଲର ଗୃହ" ତୁମ୍ଭମାନଙ୍କର ଉପଦେଶ ପାଇଁ ତୁମ୍ଭମାନଙ୍କ ପାଖକୁ ଆସୁଛି।
2 ୟାଅ କଲନୀକୁ ଦେଖ, ସହେି ସ୍ଥାନରୁ ମହାନ୍ ନଗର ହମାତକୁ ୟାଅ। ତା'ପ ରେ ପଲେଷ୍ଟୀୟମାନଙ୍କର ଗାଥ୍ ନଗରକୁ ୟାଅ। ସହେିସବୁ କି ଏହି ରାଜ୍ଯଗୁଡିକ ଅପେକ୍ଷା ଭଲ? ଅବା ସମାନଙ୍କେର ସୀମା କି ତୁମ୍ଭମାନଙ୍କର ରାଜ୍ଯ ଅପେକ୍ଷା ବଡ।
3 ତୁମ୍ଭମାନେେ ଭାବୁଛ ଦଣ୍ତ ପାଇବାର ଦିନ ବହୁତ ଦୂର ରେ ଅଛି, ସେଥିପାଇଁ ତୁମ୍ଭେ ହିଂସାର ସହିତ ଶାସନ କରୁଛ।
4 ତୁମ୍ଭେ ଗଜଦନ୍ତ ଶୟ୍ଯା ଉପ ରେ ଶଯନ କରୁଛ ଓ ଖଟ ଉପ ରେ ନିଜର ଶରୀରକୁ ଲମ୍ବାଇ ଦେଉଛ। ତୁମ୍ଭମାନେେ ତୁମ୍ଭର ମଷେ ପଲରୁ ମଷେଶାବକର କୋମଳ ମାଂସ ଖାଉଛ ଏବଂ ସମାନଙ୍କେ ଗୁବାଳରୁ ବାଛୁରୀମାନଙ୍କୁ ଆଣୁଛ ଏବଂ ସମାନଙ୍କେୁ ଖାଉଛ। ଏହା ତୁମ୍ଭମାନଙ୍କ ପାଇଁ ବହୁତ ଖରାପ ହବେ।
5 ତୁମ୍ଭେ ବୀଣାବାଦନ କରୁଛ ଏବଂ ଦାଉଦଙ୍କ ପରି ତୁମ୍ଭର ବାଦ୍ଯୟନ୍ତ୍ରଗୁଡିକରେ ଅଭ୍ଯାସ କରୁଛ।
6 ତୁମ୍ଭେ ଦ୍ରାକ୍ଷାରସ ସୁନ୍ଦର ପାତ୍ର ରେ ପାନ କରୁଛ। ଆଉ ମଧ୍ଯ ସୁନ୍ଦର ସୁବାସିତ ପଦାର୍ଥ ବ୍ଯବହାର କରୁଛ। କିନ୍ତୁ ଯୋଷଫେର ପରିବାର ଧ୍ବଂସ ପାଉଛନ୍ତି ସେଥିପାଇଁ ଟିକିଏ ହେଲେ ଦୁଃଖ କରୁନାହିଁ।
7 ସହେି ଲୋକମାନେ ସମାନଙ୍କେର ଖଟ ଉପ ରେ ଲମ୍ବି ଶାଇେଛନ୍ତି। କିନ୍ତୁ ସମାନଙ୍କେର ସୁଖର ଦିନ ଶଷେ ହାଇେଛି। ସମାନଙ୍କେୁ ଅନ୍ୟ ରାଜ୍ଯକୁ ବନ୍ଦୀରୂପେ ନିଆୟିବ। ସମାନେେ ବନ୍ଦୀ ହାଇେ ୟିବାର ପ୍ରଥମ ବ୍ଯକ୍ତି ହବେେ।
8 ମାରେ ପ୍ରଭୁ ସଦାପ୍ରଭୁ ନିଜର ପବିତ୍ର ନାମକୁ ବ୍ଯବହାର କଲେ ଓ ଶପଥ ନେଲେ। ସଦାପ୍ରଭୁ ସର୍ବଶକ୍ତିମାନ ପରମେଶ୍ବର ଏହା ପ୍ରତିଜ୍ଞା କଲେ,
9 ସହେି ସମୟରେ ଯଦି ଗୋଟିଏ ଘ ରେ କବଳେ ଦଶଜଣ ଅଛନ୍ତି, ସମାନେେ ସମସ୍ତେ ମରିବେ।
10 ଯେତବେେଳେ ଜଣେ ଲୋକ ମରିବ, ଜଣେ ସମ୍ପକୀଯ ମୃତ ଶରୀରକୁ ନଇେ ଦାହ ଦବୋ ପାଇଁ ଆସିବ। ଏବଂ " ସେ ଘର ମଧିଅରେ ଅନ୍ୟ କିଏ ଅଛି ବୋଲି ପଗ୍ଭରିବ।" ଘର ଭିତ ରେ ଥିବା ଲୋକଟି ଉତ୍ତର କରିବ, "ନା",
11 ସଦାପ୍ରଭୁ ପରମେଶ୍ବର ଆଦେଶ ଦବେେ, ଦେଖ ବଡ ଗୃହଗୁଡିକ ଖଣ୍ତ ବିଖଣ୍ତିତ ହବେ ଏବଂ କ୍ଷୁଦ୍ର ଗୃହଗୁଡିକ େଛାଟ େଛାଟ ଖଣ୍ତ ରେ ପରିଣତ ହବେ।
12 ଅଶ୍ବମାନେ ଢଲୋ ପଥରଗୁଡିକ ଉପ ରେ ଦୌଡିବେ କି? ଆଉ ମଧ୍ଯ କୌଣସି ଲୋକ ବଳଦମାନଙ୍କୁ ସମୁଦ୍ର ରେ ହଳ କରିବା ରେ ବ୍ଯବହାର କରନ୍ତି?କିନ୍ତୁ ତୁମ୍ଭେ ସବୁ ଜିନିଷ ତଳ ଉପର ପରିବର୍ତ୍ତନ କରିଛ। ତୁମ୍ଭେ ଧାର୍ମିକକୁ ନାଗ ବିଷ ରେ ପରିଣତ କରିଛ ଏବଂ ଆଉ ଅତି ଉତ୍ତମ ନ୍ଯାଯକୁ ତୀବ୍ର ହଳାହଳ ରେ ପରିଣତ କରିଛ।
13 ତୁମ୍ଭମାନେେ ତୁଚ୍ଛା ରେ ଆନନ୍ଦ କରୁଛ। ଆଉ ତୁମ୍ଭମାନେେ କହୁଛ, "ଆମ୍ଭେ ନିଜ ତୁଚ୍ଛା ରେ ଆନନ୍ଦ ଶିଙ୍ଗ ଲାଭ କରିଅଛୁ।"
14 "କିନ୍ତୁ ହେ ଇଶ୍ରାୟେଲବାସୀ, ତୁମ୍ଭ ଦେଶ ବିରୁଦ୍ଧ ରେ ଆମ୍ଭେ ଗୋଟିଏ ଗୋଷ୍ଠୀ ଜାଗ୍ରତ କରିବା। ସହେି ଗୋଷ୍ଠୀ ତୁମ୍ଭ ସମଗ୍ର ରାଜ୍ଯ ଉପ ରେ ଦୁଃଖ କ୍ଲେଶ ଆଣିବ। ଏହି କ୍ଲେଶ ହମାତଠାରୁ ଅରାବା ମାର୍ଗ ପର୍ୟ୍ଯନ୍ତ ଲାଗି ରହିବ।" ସଦାପ୍ରଭୁ ସର୍ବଶକ୍ତିମାନ ପରମେଶ୍ବର ଏହା କୁହନ୍ତି।




ଅଧ୍ୟାୟ 7

1 ସଦାପ୍ରଭୁ ମାେତେ ଏହା ଦଖାଇେଲେ। ଦ୍ବିତୀୟବାର ଶସ୍ଯ ଉତ୍ପାଦନ ଆରମ୍ଭ ହବୋ ସମୟରେ ସେ ପଙ୍ଗପାଳ ସୃଷ୍ଟି କଲେ। ରାଜା ପ୍ରଥମବାର ଶସ୍ଯ ଅମଳ କଲାପ ରେ ଏହା ଦ୍ବିତୀୟବାର ଶସ୍ଯ ଥିଲା।
2 ପଙ୍ଗପାଳ ଦଳ ରାଜ୍ଯର ସମସ୍ତ ତୃଣ ଖାଇଗଲେ। ତା'ପ ରେ ମୁଁ କହିଲି, " ହେ ମାରେ ପ୍ରଭୁ ସଦାପ୍ରଭୁ, ମୁଁ ତୁମ୍ଭକୁ ପ୍ରାର୍ଥନା କରୁଛି। ଆମ୍ଭମାନଙ୍କୁ କ୍ଷମା କର। ଯାକୁବ କବେେ ତିଷ୍ଠିବ ନାହିଁ। କାରଣ ସେ ଅତି କ୍ଷୁଦ୍ର।"
3 ତା'ପ ରେ ସଦାପ୍ରଭୁ ତାଙ୍କର ମନ ପରିବର୍ତ୍ତନ କଲେ ଏବଂ କହିଲେ, "ଏହା ଘଟିବ ନାହିଁ।"
4 ମାରେପ୍ରଭୁ ସଦାପ୍ରଭୁ ମାେତେ ଏହିସବୁ ଦଖାଇେଲେ। ମୁଁ ଦେଖିଲି ପ୍ରଭୁ ସଦାପ୍ରଭୁ ବିଗ୍ଭର ପାଇଁ ଅଗ୍ନିକୁ ଡକାଇଲେ। ସହେି ଅଗ୍ନି ମହାସାଗରକୁ ଧ୍ବଂସ କଲା। ସେ ପୃଥିବୀକୁ ମଧ୍ଯ ଶଷେ କରିବାକୁ ଆରମ୍ଭ କଲା।
5 କିନ୍ତୁ ମୁଁ ପ୍ରାର୍ଥନା କଲି ଓ କହିଲି, " ହେ ମାରେ ସଦାପ୍ରଭୁ ପରମେଶ୍ବର, ମୁଁ ପ୍ରାର୍ଥନା କରୁଛି ବନ୍ଦ କର। ଯାକୁବ ବଞ୍ଚିବ ନାହିଁ। ସେ ଅତି କ୍ଷୁଦ୍ର।"
6 ତା'ପ ରେ ସଦାପ୍ରଭୁ ଏବିଷଯ ରେ ତାଙ୍କର ମନ ପରିବର୍ତ୍ତନ କଲେ। ସଦାପ୍ରଭୁ ପରମେଶ୍ବର କହିଲେ, "ତାହା ଘଟିବ ନାହିଁ।"
7 ସଦାପ୍ରଭୁ ଏହି ଜିନିଷ ମାେତେ ଦଖାଇେଲେ: ସଦାପ୍ରଭୁ ଗୋଟିଏ କାନ୍ଥ ନିକଟରେ ଓଳମ ଧରି ଛିଡା ହେଲେ। କାନ୍ଥ ଓଳମ ଦ୍ବାରା ସଳଖ କରାୟାଏ।
8 ସଦାପ୍ରଭୁ ମାେତେ କହିଲେ, " ହେ ଆମାଷେ କ'ଣ ଦେଖୁଛ?"
9 ଇସ୍ହାକର ଉଚ୍ଚସ୍ଥାନ ଧ୍ବଂସ ହବେ। ଇଶ୍ରାୟେଲର ପବିତ୍ର ସ୍ଥାନଗୁଡିକ ପଥର ରେ ପରିଣତ ହବେ। ଆମ୍ଭେ ଖଡ୍ଗ ଦ୍ବାରା ୟାରବିଯାମର ପରିବାରକୁ ଆକ୍ରମଣ କରିବା ଏବଂ ସମାନଙ୍କେୁ ହତ୍ଯା କରିବା। "
10 ବୈଥଲରେ ଯାଜକ ଅମତ୍ସିଯ ଏହି ବାର୍ତ୍ତା ଇଶ୍ରାୟେଲର ରାଜା ୟାରବିଯାମଙ୍କୁ ପଠାଇଲେ, "ଆମାଷେ ତୁମ୍ଭ ବିରୁଦ୍ଧ ରେ ଇଶ୍ରାୟେଲୀୟମାନଙ୍କ ମଧିଅରେ ଚକ୍ରାନ୍ତ କରୁଛନ୍ତି। ସେ ଏତେ ଅଧିକ କହୁଛନ୍ତି ଯେ ଦେଶ ତାହା ସହି ପାରୁନାହିଁ।
11 ଆମାଷେ କହୁଛନ୍ତି, 'ୟାରବିଯାମ୍ ଖଡ୍ଗ ରେ ନିହତ ହବେେ ଏବଂ ଇଶ୍ରାୟେଲର ଲୋକମାନଙ୍କୁ ଦେଶ ବାହାରକୁ ବନ୍ଦୀରୂପେ ନିଆୟିବ।"'
12 ଅମତସିଯ ମଧ୍ଯ ଆମାଷେକୁ କହିଥିଲେ, " ହେ ଦର୍ଶକ ଯିହୁଦାକୁ ୟାଅ ଓ ସଠାେ ରେ ରୋଟୀ ଉପାର୍ଜନ କର ଏବଂ ତୁମ୍ଭର ଉପଦେଶ ପ୍ରଗ୍ଭର କର।
13 କିନ୍ତୁ ଆଉ ବୈଥଲେ ରେ ପ୍ରଗ୍ଭର କରନାହିଁ। ଏହା ୟାରବିଯାମ୍ଙ୍କ ପବିତ୍ର ସ୍ଥାନ। ଏହା ଇଶ୍ରାୟେଲର ମନ୍ଦିର।"
14 ତା'ପ ରେ ଆମାଷେ ଅମତ୍ସିଯଙ୍କୁ ଉତ୍ତର ଦେଲେ, "ମୁଁ ଜଣେ ପଷୋଦାର ଭବିଷ୍ଯତବକ୍ତା ନୁହେଁ। ଆଉ ମଧ୍ଯ ମୁଁ ଭବିଷ୍ଯତବକ୍ତାର ପରିବାରରୁ ଆସିନାହିଁ। ମୁଁ କବଳେ ମଷେପାଳନ କରେ ଓ ଡିମିରି ବୃକ୍ଷର ଯତ୍ନ ନିଏ।
15 ମୁଁ ଜଣେ ମଷେପାଳକ ଥିଲି ଓ ସଦାପ୍ରଭୁ ମାେତେ ଆଣି କହିଲେ, 'ୟାଅ ଓ ଇଶ୍ରାୟେଲର ଲୋକମାନଙ୍କ ମଧିଅରେ ଭବିଷ୍ଯତବାଣୀ ପ୍ରଗ୍ଭର କର।'
16 ତେଣୁ ସଦାପ୍ରଭୁଙ୍କ ବାର୍ତ୍ତା ଶୁଣ। ତୁମ୍ଭେ ମାେତେ କହୁଛ, 'ଇଶ୍ରାୟେଲ ବିରୁଦ୍ଧ ରେ ଭବିଷ୍ଯତ ବାକ୍ଯ ପ୍ରଗ୍ଭର କରନାହିଁ। ଇସ୍ହାକ ପରିବାର ବିରୁଦ୍ଧ ରେ ମଧ୍ଯ ପ୍ରଗ୍ଭର କରନାହିଁ।'
17 କିନ୍ତୁ ସଦାପ୍ରଭୁ କୁହନ୍ତି, 'ତୁମ୍ଭର ସ୍ତ୍ରୀ ନଗର ମଧିଅରେ ଜଣେ ଗଣିକା ହବେ। ତୁମ୍ଭର ପୁତ୍ରକନ୍ଯାଗଣ ଖଡ୍ଗ ରେ ନିହତ ହବେେ। ଅନ୍ୟ ଲୋକମାନଙ୍କୁ ତୁମ୍ଭ ରାଜ୍ଯରୁ ନିଆୟିବ ଏବଂ ସମାନଙ୍କେ ନିଜ ନିଜ ମଧିଅରେ ବିଭାଗ କରାୟିବ। ଆଉ ମଧ୍ଯ ତୁମ୍ଭେ ବିଦେଶ ରେ ମୃତ୍ଯୁବରଣ କରିବ। ଇଶ୍ରାୟେଲର ଲୋକମାନେ ନିଶ୍ଚିତ ଏଦେଶରୁ ବନ୍ଦୀରୂପେ ବିତାଡିତ ହବେେ।"'




ଅଧ୍ୟାୟ 8

1 ସଦାପ୍ରଭୁ ମାେତେ ଏହା ଦଖାଇେଲେ, ମୁଁ ଏକଡାଲା ଗ୍ରୀଷ୍ମକାଳୀନ ଫଳ ଦେଖିଲି।
2 ସଦାପ୍ରଭୁ ମାେତେ ପଚାରିଲେ, " ହେ ଆମାଷେ, ତୁମ୍ଭେ କ'ଣ ଦେଖୁଛ?"
3 ପୁଣି ମନ୍ଦିର ଗୀତ ଦୁଃଖପୂର୍ଣ୍ଣ ମୃତ୍ଯୁକାଳୀନ ସଙ୍ଗୀତ ରେ ପରିଣତ ହବେ। ସଦାପ୍ରଭୁ, ମାରେ ପ୍ରଭୁ ଏହା କହିଲେ: ସବୁ ସ୍ଥାନ ରେ ମୃତ ଶରୀର ପଡିରହିବ। ନୀରବ ରେ ଲୋକମାନେ ସହେି ଶବଗୁଡିକୁ ନଇେ ଏକ ସ୍ଥାନ ରେ ପକାଇବେ।"
4 ମାେ କଥା ଶୁଣ! ହେ ଦେଶର ଦରିଦ୍ରମାନଙ୍କୁ ବିନଷ୍ଟ କରୁଥିବା ଓ ଅସହାୟମାନଙ୍କୁ ଦଳି ଦେଉଥିବା ଲୋକମାନେ,
5 ତୁମ୍ଭେ ବ୍ଯବସାଯୀଗଣ କହୁଛ, "କେତବେେଳେ ଅମାବାସ୍ଯା ଗତ ହବେ ଓ ଆମ୍ଭମାନେେ ଆମ୍ଭର ଶସ୍ଯ ବୀକ୍ରି କରିବୁ? ପୁଣି କେତବେେଳେ ବିଶ୍ରାମଦିନ ଗତ ହବେ, ଆମ୍ଭେ ଆମ୍ଭର ଗହମ ବୀକ୍ରିପାଇଁ ଆଣିବୁ? ଆମ୍ଭମାନେେ ଓଜନର ମାପ କମାଇବୁ ଏବଂ ଜିନିଷର ମୂଲ୍ଯ ବୃଦ୍ଧି କରିବୁ। ଆମ୍ଭମାନେେ ତରାଜୁକୁ କମ୍ ବେଶୀକରି ଲୋକମାନଙ୍କୁ ଠକିବୁ।
6 ଆଉ ଦରିଦ୍ର ଲୋକମାନେ ସମାନଙ୍କେର ଋଣ ପରିଶାଧେ କରିପାରିବେ ନାହିଁ, ତେଣୁ ଆମ୍ଭେ ସମାନଙ୍କେୁ କ୍ରୀତଦାସ ରୂପେ କିଣିବୁ। ସହେି ଅସହାୟ ଲୋକମାନଙ୍କୁ ଏକହଳ ପାଦୁକା ବଦଳ ରେ କିଣି ପାରିବୁ। ହାୟ! ପରିତ୍ଯକ୍ତ ଗହମ ପରି ସହେି ଦରିଦ୍ର ବ୍ଯକ୍ତିମାନଙ୍କୁ ବୀକ୍ରି କରିବୁ।"
7 ସଦାପ୍ରଭୁ ଯାକୁବର ଗର୍ବକୁ ନଇେ ଶପଥ କରି କହିଲେ, " ସହେି ଲୋକମାନେ ଯାହା କଲେ ଆମ୍ଭେ କବେେ ତାହା ପାଶୋରି ପାରିବା ନାହିଁ।
8 ସହେି ୟୋଗୁ ସମଗ୍ରଦେଶ ଥରିବ। ସହେି ରାଜ୍ଯ ରେ ବାସ କରୁଥିବା ପ୍ରେତ୍ୟକକ ଲୋକ ମୃତ ଲୋକଙ୍କ ପାଇଁ ବିଳାପ କରିବେ। ମିଶର ନୀଳନଦୀ ପରି ସମଗ୍ର ଦେଶଟିର ଉତ୍ଥାନ ପତନ ଘଟିବ। ଆଉ ଦେଶଟି ଆନ୍ଦୋଳିତ ହବେ।"
9 ସଦାପ୍ରଭୁ ଏହା କହିଥିଲେ: " ସଦେିନ ମଧ୍ଯାହ୍ନ ରେ ସୂର୍ୟ୍ଯଙ୍କୁ ଅସ୍ତ କରାଇବା ଓ ଏକ ନିର୍ମଳ ଦିନ ରେ ପୃଥିବୀକୁ ଅନ୍ଧକାରମଯ କରାଇବା।
10 ତୁମ୍ଭର ଅବସର ଦିନକୁ ମୃତ ଲୋକର ଶୋକ ଦିବସ ରେ ପରିଣତ କରାଇବା ଏବଂ ତୁମ୍ଭର ସମସ୍ତ ସଙ୍ଗୀତ ମୃତ ଲୋକଙ୍କ ବିଳାପ ରେ ପରିଣତ ହବେ। ଆମ୍ଭେ ସମସ୍ତଙ୍କୁ ଦୁଃଖ ବସ୍ତ୍ର ପରିଧାନ କରାଇବା ଓ ସମସ୍ତଙ୍କର ମସ୍ତକକୁ ଲଣ୍ତା କରାଇବା। ଗୋଟିଏ ଲୋକର ଏକମାତ୍ର ସନ୍ତାନର ମୃତ୍ଯୁ ରେ ଯେପରି ଆକୁଳ କ୍ରନ୍ଦନ କରାୟାଏ ସହେିପରି କରୁଣ ବିଳାପ କରାଇବା। ଏହା ଅତି ଦୁଃଖର ଅନ୍ତିମ ପରିଣତି ହବେ।"
11 ସଦାପ୍ରଭୁ କୁହନ୍ତି:
12 ଲୋକମାନେ ଗୋଟିଏ ସମୁଦ୍ରରୁ ଅନ୍ୟ ଗୋଟିଏ ସମୁଦ୍ର ପର୍ୟ୍ଯନ୍ତ ଏବଂ ଉତ୍ତର ଦିଗରୁ ପୂର୍ବ ଦିଗକୁ ଭ୍ରମଣ କରିବେ। ସମାନେେ ସଦାପ୍ରଭୁଙ୍କର ବାର୍ତ୍ତା ଏଣତେଣେେ ଖାଜେି ବୁଲିବେ, ମାତ୍ର ତାହା ପାଇବେ ନାହିଁ।
13 ସେତବେେଳେ ସୁନ୍ଦର ୟୁବକଗଣ ଓ ସୁନ୍ଦରୀ ରମଣୀମାନେ ତୃଷା ରେ ଦୁର୍ବଳ ହାଇେ ପଡିବେ। ଶମରିଯାର ପାପ ପାଇଁ ସମାନେେ ଶପଥ ନଇେ କହିବେ, ' ହେ ଦାନ୍ ଯେପରି ତୁମ୍ଭର ପରମେଶ୍ବର ନିଶ୍ଚିତ ଜୀବିତ' ଓ 'ବେର୍ଶବୋର ପ୍ରଭୁ ନିଶ୍ଚିତ ଜୀବିତ, ସମାନଙ୍କେର ନିଶ୍ଚିତ ପତନ ଘଟିବ ଓ ସମାନେେ କବେେ ଉଠି ପାରିବେ ନାହିଁ।"
14




ଅଧ୍ୟାୟ 9

1 ସେ କହିଲେ, ମୁଁ ମାରେ ପ୍ରଭୁଙ୍କୁ ୟଜ୍ଞବଦେୀ ଉପ ରେ ଦଣ୍ତାଯମାନ ହବୋର ଦେଖିଲି। ସେ କହିଲେ, "ସ୍ତମ୍ଭର ଅଗ୍ରଭାଗକୁ ଆଘାତ କର ଯେପରିକି ଅଟ୍ଟାଳିକାର ଦ୍ବାର ଦେଶ ଥରି ଉଠିବ। ସ୍ତମ୍ଭଟିକୁ ଲୋକମାନଙ୍କ ମୁଣ୍ତ ଉପ ରେ ପକାଅ। ଯଦି ଏଥିରୁ କହେି ବଞ୍ଚିବ ଆମ୍ଭେ ତାକୁ ଖଡ୍ଗ ରେ ଚ୍ଛଦନେ କରିବା। ଦୌଡି ୟାଇଥିବା ଲୋକ ମଧ୍ଯ ରକ୍ଷା ପାଇବ ନାହିଁ। ଜଣେ ହେଲେ ବଞ୍ଚିବେ ନାହିଁ।
2 ଯଦି ସମାନେେ ଭୂମି ଖାେଳି ପାତାଳକୁ ଯିବେ, ସଠାରୁେ ମଧ୍ଯ ଆମ୍ଭେ ସମାନଙ୍କେୁ ଟାଣି ଆଣିବା। ଯଦି ସମାନେେ ସ୍ବର୍ଗକୁ ୟାଆନ୍ତି, ଆମ୍ଭେ ସମାନଙ୍କେୁ ସହେି ସ୍ଥାନରୁ ମଧ୍ଯ ତଳକୁ ଖସାଇ ଆଣିବା।
3 ଯଦି ସମାନେେ ନିଜକୁ କର୍ମିଲ ଶୃଙ୍ଗ ରେ ଲୁଗ୍ଭନ୍ତି, ଆମ୍ଭେ ସମାନଙ୍କେୁ ଖାଜେି ସଠାରୁେ ମଧ୍ଯ ଧରି ଆଣିବା। ଯଦି ସମାନେେ ସମୁଦ୍ରର ନିମ୍ନ ଭାଗ ରେ ଲୁଚି ରହନ୍ତି, ତବେେ ଆମ୍ଭେ ସର୍ପକୁ ଆଦେଶ ଦବୋ ଓ ସହେି ସର୍ପ ସମାନଙ୍କେୁ ଦଂଶନ କରିବ।
4 ଯଦି ସମାନେେ ଧରା ହାଇେ ଶତୃମାନଙ୍କ ଦ୍ବାରା ବନ୍ଦୀ ହବେେ ତଥାପି ଖଡ୍ଗକୁ ଆଦେଶ ଦବୋ, ସେ ସମାନଙ୍କେୁ ହତ୍ଯା କରିବ। ଆମ୍ଭେ ସମାନଙ୍କେ ଉପ ରେ ଦୃଷ୍ଟି ରଖିବା କିନ୍ତୁ ଆମ୍ଭେ ସମାନଙ୍କେୁ ଦୁଃଖ ଦବୋ ପାଇଁ ଲକ୍ଷ୍ଯ ରଖିବା। ସମାନଙ୍କେୁ ଉତ୍ତମ ଜିନିଷ ଦବୋପାଇଁ ଲକ୍ଷ୍ଯ ରଖିବା ନାହିଁ।"
5 ମାରେପ୍ରଭୁ ସଦାପ୍ରଭୁ ସର୍ବଶକ୍ତିମାନ ପୃଥିବୀକୁ ସ୍ପର୍ଶ କରିବେ ଏବଂ ତାହା ତରଳି ୟିବ। ତତ୍ପ ରେ ସଠାେ ରେ ବାସ କରୁଥିବା ସମସ୍ତ ଲୋକ ମୃତ ଲୋକଙ୍କ ପାଇଁ ବିଳାପ କରିବେ। ମିଶରର ନୀଳନଦୀ ପରି ସହେି ଭୂମିର ଉତ୍ଥାନ ପତନ ଘଟିବ।
6 ସଦାପ୍ରଭୁ ଆକାଶର ଉର୍ଦ୍ଧ ରେ ତାଙ୍କର ପ୍ରାସାଦ ନିର୍ମାଣ କରିଛନ୍ତି। ସେ ପୃଥିବୀ ଉପ ରେ ଗୋଦାମ ଘର ନିର୍ମାଣ କରିଛନ୍ତି। ସେ ସମୁଦ୍ରକୁ ଡାକନ୍ତି ଏବଂ ପାଣି ପୃଥିବୀ ଉପ ରେ ଢାଳନ୍ତି। ତାଙ୍କର ନାମ ୟିହୋବାଃ
7 ସଦାପ୍ରଭୁ ଏହା କୁହନ୍ତି, " ହେ ଇଶ୍ରାୟେଲ ସନ୍ତାନମାନେ, ତୁମ୍ଭମାନେେ ଆମ୍ଭ ନିକଟରେ କୂଶୀଯ ସନ୍ତାନମାନଙ୍କ ତୁଲ୍ଯ। ଆମ୍ଭେ ମିଶରରୁ ଇଶ୍ରାୟେଲକୁ, କପ୍ତୋରରୁ ପଲେଷ୍ଟୀୟକୁ ଓ ବୀରଦେଶରୁ ଅରାମୀଯମାନଙ୍କୁ ଆଣିଅଛୁ।"
8 ସଦାପ୍ରଭୁ, ମାରେ ପ୍ରଭୁ ପାପପୂର୍ଣ୍ଣ ରାଜ୍ଯ ଇଶ୍ରାୟେଲ ଉପ ରେ ଦୃଷ୍ଟି ରଖିଛନ୍ତି। ସଦାପ୍ରଭୁ କହିଲେ, "ଆମ୍ଭେ ପୃଥିବୀରୁ ଇଶ୍ରାୟେଲକୁ ମୂଳପୋଛ କରିଦବୋ। କିନ୍ତୁ କବେେ ଯାକୁବ ପରିବାରକୁ ସମ୍ପୂର୍ଣ୍ଣ ଭାବରେ ଧ୍ବଂସ କରିବା ନାହିଁ।
9 ଆମ୍ଭେ ଇଶ୍ରାୟେଲର ଧ୍ବଂସ ପାଇଁ ଆଦେଶ ଦବୋ। ଆମ୍ଭେ ଇଶ୍ରାୟେଲବାସୀଙ୍କୁ ସମଗ୍ର ଦେଶଗୁଡିକରେ ବିକ୍ଷିପ୍ତ ଭାବରେ ବିଚ୍ଛୁରିତ କରିବା। ଏହା ଗ୍ଭଲୁଣି ରେ ଅଟା ଚଲାଇଲା ପରି ହବେ। ଫସଲର ଏକ କଣିକା ଧରିତ୍ରୀ ଉପ ରେ ପଡିବ ନାହିଁ। ଯାକୁବଙ୍କର ପରିବାର ସହେିପରି ଭାବରେ ସବୋ କରିବେ।
10 ଆମ୍ଭ ଲୋକମାନଙ୍କ ମଧିଅରେ ପାପୀଗଣ କହିବେ, 'ଆମ୍ଭ ପ୍ରତି କିଛି ମନ୍ଦ ଘଟିବ ନାହିଁ।' କିନ୍ତୁ ସେ ସମସ୍ତ ଲୋକ ଖଡ୍ଗ ରେ ନିହତ ହବେେ।"
11 "ଦାଉଦଙ୍କର ପତିତ ତମ୍ବୁକୁ ଆମ୍ଭେ ପୁନର୍ବାର ଉଠାଇବା। ଆମ୍ଭେ କାନ୍ଥ ରେ ଥିବା କଣାସବୁ ବନ୍ଦ କରିବା। ଆମ୍ଭେ ବିଧ୍ବସ୍ତ ହାଇେଥିବା ଅଟ୍ଟାଳିକାଗୁଡିକୁ ପୁନର୍ବାର ନିର୍ମାଣ କରିବା ଓ ସେ ଗୁଡିକ ପୂର୍ବପରି ତମ୍ବୁ ନିର୍ମିତ ହବେ।
12 ତା'ପ ରେ ଇଦୋମର ଯାହାସବୁ ଛଡା ହାଇେଥିବ, ଆମ୍ଭ ଲୋକମାନେ ଅଧିକାର କରିବେ ଏବଂ ସମସ୍ତ ଜାତିଗୁଡିକ ଆମ୍ଭ ନାମ ନବେେ।" ସଦାପ୍ରଭୁ ଏହା କହିବେ ଓ ସହେି ସମସ୍ତ ଘଟାଇବେ।
13 ସଦାପ୍ରଭୁ ପୁଣି କୁହନ୍ତି, "ସମୟ ଆସୁଛି ଯେତବେେଳେ ପ୍ରଚୁର ଅମଳ ହବେ ଏବଂ ତାହା ଶସ୍ଯ ଲଗାଇବା ସମୟ ପର୍ୟ୍ଯନ୍ତ ମଧ୍ଯ କ୍ଷେତ୍ର ରେ ଥିବ। ଏତେ ଦ୍ରାକ୍ଷାଫଳ ହବେ ଯେ, ନୂତନ ଦ୍ରାକ୍ଷାଲତା ଲଗାଇବା ସମୟ ପୂର୍ବରୁ ତଥାପି ଦ୍ରାକ୍ଷାରସ ପ୍ରସ୍ତୁତ ହାଇେ ପାରିବ ନାହିଁ। ଏବଂ ମଧୁର ଦ୍ରାକ୍ଷାରସ ପର୍ବତରୁ ବହିବ।
14 ଆମ୍ଭେ ଇଶ୍ରାୟେଲକୁ ବନ୍ଦୀରୁ ମୁକ୍ତ କରିବା ଏବଂ ସମାନଙ୍କେୁ ସମାଙ୍କେର ଭୂମିକୁ ଫରୋଇ ଆଣିବା। ସମାନେେ ଧ୍ବଂସ ବିଧ୍ବଂସ ନଗରଗୁଡିକୁ ପୁନଃନିର୍ମାଣ କରିବେ ଏବଂ ସହେି ନଗରୀ ରେ ବାସ କରିବେ। ସମାନେେ ଦ୍ରାକ୍ଷାବୃକ୍ଷ କ୍ଷତେ ରେ ରୋପଣ କରିବେ ଏବଂ ଦ୍ରାକ୍ଷାରସ ପିଇବେ, ଯାହା ସଠାେକାର ଦ୍ରାକ୍ଷାଫଳରୁ ପ୍ରସ୍ତୁତ ହୁଏ। ସମାନେେ ମଧ୍ଯ ଗ୍ଭଷ କରିବେ ଓ ଉତ୍ପାଦିତ ଶସ୍ଯକୁ ଭକ୍ଷଣ କରିବେ।
15 ଆମ୍ଭେ ଆପଣା ଲୋକମାନଙ୍କୁ ତାଙ୍କ ନିଜ ଭୂମିରେ ସ୍ଥାପନ କରିବା। ଆମ୍ଭେ ଯେଉଁ ଭୂମି ସମାନଙ୍କେୁ ଦଇେଛୁ, ସମାନେେ ଯେପରି ତାଙ୍କ ଭୂମିରୁ କବେେ ବିତାଡିତ ହବେେ ନାହିଁ।" ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଏହା କୁହନ୍ତି।