ମୀଖା

ଅଧ୍ୟାୟ: 1 2 3 4 5 6 7


-Reset+

ଅଧ୍ୟାୟ 1

1 ସଦାପ୍ରଭୁଙ୍କ ବାଣୀ ମୀଖାଙ୍କ ନିକଟକୁ ଆସିଥିଲା। ଯୋଥମ, ଆହସ ଓ ହିଜକିଯ ରାଜାମାନଙ୍କ ସମୟରେ ଏହି ବାଣୀ ଆସିଥିଲା। ଏମାନେ ସବୁ ଯିହୁଦାର ରାଜା ଥିଲେ ଓ ମୀଖା ଥିଲେ ମାେ ରେଷ୍ଟୀଯ। ସେ ଶମରିଯା ଓ ୟିରୁଶାଲମ ବିଷଯ ରେ ଏହି ଦର୍ଶନ ଲାଭ କଲେ।
2 ହେ ସମସ୍ତ ଲୋକେ, ଶୁଣ! ହେ ପୃଥିବୀ ଓ ତନ୍ମଧ୍ଯସ୍ଥ ସମସ୍ତେ ଶୁଣ। ମାରେ ପ୍ରଭୁ ସଦାପ୍ରଭୁ ତାଙ୍କର ପବିତ୍ର ମନ୍ଦିରରୁ ଆସିବେ। ତୁମ୍ଭମାନଙ୍କ ବିରୁଦ୍ଧ ରେ ସେ ସାକ୍ଷ୍ଯ ସ୍ବରୂପ ଆସିବେ।
3 ଦେଖ, ସଦାପ୍ରଭୁ ତାଙ୍କ ସ୍ଥାନରୁ ବାହାରି ଆସୁଛନ୍ତି। ସେ ଏହି ଭୂମିର ଉଚ୍ଚସ୍ଥାନମାନଙ୍କ ରେ ବିଚରଣ କରିବାକୁ ଓହ୍ଲାଇ ଆସୁଛନ୍ତି।
4 ତାଙ୍କର ଆଗମନ ରେ ପର୍ବତଗୁଡିକ ଅଗ୍ନି ନିକଟରେ ମହମ ତରଳିଲା ପରି ତରଳି ୟିବ। ଉପତ୍ୟକାଗୁଡିକ ବିଦୀର୍ଣ୍ଣ ହବେ ଏବଂ ଜଳ ଗଡାଣି ରେ ବହିଲା ପରି ନିମ୍ନକୁ ଗଡି ଆସିବ।
5 କାରଣ ଯାକୁବ ଓ ଇଶ୍ରାୟେଲ ବଂଶର ପାପ ଯୋଗୁଁ ଏହା ଘଟିଅଛି।
6 ତେଣୁ ଆମ୍ଭେ ଶମରିଯାକୁ ଧ୍ବଂସ କରିବା ଓ ଏହା ଦ୍ରାକ୍ଷାଲତା ରୋପଣର କ୍ଷେତ୍ର ରେ ପରିଣତ କରିବା। କବଳେ ତା'ର ମୂଳଦୁଆକୁ ଛାଡି ଆମ୍ଭେ ଶମରିଯାର ସମସ୍ତ ପଥରଗୁଡିକୁ ଉପତ୍ୟକା ଭିତରକୁ ଫିଙ୍ଗିବା।
7 ଏହି, ତା'ର ସମସ୍ତ ମୂର୍ତ୍ତି ଖଣ୍ତ ବିଖଣ୍ତିତ ହବେ। ଶମରିଯାର ସମସ୍ତ ଧନ ଅଗ୍ନି ରେ ଦଗ୍ଧ କରାୟିବ। ସହେି ଭଣ୍ତ ଦବେତାର ମୂର୍ତ୍ତିଗୁଡିକୁ ଧ୍ବଂସ କରାୟିବ। କାରଣ ଶମରିଯା ତା'ର ସମସ୍ତ ଧନ ଆମ୍ଭ ପ୍ରତି ଅବିଶ୍ବସ୍ତ ହାଇେ ଅର୍ଜନ କରିଛି। ସେଥିପାଇଁ ଶମରିଯାର ଧନସମ୍ପଦସବୁ ବାହାର କରି ନିଆୟିବ ଏବଂ ପୁଣି ବେଶ୍ଯାମାନଙ୍କର ମଜୁରି ରୂପେ ତାହା ବ୍ଯବହାର କରାୟିବ।
8 ଯାହାସବୁ ଘଟିବ ମୁଁ ସେଥିପାଇଁ ଦୁଃଖିତ ହବେି। ମୁଁ ବିବସ୍ତ୍ର ହାଇେ ଖାଲି ପାଦ ରେ ବୁଲିବି। ମୁଁ ଗୋଟିଏ ଶୃଗାଳ ପରି ବିଳାପ କରିବି ଓ ଓଟପକ୍ଷୀ ପରି ଶାେକ କରିବି।
9 ଶମରିଯାର କ୍ଷତ କବେେ ପୂରଣ ହବେ ନାହିଁ। ତା'ର ପାପ ଯିହୁଦା ପର୍ୟ୍ଯନ୍ତ ବ୍ଯାପି ଅଛି। ଆଉ ମଧ୍ଯ ତାହା ମାେ ଲୋକମାନଙ୍କର ନଗରଦ୍ବାର ୟିରୁଶାଲମ ପର୍ୟ୍ଯନ୍ତ ବ୍ଯାପିଅଛି।
10 ଗାଥ ନଗର ରେ ଏହା ଜଣାଅ ନାହିଁ। ଆଦୌ ବିଳାପ କରନାହିଁ। ବୈଥ୍-ଲି-ଅଫ୍ରା ରେ ନିଜେ ଧୂଳି ରେ ଗଡ।
11 ହେ ଶାଫୀର ନିବାସୀଗଣ, ଉଲଗ୍ନ ଓ ଲଜ୍ଜିତ ହାଇେ ତୁମ୍ଭମାନଙ୍କର ରାସ୍ତା ଅତିକ୍ରମ କର। ହେ ସାନନ ନିବାସୀଗଣ, ତୁମ୍ଭମାନେେ ବାହାରକୁ ବାହାରିବ ନାହିଁ। ହେ ବୈଥେତ୍ସଲର ନିବାସୀଗଣ, ତୁମ୍ଭମାନଙ୍କଠାରୁ ତୁମ୍ଭମାନଙ୍କର ସୁରକ୍ଷା କାଢି ନିଆ ହବୋ ପରି ତୁମ୍ଭମାନେେ ଶାେକ କରିବ।
12 ମାରୋତ୍ ନିବାସୀ ସୁସମ୍ବାଦକୁ ଅପେକ୍ଷା କରି ବିବ୍ରତ ହୁଅନ୍ତି। କାରଣ ୟିରୁଶାଲମର ଦ୍ବାରଦେଶ ପର୍ୟ୍ଯନ୍ତ ସଦାପ୍ରଭୁଙ୍କଠାରୁ ଦୁଃଖ ଆସିଅଛି।
13 ହେ ଲାଖୀଶର ନିବାସୀଗଣ, ଦ୍ରୁତଗାମୀ ଅଶ୍ବକୁ ନଇେ ରଥରେ ବାନ୍ଧି। ସିଯୋନର ପାପ ଲାଖୀଶ ରେ ଆରମ୍ଭ ହେଲା, କାରଣ ତୁମ୍ଭମାନେେ ଇଶ୍ରାୟେଲର ପାପକୁ ଅନୁସରଣ କଲ।
14 ତେଣୁ ତୁମ୍ଭେ ଗାଥ୍ ରେ ମାେ ରଷେତ୍କୁ ବିଦାଯକାଳୀନ ଦାନ ଦବେ। ଅକ୍ଷୀବର ଗୃହଗୁଡିକ ଇଶ୍ରାୟେଲର ରାଜାମାନଙ୍କ ପ୍ରତି ପ୍ରବଞ୍ଚନା ତୁଲ୍ଯ ହବେ।
15 ହେ ମା ରଶାେ ନିବାସୀ, ତୁମ୍ଭମାନଙ୍କ ବିରୁଦ୍ଧ ରେ ଏକ ବ୍ଯକ୍ତିକୁ ଆଣିବି, ୟିଏକି ତୁମ୍ଭମାନଙ୍କର ସମସ୍ତ ଅଧିକାର କରିବ। ଇଶ୍ରାୟେଲର ଗୌରବ ଅଦୁଲ୍ଲମକୁ ଆସିବ।
16 ଏଥିପାଇଁ ତୁମ୍ଭମାନେେ ତୁମ୍ଭର ମସ୍ତକକୁ ଲଣ୍ତା କର। ତୁମ୍ଭର ପ୍ରିଯ ସନ୍ତାନମାନଙ୍କ ପାଇଁ ବିଳାପ କର, ଶାଗୁଣା ପକ୍ଷୀପରି ମସ୍ତକ ମୁଣ୍ତନ କରି ତୁମ୍ଭର ଦୁଃଖ ଭାବକୁ ଦଖାେଅ କାରଣ ତୁମ୍ଭର ସନ୍ତାନମାନଙ୍କୁ ତୁମ୍ଭଠାରୁ କାଢି ନିଆୟିବ।




ଅଧ୍ୟାୟ 2

1 ଯେଉଁମାନେ ପାପ ଚିନ୍ତା କରନ୍ତି, ଦୁଃଖ ଦୁର୍ଦ୍ଦଶା ସମାନଙ୍କେ ନିକଟକୁ ଆ ସେ। ସହେି ଲୋକମାନେ ନିଜ ନିଜ ଶୟ୍ଯା ଉପ ରେ ପଡିରହି ମନ୍ଦ କଥା ଚିନ୍ତା କରନ୍ତି। ଯେତବେେଳେ ପ୍ରଭାତ ହୁଏ, ପାଞ୍ଚିଥିବା ମନ୍ଦ କଥାକୁ କାର୍ୟ୍ଯକାରୀ କରନ୍ତି। କାରଣ ସହଜ ରେ ସେ କାର୍ୟ୍ଯ କରିବାକୁ ତାଙ୍କର ସେ ଶକ୍ତି ଥାଏ।
2 ସମାନେେ କ୍ଷତେ ଗ୍ଭହାଁନ୍ତି, ତାହା ଅନ୍ୟମାନଙ୍କଠାରୁ ହରଣ କରନ୍ତି। ସମାନେେ ଗୃହ ଗ୍ଭହାଁନ୍ତି, ଅନ୍ୟଠାରୁ ଛଡାଇ ନିଅନ୍ତି। ସମାନେେ ମଧ୍ଯ ଅନ୍ୟର ଗୃହ ଅପହରଣ କରିବାକୁ ଲୋକମାନଙ୍କୁ ଠକନ୍ତି। ଆଉ ମଧ୍ଯ ସମାନେେ ଲୋକମାନଙ୍କୁ ପ୍ରତାରଣା କରି ସମାନଙ୍କେର ଭୂମି ଅପହରଣ କରନ୍ତି।
3 ଏଥିପାଇଁ ସଦାପ୍ରଭୁ କୁହନ୍ତି, " ଦେଖ, ଏହି ପରିବାର ବିରୁଦ୍ଧ ରେ ମୁଁ ଅମଙ୍ଗଳ ଚିନ୍ତା କରୁଛି। ତୁମ୍ଭମାନେେ ନିଜକୁ ରକ୍ଷା କରିବାକୁ ସମର୍ଥ ହବେ ନାହିଁ। ତୁମ୍ଭମାନେେ ଗର୍ବର ସହିତ ବହୁ ଦୂର ଗ୍ଭଲିୟାଇପାରିବ ନାହିଁ। କାରଣ, ଦୁଃସମୟ ଆସୁଅଛି।
4 ତା'ପ ରେ ଲୋକମାନେ ତୁମ୍ଭ ବିରୁଦ୍ଧ ରେ ଗୀତ ଗାଇବେ। ତାହା ଏକ ଦୁଃଖର ସଙ୍ଗୀତ ହବେ। ସମାନେେ ବିଳାପ କରି କହିବେ, 'ଆମ୍ଭମାନେେ ଧ୍ବଂସ ହାଇଗେଲୁ, ସଦାପ୍ରଭୁ ଆମ୍ଭର ଭୂମି ନଇଗେଲେ ଏବଂ ଅନ୍ୟ ଲୋକକୁ ତାହା ଦେଲେ। ଆମ୍ଭର ଭୂମିକୁ ଭାଗଭାଗ କରି ଶତୃମାନଙ୍କୁ ବାଣ୍ଟି ଦେଲେ।
5 ତେଣୁ ଆମ୍ଭମାନେେ ଜମିସବୁ ମାପିବାକୁ କ୍ଷମ ହବେୁ ନାହିଁ ଏବଂ ସଦାପ୍ରଭୁଙ୍କ ଲୋକମାନଙ୍କ ମଧିଅରେ ବାଣ୍ଟି ପାରିବୁ ନାହିଁ।"'
6 ଲୋକେ କୁହନ୍ତି, "ତୁମ୍ଭେ ସଦାପ୍ରଭୁଙ୍କ ବାକ୍ଯ ପ୍ରଗ୍ଭର କର ନାହିଁ। ଆମ୍ଭମାନଙ୍କୁ ସେ ଅମଙ୍ଗଳ ବାକ୍ଯ କୁହ ନାହିଁ। ଆମ୍ଭମାନଙ୍କର କୌଣସି ଅମଙ୍ଗଳ ଘଟିବ ନାହିଁ।"
7 ହେ ଯାକୁବ ବଂଶ, ଆମ୍ଭେ ଏହିସବୁ ନିଶ୍ଚଯ କହିବା। କାରଣ ତୁମ୍ଭମାନେେ ଯେଉଁ ମନ୍ଦକାର୍ୟ୍ଯ କରିଛ, ସେଥିପାଇଁ ସଦାପ୍ରଭୁ ତାଙ୍କର ର୍ଧୈୟ୍ଯ ହରାଇଛନ୍ତି। ତୁମ୍ଭେ ଯଦି ଉଚିତ କର୍ମ କରିବ, ଆମ୍ଭର ବାକ୍ଯ ତୁମ୍ଭ ପାଇଁ ମଙ୍ଗଳକର ହବେ।
8 କିନ୍ତୁ ତୁମ୍ଭମାନେେ ଆମ୍ଭର ଲୋକମାନଙ୍କ ପ୍ରତି ଶତୃ ତୁଲ୍ଯ ହାଇେଛ। ପଥଗ୍ଭରୀମାନଙ୍କର ଉତ୍ତରୀଯ ବସ୍ତ୍ର ତୁମ୍ଭମାନେେ ଛଡାଇ ନଇେଛ। ସହେି ଲୋକମାନେ ନିରାପଦ ବୋଲି ଚିନ୍ତା କରନ୍ତି। କିନ୍ତୁ ତୁମ୍ଭମାନେେ ୟୁଦ୍ଧ ବନ୍ଦୀ ସଦୃଶ ସମାନଙ୍କେଠାରୁ ସମସ୍ତ ଛଡାଇ ନିଅ।
9 ଆମ୍ଭ ଲୋକମାନଙ୍କର ନାରୀଗଣଙ୍କୁ ସମାନଙ୍କେର ରମଣୀଯ ଗୃହଗୁଡିକର ତୁମ୍ଭେ ଅପହରଣ କରିଛ। ଆଉ ମଧ୍ଯ ତୁମ୍ଭେ ସମାନଙ୍କେର େଛାଟ ସନ୍ତାନମାନଙ୍କଠାରୁ ମାରେ ଗୌରବ ଚିରଦିନ ପାଇଁ କାଢି ନଇେଛ।
10 ତୁମ୍ଭମାନେେ ଉଠ ଏବଂ ଏସ୍ଥାନକୁ ପରିତ୍ଯାଗ କର। ଏ ସ୍ଥାନ ତୁମ୍ଭର ବିଶ୍ରାମଗୃହ ନୁହେଁ। କାରଣ ତୁମ୍ଭମାନେେ ଏହାର ପ୍ରତିଦ୍ବନ୍ଦୀ ହାଇେଛ। ତୁମ୍ଭେ ମଧ୍ଯ ଏହାକୁ କଳୁଷିତ କରିଛ। ତେଣୁ ଏହି ସ୍ଥାନ ଶାଚେନୀୟ ଭାବରେ ବିଚ୍ଛିନ୍ନ ହବେ।
11 ଯଦି କିଏ ଜଣେ ମିଥ୍ଯା ପ୍ରଚାର କରେ ତବେେ ଲୋକମାନେ ତାକୁ ଗ୍ରହଣ କରିବେ। ଯଦି ସେ ଆସି କ ହେ, "ଭବିଷ୍ଯତ ରେ ପ୍ରଚୁର ଦ୍ରାକ୍ଷାରସ ଓ କଡା ସୁରା ମିଳିବ" ତବେେ ଏହି ଲୋକମାନେ ମିଥ୍ଯା ଭବିଷ୍ଯତ ବାଣୀକୁ ଗ୍ରହଣ କରିବେ।
12 ହେ ଯାକୁବର ଲୋକମାନେ, ଆମ୍ଭେ ତୁମ୍ଭର ସମସ୍ତ ଲୋକମାନଙ୍କୁ ଏକତ୍ରୀତ କରିବା। ଆଉ ମଧ୍ଯ ଇଶ୍ରାୟେଲର ଅବଶିଷ୍ଟ ଲୋକମାନଙ୍କୁ ଏକାଠି କରିବା। ପଶୁମାନଙ୍କୁ ଖୁଆଡ ରେ ଓ ଗ୍ଭରଣ ଭୂମିରେ ମଷେମାନଙ୍କୁ ଏକତ୍ରୀତ କଲାପରି ସମାନଙ୍କେୁ ସମବତେ କରାଇବା। ସେତବେେଳେ ସେ ସ୍ଥାନଟି ଲୋକ ଗହଳି ରେ ମୁଖରିତ ଓ କୋଳାହଳପୂର୍ଣ୍ଣ ହବେ।
13 ତା'ପ ରେ "ଭଗ୍ନକାରୀଦଳ " ଲୋକମାନଙ୍କର ନତେୃତ୍ବ ନବେେ। ସମାନେେ ପ୍ରବେଶପଥକୁ ଭାଙ୍ଗି ସହେି ନଗରୀକୁ ପରିତ୍ଯାଗ କରିଛନ୍ତି। ସମାନଙ୍କେର ରାଜା ସମାନଙ୍କେର ଅଗ୍ରଗାମୀ ଓ ତାଙ୍କ ଲୋକମାନଙ୍କର ସମ୍ମୁଖ ରେ ସଦାପ୍ରଭୁ ମଧ୍ଯ ଥିବେ।




ଅଧ୍ୟାୟ 3

1 ତା'ପ ରେ ମୁଁ କହିଲି, " ହେ ଯାକୁବର ପ୍ରାଚୀନଗଣ ଓ ଇଶ୍ରାୟେଲ ବଂଶର ଶାସକଗଣ, ମାେ କଥା ଶୁଣ, ତୁମ୍ଭମାନେେ ନ୍ଯାଯ କ'ଣ ଜାଣିବା ଉଚିତ।
2 କିନ୍ତୁ ତୁମ୍ଭମାନେେ ସୁକର୍ମକୁ ଘୃଣାକରି ଦୁଷ୍କର୍ମକୁ ଭଲ ପାଉଛ। ଆଉ ମଧ୍ଯ ଲୋକମାଙ୍କ ଶରୀରରୁ ଚର୍ମ ବିଦୀର୍ଣ୍ଣ କରିଛ ଏବଂ ସମାନଙ୍କେର ଅସ୍ଥିରୁ ମାଂସ କାଢି ନଇେଛ।
3 ତୁମ୍ଭମାନେେ ମାେ ସନ୍ତାନମାନଙ୍କୁ ଧ୍ବଂସ କରିଛ। ତୁମ୍ଭେ ସମାନଙ୍କେର ଚର୍ମ କାଢି ନଇେଛ ଓ ସମାନଙ୍କେର ଅସ୍ଥିକୁ ଭାଙ୍ଗି ଦଇେଛ। ପାତ୍ର ରେ ରନ୍ଧନ ପାଇଁ ମାଂସକୁ ଖଣ୍ତ କଲାପରି ସମାନଙ୍କେ ଅସ୍ଥି ଓ ମାଂସକୁ ତୁମ୍ଭେ ଖଣ୍ତ ଖଣ୍ତ କରିଛ।
4 ତେଣୁ ତୁମ୍ଭମାନେେ ଯେତବେେଳେ ସଦାପ୍ରଭୁଙ୍କୁ ନିବଦନେ କରିବ, କିନ୍ତୁ ସେ କୌଣସି ଉତ୍ତର ଦବେେ ନାହିଁ। ଆଉ ମଧ୍ଯ ତୁମ୍ଭମାନେେ ଦୁଷ୍କର୍ମ କରିଥିବାରୁ ସଦାପ୍ରଭୁ ତୁମ୍ଭମାନଙ୍କୁ ତାଙ୍କର ମୁହଁ ଲୁଗ୍ଭଇବେ।"
5 କେତକେ ଭବିଷ୍ଯତ୍ବକ୍ତା ସଦାପ୍ରଭୁଙ୍କ ଲୋକଙ୍କୁ ମିଥ୍ଯା ବାକ୍ଯ କୁହନ୍ତି। ସଦାପ୍ରଭୁ ସହେି ଭବିଷ୍ଯତ୍ବକ୍ତାମାନଙ୍କ ସମ୍ବନ୍ଧ ରେ ଏହି କଥା କୁହନ୍ତି,
6 ଏଥିପାଇଁ ତୁମ୍ଭମାନେେ ଦର୍ଶନ ପାଇବ ନାହିଁ, ତୁମ୍ଭମାନଙ୍କ ପାଇଁ ତାହା ରାତ୍ରି ହବେ। ଭବିଷ୍ଯତ୍ ରେ କ'ଣ ଘଟିବ ତୁମ୍ଭମାନେେ ତାହା ଦେଖିପାରିବ ନାହିଁ। ତେଣୁ ତାହା ତୁମ୍ଭମାନଙ୍କ ପାଇଁ ଅନ୍ଧକାର ହବେ। ସୂର୍ୟ୍ଯ ସହେି ଭବିଷ୍ଯତ୍ବକ୍ତାଗଣଙ୍କ ଉପ ରେ ଅସ୍ତମିତ ହବେେ, ତେଣୁ ସମାନଙ୍କେ ପାଇଁ ଦିବସ ଅନ୍ଧକାର ତୁଲ୍ଯ ହବେ।
7 ଆଉ ସହେି ଦର୍ଶକମାନେ ଲଜ୍ଜିତ ହବେେ ଏବଂ ମନ୍ତ୍ରଜ୍ଞମାନେ ଉଦ୍ବିଗ୍ନ ହବେେ। ସମାନେେ କିଛି କହି ପାରିବେ ନାହିଁ କାରଣ ପରମେଶ୍ବର ତାଙ୍କୁ କୌଣସି ଉତ୍ତର ଦବେେ ନାହିଁ।
8 କିନ୍ତୁ ସଦାପ୍ରଭୁଙ୍କର ଆତ୍ମା ଦ୍ବାରା ଶକ୍ତି ରେ, ନ୍ଯାଯ ବିଗ୍ଭର ରେ ଓ ପରାକ୍ରମ ରେ ମୁଁ ଏପରି ପରିପୂର୍ଣ୍ଣ ହବେି ଯେ ଯାକୁବର ଅପରାଧ ଓ ଇଶ୍ରାୟେଲର ପାପ ବିଷଯ ରେ ମୁଁ ସମାନଙ୍କେୁ ଅବଗତ କରାଇବି।"
9 ହେ ଯାକୁବର ବୃଦ୍ଧଗଣ ଓ ଇଶ୍ରାୟେଲର ଶାସକଗଣ ମାେ କଥା ଶୁଣ! ତୁମ୍ଭମାନେେ ନ୍ଯାଯ ବିଗ୍ଭର ଚଳଣିକୁ ଘୃଣା କରୁଛ। ଯାହାସବୁ ନ୍ଯାଯ ଓ ଯଥାର୍ଥ ତୁମ୍ଭମାନେେ ସେ ସମସ୍ତକୁ ମିଥ୍ଯା କରୁଛ।
10 ଲୋକମାନଙ୍କ ରକ୍ତ ରେ ସିଯୋନକୁ ତୁମ୍ଭେ ଗଢିଛ ଓ ଅଧର୍ମ ଦ୍ବାରା ୟିରୁଶାଲମକୁ ନିର୍ମାଣ କରିଛ।
11 ୟିରୁଶାଲମର ବିଗ୍ଭରପତିଗଣ ଲାଞ୍ଚ ନଇେ ବିଗ୍ଭର କରନ୍ତି। ଆଉ ସେ ସ୍ଥାନର ଯାଜକଗଣ ଅର୍ଥ ନଇେ ଶିକ୍ଷା ଦିଅନ୍ତି ଓ ଭବିଷ୍ଯଦ୍ବକ୍ତାଗଣ ଭବିଷ୍ଯବାଣୀ ପାଇଁ ଅର୍ଥ ନିଅନ୍ତି। ତଥାପି ସେ ସ୍ଥାନର ବୃଦ୍ଧଗଣ ସଦାପ୍ରଭୁଙ୍କ ସାହାୟ୍ଯ ପାଇଁ ଆଶା କରନ୍ତି। ସମାନେେ ମଧ୍ଯ କୁହନ୍ତି, "ସଦାପ୍ରଭୁ ଆମ୍ଭମାନଙ୍କ ସହିତ ଏଠା ରେ ଅଛନ୍ତି।" ତେଣୁ କୌଣସି ଅମଙ୍ଗଳ ଆମ୍ଭମାନଙ୍କର ଘଟିବ ନାହିଁ।
12 ହେ ପ୍ରାଚୀନଗଣ, ତୁମ୍ଭମାନଙ୍କ ପାଇଁ ସିୟୋନ ଧ୍ବଂସ ହବେ। ଏହା ଗ୍ଭଷ ଭୂମିରେ ପରିଣତ ହବେ। ୟିରୁଶାଲମ ମଧ୍ଯ ପ୍ରସ୍ତର ସ୍ତୁପ ରେ ପରିଣତ ହବେ। ମନ୍ଦିରର ପର୍ବତ ଶୂନ୍ଯ ପାହାଡ ହାଇେ ବଣବୁଦା ରେ ଆବୃତ ହବେ।




ଅଧ୍ୟାୟ 4

1 ଭବିଷ୍ଯତ ରେ ସଦାପ୍ରଭୁଙ୍କ ଗୃହ, ପର୍ବତର ଉଚ୍ଚତମ ପର୍ବତ ଶିଖର ଉପ ରେ ସ୍ଥାପିତ ହବେ। ଏହା ସମସ୍ତ ପର୍ବତଗୁଡିକ ଅପେକ୍ଷା ଉଚ୍ଚତର ହବେ। ଲଗାତାର ଗୋଷ୍ଠୀଗଣ ଷୋର୍ତ ପରି ସଠାେକୁ ଯାଉଥିବେ।
2 ବିଭିନ୍ନ ଗୋଷ୍ଠୀରୁ ଲୋକମାନେ ସଠାେକୁ ଯିବେ ଏବଂ କହିବେ,
3 ତା'ପ ରେ ଅନକେ ଗୋଷ୍ଠୀର ଲୋକମାନଙ୍କ ପାଇଁ ପରମେଶ୍ବର ବିଗ୍ଭରକ ହବେେ ଓ ଦୂରଦେଶୀଯ ଅନକେ ଲୋକମାନଙ୍କୁ ତାଙ୍କର ଶଷେ ନିଷ୍ପତ୍ତି ଜଣାଇବେ। ସହେି ଲୋକମାନେ ୟୁଦ୍ଧ ପାଇଁ ସମାନଙ୍କେର ଅସ୍ତ୍ର ତ୍ଯାଗ କରିବେ। ସମାନେେ ସମାନଙ୍କେର ଖଡ୍ଗ ରେ ଲଙ୍ଗଳ ତିଆରି କରିବେ ଏବଂ ବର୍ଛାକୁ ଭାଙ୍ଗି ଶସ୍ଯ କାଟିବାକୁ ଦାଆ ନିର୍ମାଣ କରିବେ। ଲୋକମାନେ ଅନ୍ୟ ସହିତ ୟୁଦ୍ଧ କରିବା ବନ୍ଦ କରିବେ। ଆଉ ୟୁଦ୍ଧ ପାଇଁ ତାଲିମ ମଧ୍ଯ କବେେ ନବେେ ନାହିଁ।
4 ପ୍ରେତ୍ୟକକ ବ୍ଯକ୍ତି ନିଜ ନିଜ ଦ୍ରାକ୍ଷାଲତା ଓ ଡିମ୍ବିରି ବୃକ୍ଷ ତଳେ ବସିବେ ଓ କହେି ସମାନଙ୍କେୁ ଭୟଭୀତ କରାଇବେ ନାହିଁ। କାରଣ ସର୍ବଶକ୍ତିମାନ ସଦାପ୍ରଭୁ ଏହାହିଁ ଘଟିବ ବୋଲି କହିଲେ।
5 ଅନ୍ୟ ଗୋଷ୍ଠୀର ଲୋକମାନେ ସମାନଙ୍କେର ନିଜର ଦବେତାମାନଙ୍କୁ ଅନୁସରଣ କରିବେ। କିନ୍ତୁ ଆମ୍ଭମାନେେ ଚିରକାଳ ସଦାପ୍ରଭୁ ପରମେଶ୍ବରଙ୍କର ଅନୁଗାମୀ ହବୋ।
6 ସଦାପ୍ରଭୁ କୁହନ୍ତି, "ଆଘାତପ୍ରାପ୍ତ, ପଙ୍ଗୁ, ବିତାଡିତ ଓ ଦଣ୍ତିତ ୟିରୁଶାଲମକୁ ଆମ୍ଭେ ପୁନର୍ବାର ଫରୋଇ ଆଣିବା।
7 ଆମ୍ଭେ ସହେି ନଗରର 'ପଙ୍ଗୁ' ଲୋକମାନଙ୍କୁ ଅବଶିଷ୍ଟାଂଶ ରୂପେ ରଖିବା ଓ ବିତାଡିତ ହାଇେଥିବା ସହେି ଲୋକମାନଙ୍କୁ ପୁଣି ଶକ୍ତିଶାଳୀ ଗୋଷ୍ଠୀ ରେ ପରିଣତ କରିବା। ସଦାପ୍ରଭୁ ସମାନଙ୍କେର ରାଜା ହବେେ ଏବଂ ସେ ସିୟୋନ ପର୍ବତ ଉପ ରେ ଏବଠାରୁେ ଚିରକାଳ ପର୍ୟ୍ଯନ୍ତ ସମାନଙ୍କେ ଉପ ରେ ଶାସନ କରିବେ।
8 ପୁଣି ହେ ପଲର ଦୁର୍ଗ, ତୁମ୍ଭର ସମୟ ଆସିବ। ସିୟୋନ କନ୍ଯା, ପର୍ବତ ରେ ତୁମ୍ଭେ ପୁନର୍ବାର ଶାସନ ଗାଦି ରେ ରହିବ। ଆଉ ଅତୀତ ପରି ୟିରୁଶାଲମ ଗୋଟିଏ ଶକ୍ତିଶାଳୀ ରାଜ୍ଯ ହବେ।"
9 ବର୍ତ୍ତମାନ ତୁମ୍ଭେ କାହିଁକି ଉଚ୍ଚ ସ୍ବର ରେ ବିଳାପ କରୁଛ? ତୁମ୍ଭର ରାଜା କ'ଣ ଗ୍ଭଲିୟାଇଛନ୍ତି? ତୁମ୍ଭେ କ'ଣ ତୁମ୍ଭର ମନ୍ତ୍ରୀଙ୍କୁ ହରାଇଛ? ପ୍ରସବକାଳୀନ ରମଣୀଙ୍କ ପରି ତୁମ୍ଭେ ବଦନୋ ପାଉଛ।
10 ହେ ସିଯୋନର କନ୍ଯା, ତୁମ୍ଭେ ପ୍ରସବ ବଦନୋ ଅନୁଭବ କରି "ସନ୍ତାନ" ଜନ୍ମ ଦିଅ। ତୁମ୍ଭେ ନଗରର ବାହାରକୁ ୟାଅ ଏବଂ କ୍ଷେତ୍ର ରେ ବାସ କର। ତୁମ୍ଭେ ବାବିଲୋନ ୟିବ। କିନ୍ତୁ ସେ ସ୍ଥାନ ରେ ତୁମ୍ଭେ ସୁରକ୍ଷିତ ହବେ। ଆଉ ମଧ୍ଯ ସଦାପ୍ରଭୁ ସଠାେକୁ ଯିବେ ଓ ତୁମ୍ଭକୁ ରକ୍ଷା କରିବେ। ସେ ତୁମ୍ଭମାନଙ୍କୁ ଶତୃମାନଙ୍କଠାରୁ ଦୂ ରଇେ ନବେେ।
11 ତୁମ୍ଭ ବିରୁଦ୍ଧ ରେ ବହୁ ଗୋଷ୍ଠୀ ଲଢିବାକୁ ଆସିଛନ୍ତି। ସମାନେେ କୁହନ୍ତି, " ଦେଖ, ସେ ହେଉଛି ସିୟୋନ, ଆମ୍ଭେ ତାକୁ ସଂପୂର୍ଣ୍ଣ ନଷ୍ଟ କରିଦବେୁ।"
12 ସହେି ଲୋକମାଙ୍କର ନିଜର ମନ୍ତ୍ରଣା ଅଛି। କିନ୍ତୁ ସମାନେେ ସଦାପ୍ରଭୁଙ୍କର ମନ୍ତ୍ରଣା ଜାଣନ୍ତି ନାହିଁ। ସଦାପ୍ରଭୁ ସମାନଙ୍କେୁ ଏକ ସ୍ବତନ୍ତ୍ର ଉଦ୍ଦେଶ୍ଯ ରେ ଏଠାକୁ ଆଣିଛନ୍ତି, ସମାନଙ୍କେୁ ଶସ୍ଯ ଖଳା ରେ ଶସ୍ଯ ପେଶିଲା ପରି ଦଳି ଦବେେ।
13 "ସିୟୋନର କନ୍ଯା, ଉଠ ଓ ଏହି ଲୋକଙ୍କୁ ଦଳି ଦିଅ। କାରଣ ଆମ୍ଭେ ତୁମ୍ଭକୁ ଶକ୍ତିଶାଳୀ କରିବା। ଆମ୍ଭେ ବଳଦପରି ତୁମ୍ଭର ଶିଙ୍ଗ କୁ ଲୌହ ସଦୃଶ ଓ ଖୁରାକୁ ପିତ୍ତଳ ସଦୃଶ କରିବା। ତୁମ୍ଭେ ତାହାର ସାହାୟ୍ଯ ରେ ଅନକେ ଗୋଷ୍ଠୀକୁ ଚୁର୍ଣ୍ଣ କରିବ। ସମାନଙ୍କେର ଧନସମ୍ପତ୍ତି ତୁମ୍ଭେ ସଦାପ୍ରଭୁଙ୍କୁ ଅର୍ପଣ କରିବ ଏବଂ ସମାନଙ୍କେର ଧନଭଣ୍ତାର ସମୁଦାଯ ଭୂମଣ୍ତଳର ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଉତ୍ସର୍ଗ କରିବ।"




ଅଧ୍ୟାୟ 5

1 ବର୍ତ୍ତମାନ, ହେ ଶକ୍ତିଶାଳୀ ନଗରୀ, ତୁମ୍ଭର ସୈନ୍ଯଦଳକୁ ଏକତ୍ରୀତ କର। ସମାନେେ ଆକ୍ରମଣ କରିବାକୁ ଆମ୍ଭମାନଙ୍କୁ ଘରେି ରହନ୍ତୁ। ସମାନେେ ମଧ୍ଯ ଇଶ୍ରାୟେଲର ବିଗ୍ଭରକଙ୍କୁ ତାଙ୍କ ଗାଲ ରେ ବାଡି ସାହାୟ୍ଯ ରେ ଆଘାତ କରିବେ।
2 କିନ୍ତୁ ହେ ବୈତ୍ଲହେମ୍-ଉଫ୍ରାଥା, ତୁମ୍ଭେ ଯିହୁଦାର ଗୋଟିଏ କ୍ଷୁଦ୍ରତମ ସହର ଅଟ। କିନ୍ତୁ ତୁମ୍ଭ ମଧ୍ଯରୁ "ଇଶ୍ରାୟେଲର ଶାସନକର୍ତ୍ତା" ହବୋ ନିମନ୍ତେ ଜଣେ ବ୍ଯକ୍ତି ଆମ୍ଭ ଉଦ୍ଦେଶ୍ଯ ରେ ଜନ୍ମ ହବେେ। ତାଙ୍କର ଉତ୍ପତ୍ତି ପୁରାତନ ତଥା ଅନାଦିକାଳରୁ ହାଇେଅଛି।
3 ସେଥିପାଇଁ ସଦାପ୍ରଭୁ ତାଙ୍କର ସନ୍ତାନମାନଙ୍କୁ ତ୍ଯାଗ କରିବେ, ଯେପର୍ୟ୍ଯନ୍ତ ସ୍ତ୍ରୀ ଲୋକ ତା'ର ସନ୍ତାନ ପ୍ରସବ ନ କରିଛି। ତାହାପ ରେ ଅବଶିଷ୍ଟ ଭାତୃଗଣ ଇଶ୍ରାୟେଲର ଲୋକଙ୍କ ନିକଟକୁ ଫରେି ଆସିବେ।
4 ତା'ପ ରେ ଇଶ୍ରାୟେଲର ଶାସକ ସଦାପ୍ରଭୁଙ୍କ ଶକ୍ତି ରେ ଓ ତାଙ୍କ ସଦାପ୍ରଭୁ ପରମେଶ୍ବରଙ୍କ ଅପୂର୍ବ ମହିମା ରେ ଦଣ୍ତାଯମାନ ହାଇେ ତାଙ୍କ ପଲଙ୍କୁ ଚରାଇବେ। ସମାନେେ ଶାନ୍ତି ରେ ବାସ କରିବେ କାରଣ ସେ ସମୟରେ ତାଙ୍କର ମହାନତା ପୃଥିବୀର ଶଷେ ପ୍ରାନ୍ତ ପର୍ୟ୍ଯନ୍ତ ବିସ୍ତୃତ ହବେ।
5 ସଠାେ ରେ ଶାନ୍ତି ବିରାଜିତ ହବେ। ଯଦି ଅଶୂରୀଯ ଗୋଷ୍ଠୀ ଆମ୍ଭ ଦେଶକୁ ଆସିବେ ଏବଂ ଆମ୍ଭ ରାଜ୍ଯକୁ ଆକ୍ରମଣ କରିବେ, ତବେେ ଆମ୍ଭେ ଇଶ୍ରାୟେଲର ସାତଜଣ ମଷେପାଳକ ଓ ଆଠଜଣ ପ୍ରଧାନ ଲୋକଙ୍କୁ ନିର୍ବାଚନ କରିବୁ।
6 ସମାନେେ ସମାନଙ୍କେର ଖଡ୍ଗ ବ୍ଯବହାର କରିବେ ଓ ଅଶୂରୀଯମାନଙ୍କୁ ଶାସନ କରିବେ। ସମାନେେ ମଧ୍ଯ ନିମ୍ରୋଦ ଦେଶର ଲୋକମାନଙ୍କୁ ହସ୍ତ ରେ ଖଡ୍ଗ ଧାରଣ କରି ଶାସନ କରିବେ। କିନ୍ତୁ ଇଶ୍ରାୟେଲର ଶାସକ ଯେଉଁ ଅଶୂରୀଯମାନେ ଆମ୍ଭ ଦେଶକୁ ଆସିବେ ଓ ଆମ୍ଭ ସୀମା ମଧିଅରେ ପ୍ରବେଶ କରିବେ ସମାନଙ୍କେଠାରୁ ଆମ୍ଭମାନଙ୍କୁ ଉଦ୍ଧାର କରବେ।
7 କିନ୍ତୁ ଯାକୁବର ଅବଶିଷ୍ଟାଂଶ, ବହୁ ଜାତି ମଧିଅରେ ସଦାପ୍ରଭୁଙ୍କର ସକାଳର କାକରପରି ବିକ୍ଷିପ୍ତ ହବେେ, ଏବଂ କବେେ ମନୁଷ୍ଯ ମାନଙ୍କ ଉପ ରେ ନିର୍ଭରଶୀଳ ହବେେ ନାହିଁ। ଆଉ ମଧ୍ଯ ସମାନେେ ତୃଣ ଉପ ରେ ବୃଷ୍ଟି ସଦୃଶ ହବେେ ଏବଂ ମନୁଷ୍ଯମାନଙ୍କ ଉପ ରେ ଭରସା ରଖିବେ ନାହିଁ।
8 ବହୁ ଗୋଷ୍ଠୀ ମଧିଅରେ ବିକ୍ଷିପ୍ତ ହାଇେଥିବା ଯାକୁବର ଅବଶିଷ୍ଟାଂଶ ଜଙ୍ଗଲର ପ୍ରାଣୀମାନଙ୍କ ମଧିଅରେ ସିଂହ ସଦୃଶ ବସବାସ କରିବେ। ଆଉ ମଧ୍ଯ ସମାନେେ ମଷେ ପଲ ରେ ୟୁବା ସିଂହ ସଦୃଶ ଲୋକମାନଙ୍କୁ ଦଳି ପକାଇବେ। ସିଂହ ଜଙ୍ଗଲ ମଧିଅରେ ନିଜ ଇଚ୍ଛା ଅନୁସାରେ ଗତି କରେ ଓ ଯେଉଁ ପ୍ରାଣୀକୁ ଆକ୍ରମଣ କରେ, ତାକୁ କହେି ରକ୍ଷା କରି ପାରିବେ ନାହିଁ।
9 ତୁମ୍ଭେ ତୁମ୍ଭର ଶତୃଗଣ ଉପ ରେ ହସ୍ତ ଉତ୍ତୋଳନ କରିବ ଓ ସମାନଙ୍କେୁ ଧ୍ବଂସ କରିବ।
10 ସଦାପ୍ରଭୁ କୁହନ୍ତି, " ସେତବେେଳେ ଆମ୍ଭେ ତୁମ୍ଭର ଘୋଡାଗୁଡିକୁ ନଇୟିବୋ ଏବଂ ତୁମ୍ଭର ରଥଗୁଡିକୁ ଧ୍ବଂସ କରିବା।
11 ତୁମ୍ଭ ରାଜ୍ଯର ନଗରଗୁଡିକୁ ଧ୍ବଂସ କରିବା ଏବଂ ତୁମ୍ଭର ଦୁର୍ଗ ସଦୃଶ ଅଟ୍ଟାଳିକାଗୁଡିକୁ ଭାଙ୍ଗି ପକାଇବା।
12 ତୁମ୍ଭମାନେେ ଆଉ କୁହୁଳ ବିଦ୍ଯା ଦଖାଇେ ପାରିବ ନାହିଁ କି ଜ୍ଯୋତିଷ ପରି ଭବିଷ୍ଯତବାଣୀ ଶୁଣାଇ ପାରିବ ନାହିଁ।
13 ଆମ୍ଭେ ସହେି ମିଥ୍ଯାପ୍ରଭୁର ମୂର୍ତ୍ତିଗୁଡିକୁ ଭାଙ୍ଗି ପକାଇବା। ଆଉ ମଧ୍ଯ ସହେି ମୂର୍ତ୍ତି ଦବେତାଙ୍କର ପବିତ୍ର ସ୍ତମ୍ଭଗୁଡିକୁ ଧ୍ବଂସ କରି ଦବେି। ତୁମ୍ଭେ ହାତ ରେ ତିଆରି କରିଥିବା ସହେି ମୂର୍ତ୍ତିଗୁଡିକୁ ଆଉ ପୂଜା କରିପାରିବ ନାହିଁ।
14 ଆଉ ମଧ୍ଯ ଆମ୍ଭେ ସହେି ଆଶରୋ ସ୍ତମ୍ଭକୁ ଭାଙ୍ଗି ପକାଇବା ଏବଂ ତୁମ୍ଭର ନଗରଗୁଡିକୁ ଧ୍ବଂସ କରିଦବୋ।
15 କେତକେ ଲୋକ ଆମ୍ଭ କଥା ଶୁଣିବେ ନାହିଁ। କିନ୍ତୁ ଆମ୍ଭେ ଆପଣା କୋର୍ଧ ପ୍ରକାଶ କରିବା ଏବଂ ସହେି ଲୋକମାନଙ୍କ ଉପ ରେ ପ୍ରତିଶୋଧ ନବୋ।"




ଅଧ୍ୟାୟ 6

1 ଶୁଣ ସଦାପ୍ରଭୁ ଯାହା କହନ୍ତି, ଉଠ ଏବଂ ତୁମ୍ଭର ଅଭିଯୋଗ ପର୍ବତମାନଙ୍କ ସମ୍ମୁଖ ରେ ଓ ସହେି ପାହାଡ ଗୁଡିକ ସମ୍ମୁଖ ରେ ପ୍ରକାଶ କର, ଯେଉଁ ପାହାଡଗୁଡିକ ତୁମ୍ଭର କଥା ଶୁଣନ୍ତି।
2 ସଦାପ୍ରଭୁଙ୍କର ଏକ ଅଭିଯୋଗ ଲୋକମାନଙ୍କ ବିରୁଦ୍ଧ ରେ ଅଛି। ତେଣୁ ହେ ପର୍ବତଗଣ ଓ ପୃଥିବୀର ସମସ୍ତ ମୂଳଦୁଆ, ସଦାପ୍ରଭୁଙ୍କର ଅଭିଯୋଗ ଶୁଣ, ଇଶ୍ରାୟେଲ ଭୂଲ୍ ବୋଲି ପ୍ରମାଣିତ ହବେ।
3 ସଦାପ୍ରଭୁ ପୁଣି କୁହନ୍ତି, " ହେ ଆମ୍ଭର ଲୋକମାନେ, ତୁମ୍ଭମାନେେ କୁହ ଆମ୍ଭେ ତୁମ୍ଭମାନଙ୍କ ବିପକ୍ଷ ରେ କି କାର୍ୟ୍ଯ କରିଅଛୁ। ତୁମ୍ଭମାନଙ୍କର ଜୀବନକୁ କଠିନତର କରିଛି ବୋଲି ସାକ୍ଷ୍ଯ ଦିଅ।
4 ଆମ୍ଭେ କ'ଣ କରିଅଛୁ ତୁମ୍ଭମାନଙ୍କୁ କହିବା। ଆମ୍ଭେ ମାଶାେ, ହାରୋଣ ଓ ମରିଯମକୁ ତୁମ୍ଭମାନଙ୍କ ନିକଟକୁ ପଠାଇଅଛୁ। ମିଶରରୁ ତୁମ୍ଭମାନଙ୍କୁ ଆଣିଅଛି ଓ ତୁମ୍ଭମାନଙ୍କୁ ଦାସତ୍ବରୁ ମୁକ୍ତ କରିଛି।
5 ହେ ଆମ୍ଭର ଲୋକମାନେ, ମାୟୋବର ରାଜା ବାଲାକ୍ କିପ୍ରକାର ମନ୍ଦ ଯୋଜନା କରିଥିଲେ, ସ୍ମରଣ କର। ଆଉ ବିଯୋରର ପୁତ୍ର ବିଲିଯମ୍ ତାଙ୍କୁ କି ଉତ୍ତର ଦଇେଥିଲେ, ତାକୁ ସ୍ମରଣ କର। ଶିଟୀମ୍ଠାରୁ ଗିଲ୍ଗଲ୍ ପର୍ୟ୍ଯନ୍ତ ଯାହାସବୁ ଘଟିୟାଇଛି, ତାକୁ ମଧ୍ଯ ମନେ ପକାଅ। ତାହା ହେଲେ ସଦାପ୍ରଭୁଙ୍କର ନ୍ଯାଯ କର୍ମ ବିଷଯ ରେ ତୁମ୍ଭମାନେେ ଜାଣି ପାରିବ।"
6 ଆମ୍ଭମାନେେ କ'ଣ ଆଣି ସଦାପ୍ରଭୁଙ୍କୁ ଭଟେିବା? କ'ଣ କରି ଆମ୍ଭେ ଉର୍ଦ୍ଧ୍ବସ୍ଥ ପରମେଶ୍ବରଙ୍କୁ ପ୍ରଣାମ କରିବା? କ'ଣ ହାମବେଳି ଓ ଏକବର୍ଷୀଯ ଗୋବତ୍ସ ନଇେ ଆମ୍ଭେ ସଦାପ୍ରଭୁଙ୍କୁ ଭଟେି ଦବୋ?
7 ହଜାର ହଜାର ମଷେ ରେ କି ଅଯୁତ ତୈଳର ନଦୀ ରେ ସଦାପ୍ରଭୁ କ'ଣ ଆନନ୍ଦିତ ହବେେ? ମାରେ ଅପରାଧ ପାଇଁ କ'ଣ ମାରେ ପ୍ରଥମ ସନ୍ତାନକୁ ପ୍ରତିଦାନ ସ୍ବରୂପ ଦବେି? ମାରେ ଶରୀରର ଫଳ ସ୍ବରୂପ ସନ୍ତାନକୁ ମାରେ ପାପ ପାଇଁ କ'ଣ ପରିଶାଧେ କରିବି?
8 ହେ ମାନବ, ଯାହା ଉତ୍ତମ ତାହା ସଦାପ୍ରଭୁ ତୁମ୍ଭକୁ ଜଣାଇଛନ୍ତି। ଏହାହିଁ ସଦାପ୍ରଭୁ ତୁମ୍ଭଠାରୁ ଇଚ୍ଛା କରନ୍ତି। ଅନ୍ୟମାନଙ୍କ ପ୍ରତି ଭଲହୁଅ, ବଦାନ୍ଯତା ଓ କରୁଣାକୁ ଭଲ ପାଅ, ପରମେଶ୍ବରଙ୍କ ସହିତ ନମ୍ରତାର ସହିତ ବାସ କର।
9 ସଦାପ୍ରଭୁର ସ୍ବର ନଗରକୁ ଆହ୍ବାନ କରୁଛି। ସଦାପ୍ରଭୁଙ୍କ ନାମକୁ ସମ୍ମାନ ଦବୋ ବିଜ୍ଞତାର ପରିଗ୍ଭୟକ ଅଟେ। ତେଣୁ ନଗରର ଲୋକ ଏବଂ ନିବାସୀମାନେ ଶୁଣ।
10 ମନ୍ଦାଗ୍ଭରୀଗଣ କ'ଣ ଏବେ ସୁଦ୍ଧା ଗ୍ଭରେି ଧନସମ୍ପତ୍ତିକୁ ଲୁଗ୍ଭଇ ରଖିଛନ୍ତି? ସହେି ମନ୍ଦାଗ୍ଭରୀଗଣ ଏବେ କ'ଣ େଛାଟ ଐଫା ରେ ଲୋକମାନଙ୍କୁ ପ୍ରତାରଣା କରୁଛନ୍ତି? ହଁ, ଏହିସବୁ ଘଟଣା ଏବେ ମଧ୍ଯ ଘଟୁଅଛି।
11 ବର୍ତ୍ତମାନ ଆମ୍ଭେ ଭୂଲ୍ ମାପକାଠି ଏବଂ ଅସାଧୁ ଓଜନ ସହ୍ଯ କରିବା ଉଚିତ୍ କି? ନା!
12 ସହେି ନଗରୀର ଧନୀ ଲୋକମାନେ ନିଷ୍ଠୁର ଅଟନ୍ତି। ସହେି ସ୍ଥାନର ଲୋକେ ତଥାପି ମିଥ୍ଯା କହୁଛନ୍ତି। ହଁ, ସହେି ଲୋକମାନେ ପ୍ରବଞ୍ଚକ।
13 ତେଣୁ ଆମ୍ଭେ ତୁମ୍ଭକୁ ଶାସ୍ତି ଦବୋ ଆରମ୍ଭ କରିଅଛୁ। ତୁମ୍ଭର ପାପ ୟୋଗୁ ଆମ୍ଭେ ତୁମ୍ଭକୁ ବିନଷ୍ଟ କରିବା।
14 ତୁମ୍ଭେ ଭୋଜନ କରିବ ମାତ୍ର ତୃପ୍ତ ହବେନାହିଁ। ତୁମ୍ଭେ ତଥାପି ଭୋକିଲା ଓ ଶୂନ୍ଯ ରହିବ। ତୁମ୍ଭେ ଲୋକମାନଙ୍କୁ ନିରାପଦ ସ୍ଥାନକୁ ଆଣିବାକୁ ଚେଷ୍ଟା କରିବ ମାତ୍ର ତୁମ୍ଭ ସୁରକ୍ଷିତ ଲୋକମାନେ ଖଡ୍ଗ ରେ ନିହତ ହବେେ।
15 ତୁମ୍ଭେ ଯଦିଓ ଶସ୍ଯ ବୁଣିବ କିନ୍ତୁ ଫସଲ ଅମଳ କରିବ ନାହିଁ। ତୁମ୍ଭେ ଅଲିଭ ଫଳ ପଷେିବ ମାତ୍ର ତୈଳ ମର୍ଦ୍ଦନ ପାଇଁ ପାଇବ ନାହିଁ। ଯଦିଓ ଦ୍ରାକ୍ଷାଫଳ ପଷେିବ, ଦ୍ରାକ୍ଷାରସ ପାନୀଯ ପାଇଁ ପାଇବ ନାହିଁ।
16 କାହିଁକି ଏସବୁ ଘଟିବ? କାରଣ ତୁମ୍ଭେ ଅମ୍ରିଙ୍କ ବ୍ଯବସ୍ଥା ପାଳନ କରୁଛ ଏବଂ ଆହାବ ବଂଶର ପାଳିତ ସମସ୍ତ ଅବିଧିକୁ ଅନୁସରଣ କରୁଛ। ଯେ ହତେୁ ସମାନଙ୍କେ ପରାମର୍ଶ ଗ୍ରହଣ କରିଛ, ତେଣୁ ଆମ୍ଭେ ତୁମ୍ଭକୁ ବିନାଶ କରିବା। ଯେତବେେଳେ ସମାନେେ ତୁମ୍ଭର ବିଧ୍ବସ୍ତ ନଗର ଦେଖିବେ ସମାନେେ ବିସ୍ମଯ ରେ ସିଟି ବଜାଇବେ। ଅନ୍ୟ ଗୋଷ୍ଠୀର ଲଜ୍ଜା ଅପମାନ ତୁମ୍ଭେ ବହନ କରିବ।




ଅଧ୍ୟାୟ 7

1 ମୁଁ ବିବ୍ରତ, କାରଣ ଫଳ ତୋଳିଲା ପ ରେ ଫଳ ବଗିଗ୍ଭ ଶ୍ରୀହୀନ ହେଲାପରି ମୁଁ ହାଇେଅଛି ଏବଂ ଦ୍ରାକ୍ଷାଲତାରୁ ଦ୍ରାକ୍ଷାଫଳ ତୋଳା ସରିଗଲା ପରି ମୁଁ ହାଇେଅଛି। ଗୋଟିଏ ହେଲେ ଫଳ ଦ୍ରାକ୍ଷାଲତା ରେ ଖାଇବାକୁ ନାହିଁ କି ମାରେ ପ୍ରିଯ ପ୍ରଥମ ପକ୍ବ ଡିମିରି ଫଳ ନାହିଁ।
2 ମୁଁ ବୁଝୁଛି, ଦେଶରୁ ସମସ୍ତ ବିଶ୍ବସ୍ତ ଓ ଉତ୍ତମ ଲୋକ ଗ୍ଭଲି ୟାଇଛନ୍ତି। ପ୍ରେତ୍ୟକକ ଅନ୍ୟକୁ ମାରିବାକୁ ଅପେକ୍ଷା କରି ରହିଛନ୍ତି। ପ୍ରେତ୍ୟକକ ନିଜର ଭାଇକୁ ମଧ୍ଯ ଜାଲ ରେ ପକାଇବାକୁ ଚେଷ୍ଟା କରୁଛନ୍ତି।
3 ଲୋକମାନେ ଦୁଇ ହାତ ରେ ମନ୍ଦକାର୍ୟ୍ଯ କରିବାକୁ ଯତ୍ନଶୀଳ ହେଉଛନ୍ତି, କର୍ମଗ୍ଭରୀଗଣ ଲାଞ୍ଚ ନେଉଛନ୍ତି ଓ ବିଗ୍ଭରକ ବିଗ୍ଭରାଳଯ ରେ ସମାନଙ୍କେର ସିଦ୍ଧାନ୍ତ ବଦଳାଇବାକୁ ଅର୍ଥ ନେଉଛନ୍ତି। "ପ୍ରଧାନ ବ୍ଯକ୍ତିମାନେ" ଉତ୍ତମ ଓ ନ୍ଯାଯ ବିଗ୍ଭର କରୁ ନାହିଁନ୍ତି। ସମାନେେ ନିଜ ଇଚ୍ଛା ଯାହା ତାହା କରୁଛନ୍ତି।
4 ଏପରିକି ସମାନଙ୍କେ ମଧିଅରେ ଯେ ସର୍ବୋତ୍ତମ ସେ ବୁଦା ରେ କଣ୍ଟକ ସଦୃଶ। ଆଉ ସବୁଠାରୁ ସରଳ ବ୍ଯକ୍ତି ଅଧିକ ଜଟିଳ ଓ କଣ୍ଟାବାଡ ରେ କଣ୍ଟକ ସଦୃଶ ଅଟେ।
5 ତୁମ୍ଭର ପ୍ରତିବେଶୀ କି ମିତ୍ରଙ୍କୁ ବିଶ୍ବାସ କରନାହିଁ। ଏପରିକି ତୁମ୍ଭ ସହିତ ଶୋଉଥିବା ସ୍ତ୍ରୀ ପାଖ ରେ ମୁଖ ଖାେଲ ନାହିଁ।
6 ତୁମ୍ଭ ନିଜ ପରିବାରର ଲୋକେ ତୁମ୍ଭର ଶତୃ ପାଲଟିବେ। ପୁଅ ତାଙ୍କର ବାପାଙ୍କୁ ଅସମ୍ମାନ କରିବ, କନ୍ଯା ମାଆର ବିରୁଦ୍ଧ ରେ ୟିବ ଓ ବୋହୂ ଶାଶୁର ବିରୁଦ୍ଧ ରେ କାର୍ୟ୍ଯ କରିବ।
7 ତେଣୁ ମୁଁ ସାହାୟ୍ଯ ପାଇଁ ସଦାପ୍ରଭୁଙ୍କ ପ୍ରତି ଦୃଷ୍ଟି ରଖିବି। ମାେ ପରିତ୍ରାଣ ପାଇଁ ପରମେଶ୍ବରଙ୍କୁ ଅପେକ୍ଷା କରିବି। ମାରେ ପରମେଶ୍ବର ମାେ କଥା ଶୁଣିବେ।
8 ହେ ମାରେ ଶତୃ ମାରେ ପତନ ରେ ପରିହାସ କରନାହିଁ। ମୁଁ ପୁନର୍ବାର ଉଠିବି। ମୁଁ ଅନ୍ଧକାର ରେ ଥିଲେ ମଧ୍ଯ ସଦାପ୍ରଭୁ ମାେ ପାଇଁ ଆଲୋକ ହବେେ।
9 ମୁଁ ସଦାପ୍ରଭୁଙ୍କ ସମ୍ମୁଖ ରେ ପାପ କରିଥିଲି, ତେଣୁ ସଦାପ୍ରଭୁ ମାେ ଉପ ରେ କୋରଧାନ୍ବିତ ହାଇେଥିଲେ। ମାତ୍ର ସେ ମାେ ପାଇଁ ୟୁକ୍ତି ବାଢିବେ ଏବଂ ମାେ ପାଇଁ ନ୍ଯାଯ ବିଗ୍ଭର କରିବେ। ସେ ମାେତେ ଆଲୋକକୁ ଆଣିବେ ଓ ମୁଁ ତାଙ୍କର ଧାର୍ମିକତା ଦେଖିବି।
10 ମାରେ ଶତୃ କହୁଥିଲେ, "ତୁମ୍ଭର ସଦାପ୍ରଭୁ ପରମେଶ୍ବର କେଉଁଠା ରେ ଅଛନ୍ତି?" ମାତ୍ର ଯେତବେେଳେ ସେ ଏହା ଦେଖିବ ସେ ଲଜ୍ଜିତ ହବେ। ସେତବେେଳେ ମୁଁ ଶତୃକୁ ଉପହାସ କରିବି। ଲୋକମାନେ ପଥର କାଦୁଅ ପରି ତାକୁ ଦଳିବେ।
11 ସମୟ ଆସିବ ଯେତବେେଳେ ତୁମ୍ଭର କାନ୍ଥ ପୁଣି ନିର୍ମିତ ହବେ। ସେତବେେଳେ ତୁମ୍ଭ ରାଜ୍ଯ ଉନ୍ନତି କରିବ।
12 ତୁମ୍ଭ ଲୋକମାନେ ତୁମ୍ଭ ସ୍ଥାନକୁ ଫରେି ଆସିବେ। ସମାନେେ ଅଶୂରୀଯ ଓ ମିଶରର ନଗରମାନଙ୍କରୁ ଫରେି ଆସିବେ। ତୁମ୍ଭର ଲୋକ ମିଶର ତଥା ଫରାତ୍ ନଦୀର ଆର ପାଖରୁ ଆସିବେ। ଆଉ ମଧ୍ଯ ସମାନେେ ପଶ୍ଚିମସ୍ଥ ସମୁଦ୍ର ଓ ପୂର୍ବସ୍ଥ ପର୍ବତମାନଙ୍କରୁ ଗ୍ଭଲି ଆସିବେ।
13 ତଥାପି ବାସକରୁଥିବା ସହେି ଲୋକ ଓ ତାଙ୍କର କର୍ମ ଯୋଗୁଁ ଦେଶ ଧ୍ବଂସ ପାଇଲା।
14 ତେଣୁ ଅଧିକାର ଦ୍ବାରା ତୁମ୍ଭର ଲୋକମାନଙ୍କୁ ଶାସନ କର। ତୁମ୍ଭ ରାଜ୍ଯର ଯତ୍ନ ନିଅ। ସହେି ଜାତି ଏକାକୀ ଜଙ୍ଗଲ ଓ କର୍ମିଲ ପର୍ବତ ଉପ ରେ ବାସ କରିବେ। ସମାନେେ ପୂର୍ବପରି ବାଶନ ଓ ଗଲିଯଦରୁ ଶସ୍ଯ ଉତ୍ପାଦନ କରି ଭୋଜନ କରିବେ।
15 ଆମ୍ଭେ ତୁମ୍ଭକୁ ମିଶର ଦେଶରୁ ବାହାର କଲାପରି ବହୁ ଆଶ୍ଚର୍ୟ୍ଯ କର୍ମ କରିବା ଏବଂ ତୁମ୍ଭମାନଙ୍କୁ ଆଶ୍ଚର୍ୟ୍ଯ କାର୍ୟ୍ଯ ଦଖାଇବୋ।
16 ଗୋଷ୍ଠୀସକଳ ସହେି ସମସ୍ତ ଆଶ୍ଚର୍ୟ୍ଯ କର୍ମ ଦେଖି ଲଜ୍ଜିତ ହବେେ। ସମାନଙ୍କେର "ପରାକ୍ରମ" ଆମ୍ଭ ତୁଳନା ରେ କିଛି ନୁହେଁ ବୋଲି ସମାନେେ ଅନୁଭବ କରିବେ। ସମାନେେ ଚଳିତ ହାଇେ ନିଜନିଜ ମୁଖ ରେ ହସ୍ତ ଦବେେ ଓ କର୍ଣ୍ଣକୁ ଆବୃତ କରିବେ, ଶୁଣିବାରୁ ନିବୃତ ହବେେ।
17 ସମାନେେ ସର୍ପ ପରି ଧୂଳି ଗ୍ଭଟିବେ। ସମାନେେ ଭୟ ରେ କମ୍ପିତ ହବେେ। ଆଉ ସମାନେେ କୀଟମାନଙ୍କ ପରି ସମାନଙ୍କେର ଗର୍ତ୍ତରୁ ବାହାରି ଗୁରୁଣ୍ତି ଗୁରୁଣ୍ତି ଗ୍ଭଲିବେ। ଶଷେ ରେ ସଦାପ୍ରଭୁ ଆମ୍ଭର ପରମେଶ୍ବରଙ୍କ ନିକଟକୁ ଆସିବେ ଏବଂ ଭୟର ସହିତ ସମ୍ମାନ ଜଣାଇବେ।
18 ତୁମ୍ଭପରି ପରମେଶ୍ବର ଆଉ ସଠାେ ରେ କହେି ନାହିଁ। ତୁମ୍ଭେ ଲୋକମାନଙ୍କର ଦୋଷ କ୍ଷମା କର। ଅବଶିଷ୍ଟ ଲୋକମାନଙ୍କୁ ତୁମ୍ଭେ ମଧ୍ଯ କ୍ଷମା ଦିଅ। ତୁମ୍ଭେ ସର୍ବଦା କୋର୍ଧିତ ହବେ ନାହିଁ କାରଣ ତୁମ୍ଭେ ସ୍ନହେ ଗ୍ଭହଁ।
19 ସେ ପୁନର୍ବାର ଫରେିବେ ଓ ଆମ୍ଭମାନଙ୍କୁ କୃପା କରିବେ। ସେ ଆମ୍ଭମାନଙ୍କର ସମସ୍ତ ଅପରାଧକୁ ପଦ ରେ ଦଳି ଦବେେ ଓ ସମସ୍ତ ପାପକୁ ଅତଳ ସମୁଦ୍ର ରେ ନଇେ ନିକ୍ଷପେ କରିବେ।
20 ହେ ପରମେଶ୍ବର, ଯାକୁବ ପ୍ରତି ସତ୍ଯ ଓ ଅବ୍ରାହାମ ପ୍ରତି ଦୟା ଓ ବିଶ୍ବସ୍ତତା ପ୍ରଦାନ କଲ, ଯାହା ତୁମ୍ଭେ ବହୁବର୍ଷ ପୂର୍ବେ ଆମ୍ଭ ପୂର୍ବପୁରୁଷମାନଙ୍କଠା ରେ ଶପଥ କରିଥିଲ।