ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର

ଅଧ୍ୟାୟ: 1 2 3 4 5


-Reset+

ଅଧ୍ୟାୟ 1

1 ପାଉଲ, ସିଲ୍ବାନ ଓ ତୀମଥିଙ୍କଠାରୁ ଥସେଲନୀକୀୟ ମଣ୍ଡଳୀ ନିକଟକୁ ପତ୍ର। ଏହି ମଣ୍ଡଳୀଟି ପରମପିତା ପରମେଶ୍ବର ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠା ରେ ଅଛି। ତୁମ୍ଭମାନଙ୍କ ପ୍ରତି ପରମେଶ୍ବରଙ୍କ ଅନୁଗ୍ରହ ଓ ଶାନ୍ତି ହେଉ।
2 ପ୍ରାର୍ଥନା କଲା ବେଳେ ଆମ୍ଭେ ସର୍ବଦା ତୁମ୍ଭମାନଙ୍କ କଥା ମନେପକାଉ ଓ ତୁମ୍ଭମାନଙ୍କ ପାଇଁ ପରମେଶ୍ବରଙ୍କୁ ଧନ୍ଯବାଦ ଦେଉ।
3 ଆମ୍ଭମାନଙ୍କର ପରମପିତା ପରମେଶ୍ବରଙ୍କୁ ଆମ୍ଭ ପ୍ରାର୍ଥନା ରେ ନିବଦନେ କଲା ବେଳେ ତୁମ୍ଭମାନେେ ତୁମ୍ଭମାନଙ୍କର ବିଶ୍ବାସ ହତେୁ ଯାହା କରିଛ, ସେଥିପାଇଁ ତାଙ୍କୁ ଧନ୍ଯବାଦ ଦେଉ। ତୁମ୍ଭମାନେେ ତୁମ୍ଭମାନଙ୍କର ପ୍ ରମେ ହତେୁ ଯେଉଁ କାର୍ୟ୍ଯ କରିଛ, ସେଥିପାଇଁ ତାହାଙ୍କୁ ଧନ୍ଯବାଦ ଦେଉ। ଏବଂ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠା ରେ ତୁମ୍ଭମାନଙ୍କ ଭରସା ହତେୁ ତୁମ୍ଭମାନେେ ଦୃଢ଼ ହାଇେ ରହିଛ ବୋଲି ଆମ୍ଭେ ତାଙ୍କୁ ସର୍ବଦା ଧନ୍ଯବାଦ ଅର୍ପଣ କରୁଛୁ।
4 ଭାଇ ଓ ଭଉଣୀମାନେ! ପରମେଶ୍ବର ତୁମ୍ଭକୁ ପ୍ ରମେ କରନ୍ତି। ଆମ୍ଭେ ଏହା ମଧ୍ଯ ଜାଣୁ ଯେ, ସେ ତୁମ୍ଭମାନଙ୍କୁ ନିଜର ବୋଲି ବାଛିଛନ୍ତି।
5 ଆମ୍ଭେ ତୁମ୍ଭମାନଙ୍କୁ ସୁସମାଚାର କହିଛୁ। କିନ୍ତୁ ଆମ୍ଭେ କବଳେ ଶବ୍ଦ ବ୍ଯବହାର କରି ନାହୁଁ। ସହେି ସୁସମାଚାର ଆମ୍ଭେ ଶକ୍ତି ଓ ପବିତ୍ର ଆତ୍ମା ସହିତ ଆଣିଛୁ। ଆମ୍ଭେ ନିଶ୍ଚିତ ଭାବରେ ଜାଣିଛୁ ଯେ, ତାହା ସତ୍ଯ। ତୁମ୍ଭମାନେେ ଜାଣିଛ ଯେ, ଆମ୍ଭେ ତୁମ୍ଭମାନଙ୍କ ସହିତ ଥିଲା ବେଳେ କିଭଳି ଜୀବନ ବିତାଉଥିଲୁ, ସଭେଳି ଜୀବନଯାପନ କରି ତୁମ୍ଭମାନଙ୍କୁ ସାହାୟ୍ଯ କରିବା ପାଇଁ ଚାହୁଁଥିଲୁ।
6 ଏବେ ତୁମ୍ଭମାନେେ ମଧ୍ଯ ଆମ୍ଭ ଭଳି ଓ ପ୍ରଭୁଙ୍କ ଭଳି ହାଇଯୋଇଛ। ଅତ୍ଯଧିକ କଷ୍ଟ ପାଇଲା ପରେ ମଧ୍ଯ ତୁମ୍ଭମାନେେ ସହେି ଶିକ୍ଷାକୁ ଆନନ୍ଦ ରେ ଗ୍ରହଣ କରିଛ। ପବିତ୍ର ଆତ୍ମା ତୁମ୍ଭମାନଙ୍କୁ ଏହି ଆନନ୍ଦ ପ୍ରଦାନ କରିଛନ୍ତି।
7 ମାକିଦନିଆ ଓ ଆଖାଯାର ବିଶ୍ବାସୀ ଲୋକମାନଙ୍କ ପାଇଁ ତୁମ୍ଭମାନେେ ଆଦର୍ଶ ହାଇେଥିଲ।
8 ମାକିଦନିଆ ଓ ଆଖାଯା ରେ ତୁମ୍ଭମାନଙ୍କ ପାଖରୁ ପ୍ରଭୁଙ୍କର ଶିକ୍ଷା ପ୍ରସାରିତ ହାଇେଥିଲା। ପ୍ରେତ୍ୟକକ ସ୍ଥାନ ରେ ପରମେଶ୍ବରଙ୍କଠା ରେ ତୁମ୍ଭ ବିଶ୍ବାସ ପରିଚିତ ହାଇେଛି। ଅତଏବ ତୁମ୍ଭମାନଙ୍କ ବିଶ୍ବାସ ବିଷୟ ରେ ଆମ୍ଭର କିଛି କହିବାର ଆବଶ୍ଯକ ନାହିଁ।
9 ଆମ୍ଭେ ତୁମ୍ଭମାନଙ୍କ ସହିତ ଥିଲା ବେଳେ, ଯେପରି ଭଲ ଭାବରେ ତୁମ୍ଭମାନେେ ଆମ୍ଭମାନଙ୍କୁ ଗ୍ରହଣ କରିଥିଲ, ସେ ବିଷୟ ରେ ସର୍ବତ୍ର ଲୋକମାନେ କଥାବାର୍ତ୍ତା ହେଉଛନ୍ତି। ତୁମ୍ଭମାନେେ କିପରି ମୂର୍ତ୍ତିପୂଜା ବନ୍ଦ କରି, ଜୀବିତ ଓ ପ୍ରକୃତ ପରମେଶ୍ବରଙ୍କ ସବୋ କରିବା ପାଇଁ ପରିବର୍ତ୍ତିତ ହେଲ, ସେ ବିଷୟ ରେ ସମାନେେ କହନ୍ତି।
10 ତୁମ୍ଭମାନେେ ପରମେଶ୍ବରଙ୍କ ପୁତ୍ରଙ୍କର ସ୍ବର୍ଗରୁ ଆସିବା ସମୟକୁ ଅପେକ୍ଷା କରି ମୂର୍ତ୍ତିପୂଜା ବନ୍ଦ କରିଥିଲି। ପରମେଶ୍ବର ତାଙ୍କ ପୁତ୍ର ଯୀଶୁଙ୍କୁ ମୃତ୍ଯୁରୁ ପୁନରୁତ୍ଥିତ କରିଛନ୍ତି। ପରମେଶ୍ବରଙ୍କ ଆଗାମୀ କୋରଧପୂର୍ଣ୍ଣ ବିଚାରରୁ ଯୀଶୁ ଆମ୍ଭକୁ ଉଦ୍ଧାର କରନ୍ତି।




ଅଧ୍ୟାୟ 2

1 ଭାଇ ଓ ଭଉଣୀମାନେ! ତୁମ୍ଭମାନେେ ଜାଣିଛ ଯେ, ଆମ୍ଭମାନଙ୍କର ତୁମ୍ଭମାନଙ୍କ ପାଖକୁ ୟିବା ବୃଥା ନ ଥିଲା।
2 ତୁମ୍ଭମାନଙ୍କ ପାଖକୁ ୟିବା ପୂର୍ବରୁ ଫିଲିପ୍ପୀଠା ରେ ଆମ୍ଭେ ଦୁଃଖ ଓ ଅପମାନ ପାଇଥିଲୁ। ଏହି ବିଷୟ ରେ ତୁମ୍ଭମାନେେ ଜାଣିଛ। ଆମ୍ଭମାନେେ ଯେତବେେଳେ ତୁମ୍ଭମାନଙ୍କ ପାଖକୁ ଗଲୁ, ସେତବେେଳେ ଅନକେ ଲୋକ ଆମ୍ଭର ବିରୁଦ୍ଧ ଥିଲେ। କିନ୍ତୁ ପରମେଶ୍ବରଙ୍କ ସାହାୟ୍ଯରୁ ଆମ୍ଭେ ସାହସୀ ହାଇେ ପାରିଲୁ। ତୁମ୍ଭମାନଙ୍କୁ ତାହାଙ୍କର ସୁସମାଚାର କହିବା ପାଇଁ ସେ ଆମ୍ଭକୁ ସାହାୟ୍ଯ କଲେ।
3 ଆମ୍ଭେ ଲୋକଙ୍କୁ ଶିକ୍ଷା ଦେଉ। କହେି ଆମ୍ଭକୁ ପ୍ରବଞ୍ଚିତ କରିନାହିଁ। ଆମ୍ଭେ ମନ୍ଦ ନୋହୁଁ। ଆମ୍ଭେ ଲୋକମାନଙ୍କୁ ଛଳନା କରି ନାହୁଁ। କିନ୍ତୁ ଏଗୁଡ଼ିକ ଆମ୍ଭର ଶିକ୍ଷାଦାନ କରିବା ଉଦ୍ଦେଶ୍ଯ ନୁହେଁ।
4 ପରମେଶ୍ବର ଆମ୍ଭକୁ ପରୀକ୍ଷା କରି ଓ ବିଶ୍ବାସ କରି ସୁସମାଚାର କହିବା ଦାଯିତ୍ବ ଦଇେଥିବାରୁ ଆମ୍ଭେ ସୁସମାଚାର ପ୍ରଚାର କରୁଛୁ। ଅତଏବ ଯେତବେେଳେ ଆମ୍ଭେ କିଛି କହୁ ମନୁଷ୍ଯକୁ ସନ୍ତୁଷ୍ଟ କଲାପରି ନୁହେଁ, ପରମେଶ୍ବରଙ୍କୁ ଖୁସି କରିବା ଆମ୍ଭର ଉଦ୍ଦେଶ୍ଯ ଅଟେ। ପରମେଶ୍ବର ଆମ୍ଭର ହୃଦୟଗୁଡ଼ିକୁ ପରୀକ୍ଷା କରନ୍ତି।
5 ତୁମ୍ଭମାନେେ ଜାଣିଛ ଯେ, କବେେ ହେଲେ ଆମ୍ଭେ ଖୋସାମଦିଆ କଥା କହି ତୁମ୍ଭକୁ ପ୍ରଭାବିତ କରିବା ପାଇଁ ଚେଷ୍ଟା କରି ନାହୁଁ। ଆମ୍ଭେ ତୁମ୍ଭମାନଙ୍କର ଟଙ୍କା ପାଇବା ପାଇଁ ଚାହିଁ ନାହୁଁ। ତୁମ୍ଭମାନଙ୍କଠାରୁ ଆମ୍ଭେ ନିଜର କୌଣସି ସ୍ବାର୍ଥପର ଭାବ ଗୁପ୍ତ ରଖି ନାହୁଁ। ପରମେଶ୍ବର ଜାଣନ୍ତି ଯେ, ଏହା ସତ୍ଯ।
6 ଆମ୍ଭେ ଲୋକମାନଙ୍କର ପ୍ରଶଂସା ଚାହୁଁ ନାହୁଁ। ଆମ୍ଭେ ତୁମ୍ଭମାନଙ୍କ ପାଖରୁ ବା ଅନ୍ୟମାନଙ୍କ ପାଖରୁ ପ୍ରଶଂସା ଚାହୁଁ ନାହୁଁ।
7 ଆମ୍ଭମାନେେ ଯୀଶୁଖ୍ରୀଷ୍ଟଙ୍କର ପ୍ ରରେିତ। ଅତଏବ ତୁମ୍ଭମାନଙ୍କ ମଧିଅରେ ଥିଲା ବେଳେ ଆମ୍ଭମାନେେ ତୁମ୍ଭମାନଙ୍କ ଦ୍ବାରା କାମ କରାଇବା ପାଇଁ ଆମ୍ଭ ଅଧିକାର ପ୍ରଯୋଗ କରି ପାରିଥାଆନ୍ତୁ। କିନ୍ତୁ ଆମ୍ଭେ ତୁମ୍ଭମାନଙ୍କ ସହିତ ଭଦ୍ର ବ୍ଯବହାର କରୁ। ଜଣେ ମାଆ ନିଜ ଶିଶୁମାନଙ୍କର ଯେପରି ଯତ୍ନ ନିଏ, ଆମ୍ଭେ ଠିକ୍ ସହେିପରି କଲୁ।
8 ଆମ୍ଭେ ତୁମ୍ଭମାନଙ୍କୁ ବହୁତ ଭଲ ପାଇଲୁ। ଅତଏବ ଆମ୍ଭେ ତୁମ୍ଭମାନଙ୍କୁ କବଳେ ପରମେଶ୍ବରଙ୍କ ସୁସମାଚାରର ଅଂଶୀ କଲୁ ତାହା ନୁହେଁ, ବରଂ ନିଜର ଜୀବନ ମଧ୍ଯ ତୁମ୍ଭମାନଙ୍କ ସହିତ ବାଣ୍ଟି ଦବୋକୁ ପ୍ରସ୍ତୁତ ଥିଲୁ।
9 ଭାଇ ଓ ଭଉଣୀମାନେ! ତୁମ୍ଭମାନେେ ମନେ ପକାଅ ଯେ, ଆମ୍ଭେ କେତେ କଠିନ ପରିଶ୍ରମ କରିଛୁ। ଆମ୍ଭେ ଦିନରାତି କାମ କରିଛୁ। ଆମ୍ଭମାନେେ ପରମେଶ୍ବରଙ୍କ ସୁସମାଚାର ପ୍ରଚାର କଲା ବେଳେ, ତୁମ୍ଭମାନେେ ଆମ୍ଭକୁ କିଛି ଦଇେ ଭାରାକ୍ରାନ୍ତ ହୁଅ, ସେ କଥା ଆମ୍ଭେ ଚାହିଁଲୁ ନାହିଁ।
10 ବିଶ୍ବାସୀ ଯେ ତୁମ୍ଭମାନେେ, ତୁମ୍ଭମାନଙ୍କ ଗହଣ ରେ ରହିଥିଲା ବେଳେ, ଆମ୍ଭମାନେେ ପବିତ୍ର, ଧାର୍ମିକ ଓ ତ୍ରୁଟି ରହିତ ଜୀବନଯାପନ କରିଥିଲୁ।
11 ତୁମ୍ଭମାନେେ ଓ ପରମେଶ୍ବର ମଧ୍ଯ ଜାଣନ୍ତି ଯେ, ଏହା ସତ୍ଯ। ପିତା ନିଜ ସନ୍ତାନମାନଙ୍କୁ ସ୍ନହେ କଲା ଭଳି ଆମ୍ଭେ ତୁମ୍ଭମାନଙ୍କ ସହିତ ସ୍ନହପେୂର୍ବକ ବ୍ଯବହାର କରିଛୁ।
12 ଆମ୍ଭେ ତୁମ୍ଭମାନଙ୍କୁ ଉତ୍ସାହ ପ୍ରଦାନ କରିଛୁ, ଆମ୍ଭେ ତୁମ୍ଭମାନଙ୍କୁ ଆଶ୍ବାସନା ଦଲେୁ ଏବଂ ପରମେଶ୍ବରଙ୍କ ପାଇଁ ଭଲ ଜୀବନଯାପନ କରିବା ପାଇଁ କହିଛୁ। ପରମେଶ୍ବର ତୁମ୍ଭମାନଙ୍କୁ ନିଜ ରାଜ୍ଯ ଓ ମହିମା ପ୍ରାପ୍ତ କରିବା ପାଇଁ ଡ଼ାକୁଛନ୍ତି।
13 ତୁମ୍ଭମାନେେ ଆମ୍ଭମାନଙ୍କଠାରୁ ଶୁଣିଥିବା ଶିକ୍ଷାଗୁଡ଼ିକୁ ମଣିଷମାନଙ୍କର ନୁହେଁ ବରଂ ପରମେଶ୍ବରଙ୍କ ବାକ୍ଯ ବୋଲି ଭାବି ଗ୍ରହଣ କରିଥିବାରୁ, ଆମ୍ଭେ ପରମେଶ୍ବରଙ୍କୁ ଅନବରତ ଧନ୍ଯବାଦ ଜଣାଉଛୁ। ଏହା ପ୍ରକୃତ ରେ ପରମେଶ୍ବରଙ୍କ ଶିକ୍ଷା। ଏହି ଶିକ୍ଷାର ପ୍ରଭାବ, ବିଶ୍ବାସୀ ଯେ ତୁମ୍ଭମାନେେ, ତୁମ୍ଭମାନଙ୍କ ଉପରେ ପଡ଼ିଛି।
14 ଭାଇ ଓ ଭଉଣୀମାନେ! ତୁମ୍ଭମାନେେ ୟିହୂଦା ରେ290 ଥିବା ଖ୍ରୀଷ୍ଟ ଯୀଶୁଙ୍କଠା ରେ ପରମେଶ୍ବରଙ୍କ ମଣ୍ଡଳୀଗୁଡ଼ିକର ଲୋକମାନଙ୍କ ଭଳି ହାଇେଛ। ୟିହୂଦା ରେ ପରମେଶ୍ବରଙ୍କ ଲୋକମାନେ ଅନ୍ୟ ଯିହୂଦୀମାନଙ୍କଠାରୁ ଯାତନା ଭୋଗ କରିଥିଲେ। ତୁମ୍ଭମାନେେ ନିଜ ଦେଶର ଲୋକମାନଙ୍କଠାରୁ ମଧ୍ଯ ସହେିଭଳି ଯାତନା ପାଇଛ।
15 ସେ ଯିହୂଦୀମାନେ ପ୍ରଭୁ ଯୀଶୁଙ୍କୁ ମାରି ଦେଲେ। ସମାନେେ ଭବିଷ୍ଯଦ୍ ବକ୍ତାମାନଙ୍କୁ ମଧ୍ଯ ମାରି ଦେଲେ। ସହେି ଯିହୂଦୀମାନେ ଆମ୍ଭକୁ ସହେି ଅଞ୍ଚଳ ଛାଡ଼ିବା ପାଇଁ ବାଧ୍ଯ କଲେ। ପରମେଶ୍ବର ସମାନଙ୍କେଠା ରେ ସନ୍ତୁଷ୍ଟ ନୁହଁନ୍ତି। ସମାନେେ ସମଗ୍ର ମାନବ ଜାତିର ବିରୋଧୀ।
16 ସମାନେେ ଆମ୍ଭକୁ ଅଣଯିହୂଦୀମାନଙ୍କ ନିକଟରେ ଶିକ୍ଷା ଦବୋ ପାଇଁ ଅଟକାଇବାକୁ ଚେଷ୍ଟା କରନ୍ତି। ଅଣୟିହୁଦୀମାନେ ଉଦ୍ଧାର ହୁଅନ୍ତୁ, ଏହି ଉଦ୍ଦେଶ୍ଯ ରେ ଆମ୍ଭେ ସମାନଙ୍କେୁ ଶିକ୍ଷା ଦେଉ। କିନ୍ତୁ ଯିହୂଦୀମାନେ ପୂର୍ବରୁ କରିଥିବା ପାପଗୁଡ଼ିକର ସୂଚୀ, ବର୍ତ୍ତମାନ ମଧ୍ଯ ବଢ଼ି ଚାଲିଛି। ଏବେ ପୂର୍ଣ୍ଣଭାବରେ ପରମେଶ୍ବରଙ୍କ କୋର୍ଧ ସମାନଙ୍କେ ଉପରେ ଆସି ପଡ଼ିଲାଣି।
17 ଭାଇ ଓ ଭଉଣୀମାନେ! ଆମ୍ଭେ ଅଳ୍ପ ସମୟ ପାଇଁ ତୁମ୍ଭମାନଙ୍କ ପାଖରୁ ଦୂର ରେ ଥିଲୁ। ଆମ୍ଭେ ଶାରୀରିକ ଭାବରେ ସଠାେରେ ନ ଥିଲେ ମଧ୍ଯ, ଆମ୍ଭର ଚିନ୍ତାଗୁଡ଼ିକ ସଠାେରେ ଅଛି। ଆମ୍ଭେ ତୁମ୍ଭମାନଙ୍କୁ ଦେଖିବା ଲାଗି ବ୍ଯଗ୍ର ଥିଲୁ ଓ ସେଥିପାଇଁ ଅଧିକ ଯତ୍ନ ମଧ୍ଯ କରିଥିଲୁ।
18 ଆମ୍ଭେ ତୁମ୍ଭମାନଙ୍କ ପାଖକୁ ଆସିବାକୁ ଚେଷ୍ଟା କରିଥିଲୁ। ମୁଁ ପାଉଲ ନିଜେ କେତେ ଥର ଆସିବାକୁ ଚେଷ୍ଟା କରିଛି, କିନ୍ତୁ ଶୟତାନ ଆମ୍ଭକୁ ବାଧା ଦଇେଛି।
19 ତୁମ୍ଭମାନେେ ଆମ୍ଭର ଆଶା, ଆମ୍ଭର ଆନନ୍ଦ ଓ ଆମ୍ଭର ମୁକୁଟ। ଯେତବେେଳେ ଆମ୍ଭମାନଙ୍କର ପ୍ରଭୁଯୀଶୁ ଆସିବେ, ଆମ୍ଭେ ତୁମ୍ଭମାନଙ୍କ ପାଇଁ ଗର୍ବ ଅନୁଭବ କରିବୁ।
20 ପ୍ରକୃତ ରେ ତୁମ୍ଭମାନେେ ଆମ୍ଭର ମହିମା ଓ ଆମ୍ଭର ଆନନ୍ଦ ଅଟ।




ଅଧ୍ୟାୟ 3

1 ଆମ୍ଭେ ତୁମ୍ଭମାନଙ୍କ ପାଖକୁ ଆସିପାରି ନ ଥିଲୁ, କିନ୍ତୁ ଅଧିକ ଅପେକ୍ଷା କରିବା ମଧ୍ଯ ଅତ୍ଯନ୍ତ କଷ୍ଟଦାୟକ ଥିଲା।
2 ଅତଏବ ଆଥୀନୀ ରେ ଏକା ରହି ଯାଇ, ତୀମଥିଙ୍କୁ ତୁମ୍ଭମାନଙ୍କ ପାଖକୁ ପଠାଇବାକୁ ଆମ୍ଭେ ସ୍ଥିର କଲୁ। ତୀମଥି ଆମ୍ଭର ଭାଇ। ସେ ପରମେଶ୍ବରଙ୍କ ଲାଗି ମାେ ସହିତ କାମ କରନ୍ତି। ଲୋକମାନଙ୍କୁ ଖ୍ରୀଷ୍ଟଙ୍କ ସୁସମାଚାର ପ୍ରଚାର କରନ୍ତି। ତୁମ୍ଭମାନଙ୍କ ବିଶ୍ବାସ ରେ ଶକ୍ତି ଉତ୍ସାହ ଆଣିବା ପାଇଁ ଆମ୍ଭେ ତୀମଥିଙ୍କୁ ପଠାଇଥୁଲୁ।
3 ଆମ୍ଭେ ଏବେ ଯେଉଁ ଅସୁବିଧା ରେ ଅଛୁ, ସେଥି ରେ ତୁମ୍ଭମାନେେ କହେି ଯେପରି ବିବ୍ରତ ନ ହୁଅ, ସେଥିପାଇଁ ଆମ୍ଭେ ତୀମଥିଙ୍କୁ ପଠାଇଲୁ। ତୁମ୍ଭମାନେେ ଜାଣିଥିଲ ଯେ ଆମ୍ଭେ ଭବିଷ୍ଯତ୍ ରେ ଏଭଳି କଷ୍ଟ ନିଶ୍ଚୟ ପାଇବା।
4 ଯେତବେେଳେ ଆମ୍ଭେ ତୁମ୍ଭମାନଙ୍କ ସହିତ ଥିଲୁ, ଆମ୍ଭେ ତୁମ୍ଭମାନଙ୍କୁ କହିଥିଲୁ ଯେ, ଆମ୍ଭେ ଅସୁବିଧାଗୁଡ଼ିକର ସମ୍ମୁଖୀନ ହବୋକୁ ବାଧ୍ଯ। ତୁମ୍ଭମାନେେ ଜାଣିଛ ଯେ, ଆମ୍ଭେ ଯଭେଳି କହିଥିଲୁ, ସହେିଭଳି ସବୁ ଘଟିଛି।
5 ତୁମ୍ଭମାନଙ୍କ ବିଶ୍ବାସ ବିଷୟ ରେ ଜାଣି ପାରିବା ଉଦ୍ଦେଶ୍ଯ ରେ ମୁଁ ତୀମଥିଙ୍କୁ ତୁମ୍ଭମାନଙ୍କ ପାଖକୁ ପଠାଇଥିଲି। ଅଧିକ ଅପେକ୍ଷା କରିବାକୁ ର୍ଧୈୟ୍ଯ ନ ଥିବାରୁ, ମୁଁ ତାହାଙ୍କୁ ପଠାଇଥିଲି। ମାରେ ଭୟ ଥିଲା ଯେ, କାଳେ ପ୍ରଲୋଭନକାରୀ ଶୟତାନ ତୁମ୍ଭମାନଙ୍କୁ ପ୍ରଲୋଭନ ଦ୍ବାରା ପରାଜିତ କରିଥିବ। ତା' ହେଲେ ଆମ୍ଭର କଠାେର ପରିଶ୍ରମ ବ୍ଯର୍ଥ ହାଇଯେିବ।
6 କିନ୍ତୁ ତୀମଥି ତୁମ୍ଭମାନଙ୍କ ପାଖରୁ ଆମ୍ଭମାନଙ୍କ ପାଖକୁ ଫରେି ଆସିଛନ୍ତି। ସେ ତୁମ୍ଭମାନଙ୍କର ବିଶ୍ବାସ ଓ ପ୍ ରମରେ ସୁଖବର ଆମ୍ଭକୁ ଦଇେଛନ୍ତି। ତୁମ୍ଭମାନେେ ଆମ୍ଭକୁ ସର୍ବଦା ମନେ ପକାଉଛ ବୋଲି ତୀମଥି ଆମ୍ଭକୁ କହିଲେ। ତୁମ୍ଭମାନେେ ଆମ୍ଭକୁ ଆଉଥରେ ଦେଖିବାକୁ ଗଭୀର ଭାବରେ ଚାହଁ ବୋଲି ସେ ଆମ୍ଭକୁ କହିଲେ। ଆମ୍ଭର ମଧ୍ଯ ସହେି ଇଚ୍ଛା। ଆମ୍ଭମାନେେ ତୁମ୍ଭକୁ ଦେଖିବାକୁ ପ୍ରବଳ ଆଗ୍ରହୀ।
7 ଅତଏବ ଭାଇ ଓ ଭଉଣୀମାନେ! ତୁମ୍ଭମାନଙ୍କ ବିଶ୍ବାସ ୟୋଗୁ ଆମ୍ଭେ ସାନ୍ତ୍ବନା ଲାଭ କଲୁ। ଆମ୍ଭର ଅନକେ କଷ୍ଟ ଓ ଯାତନା ଥିଲେ ମଧ୍ଯ, ଆମ୍ଭେ ସାନ୍ତ୍ବନା ଲାଭ କରିଛୁ।
8 ତୁମ୍ଭମାନେେ ପ୍ରଭୁଙ୍କଠା ରେ ଦୃଢ଼ ରହିଲେ, ଆମ୍ଭର ଜୀବନ ପ୍ରକୃତ ରେ ସଫଳ ହୁଏ।
9 ତୁମ୍ଭମାନଙ୍କ କାରଣରୁ ଆମ୍ଭ ପରମେଶ୍ବରଙ୍କ ଆଗ ରେ ଆମ୍ଭର ମହାନ୍ ଆନନ୍ଦ। ଅତଏବ ତୁମ୍ଭମାନଙ୍କ ଲାଗି ଆମ୍ଭେ ପରମେଶ୍ବରଙ୍କୁ ଧନ୍ଯବାଦ ଅର୍ପଣ କରୁଛୁ। କିନ୍ତୁ ଆମ୍ଭେ ଯେତେ ଆନନ୍ଦ ଅନୁଭବ କରୁଛୁ, ସହେି ଅନୁପାତ ରେ ଆମ୍ଭେ ତାଙ୍କୁ ଧନ୍ଯବାଦ ଦଇପୋରିବୁ ନାହିଁ।
10 ଦିନରାତି ଆମ୍ଭେ ଅତି ଦୃଢ଼ତାର ସହିତ ତୁମ୍ଭମାନଙ୍କ ପାଇଁ ପ୍ରାର୍ଥନା କରି ଚାଲିଛୁ। ତୁମ୍ଭମାନଙ୍କର ବିଶ୍ବାସକୁ ଦୃଢ଼ କରିବା ଲାଗି ଓ ତୁମ୍ଭମାନଙ୍କ ବିଶ୍ବାସ ରେ ଯାହାକିଛି ଅଭାବ ଅଛି, ତାହା ଯୋଗଇ ଦବୋ ପାଇଁ ଆମ୍ଭେ ତୁମ୍ଭମାନଙ୍କ ପାଖକୁ ଆସିବାକୁ ଓ ଦେଖିବା ପାଇଁ ପ୍ରାର୍ଥନା କରୁଛୁ।
11 ଆମ୍ଭର ପରମେଶ୍ବର, ପରମପିତା ଓ ଆମ୍ଭର ପ୍ରଭୁଯୀଶୁ ତୁମ୍ଭମାନଙ୍କ ପାଖ ରେ ପହଁଞ୍ଚିବା ପାଇଁ ମାର୍ଗ ପ୍ରସ୍ତୁତ କରନ୍ତୁ ବୋଲି, ଆମ୍ଭେ ପ୍ରାର୍ଥନା କରୁଛୁ।
12 ତୁମ୍ଭମାନଙ୍କର ପ୍ ରମେ ବୃଦ୍ଧି ହେଉ ବୋଲି, ଆମ୍ଭେ ପ୍ରଭୁଙ୍କୁ ପ୍ରାର୍ଥନା କରୁଛୁ। ପରସ୍ପର ନିମନ୍ତେ ଓ ଅନ୍ୟ ସମସ୍ତଙ୍କ ପାଇଁ ସେ ତୁମ୍ଭମାନଙ୍କୁ ଅଧିକରୁ ଅଧିକ ପ୍ ରମେ ପ୍ରଦାନ କରନ୍ତୁ, ଆମ୍ଭେ ଏହି ପ୍ରାର୍ଥନା କରୁଛୁ। ଆମ୍ଭେ ଯଭେଳି ତୁମ୍ଭମାନଙ୍କୁ ଭଲ ପାଉ, ସହେିଭଳି ତୁମ୍ଭମାନେେ ସମସ୍ତଙ୍କୁ ଭଲ ପାଅ ବୋଲି ଆମ୍ଭେ ପ୍ରାର୍ଥନା କରୁଛୁ।
13 ତୁମ୍ଭମାନଙ୍କର ହୃଦୟ ଦୃଢ଼ ହେଉ ବୋଲି ଆମ୍ଭେ ପ୍ରାର୍ଥନା କରୁ। ତବେେ ଯେତବେେଳେ ଆମ୍ଭ ପ୍ରଭୁଯୀଶୁ ନିଜର ସମସ୍ତ ପବିତ୍ର ଲୋକଙ୍କ ଗହଣ ରେ ଆସିବେ, ତୁମ୍ଭମାନେେ ପରମପିତା ପରମେଶ୍ବରଙ୍କ ଆଗ ରେ ପବିତ୍ର ଭାବରେ ଓ ଦୋଷରହିତ ହାଇେ ଠିଆ ହାଇପୋରିବ।




ଅଧ୍ୟାୟ 4

1 ଭାଇ ଓ ଭଉଣୀମାନେ! ବର୍ତ୍ତମାନ ତୁମ୍ଭମାନଙ୍କୁ ମାରେ କେତକେ ଅନ୍ୟ କଥାଗୁଡ଼ିକ କହିବାକୁ ଅଛି। ପରମେଶ୍ବରଙ୍କୁ ପ୍ରସନ୍ନ କରିପାରୁଥିବା ଜୀବନଯାପନ ପ୍ରଣାଳୀ ବିଷୟ ରେ ଆମ୍ଭମାନେେ ତୁମ୍ଭମାନଙ୍କୁ ଶିଖାଇଛୁ। ତୁମ୍ଭମାନେେ ସହେିଭଳି ଜୀବନଯାପନ କରୁଛ। ପ୍ରଭୁଯୀଶୁଙ୍କ ପାଇଁ ଅଧିକରୁ ଅଧିକ ସହେିଭଳି ଜୀବନଯାପନ କରିବା ପାଇଁ ଆମ୍ଭେ ତୁମ୍ଭମାନଙ୍କୁ କହୁଛୁ ଓ ଉତ୍ସାହିତ ମଧ୍ଯ କରୁଛୁ।
2 ତୁମ୍ଭମାନେେ ଜାଣିଛ ଯେ, ଆମ୍ଭେ ତୁମ୍ଭମାନଙ୍କୁ କ'ଣ କରିବା ପାଇଁ କହିଛୁ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଅଧିକାର ମାଧ୍ଯମ ରେ ଆମ୍ଭେ ତୁମ୍ଭମାନଙ୍କୁ ସହେି କଥାଗୁଡ଼ିକ କହିଛୁ। ପରମେଶ୍ବର ଇଚ୍ଛା କରନ୍ତି ଯେ, ତୁମ୍ଭମାନେେ ପବିତ୍ର ହୁଅ।
3 ସେ ଚାହାଁନ୍ତି ଯେ, ତୁମ୍ଭମାନେେ ୟୌନଗତ ପାପଗୁଡ଼ିକରୁ ଦୂର ରେ ରୁହ।
4 "ପରମେଶ୍ବର ଚାହାଁନ୍ତି ଯେ, ତୁମ୍ଭମାନେେ ପ୍ରେତ୍ୟକକ ନିଜ ଶରୀରକୁ ସଂୟମ କରିବାକୁ ଶିଖ। ତୁମ୍ଭମାନେେ ନିଜ ଶରୀରକୁ ଏପରି ବ୍ଯବହାର କର ଯେ, ତାହା ପବିତ୍ର ହବେ ଓ ପରମେଶ୍ବରଙ୍କୁ ଗୌରବ ଦବେ। ତୁମ୍ଭମାନଙ୍କ ଶରୀରକୁ କାମାସକ୍ତର ବଶବର୍ତ୍ତୀ ହବୋକୁ ଦିଅ ନାହିଁ।291
5 ଯେଉଁମାନେ ପରମେଶ୍ବରଙ୍କୁ ଜାଣନ୍ତି ନାହିଁ, ସମାନେେ ନିଜ ଶରୀରର ଏପରି ବ୍ଯବହାର କରନ୍ତି।
6 ଖ୍ରୀଷ୍ଟଙ୍କଠା ରେ ତୁମ୍ଭମାନଙ୍କ ଭାଇ ବିରୁଦ୍ଧ ରେ କୌଣସି ମନ୍ଦକାର୍ୟ୍ଯ କର ନାହିଁ ଓ ଏହି ବିଷୟ ରେ ତାହାଙ୍କୁ ଠକ ନାହିଁ। ଯେଉଁମାନେ ଏଭଳି କାମ କରିବେ, ସମାନଙ୍କେୁ ପରମେଶ୍ବର ଦଣ୍ଡ ଦବେେ। ଆମ୍ଭେ ଏ ବିଷୟ ରେ ଆଗରୁ ତୁମ୍ଭମାନଙ୍କୁ କହିଛୁ ଓ ସତର୍କ କରିଛୁ।
7 ପରମେଶ୍ବର ଆମ୍ଭକୁ ପବିତ୍ର ହବୋ ପାଇଁ ଆହ୍ବାନ କରିଛନ୍ତି। ଆମ୍ଭେ ପାପରେ ଜୀବନ ଯାପନ କରିବା ପାଇଁ ସେ ଚାହାଁନ୍ତି ନାହିଁ।
8 ଅତଏବ ଯେଉଁ ଲୋକ ଏହି ଶିକ୍ଷାକୁ ଅବମାନନା କରେ, ସେ ପରମେଶ୍ବରଙ୍କ ଅବମାନନା କରେ, ମଣିଷକୁ ନୁହେଁ। ପରମେଶ୍ବର ତାଙ୍କର ପବିତ୍ରଆତ୍ମା ତୁମ୍ଭମାନଙ୍କୁ ପ୍ରଦାନ କରି ଥାଆନ୍ତି।
9 ଖ୍ରୀଷ୍ଟଙ୍କଠା ରେ ତୁମ୍ଭମାନଙ୍କର ଭାଇ ଓ ଭଉଣୀମାନଙ୍କ ପାଇଁ ପ୍ ରମେଭାବ ବିଷୟ ରେ ତୁମ୍ଭମାନଙ୍କୁ ଲେଖିବାର ଆବଶ୍ଯକତା ନାହିଁ। ପରସ୍ପରକୁ ପ୍ ରମେ କରିବା ପାଇଁ ପରମେଶ୍ବର ତୁମ୍ଭମାନଙ୍କୁ ଆଗରୁ ଶିଖାଇଛନ୍ତି।
10 ସମଗ୍ର ମାକିଦନିଆର ଭାଇ ଓ ଭଉଣୀମାନଙ୍କୁ ତୁମ୍ଭମାନେେ ପ୍ରକୃତ ରେ ଭଲ ପାଅ। ହେ ଭାଇଭଉଣୀମାନେ ଆମ୍ଭେ ଏବେ, ସମାନଙ୍କେୁ ଅଧିକରୁ ଅଧିକ ଭଲ ପାଇବାରୁ ତୁମ୍ଭମାନଙ୍କୁ ଉତ୍ସାହିତ କରୁଛୁ।
11 ଶାନ୍ତିପୂର୍ଣ୍ଣ ଜୀବନଯାପନ ପାଇଁ ଯାହା ସମ୍ଭବ, ତାହା କର। ନିଜ କାର୍ୟ୍ଯର ଯତ୍ନ ନିଅ। ନିଜ ହାତ ରେ କାମ କର। ଆମ୍ଭେ ଏହି କଥାଗୁଡ଼ିକ କରିବା ପାଇଁ ତୁମ୍ଭମାନଙ୍କୁ ଆଗରୁ କହିଛୁ।
12 ଯେଉଁମାନେ ବିଶ୍ବାସ କରନ୍ତି ନାହିଁ, ସମାନେେ ମଧ୍ଯ, ଏପରି କାମ କରିବା ଓ ଜୀବନଯାପନ ଦେଖି ତୁମ୍ଭମାନଙ୍କୁ ସମ୍ମାନ ଦବେେ। ତୁମ୍ଭମାନଙ୍କୁ ମଧ୍ଯ ନିଜ ଆବଶ୍ଯକତାଗୁଡ଼ିକ ପାଇଁ ଅନ୍ୟ ଲୋକମାନଙ୍କ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ।
13 ଭାଇ ଓ ଭଉଣୀମାନେ! ମୃତମାନଙ୍କ ବିଷୟ ରେ ତୁମ୍ଭମାନେେ ଅଜ୍ଞାତ ରୁହ ବୋଲି ଆମ୍ଭେ ଚାହୁଁ ନାହୁଁ। ଭରସା ପାଇ ନ ଥିବା ଅନ୍ୟ ଲୋକଙ୍କ ଭଳି ତୁମ୍ଭମାନେେ ଦୁଃଖି ହୁଅ ବୋଲି ଆମ୍ଭେ ଚାହୁଁ ନାହୁଁ।
14 ଆମ୍ଭେ ବିଶ୍ବାସ କରୁ ଯେ, ଯୀଶୁ ମଲେ। କିନ୍ତୁ ଆମ୍ଭେ ବିଶ୍ବାସ କରୁ ଯେ, ଯୀଶୁ ପୁନରୁତ୍ଥିତ ହେଲେ। ଅତଏବ, ଯୀଶୁଙ୍କ ହତେୁ ଯୀଶୁଙ୍କ ସହିତ ମୃତ ବ୍ଯକ୍ତିମାନଙ୍କୁ ପରମେଶ୍ବର ଏକାଠି ଆଣିବେ।
15 ଆମ୍ଭେ ଏବେ ତୁମ୍ଭମାନଙ୍କୁ ପ୍ରଭୁଙ୍କ ନିଜ ଶିକ୍ଷା କହୁଛୁ। ପ୍ରଭୁ ପୁନର୍ବାର ଆସିବା ବେଳେ ଆମ୍ଭମାନଙ୍କ ଭିତରୁ ଯେଉଁମାନେ ବର୍ତ୍ତମାନ ଜୀବିତ, ସମାନେେ ସେ ପର୍ୟ୍ଯନ୍ତ ଜୀବିତ ରହିଥିବେ। ଆମ୍ଭେ ଯେଉଁମାନେ ଜୀବିତ ଥିବୁ, ପ୍ରଭୁଙ୍କ ସହିତ ରହିବୁ ଏହା ସତ୍ଯ ; କିନ୍ତୁ ଯେଉଁମାନେ ମରି ଯାଇଛନ୍ତି, ସମାନେେ ଆମ୍ଭମାନଙ୍କ ପୂର୍ବରୁ ତାହାଙ୍କ ଉପସ୍ଥିତି ମଧ୍ଯକୁ ଯିବେ।
16 ସ୍ବର୍ଗରୁ ପ୍ରଭୁ ନିଜେ ଓହ୍ଲାଇ ଆସିବେ। ସେତବେେଳେ ଉଚ୍ଚ ସ୍ବର ରେ ଏକ ଆଦେଶ ହବେ। ମୁଖ୍ଯ ସ୍ବର୍ଗଦୂତଙ୍କ ସ୍ବର ଓ ପରମେଶ୍ବରଙ୍କ ତୂରୀନାଦ ମାଧ୍ଯମ ରେ ଏହି ଆଦେଶ ଦିଆ ହବେ। ଯେଉଁମାନେ ଖ୍ରୀଷ୍ଟଙ୍କଠା ରେ ଥାଇ ମରିଛନ୍ତି, ସମାନେେ ପ୍ରଥମ ରେ ପୁନରୁତ୍ଥିତ ହବେେ।
17 ତା'ପରେ ସେ ସମୟରେ ଆମ୍ଭେ ଜୀବିତ ଥିବା ଲୋକେ ମୃତଲୋକମାନଙ୍କ ସହିତ ଏକାଠି ରୁଣ୍ଡ ହବୋ। ଆମ୍ଭକୁ ମେଘମାଳା ଭିତରକୁ ନିଆୟିବ ଓ ସଠାେରେ ବାଯୁମଣ୍ଡଳ ରେ ଆମ୍ଭେ ପ୍ରଭୁଙ୍କୁ ସାକ୍ଷାତ କରିବୁ।
18 ଏବଂ ଆମ୍ଭେ ପ୍ରଭୁଙ୍କ ସହିତ ସବୁ ଦିନ ପାଇଁ ରହିବୁ। ଅତଏବ ଏହିସବୁ କଥା କହି ପରସ୍ପରକୁ ସାନ୍ତ୍ବନା ଦିଅ।




ଅଧ୍ୟାୟ 5

1 ଭାଇ ଓ ଭଉଣୀମାନେ! ସମୟଗୁଡ଼ିକ ଓ ତାରିଖଗୁଡ଼ିକ ବିଷୟ ରେ ଏବେ କିଛି ଲେଖିବାର ଆବଶ୍ଯକତା ନାହିଁ।
2 କାରଣ ଏହା ତୁମ୍ଭେ ଭଲ ଭାବେ ଜାଣ ଯେ, ଜଣେ ଚୋର ରାତି ରେ ଆସିବା ଭଳି, ପ୍ରଭୁଙ୍କର ପୁନରାଗମନ ଦିନଟି ଆଶ୍ଚର୍ୟ୍ଯଜନକ ହବେ।
3 ଲୋକେ କହିବେ : "ଆମ୍ଭେ ଶାନ୍ତି ପାଇଛୁ ଓ ସୁରକ୍ଷିତ ଅଛୁ।" ସହେି ସମୟରେ ଗର୍ଭବତୀ ସ୍ତ୍ରୀର ପ୍ରସବ-ବଦନୋ ହେଲା ଭଳି, ହଠାତ୍ ତାହାଙ୍କ ପାଇଁ ବିନାଶ ଆସିବ ଓ ସମାନେେ ରକ୍ଷା ପାଇପାରିବେ ନାହିଁ।
4 କିନ୍ତୁ ତୁମ୍ଭ ଭାଇ ଓ ଭଉଣୀମାନଙ୍କ ପାଇଁ ସହେି ଦିନଟି ଚୋର ଆସିବା ଭଳି ଆଶ୍ଚର୍ୟ୍ଯର କଥା ହବେ ନାହିଁ, କାରଣ ତୁମ୍ଭମାନେେ ଅନ୍ଧକାର ରେ ବାସ କରୁ ନାହଁ।
5 ତୁମ୍ଭେ ସମସ୍ତେ ହେଉଛ ଆଲୋକର ସନ୍ତାନ ଓ ଦିନର ସନ୍ତାନ। ଆମ୍ଭମାନେେ ରାତ୍ରି ରେ କିମ୍ବା ଅନ୍ଧକାର ରେ ନାହୁଁ।
6 ଅତଏବ ଆମ୍ଭମାନେେ ଅନ୍ୟ ଲୋକମାନଙ୍କ ଭଳି ଶାଇେ ରହିବା ଉଚିତ୍ ନୁହେଁ। ଆମ୍ଭେ ଜାଗ୍ରତ ରହିବା ଦରକାର। ନିଜ ଉପରେ ଆମ୍ଭର ସଂୟମ ଥିବା ଆବଶ୍ଯକ।
7 ଯେଉଁ ଲୋକମାନେ ଶୁଅନ୍ତି, ସମାନେେ ରାତି ରେ ଶୁଅନ୍ତି। ଯେଉଁମାନେ ମାତାଲ ହୁଅନ୍ତି, ସମାନେେ ରାତି ରେ ମାତାଲ ହୁଅନ୍ତି।
8 କିନ୍ତୁ ଆମ୍ଭେ ଦିନର ହାଇେଥିବାରୁ ନିଜକୁ ସଂୟମ କରିବା ଆବଶ୍ଯକ। ବିଶ୍ବାସ ଓ ପ୍ ରମରେ ସାଞ୍ଜୁ ପିନ୍ଧିବା ଓ ପରିତ୍ରାଣର ଭରସାକୁ ଶିରସ୍ତ୍ରାଣ ରୂପେ ପରିଧାନ କରିବା ଦରକାର।
9 ଯେ ହତେୁ ପରମେଶ୍ବର ଆମ୍ଭକୁ ତାହାଙ୍କ କୋର୍ଧର ବିଷୟ ହବୋ ପାଇଁ ବାଛି ନାହାଁନ୍ତି। ବରଂ ଆମ୍ଭ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମାଧ୍ଯମ ରେ ମୁକ୍ତି ପାଇବା ପାଇଁ ପରମେଶ୍ବର ଆମ୍ଭକୁ ବାଛିଛନ୍ତି।
10 ଆମ୍ଭେ ଯୀଶୁଖ୍ରୀଷ୍ଟଙ୍କ ସହିତ ରହି ପାରିବା ବୋଲି, ସେ ଆମ୍ଭ ପାଇଁ ମଲେ। ଯେତବେେଳେ ଯୀଶୁ ଆସିବେ, ସହେି ସମୟରେ ଆମ୍ଭେ ଜୀବିତ ରହିବା କି ମରିଯାଇଥିବା, ତାହା ମହତ୍ବପୂର୍ଣ୍ଣ ନୁହେଁ।
11 ଅତଏବ ପରସ୍ପରକୁ ସାନ୍ତ୍ବନା ଦିଅ, ଜଣେ ଅନ୍ୟ ଜଣକୁ ଆଧ୍ଯାତ୍ମିକ ଭାବରେ ଗଢ଼ ଏବଂ ପରସ୍ପରଠା ରେ ନିଷ୍ଠା ଜନ୍ମାଅ। ତୁମ୍ଭେ ଏବେ ମଧ୍ଯ ସଇେଆ କରୁଛ।
12 ଭାଇ ଓ ଭଉଣୀମାନେ! ଯେଉଁମାନେ ତୁମ୍ଭମାନଙ୍କ ସହିତ କଠାେର ପରିଶ୍ରମ କରୁଛନ୍ତି, ଓ ପ୍ରଭୁଙ୍କଠା ରେ ତୁମ୍ଭକୁ ନତେୃତ୍ବ ଦେଉଛନ୍ତି ଓ ତୁମ୍ଭକୁ ଉପଦେଶ ପ୍ରଦାନ କରୁଛନ୍ତି, ସମାନଙ୍କେୁ ସମ୍ମାନ ଦବୋ ପାଇଁ ଆମ୍ଭେ ନିବଦନେ କରୁଛୁ।
13 ତୁମ୍ଭମାନଙ୍କ ମଧିଅରେ କାମ କରୁଥିବା ୟୋଗୁ, ସମାନଙ୍କେୁ ପ୍ ରମେ କର ଓ ସମାନଙ୍କେୁ ବିଶଷେ ସମ୍ମାନ ଦଖାେଅ।
14 ପରସ୍ପର ଶାନ୍ତି ରେ ରୁହ। ଯେଉଁମାନେ କାମ କରୁ ନାହାଁନ୍ତି, ଭାଇ ଓ ଭଉଣୀମାନେ, ସମାନଙ୍କେୁ ସତର୍କ କରିଦିଅ। ଯେଉଁମାନେ ଭୟ ରେ ଅଛନ୍ତି, ସମାନଙ୍କେୁ ଉତ୍ସାହିତ କର। ଦୁର୍ବଳ ଲୋକଙ୍କୁ ସାହାୟ୍ଯ କର। ପ୍ରେତ୍ୟକକ ଲୋକ ପାଇଁ ର୍ଧୈୟ୍ଯବାନ ହୁଅ।
15 ଦେଖ, ଯେପରି କହେି ଅପକାର ବଦଳ ରେ ଅପକାର ନ କରୁ। ପରସ୍ପର ପାଇଁ ଓ ସମସ୍ତ ଲୋକଙ୍କ ପାଇଁ ଉତ୍ତମ ବିଷୟ, ସବୁବେଳେ କରିବା ପାଇଁ ସର୍ବଦା ଚେଷ୍ଟା କର।
16 ସଦାସର୍ବଦା ଆନନ୍ଦିତ ରୁହ।
17 କଦାପି ପ୍ରାର୍ଥନା କରିବା ବନ୍ଦ କର ନାହିଁ।
18 ସର୍ବଦା ପରମେଶ୍ବରଙ୍କୁ ଧନ୍ଯବାଦ ଜଣାଉଥାଅ। ପରମେଶ୍ବର ଖ୍ରୀଷ୍ଟଯୀଶୁଙ୍କଠା ରେ ତୁମ୍ଭମାନଙ୍କ ପାଇଁ ଏହା ଚାହାଁନ୍ତି।
19 କଦାପି ପବିତ୍ର ଆତ୍ମାର କାର୍ୟ୍ଯ ବନ୍ଦ କର ନାହିଁ।
20 ଭବିଷ୍ଯଦ୍ ବକ୍ତାମାନଙ୍କର କଥାଗୁଡ଼ିକୁ ତୁଚ୍ଛ ବୋଲି ମନକରେ ନାହିଁ।
21 କିନ୍ତୁ ପ୍ରେତ୍ୟକକ କଥାର ସତ୍ଯାସତ୍ଯ ପରୀକ୍ଷା କରି ଯାହା ଭଲ ତାହାକୁ ଧରି ରଖ।
22 ସମସ୍ତ ପ୍ରକାରର ମନ୍ଦଠାରୁ ଦୂର ରେ ରୁହ।
23 ପରମେଶ୍ବରଙ୍କଠା ରେ ଆମ୍ଭେ ପ୍ରାର୍ଥନା କରୁ ଯେ, ସହେି ଶାନ୍ତିର ପରମେଶ୍ବର ତୁମ୍ଭମାନଙ୍କୁ ପବିତ୍ର କରନ୍ତୁ ଓ ପୂର୍ଣ୍ଣଭାବରେ ତାହାଙ୍କ ନିଜର କରିନିଅନ୍ତୁ। ଆମ୍ଭେ ପ୍ରାର୍ଥନା କରୁ ଯେ, ଆମ୍ଭ ପ୍ରଭୁ ଯୀଶୁଖ୍ରୀଷ୍ଟ ଆସିଲା ବେଳେ ତୁମ୍ଭମାନଙ୍କର ସମ୍ପୂର୍ଣ୍ଣ ଅସ୍ତିତ୍ବ - ଅର୍ଥାତ୍ ଆତ୍ମା, ପ୍ରାଣ ଓ ଶରୀର - ମନ୍ଦରହିତ ହାଇେ ସୁରକ୍ଷିତ ରହୁ।
24 ଯେଉଁ ପରମେଶ୍ବର ତୁମ୍ଭମାନଙ୍କୁ ଡ଼ାକିଛନ୍ତି, ତୁମ୍ଭମାନେେ ତାହାଙ୍କ ଉପରେ ଭରସା ରଖ। ୟିଏ ତୁମ୍ଭମାନଙ୍କୁ ଡ଼ାକିଛନ୍ତି, ସେ ସବୁ କିଛି କରିବେ।
25 ଭାଇ ଓ ଭଉଣୀମାନେ ! ଆମ୍ଭ ପାଇଁ ପ୍ରାର୍ଥନା କର।
26 ଏକତ୍ରୀତ ହେଲା ବେଳେ, ସମସ୍ତ ଭାଇ ଓ ଭଉଣୀମାନଙ୍କୁ ପବିତ୍ର ଚୁମ୍ବନ ଦଇେ ନମସ୍କାର କର।
27 ପ୍ରଭୁଙ୍କର କ୍ଷମତା ଦ୍ବାରା ମୁଁ ଏହି ପତ୍ରକୁ ସମସ୍ତ ଭାଇ ଓ ଭଉଣୀମାନଙ୍କୁ ପଢ଼ି ଶୁଣାଇବା ପାଇଁ କହୁଛି।
28 ଆମ୍ଭର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଅନୁଗ୍ରହ ତୁମ୍ଭ ସହିତ ରହିଥାଉ।