ଯାକୁବଙ୍କ ପତ୍

ଅଧ୍ୟାୟ: 1 2 3 4 5


-Reset+

ଅଧ୍ୟାୟ 1

1 ମୁଁ ପରମେଶ୍ବର ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜଣେ ସବେକ ଯାକୁବ, ସାରା ପୃଥିବୀ ରେ ବ୍ଯାପି ହାଇେ ରହିଥିବା ପ୍ରଭୁଙ୍କ ଲୋକମାନଙ୍କୁ ନମସ୍କାର ଜଣାଏ।
2 ମାେ ଭାଇ ଓ ଭଉଣୀମାନେ, ତୁମ୍ଭମାନେେ ଅନକେ ପ୍ରକାରର ଅସୁବିଧାର ସମ୍ମୁଖୀନ ହବେ। କିନ୍ତୁ ଏପରି ହେଲା ବେଳେ ତୁମ୍ଭମାନେେ ଅଧିକ ଖୁସି ହବୋ ଉଚିତ୍।
3 କାରଣ ତୁମ୍ଭେ ଜାଣିଛ ଯେ, ଏହି ଅସୁବିଧାଗୁଡ଼ିକ ତୁମ୍ଭର ବିଶ୍ବାସକୁ ପରୀକ୍ଷା କରେ, ଓ ଏଗୁଡ଼ିକ ତୁମ୍ଭର ର୍ଧୈୟ୍ଯ ଜନ୍ମାଏ।
4 ତୁମ୍ଭ କାମଗୁଡ଼ିକରେ ତୁମ୍ଭର ର୍ଧୈୟ୍ଯକୁ ସମ୍ପୂର୍ଣ୍ଣ ରୂପେ ପ୍ରକାଶିତ ହବୋକୁ ଦିଅ। ତବେେ ଯାଇ ତୁମ୍ଭେ ସିଦ୍ଧ ଓ ସମ୍ପୂର୍ଣ୍ଣ ହବେ। ତୁମ୍ଭର ପ୍ରେତ୍ୟକକ ଆବଶ୍ଯକ ବିଷୟ ତୁମ୍ଭେ ପାଇବ।
5 କିନ୍ତୁ ତୁମ୍ଭ ଭିତରୁ ଯଦି କହେି ଜ୍ଞାନର ଆବଶ୍ଯକ କରେ, ତା ହେଲେ ତୁମ୍ଭେ ଏହା ପରମେଶ୍ବରଙ୍କୁ ମାଗିବା ଉଚିତ। ପରମେଶ୍ବର ଅତ୍ଯନ୍ତ ଦୟାଳୁ ଅଟନ୍ତି। ସେ ସମସ୍ତଙ୍କୁ ଜ୍ଞାନ ଦବୋ ରେ ଆନନ୍ଦ ଅନୁଭବ କରନ୍ତି। ଅତଏବ ପରମେଶ୍ବର ତୁମ୍ଭକୁ ଜ୍ଞାନ ଦବେେ।
6 କିନ୍ତୁ ତୁମ୍ଭେ ଯେତବେେଳେ ପରମେଶ୍ବରଙ୍କୁ ମାଗିଥାଅ, ସେତବେେଳେ ତୁମ୍ଭକୁ ବିଶ୍ବାସ କରିବାକୁ ପଡ଼ିବ। ପରମେଶ୍ବରଙ୍କୁ ସନ୍ଦହେ କର ନାହିଁ। ସନ୍ଦହେୀ ଲୋକ ସମୁଦ୍ରର ଢ଼େଉ ଭଳି। ପବନ ଢ଼େଉକୁ ଉପରକୁ ଉଠାଏ ଓ ତଳକୁ ପକାଏ, ସନ୍ଦହେୀ ଲୋକ ସହେି ଢ଼େଉ ଭଳି।
7 ସନ୍ଦହେୀ ଲୋକ ଏକାଥରକେ ଦୁଇଟି କଥା ଭାବେ। ତେଣୁ ସେ କରୁଥିବା କୌଣସି ବିଷୟ ରେ ନିଷ୍ପତ୍ତି ନଇେପା ରେ ନାହିଁ। ସଭେଳି ଲୋକ ପ୍ରଭୁଙ୍କଠାରୁ କିଛି ପାଇବ ବୋଲି ଆଶା କରିବା ଉଚିତ ନୁହେଁ।
8
9 ଯଦି ଜଣେ ବିଶ୍ବାସୀ ଗରିବ ହାଇେଥାଏ, ତବେେ ପରମେଶ୍ବର ତାହାକୁ ଆତ୍ମିକ ଭାବେ ଧନୀ କରିଥିବାରୁ, ସେ ଗର୍ବ କରିବା ଉଚିତ।
10 ସହେିପରି ଜଣେ ଧନୀ ବିଶ୍ବାସୀ ଯେ ଆତ୍ମିକ ଭାବରେ ଗରିବ, ତାହା ପରମେଶ୍ବର ତାହାକୁ ଦଖାଇେ ଦଇେଥିବାରୁ, ସେ ଗର୍ବ କରିବା ଉଚିତ। ଧନୀଲୋକ ଜଣକ ଘାସର ଫୁଲ ଭଳି ଝଡ଼ିପଡ଼ି ମରିୟିବ।
11 ସୂର୍ୟ୍ଯ ଉଦୟ ହାଇେ ଅଧିକ ଉତ୍ତପ୍ତ କରେ। ସୂର୍ୟ୍ଯର ଉତ୍ତାପ ଚାରା ଗଛଟିକୁ ଶୁଖଇେ ଦିଏ। ଫୁଲ ଝଡ଼ି ଯାଏ। ସହେି ଫୁଲ ଅତି ସୁନ୍ଦର ଥିଲା, କିନ୍ତୁ ଏବେ ତାହା ମୃତ ହେଲା। ଧନୀଲୋକର କଥା ମଧ୍ଯ ଠିକ୍ ସହେିଭଳି। ସେ ତାହାର ବ୍ଯବସାୟ ଲାଗି ଯୋଜନା କରୁଥିବା ବେଳେ ମରିୟିବ।
12 ଯେଉଁ ବ୍ଯକ୍ତି ପରୀକ୍ଷିତ ହାଇେ ଦୃଢ଼ ରହି ପା ରେ, ସେ ଖୁସି ହବୋ କଥା। କାରଣ, ସେ ତାହାର ବିଶ୍ବାସକୁ ଦୃଢ଼ ବୋଲି ପ୍ରମାଣିତ କରି ସାରିଲା ପରେ, ପରମେଶ୍ବର ତାହାକୁ ଅନନ୍ତ ଜୀବନର ପୁରସ୍କାର ଦବେେ। ପରମେଶ୍ବରଙ୍କୁ ପ୍ ରମେ କରୁଥିବା ସବୁ ଲୋକଙ୍କୁ ପରମେଶ୍ବର ଏହି ପ୍ରତିଜ୍ଞା ଦଇେଛନ୍ତି।
13 ଯେତବେେଳେ ଜଣେ ବ୍ଯକ୍ତି ପରୀକ୍ଷିତ ହୁଏ, ସେ କହିବା ଉଚିତ ନୁହେଁ ଯେ, "ପରମେଶ୍ବର ମାେତେ ପରୀକ୍ଷା କରୁଛନ୍ତି।" କାରଣ ମନ୍ଦତା ପରମେଶ୍ବରଙ୍କୁ ପରୀକ୍ଷା କରିପା ରେ ନାହିଁ। ଏବଂ ପରମେଶ୍ବର ନିଜେ କାହାକୁ ପରୀକ୍ଷା କରନ୍ତି ନାହିଁ।
14 ପ୍ରେତ୍ୟକକ ବ୍ଯକ୍ତି ତା'ର ନିଜର ମନ୍ଦ ପ୍ରବୃତ୍ତି ଯୋଗୁ ପରୀକ୍ଷିତ ହୁଏ। ତାହାର ମନ୍ଦ ଇଚ୍ଛା ତାହାକୁ ଭସାଇ ନିଏ ଓ ବାନ୍ଧି ରେଖ।
15 ଏହି ଇଚ୍ଛା ହିଁ ପାପକୁ ଜାତ କରେ। ଏହି ପାପ ବଢ଼ି ମୃତ୍ଯୁକୁ ଜନ୍ମ ଦିଏ।
16 ମାେ ଭାଇ ଓ ଭଉଣୀମାନେ ! ଏହି ବିଷୟ ରେ କୌଣସି ପ୍ରକାର ମୂର୍ଖାମୀ ରେ ପଡ଼ ନାହିଁ।
17 ପ୍ରେତ୍ୟକକ ଉତ୍ତମ ବିଷୟ ଓ ସିଦ୍ଧ ଦାନ ପରମେଶ୍ବରଙ୍କଠାରୁ ଆସିଥାଏ। ଯେଉଁ ପରମପିତା ଆକାଶସ୍ଥ ସମସ୍ତ ଜ୍ଯୋତିର୍ଗଣ ସୂର୍ୟ୍ଯ, ଚନ୍ଦ୍ର, ତାରାଙ୍କୁ ନିର୍ମାଣ କରିଛନ୍ତି, ତାହାଙ୍କଠାରୁ ଏହି ସମସ୍ତ ଉତ୍ତମ ଦାନ ଆ ସେ। ପରମେଶ୍ବର ପରିବର୍ତ୍ତନ ହୁଅନ୍ତି ନାହିଁ, ସେ ସର୍ବଦା ସମାନ ଅଟନ୍ତି।
18 ସତ୍ଯ ବାକ୍ଯ ଦ୍ବାରା ସେ ଆମ୍ଭକୁ ଜୀବନ ଦାନ ଦବୋ ନିମନ୍ତେ ସ୍ଥିର କଲେ। ତାହାଙ୍କ ସୃଷ୍ଟ ସମସ୍ତ ବସ୍ତୁ ମଧ୍ଯରୁ ଆମ୍ଭମାନଙ୍କୁ ସର୍ବାଧିକ ମହତ୍ବପୂର୍ଣ୍ଣ କରିବା ତାହାଙ୍କର ଇଚ୍ଛା ଥିଲା।
19 ମାେ ପ୍ରିୟ ଭାଇ ଓ ଭଉଣୀମାନେ, କହିବା ଅପେକ୍ଷା ଶୁଣିବା ରେ ବେଶି ଇଚ୍ଛୁକ ହୁଅ। ସଜହଜ ରେ ରାଗି ଯାଅ ନାହିଁ।
20 କାରଣ ଜଣେ ମଣିଷର କୋରଧ ତାହାକୁ ପରମେଶ୍ବରଙ୍କ ଇଚ୍ଛାନୁମାଦେିତ ଧାର୍ମିକ ଜୀବନ କାଟିବାକୁ ସାହାୟ୍ଯ କରେ ନାହିଁ।
21 ତେଣୁ ତୁମ୍ଭମାନଙ୍କ ଜୀବନରୁ ପ୍ରେତ୍ୟକକ ମନ୍ଦ ବିଷୟ ଓ ମନ୍ଦ କର୍ମକୁ କାଢ଼ି ପକାଅ। ତୁମ୍ଭର ହୃଦୟ ରେ ବୁଣା ଯାଇଥିବା ପରମେଶ୍ବରଙ୍କ ଶିକ୍ଷାଗୁଡ଼ିକୁ ନମ୍ରତାର ସହିତ ଗ୍ରହଣ କର। ଏହି ଶିକ୍ଷା ତୁମ୍ଭର ଆତ୍ମାକୁ ରକ୍ଷା କରିପାରିବ।
22 ପରମେଶ୍ବରଙ୍କ ଶିକ୍ଷାଗୁଡ଼ିକ ପାଳନ କର, କବଳେ ଯେ ଶୁଣିବ ତାହା ନୁହେଁ, କିନ୍ତୁ କାର୍ୟ୍ଯ ରେ ଦଖାଇବୋ ଦରକାର। କବଳେ ବସି ରହି ଶୁଣିବା ଦ୍ବାରା ତୁମ୍ଭେ ପ୍ରକୃତ ରେ ନିଜକୁ ଠକୁଛ।
23 ଯଦି ଜଣେ ପରମେଶ୍ବରଙ୍କ ଶିକ୍ଷାକୁ କବଳେ ଶୁଣେ ଓ କିଛି କରେ ନାହିଁ, ସେ ଲୋକ ଦର୍ପଣ ରେ ନିଜ ମୁହଁ ଦେଖିଲା ଭଳି ଅଟେ।
24 ସେ ଦର୍ପଣ ରେ ନିଜକୁ ଦେଖେ ଓ ଦୂ ରଇେ ଚାଲିଯାଏ ଓ ଶୀଘ୍ର ଭୁଲିଯାଏ ଯେ, ସେ କିପରି ଦିଶୁଥିଲା।
25 କିନ୍ତୁ ପ୍ରକୃତ ସୁଖୀ ଲୋକ ଯତ୍ନ ସହକା ରେ ପରମେଶ୍ବରଙ୍କ ସିଦ୍ଧ ବ୍ଯବସ୍ଥାକୁ ଅଧ୍ଯୟନ କରେ ଯାହା ମନୁଷ୍ଯମାନଙ୍କୁ ସ୍ବାଧୀନ କରିଥାଏ। ସେ ସର୍ବଦା ତାହା ଅଧ୍ଯୟନ କରୁଥାଏ। ସେ ପରମେଶ୍ବରଙ୍କ ଶିକ୍ଷାକୁ ଶୁଣେ ଓ ସହେି ଶୁଣିଥିବା ବିଷୟ ଭୁଲିଯାଏ ନାହିଁ। ତା'ପରେ ସେ ପରମେଶ୍ବରଙ୍କ ସହେି ଶିକ୍ଷାକୁ ପାଳନ କରେ। ଏପରି କରିବା ଦ୍ବାରା ସେ ସୁଖୀ ହୁଏ।
26 ଜଣେ ଲୋକ ଭାବିପା ରେ ଯେ, ସେ ନିଜେ ଜଣେ ଧାର୍ମିକ ଲୋକ ଅଟେ। କିନ୍ତୁ ଯେଉଁ ସବୁ କଥା କହିବା ଉଚିତ ନୁହେଁ, ତାହା କହିବା ଦ୍ବାରା ସେ ନିଜକୁ ଠକେ। ତେଣୁ ତା'ର 'ଧର୍ମ"ର କିଛି ମୂଲ୍ଯ ରହେ ନାହିଁ।
27 ପରମେଶ୍ବର ଯେଉଁ ଧର୍ମକୁ ଭଲ ପାଆନ୍ତି, ତାହା ହେଲା : ଅନାଥ, ବିଧବା ଓ ଅସହାୟ ଲୋକମାନଙ୍କର ଯତ୍ନ ନବୋ ଓ ନିଜକୁ ଏହି ସଂସାରର ମନ୍ଦ ପ୍ରଭାବରୁ ମୁକ୍ତ ରଖିବା। ଏହି ପ୍ରକାର ଧର୍ମକୁ ପରମେଶ୍ବର ସମ୍ପୂର୍ଣ୍ଣ ଶୁଦ୍ଧ ଓ ଉତ୍ତମ ବୋଲି ଗ୍ରହଣ କରନ୍ତି।




ଅଧ୍ୟାୟ 2

1 ମାେ ପ୍ରିୟ ଭାଇ ଓ ଭଉଣୀମାନେ, ଆମ୍ଭର ମହିମାମୟ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ତୁମ୍ଭମାନେେ ବିଶ୍ବାସ କର। ଅତଏବ କେତକେ ଲୋକଙ୍କୁ ଅନ୍ୟମାନଙ୍କ ତୁଳନା ରେ ଅଧିକ ମହତ୍ବପୂର୍ଣ୍ଣ ବୋଲି ଭାବ ନାହିଁ।
2 ମନକରେ, ଜଣେ ଲୋକ ଖୁବ୍ ଦାମିକା ସୁନ୍ଦର ଲୁଗାପଟା ଓ ସୁନା ମୁଦି ପିନ୍ଧି ତୁମ୍ଭର ସଭାକୁ ଆ ସେ ଓ ଅନ୍ୟ ଗରିବ ଲୋକ ଜଣେ ମଇଳା ପୁରୁଣା ଲୁଗା ପିନ୍ଧି ସତେିକି ବେଳେ ଆ ସେ।
3 ତୁମ୍ଭେ ଦାମିକା ସୁନ୍ଦର ଲୁଗାପଟା ପିନ୍ଧିଥିବା ଲୋକକୁ ଡ଼ାକି ବିଶଷେ ଅଭ୍ଯର୍ଥନା ଜଣାଇ କହିଥାଅ : "ଏହି ଭଲ ଆସନ ରେ ବସନ୍ତୁ।" କିନ୍ତୁ ଗରିବ ଲୋକଟିକୁ କହିଥାଅ : "ତୁମ୍ଭେ ସଠାେରେ ଠିଆ ହୁଅ" ବା "ମାେ ଗୋଡ଼ ପାଖର ଭୂଇଁ ରେ ବସ।"
4 ତୁମ୍ଭେ ଏ କ'ଣ କରୁଛ ? ଏହାଦ୍ବାରା ତୁମ୍ଭେ କେତକେ ଲୋକଙ୍କୁ ଅନ୍ୟମାନଙ୍କ ତୁଳନା ରେ ଅଧିକ ମହତ୍ବ ପ୍ରଦାନ କରୁଛ ! ମନ୍ଦ ଅଭିପ୍ରାୟ ରଖି ତୁମ୍ଭେ ନିର୍ଣ୍ଣୟ କରୁଛ ଯେ, କେଉଁ ଲୋକଟି ଅଧିକ ଭଲ।
5 ମାେ ପ୍ରିୟ ଭାଇ ଓ ଭଉଣୀମାନେ, ଶୁଣ ! ପରମେଶ୍ବର ବିଶ୍ବାସ ରେ ଧନୀ ହବୋ ପାଇଁ ପୃଥିବୀର ଗରିବ ଲୋକମାନଙ୍କୁ ବାଛିଛନ୍ତି। ଯେଉଁମାନେ ପରମେଶ୍ବରଙ୍କୁ ପ୍ ରମେ କରନ୍ତି, ସମାନଙ୍କେୁ ସେ ଯେଉଁ ରାଜ୍ଯ ଦବୋ ପାଇଁ ପ୍ରତିଜ୍ଞା କରିଥଇଲେ, ସେଥିପାଇଁ ସମାନଙ୍କେୁ ବାଛିଛନ୍ତି।
6 କିନ୍ତୁ ତୁମ୍ଭେ ଗରିବ ଲୋକଙ୍କୁ କୌଣସି ସମ୍ମାନ ଦେଉ ନାହଁ। ଏବଂ ତୁମ୍ଭେ ଜାଣିଛ ଯେ, ଧନୀ ଲୋକମାନେ ତୁମ୍ଭର ଜୀବନକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି ଓ ସହେିମାନେ ତୁମ୍ଭକୁ କଚରେୀକୁ ଟାଣି ନଇେ ଯାଆନ୍ତି।
7 ଏବଂ ଯେଉଁ ମହତ ନାମ ରେ ତୁମ୍ଭମାନେେ ନାମିତ ହାଇେଅଛ ଓ ଯେ ତୁମ୍ଭମାନଙ୍କୁ ଆପଣାର କରିଅଛନ୍ତି, ସମାନେେ ତାହାଙ୍କର ନିନ୍ଦା କରନ୍ତି।
8 ଗୋଟିଏ ନିୟମ, ଅନ୍ୟ ସମସ୍ତ ନିୟମଗୁଡ଼ିକର ଉପରେ ଆଧିପତ୍ଯ କରେ। ଶାସ୍ତ୍ର ରେ ଏହି ରାଜକୀୟ ନିୟମଟି ମିଳେ : "ତୁମ୍ଭେ ଆପଣା ପ୍ରତିବାସୀକୁ ଆତ୍ମତୁଲ୍ଯ ପ୍ ରମେ କର।"329 ଯଦି ତୁମ୍ଭେ ଏହି ନିୟମ ପାଳନ କରୁଛ, ତା' ହେଲେ ତୁମ୍ଭେ ଠିକ୍ କରୁଛ।
9 କିନ୍ତୁ ଯଦି ତୁମ୍ଭେ ଜଣକୁ ଅନ୍ୟ ଜଣକ ତୁଳନା ରେ ଅଧିକ ମହତ୍ବ ଦେଉଛ, ତା' ହେଲେ ତୁମ୍ଭେ ପାପ କରୁଛ। ସହେି ରାଜକୀୟ ବ୍ଯବସ୍ଥା ପ୍ରମାଣିତ କରେ ଯେ, ତୁମ୍ଭେ ପରମେଶ୍ବରଙ୍କ ନିୟମ ଭଙ୍ଗ କରିବା ରେ ଦୋଷୀ ଅଟ।
10 ଜଣେ ଲୋକ ହୁଏତ ପରମେଶ୍ବରଙ୍କ ସବୁ ବ୍ଯବସ୍ଥା ପାଳନ କରୁଥାଇପା ରେ, କିନ୍ତୁ ସେ ଯଦି ଗୋଟିଏ ଆଜ୍ଞାର ଅବାଧ୍ଯ ହୁଏ, ତା ହେଲେ ସେ ବ୍ଯବସ୍ଥାର ସମସ୍ତ ଆଜ୍ଞା ଭଙ୍ଗ କରିବା ଦୋଷ ରେ ଦୋଷୀ ହୁଏ।
11 ପରମେଶ୍ବର କହିଛନ୍ତି, "ବ୍ଯଭିଚାରର ପାପ କର ନାହିଁ।"330 ସହେି ପରମେଶ୍ବର ପୁନଃ କହିଛନ୍ତି, "ହତ୍ଯା ହତ୍ଯା କର ନାହିଁ।331 ଅତଏବ, ତୁମ୍ଭେ ଯଦି ବ୍ଯଭିଚାର ପାପ କରି ନାହଁ କିନ୍ତୁ ଜଣକୁ ହତ୍ଯା କରିଛ, ତା ହେଲେ ପରମେଶ୍ବରଙ୍କ ବ୍ଯବସ୍ଥା ଭାଙ୍ଗିବା ଦୋଷ ରେ ଦୋଷୀ ହେଲ।
12 ଲୋକମାନଙ୍କୁ ସ୍ବାଧୀନ କରୁଥିବା ବ୍ଯବସ୍ଥା ଦ୍ବାରା ତୁମ୍ଭର ବିଚାର ହବେ। ପ୍ରେତ୍ୟକକ କଥା କହିଲା ବେଳେ ଓ ପ୍ରେତ୍ୟକକ କାମ କଲା ବେଳେ, ତୁମ୍ଭେ ଏହି କଥା ମନେ ରଖିବା ଉଚିତ।
13 ତୁମ୍ଭେ ଅନ୍ୟମାନଙ୍କ ପ୍ରତି ନିଶ୍ଚୟ ଦୟା ଦଖାଇବୋ ଉଚିତ। ଯଦି ତୁମ୍ଭେ ଦୟା ନ ଦଖାଇବେ, ତା ହେଲେ ପରମେଶ୍ବର ବିଚାର କଲା ବେଳେ ତୁମ୍ଭ୍ ପ୍ରତି ମଧ୍ଯ ସେ ଦୟା ଦଖାଇବେେ ନାହିଁ। କିନ୍ତୁ ଅନ୍ୟମାନଙ୍କୁ ଦୟା ଦଖାଇେଥିବା ବ୍ଯକ୍ତି ତାହାର ବିଚାର ହେଲା ବେଳେ ନିର୍ଭୟ ରେ ଠିଆ ହବେ।
14 ମାେ ଭାଇ ଓ ଭଉଣୀମାନେ !ଯଦି ଜଣେ କୁ ହେ, ଯେ, ସେ ଜଣେ ବିଶ୍ବାସୀ, କିନ୍ତୁ କିଛି କର୍ମ କରେ ନାହିଁ, ତା ହେଲେ ତାହାର ବିଶ୍ବାସ ମୂଲ୍ଯହୀନ। କ'ଣ ଏହି ଭଳି ବିଶ୍ବାସ ତାହାକୁ ରକ୍ଷା କରିପାରିବ ? ନା !
15 ଖ୍ରୀଷ୍ଟଙ୍କଠା ରେ ବିଶ୍ବାସ କରୁଥିବା ଜଣେ ଭାଇ ଓ ଭଉଣୀ, ପିନ୍ଧିବାକୁ ଲୁଗା ବା ଖାଇବାକୁ ଖାଦ୍ୟ ଆବଶ୍ଯକ କରିପା ରେ।
16 ଏବଂ ତୁମ୍ଭେ ତାହାକୁ କହୁଛ, "ପରମେଶ୍ବର ତୁମ୍ଭ ସହିତ ଥାଆନ୍ତୁ ! ତୁମ୍ଭେ ଉଷ୍ମ ରୁହ ଓ ଖାଇବାକୁ ପ୍ରଚୁର ପାଅ।" ତୁମ୍ଭେ ଏଗୁଡ଼ିକ ବିଷୟ ରେ ଖାଲି କହୁଛ, କିନ୍ତୁ ତାହାର ଆବଶ୍ଯକ ଥିବା ଜିନିଷ ତାହାକୁ ଦେଉ ନାହଁ। ଯଦି ତୁମ୍ଭେ ତାହାକୁ ସାହାୟ୍ଯ କରୁ ନାହଁ, ତାହାହେଲେ ତୁମ୍ଭର କଥାଗୁଡ଼ିକ ସମ୍ପୂର୍ଣ୍ଣ ମୂଲ୍ଯହୀନ ଅଟେ।
17 ବିଶ୍ବାସ ବିଷୟ ରେ ମଧ୍ଯ ଠିକ୍ ସହେି କଥା ଅଟେ। ଯଦି ବିଶ୍ବାସ କିଛି କାର୍ୟ୍ଯ ଉତ୍ପନ୍ନ ନ କରେ, ତବେେ ସେ ବିଶ୍ବାସ ମୃତ ଅଟେ।
18 ଜଣେ ଲୋକ କହିପା ରେ, "ତୁମ୍ଭ ପାଖ ରେ ବିଶ୍ବାସ ଅଛି, ପୁଣି ମାେ ପାଖ ରେ କର୍ମ ଅଛି। ତୁମ୍ଭେ କର୍ମବିନା ତୁମ୍ଭର ବିଶ୍ବାସ ମାେତେ ଦଖାେଅ, ଆଉ ମୁଁ ମାେ କର୍ମଗୁଡ଼ିକ ଦ୍ବାରା ମାେ ବିଶ୍ବାସ ତୁମ୍ଭକୁ ଦଖାଇବେି।"
19 ତୁମ୍ଭେ ବିଶ୍ବାସ କର ଯେ, କବଳେ ଜଣେ ପରମେଶ୍ବର ଅଛନ୍ତି ; ଭଲ କଥା କିନ୍ତୁ ଭୂତମାନେ ମଧ୍ଯ ଏହା ବିଶ୍ବାସ କରନ୍ତି ଓ ଭୟ ରେ ଥରହର ହୁଅନ୍ତି।
20 ହେ ମୂର୍ଖ ଲୋକ ! କର୍ମଗୁଡ଼ିକ ବିନା ବିଶ୍ବାସ ଯେ ମୂଲ୍ଯହୀନ ଅଟେ, ଏହାର ପ୍ରମାଣ କ'ଣ ତୁମ୍ଭେ ଦେଖିବାକୁ ଚାହୁଁଛ ?
21 ଅବ୍ରହାମ ଆମ୍ଭର ପିତା। ସେ ନିଜର କର୍ମଗୁଡ଼ିକ ଦ୍ବାରା ପରମେଶ୍ବରଙ୍କ ନିକଟରେ ଧାର୍ମିକ ଭାବେ ଗଣାଗଲେ। ସେ ବଦେୀ ଉପରେ ନିଜ ପୁତ୍ର ଇସ୍ହାକଙ୍କୁ ବଳି ରୂପରେ ପରମେଶ୍ବରଙ୍କଠା ରେ ଉତ୍ସର୍ଗ କଲେ।
22 ଅତଏବ ତୁମ୍ଭେ ଦେଖ ଯେ, ଅବ୍ରହାମଙ୍କର ବିଶ୍ବାସ ଓ କର୍ମ ଏକା ସାଙ୍ଗ ରେ କାମ କରୁଥିଲା। ତାହାଙ୍କ କାମ ଦ୍ବାରା ହିଁ ତାହାଙ୍କର ବିଶ୍ବାସ ସିଦ୍ଧ ହେଲା।
23 ଏହାଦ୍ବାରା ଶାସ୍ତ୍ରର ସମ୍ପୂର୍ଣ୍ଣ ଅର୍ଥ ପ୍ରକାଶିତ ହୁଏ ଯେ : "ଅବ୍ରହାମ ପରମେଶ୍ବରଙ୍କୁ ବିଶ୍ବାସ କଲେ। ଓ ପରମେଶ୍ବର ଅବ୍ରହାମଙ୍କ ବିଶ୍ବାସକୁ ଗ୍ରହଣ କଲେ। ସହେି ବିଶ୍ବାସ ଅବ୍ରହାମଙ୍କୁ ପରମେଶ୍ବରଙ୍କ ନିକଟରେ ଧାର୍ମିକ କଲା।"332 "ପରମେଶ୍ବରଙ୍କ ମିତ୍ର"333 ବୋଲି ଅବ୍ରହାମ ଡ଼କାଗଲେ।
24 ଅତଏବ ତୁମ୍ଭେ ଦେଖ ଯେ, କର୍ମ ଦ୍ବାରା ଜଣେ ଲୋକ ପରମେଶ୍ବରଙ୍କ ନିକଟରେ ଧାର୍ମିକ ହାଇପୋରୁଛି। ସେ କବଳେ ବିଶ୍ବାସ ଦ୍ବାରା ଧାର୍ମିକ ହାଇପୋରିବ ନାହିଁ।
25 ଆଉ ଗୋଟିଏ ଉଦାହରଣ ହେଉଛି, ରାହାବ। ସେ ଜଣେ ବେଶ୍ଯା ଥିଲା। କିନ୍ତୁ ସେ ନିଜ କର୍ମଗୁଡ଼ିକ କାରଣରୁ ପରମେଶ୍ବରଙ୍କ ନିକଟରେ ଧାର୍ମିକା ହେଲା। ସେ ପରମେଶ୍ବରଙ୍କ ଗୁପ୍ତଚରମାନଙ୍କୁ ସାହାୟ୍ଯ କଲା ଓ ସମାନଙ୍କେୁ ନିଜ ଘ ରେ ସ୍ବାଗତ କଲା ଓ ଅନ୍ୟ ବାଟଦଇେ ସମାନଙ୍କେୁ ପଳାୟନ କରିବା ରେ ସାହାୟ୍ଯ କଲା।
26 ଆତ୍ମା ନ ଥିଲେ ଜଣେ ମନୁଷ୍ଯର ଶରୀରଟି ମୃତ ହାଇଯୋଏ। ସହେିପରି ବିଶ୍ବାସ ବିଷୟ ରେ ମଧ୍ଯ ଏହି କଥାଟି ସତ। କର୍ମ ନ ଥିଲେ ବିଶ୍ବାସ ମୃତ ଅଟେ।




ଅଧ୍ୟାୟ 3

1 ମାେ ଭାଇ ଓ ଭଉଣୀମାନେ ! ତୁମ୍ଭମାନଙ୍କ ଭିତରୁ ଅନକେ ଶିକ୍ଷକ ହବୋ ଉଚିତ ନୁହେଁ। କାରଣ ତୁମ୍ଭେ ଜାଣ ଯେ, ଆମ୍ଭେ ଶିକ୍ଷକମାନେ, ଅନ୍ୟ ଲୋକମାନଙ୍କ ଅପେକ୍ଷା ଅଧିକ କଠାେର ଭାବରେ ବିଚାରିତ ହବେୁ।
2 ଆମ୍ଭେ ସମସ୍ତେ ଅନକେ ଭୁଲ କରୁ। ଯଦି ଜଣେ ଲୋକ କୌଣସି ଭୁଲ କଥା କହି ନାହିଁ, ତା ହେଲେ ସେ ଜଣେ ସିଦ୍ଧ ମଣିଷ ଅଟେ। ସେ ନିଜ ସମସ୍ତ ଶରୀରକୁ ମଧ୍ଯ ସଂୟତ କରିପାରିବ।
3 ଘୋଡ଼ାମାନଙ୍କୁ ନିଜ ବଶ ରେ ରଖିବା ପାଇଁ ସମାନଙ୍କେ ମୁହଁ ରେ ଆମ୍ଭେ ଲଗାମ ଲଗାଇଥାଉ। ଆମ୍ଭେ ଏହିପରି ଭାବରେ ସମାନଙ୍କେର ସମ୍ପୂର୍ଣ୍ଣ ଶରୀରକୁ ବଶୀଭୂତ କରିଥାଉ।
4 ସମୁଦ୍ରର ଜାହାଜ କ୍ଷେତ୍ର ରେ ମଧ୍ଯ ସହେିପରି ହାଇେଥାଏ। ଜାହାଜଟି ଆକାର ରେ ବହୁତ ବଡ଼ ଓ ଏହା ପ୍ରବଳ ପବନ ଦ୍ବାରା ଚାଳିତ ହାଇେଥାଏ। କିନ୍ତୁ େଛାଟ ମଙ୍ଗଟି ସହେି ବଡ଼ ଜାହାଜଟିକୁ ନିୟନ୍ତ୍ରିତ କରିଥାଏ। ଯେଉଁ ଲୋକ ଏହି ୟନ୍ତ୍ରଟିକୁ ଚାଳନା କରେ, ସେ ସ୍ଥିର କରେ ଯେ, ଜାହାଜଟି କେଉଁଠାକୁ ୟିବ। ସେ ଲୋକ ଯେଉଁଠାକୁ ଚା ହେଁ, ଜାହାଜଟି ସଠାେକୁ ଯାଏ। ଆମ୍ଭ ଜିହ୍ବା ନିମନ୍ତେ ମଧ୍ଯ ଏହି ବିଷୟ ସମାନ ଅଟେ।
5 ଜିହ୍ବାଟି ଶରୀରର ଏକ ଅତି କ୍ଷୁଦ୍ର ଅଙ୍ଗ, କିନ୍ତୁ ଏହା ଅତ୍ଯଧିକ ମାତ୍ରା ରେ ଗର୍ବ କରିଥାଏ।
6 ଜିହ୍ବା ହେଉଛି ଏକ େଛାଟ ଅଗ୍ନିଶିଖା ଭଳି। ଯେଉଁ େଛାଟ ଅଗ୍ନି ଶିଖାଟି ଗୋଟିଏ ବଡ଼ ଜଙ୍ଗଲ ରେ ନିଆଁ ଲଗଇେ ଦଇପୋରିବ। ଆମ୍ଭ ଶରୀରର ଅଙ୍ଗଗୁଡ଼ିକ ଭିତ ରେ ଜିହ୍ବା ହେଉଛି ସବୁଠାରୁ ମନ୍ଦ। କିପରି ? ଜିହ୍ବା ଆମ୍ଭ ଶରୀର ମାଧ୍ଯମ ରେ ନିଜର ମନ୍ଦତା ପ୍ରସାର କରେ। ଏହା ଏପରି ଅଗ୍ନି ସୃଷ୍ଟି କରେ ଯେ, ତାହା ସମଗ୍ର ଜୀବନକୁ ପ୍ରଭାବିତ କରେ।
7 ଜିହ୍ବା ଏହି ଅଗ୍ନିକୁ ନରକରୁ ପାଇଥାଏ। ମଣିଷ ପ୍ରେତ୍ୟକକ ପ୍ରକାର ହିଂସ୍ର ପଶୁ, ପକ୍ଷୀ, ସରୀସୃପ ଓ ମାଛକୁ ବଶବର୍ତ୍ତୀ କରିପା ରେ ଓ କରିଛି ମଧ୍ଯ।
8 କିନ୍ତୁ କୌଣସି ମଣିଷ ଜିହ୍ବାକୁ ବଶୀଭୂତ କରିପାରି ନାହିଁ। ଏହା ଅତି ଦୁର୍ଦ୍ଦାନ୍ତ ଓ ମନ୍ଦ ଅଟେ। ଏହା ଏକ ବିଷୟୁକ୍ତ ଘାତକ ଅଟେ।
9 ଏହି ଜିହ୍ବା ଦ୍ବାରା ଆମ୍ଭେ ଆମ୍ଭ ପ୍ରଭୁ ଓ ପିତାଙ୍କ ଗୁଣଗାନ କରୁ, କିନ୍ତୁ ତାପରେ ପରମେଶ୍ବର ଯେଉଁ ଲୋକମାନଙ୍କୁ ନିଜ ସାଦୃଶ୍ଯ ରେ ତିଆରି କରିଛନ୍ତି, ସହେି ଲୋକମାନଙ୍କୁ ଅଭିଶାପ ଦେଉ।
10 ଗୁଣଗାନ ଓ ଅଭିଶାପ ସହେି ଗୋଟିଏ ମୁହଁରୁ ବାହା ରେ ! ମାେ ଭାଇ ଓ ଭଉଣୀମାନେ, ଏଭଳି ହବୋ ଉଚିତ ନୁହେଁ।
11 ଗୋଟିଏ ସମାନ ଝରଣାରୁ ଉଭୟ ଭଲ ଓ ମନ୍ଦ ପାଣି କ'ଣ ଝରି ଆସିପା ରେ ? ନା !
12 ମାେ ଭାଇ ଓ ଭଉଣୀମାନେ, ଡ଼ିମ୍ବିରି ଗଛ ରେ କ'ଣ ଜିତ ଫଳ ଫଳେ ? ନା ! ଦ୍ରାକ୍ଷାଲତା କ'ଣ ଡ଼ିମ୍ବିରି ଉତ୍ପନ୍ନ କରିପା ରେ ? ନା ! ଗୋଟିଏ ଲୁଣିଆ ପାଣିର କୂଅ କବେେ ମିଠା ପାଣି ଦଇପୋ ରେ ନାହିଁ।
13 ତୁମ୍ଭମାନଙ୍କ ଭିତ ରେ ପ୍ରକୃତ ଜ୍ଞାନୀ ଓ ବୁଦ୍ଧିମାନ କିଏ ଅଛି ? ତା ହେଲେ ସେ ଧାର୍ମିକ ଜୀବନଯାପନ କରି ନିଜର ବିଜ୍ଞତା ଦଖାେଉ। ସେ ନମ୍ର ଭାବରେ ଭଲ କାମ କରିବା ଉଚିତ। ଜ୍ଞାନୀ ଲୋକ ଗର୍ବ କରେ ନାହିଁ।
14 ଯଦି ତୁମ୍ଭେ ନିହାତି ସ୍ବାର୍ଥପର ଓ ତୁମ୍ଭ୍ ହୃଦୟ ରେ ଈର୍ଷାଭାବ ଅଛି, ତା' ହେଲେ ତୁମ୍ଭର ଗର୍ବ କରିବା ପାଇଁ କିଛି କାରଣ ନାହିଁ। ତୁମ୍ଭର ଅହଂକାର କବଳେ ମିଛ, ଏବଂ ତାହା ସତ୍ଯକୁ ଘାଡ଼ୋଇ ଦିଏ।
15 ଏହିପ୍ରକାର "ଜ୍ଞାନ" ପରମେଶ୍ବରଙ୍କଠାରୁ ଆ ସେ ନାହିଁ। ମାତ୍ର ଏହି "ଜ୍ଞାନ" ସଂସାରରୁ ଆ ସେ। ଏହା ଆତ୍ମିକ ନୁହେଁ। ଏହା ଶୟତାନଠାରୁ ଆସିଛି।
16 ଯେଉଁଠା ରେ ଈର୍ଷାଭାବ ଓ ସ୍ବାର୍ଥପର ମନୋଭାବ ଅଛି, ସହେିଠା ରେ ସମସ୍ତ ପ୍ରକାର ବିଶୃଙ୍ଖଳା ଓ ସମସ୍ତ ପ୍ରକାରର ମନ୍ଦତା ଦଖାଯାେଏ।
17 କିନ୍ତୁ ପରମେଶ୍ବରଙ୍କଠାରୁ ଆସିଥିବା "ଜ୍ଞାନ" ଏହିପରି : ପ୍ରଥମ ରେ ଏହା ପବିତ୍ର, ଶାନ୍ତିପୂର୍ଣ୍ଣ, ଭଦ୍ର ଓ ପ୍ରସନ୍ନ ଅଟେ। ଯେଉଁମାନେ ଅସୁବିଧା ବା କଷ୍ଟ ରେ ପଡ଼ିଛନ୍ତି, ଏହି ଜ୍ଞାନ ସମାନଙ୍କେୁ ସାହାୟ୍ଯ କରିବା ପାଇଁ ସର୍ବଦା ପ୍ରସ୍ତୁତ ଥାଏ ଓ ଏହା ଅନ୍ୟମାନଙ୍କର ମଙ୍ଗଳ କରେ। ଏହି ଜ୍ଞାନ ସର୍ବଦା ନିରପେକ୍ଷ ଓ ନିଷ୍ଠାପର ଅଟେ।
18 ଯେଉଁ ଲୋକମାନେ ଶାନ୍ତିପୂର୍ଣ୍ଣ ଭାବରେ ଶାନ୍ତି ପାଇଁ କାମ କରନ୍ତି, ସମାନେେ ଧାର୍ମିକ ଜୀବନଯାପନ ଦ୍ବାରା ସେଥିରୁ ଉତ୍ପନ୍ନ ଉତ୍ତମ ବିଷୟମାନ ପାଆନ୍ତି।




ଅଧ୍ୟାୟ 4

1 ପରମେଶ୍ବରଙ୍କଠା ରେ ସମର୍ପିତ ହୁଅ ତୁମ୍ଭେ କ'ଣ ଜାଣିଛ କି ତୁମ୍ଭମାନଙ୍କ ଭିତ ରେ ଝଗଡ଼ା ଓ ୟୁକ୍ତିତର୍କ କାହିଁକି ହୁଏ ? ତୁମ୍ଭର ଝଗଡ଼ା ଓ ୟୁକ୍ତିତର୍କ ସ୍ବାର୍ଥପର ଇଚ୍ଛାରୁ ଆ ସେ ଓ ତୁମ୍ଭ୍ ମଧିଅରେ ବିବାଦ ସୃଷ୍ଟି କରିଥାଏ ?
2 ତୁମ୍ଭମାନେେ ଅନକେ ବିଷୟ ଇଚ୍ଛା କର, କିନ୍ତୁ ପାଅ ନାହିଁ। ତେଣୁ ତୁମ୍ଭେ ଅନ୍ୟ ଲୋକମାନଙ୍କ ପ୍ରତି ଈର୍ଷାନ୍ବିତ ହାଇେ ସମାନଙ୍କେୁ ହତ୍ଯା କରିଥାଅ। ତଥାପି ତୁମ୍ଭେ ଇଚ୍ଛା କରୁଥିବା ବିଷୟଗୁଡ଼ିକ ପାଇ ପାର ନାହିଁ। ସେଥିପାଇଁ ତୁମ୍ଭେ ତର୍କବିତର୍କ କରିଥାଅ ଓ ବିବାଦ କରିଥାଅ। ଯେ ହତେୁ ତୁମ୍ଭେ ପରମେଶ୍ବରଙ୍କୁ ତୁମ୍ଭର ଦରକାରୀ ବିଷୟଗୁଡ଼ିକ ମାଗି ନ ଥାଅ, ତେଣୁ ତୁମ୍ଭମାନେେ ସଗେୁଡ଼ିକ ପାଇ ନ ଥାଅ।
3 ବା ଯେତବେେଳେ ତୁମ୍ଭେ ମାଗ, ତାହା ପାଅ ନାହିଁ। କାହିଁକି ? କାରଣ ଯେଉଁ କାରଣରୁ ତୁମ୍ଭେ ମାଗ, ତାହା ଭୁଲ ଥାଏ। ତୁମ୍ଭେ ନିଜର ଅଭିଳାଷ ପାଇଁ ଯେପରି ସଗେୁଡ଼ିକୁ ବ୍ଯବହାର କରିପାର, ସେଥିପାଇଁ ସହେିସବୁ ମାଗିଥାଅ।
4 ଏହାଦ୍ବାରା ତୁମ୍ଭମାନେେ ପରମେଶ୍ବରଙ୍କ ନିକଟରେ ବିଶ୍ବସ୍ତ ନୁହଁ। ତୁମ୍ଭେ ଜାଣି ରଖିବା ଉଚିତ ଯେ, ଜଗତକୁ ଭଲ ପାଇବା ଓ ପରମେଶ୍ବରଙ୍କୁ ଘୃଣା କରିବା ବିଷୟ ସମାନ। ଅତଏବ ଯଦି କହେି ଏହି ସଂସାରର ଅଂଶୀ ହବୋ ପାଇଁ ଇଚ୍ଛା କରେ, ତବେେ ସେ ନିଜକୁ ପରମେଶ୍ବରଙ୍କୁ ଶତ୍ରୁ କରି ପକାଏ।
5 ତୁମ୍ଭେ କ'ଣ ଭାବୁଛ କି ଶାସ୍ତ୍ରର ଅର୍ଥ କିଛି ନାହିଁ ? ଶାସ୍ତ୍ର କୁ ହେ : "ପରମେଶ୍ବର ଆମ୍ଭ ମଧିଅରେ ବାସ କରିବା ପାଇଁ ଯେଉଁ ଆତ୍ମାଙ୍କୁ ଦଇେଛନ୍ତି, ସେ ଆମ୍ଭକୁ ସମ୍ପୂର୍ଣ୍ଣରୂପେ ଅଧିକାର କରିବା ନିମନ୍ତେ ଚାହାଁନ୍ତି।"334
6 କିନ୍ତୁ ପରମେଶ୍ବର ଆମ୍ଭକୁ ଦଇେଥିବା ଅନୁଗ୍ରହ ଅତି ମହାନ ଅଟେ। ଯେପରି ଶାସ୍ତ୍ର କୁ ହେ : "ପରମେଶ୍ବର ଅହଂକାରୀ ଲୋକମାନଙ୍କର ବିରୋଧୀ, କିନ୍ତୁ ସେ ନମ୍ର ଲୋକମାନଙ୍କୁ ଅନୁଗ୍ରହ କରନ୍ତି।"335
7 ଅତଏବ ନିଜକୁ ପରମେଶ୍ବରଙ୍କଠା ରେ ସମର୍ପିତ କର। ଶୟତାନକୁ ବାଧା ଦିଅ, ତା ହେଲେ ସେ ତୁମ୍ଭଠାରୁ ଦୂ ରଇେ ୟିବ।
8 ପରମେଶ୍ବରଙ୍କ ନିକଟକୁ ଆସ, ତବେେ ସେ ମଧ୍ଯ ତୁମ୍ଭମାନଙ୍କ ନିକଟକୁ ଆସିବେ। ତୁମ୍ଭମାନେେ ପାପୀ ଅଟ। ଅତଏବ ତୁମ୍ଭମାନଙ୍କ ଜୀବନରୁ ପାପକୁ ପରିଷ୍କାର କର। ତୁମ୍ଭେ ଏକା ସମୟରେ ପରମେଶ୍ବର ଓ ସଂସାର, ଉଭୟର ଅନୁସରଣ କରିବାକୁ ଚେଷ୍ଟା କରୁଛ। ତୁମ୍ଭର ଚିନ୍ତାଧାରାକୁ ପବିତ୍ର କର।
9 ଦୁଃଖି ହୁଅ, ଦୁଃଖ ପ୍ରକାଶ କର ଓ କ୍ରନ୍ଦନ କର ! ତୁମ୍ଭର ହାସ୍ଯକୁ କ୍ରନ୍ଦନ ରେ ବଦଳାଇ ଦିଅ। ତୁମ୍ଭର ପ୍ରଫୁଲତାକୁ ଦୁଃଖ ରେ ବଦଳାଅ।
10 ପ୍ରଭୁଙ୍କ ଆଗ ରେ ନମ୍ର ହୁଅ ଓ ସେ ତୁମ୍ଭକୁ ମହାନ୍ କରିବେ।
11 ଭାଇ ଓ ଭଉଣୀମାନେ ! ପରସ୍ପର ବିରୁଦ୍ଧ ରେ କିଛି କୁହ ନାହଁ। ତୁମ୍ଭେ ଯଦି ଖ୍ରୀଷ୍ଟଙ୍କଠା ରେ ଥିବା ତୁମ୍ଭର କୌଣସି ଭାଇର ସମାଲୋଚନା କରୁଛ ବା ବିଚାର କରୁଛ ; ତା ହେଲେ ସେ ଯେଉଁ ବ୍ଯବସ୍ଥା ପାଳନ କରୁଛି, ତୁମ୍ଭେ ତା'ର ସମାଲୋଚନା କରୁଛ। ଯଦି ତୁମ୍ଭେ ଖ୍ରୀଷ୍ଟ ରେ ଥିବା ଜଣେ ଭାଇର ବିଚାର କର, ତବେେ ତୁମ୍ଭେ ପ୍ରକୃତ ରେ ସେ ପାଳନ କରୁଥିବା ବ୍ଯବସ୍ଥାର ବିଚାର କରୁଛ। ଏବଂ ତୁମ୍ଭେ ଯଦି ବ୍ଯବସ୍ଥାର ବିଚାର କରୁଛ, ତବେେ ତୁମ୍ଭେ ବ୍ଯବସ୍ଥାର ପାଳନ କରୁ ନାହଁ। ତୁମ୍ଭେ ନିଜେ ତାହାର ବିଚାରପତି ହାଇଗେଲ।
12 କବଳେ ପରମେଶ୍ବର ହିଁ ବ୍ଯବସ୍ଥା ରଚନା କରନ୍ତି। ସେ ହେଉଛନ୍ତି ଏକମାତ୍ର ବିଚାରପତି। ସେ କବଳେ ରକ୍ଷା କରିପାରନ୍ତି ଓ ବିନାଶ ମଧ୍ଯ କରିପାରନ୍ତି। ଅତଏବ ଅନ୍ୟ କୌଣସି ଲୋକର ବିଚାର କରିବାର ତୁମ୍ଭ ପକ୍ଷ ରେ ଠିକ୍ ନୁହେଁ।
13 ତୁମ୍ଭ ଭିତ ରେ କହେି କହେି କୁହନ୍ତି, "ଆମ୍ଭେ ଆଜି ବା କାଲି କୌଣସି ସହରକୁ ୟିବୁ। ଆମ୍ଭେ ସଠାେରେ ବର୍ଷେ ରହିବୁ ଓ ବ୍ଯବସାୟ କରି ଧନ ଅର୍ଜନ କରିବୁ।" ଶୁଣ ! ଏହି ବିଷୟ ରେ ଚିନ୍ତା କର :
14 ତୁମ୍ଭେ ଜାଣି ନାହଁ, ଆସନ୍ତା କାଲି କଣ ଘଟିବ ! ତୁମ୍ଭ ଜୀବନଟି ଗୋଟିଏ କୁହୁଡ଼ି ତୁଲ୍ଯ। ତୁମ୍ଭେ ତାହାକୁ ଅଳ୍ପ ସମୟ ଧରି ଦେଖିପାରିବ, ତାପରେ ସେ ଚାଲିଯାଏ।
15 ଅତଏବ ତୁମ୍ଭେ କହିବା ଉଚିତ : "ଯଦି ପରମେଶ୍ବରଙ୍କ ଇଚ୍ଛା ଥାଏ, ଆମ୍ଭେ ଜୀବିତ ରହିବୁ ଓ ଏହା କରିବୁ ବା ତାହା କରିବୁ।"
16 କିନ୍ତୁ ଏବେ ତୁମ୍ଭେ ଅହଂକାର କରି ଗର୍ବ କରୁଛ। ଏହିପ୍ରକାର ଅହଂକାର କରିବା ଅନୁଚିତ ଅଟେ।
17 ଯଦି ଜଣେ ଲୋକ ଭଲ କାମ କରିବାକୁ ଜାଣି ସୁଦ୍ଧା ତାହା କରେ ନାହିଁ, ତା ହେଲେ ସେ ପାପ କରିଥାଏ।




ଅଧ୍ୟାୟ 5

1 ଧନୀ ଲୋକେ ! ଶୁଣ ! କ୍ରନ୍ଦନ କର ଓ ଅତି ଦୁଃଖିତ ହୁଅ। କାରଣ ଅତ୍ଯଧିକ କ୍ଲେଶ ତୁମ୍ଭ ଉପରେ ମାଡ଼ି ଆସୁଛି।
2 ତୁମ୍ଭର ଧନସବୁ ନଷ୍ଟ ହାଇଯୋଇଛି ଓ ମୂଲ୍ଯହୀନ ହାଇେ ପଡ଼ିଛି। ତୁମ୍ଭର ପୋଷାକ ପୋକ ଖାଇ ଯାଇଛନ୍ତି।
3 ତୁମ୍ଭର ସୁନା ଓ ରୂପା ରେ କଳଙ୍କି ଲାଗି ଯାଇଛି। ଏହା ନଷ୍ଟ ହାଇେ ପ୍ରମାଣ କରୁଛି ଯେ, ତୁମ୍ଭେ ଭୁଲକାର୍ୟ୍ଯ କରିଛ। ସହେି କଳଙ୍କ ତୁମ୍ଭ ଶରୀରକୁ ଅଗ୍ନି ଭଳି ଗ୍ରାସ କରି ଦବେ। ଶଷଦେିନଗୁଡ଼ିକରେ ତୁମ୍ଭେ ନିଜର ଧନ ସଞ୍ଚୟ କରୁଅଛ।
4 ଲୋକେ ତୁମ୍ଭ କ୍ଷତମାନଙ୍କେ ରେ କାମ କଲେ, କିନ୍ତୁ ତୁମ୍ଭେ ତାହାଙ୍କୁ ସମାନଙ୍କେର ମଜୁରୀ ଦଲେ ନାହିଁ। ସମାନେେ ତୁମ୍ଭ ବିରୁଦ୍ଧ ରେ କ୍ରନ୍ଦନ କରୁଛନ୍ତି। ସମାନେେ ତୁମ୍ଭ ପାଇଁ ଶସ୍ଯ ଆମଦାନୀ କଲେ। ଏବେ ସ୍ବର୍ଗୀୟ ସନୋବାହିନୀ ରେ ପ୍ରଭୁ ସମାନଙ୍କେ ଚିତ୍କାର ଶୁଣିଛନ୍ତି।
5 ପୃଥିବୀ ରେ ତୁମ୍ଭ ଜୀବନ ବିଳାସପୂର୍ଣ୍ଣ ଥିଲା। ତୁମ୍ଭେ ଯାହା ଇଚ୍ଛା କରିଥିଲ, ତାହା ପୂରଣ କରି ନିଜକୁ ଆନନ୍ଦିତ କଲ। ତୁମ୍ଭେ ବଳି ଦିବସ ପାଇଁ ପ୍ରସ୍ତୁତ ଥିବା ଏକ ପଶୁପରି ନିଜକୁ ମାଟେ କଲ।
6 ତୁମ୍ଭେ ଉତ୍ତମ ଲୋକମାନଙ୍କୁ କୌଣସି ଦୟା ଦଖାଇେଲ ନାହିଁ। ସମାନେେ ତୁମ୍ଭର ବିରୋଧୀ ନ ଥିଲେ ମଧ୍ଯ, ତୁମ୍ଭେ ସମାନଙ୍କେୁ ହତ୍ଯା କରିଛ।
7 ଭାଇ ଓ ଭଉଣୀମାନେ, ର୍ଧୈୟ୍ଯ ରଖ, ପ୍ରଭୁ ଯୀଶୁ ଆସିବେ। ସହେି ସମୟ ପର୍ୟ୍ଯନ୍ତ ର୍ଧୈୟ୍ଯ ଧରି ରୁହ।
8 ଚାଷୀ ଯେପରି ନିଜ କ୍ଷତରେ ମୂଲ୍ଯବାନ ଶସ୍ଯ ବଢ଼ି ଉଠିବାକୁ ର୍ଧୈୟ୍ଯର ସହିତ ଆଶାରଖି, ଆରମ୍ଭ ଓ ଶଷେ ବର୍ଷା ପଡ଼ିବା ପର୍ୟ୍ଯନ୍ତ ର୍ଧୈୟ୍ଯର ସହିତ ଅପେକ୍ଷା କରେ, ତୁମ୍ଭମାନେେ ସହେିଭଳି ର୍ଧୈୟ୍ଯଶୀଳ ହବୋ ଉଚିତ୍। ନିଜର ଆଶା ଛାଡ଼ି ଦିଅ ନାହିଁ। ପ୍ରଭୁ ଯୀଶୁ ଶୀଘ୍ର ଆସୁଛନ୍ତି।
9 ଭାଇ ଓ ଭଉଣୀମାନେ, ପରସ୍ପର ବିରୁଦ୍ଧ ରେ ଅଭିଯୋଗ କର ନାହିଁ। ତୁମ୍ଭେ ଅଭିଯୋଗ କରିବା ବନ୍ଦ ନ କଲେ, ନିଜେ ଦୋଷୀ ବୋଲି ବିଚାରିତ ହବେ। ବିଚାରପତି ଆସିବାକୁ ପ୍ରସ୍ତୁତ ଅଛନ୍ତି।
10 ଭାଇ ଓ ଭଉଣୀମାନେ, ପ୍ରଭୁଙ୍କ ପାଇଁ ଭାବବାଣୀ କହିଥିବା ଭାବବାଦୀମାନଙ୍କ ଉଦାହରଣ ଅନୁସରଣ କର। ସମାନେେ ଅନକେ ଯାତନା ସହି ଥିଲେ ହେଁ ର୍ଧୈୟ୍ଯବାନ ଥିଲେ।
11 ଆମ୍ଭେ କହୁଛୁ ଯେ, ଯେଉଁମାନେ ସମାନଙ୍କେର ଅସୁବିଧାଗୁଡ଼ିକୁ ର୍ଧୈୟ୍ଯର ସହିତ ଗ୍ରହଣ କଲେ, ସମାନେେ ବର୍ତ୍ତମାନ ଖୁସି ରେ ଅଛନ୍ତି। ତୁମ୍ଭମାନେେ ଆୟୁବଙ୍କର ର୍ଧୈୟ୍ଯ336 କଥା ଶୁଣିଛ। ତୁମ୍ଭେ ଜାଣିଛ ଯେ, ଆୟୁବ ସବୁ କଷ୍ଟରୁ ଉତ୍ତୀର୍ଣ୍ଣ ହାଇେ ସାରିଲା ପରେ ପରମେଶ୍ବର ତାହାଙ୍କୁ ସାହାୟ୍ଯ କରିଥିଲେ। ଏହା ଦର୍ଶାଏ ଯେ, ପ୍ରଭୁ କରୁଣା ରେ ପୂର୍ଣ୍ଣ ଓ ଦୟାଳୁ ଅଟନ୍ତି।
12 ମାେ ଭାଇ ଓ ଭଉଣୀମାନେ ! ମନରେଖ ଯେ କୌଣସି ପ୍ରତିଜ୍ଞା କଲା ବେଳେ ଶପଥ କର ନାହିଁ। ଏହା ଅତି ଗୁରୁତ୍ବପୂର୍ଣ୍ଣ ଅଟେ। ତୁମ୍ଭର କଥାକୁ ସତ୍ଯ ବୋଲି ପ୍ରମାଣିତ କରିବା ପାଇଁ ସ୍ବର୍ଗ, ପୃଥିବୀ ବା ଅନ୍ୟ କିଛିର ନାମ ନିଅ ନାହିଁ। "ତୁମ୍ଭର ହଁ କଥା ହଁ ହେଉ, ଏବଂ ନା କଥା ନା ହେଉ। ଏପରି କଲେ ତୁମ୍ଭେ ଦୋଷୀ ସାବ୍ଯସ୍ତ ହବେ ନାହିଁ।"
13 ଯଦି କହେି ସଙ୍କଟ ରେ ପଡ଼ିଛି, ତା' ହେଲେ ସେ ପ୍ରାର୍ଥନା କରୁ। ଯଦି କହେି ଖୁସି ଅଛି, ତା ହେଲେ ସେ ଗୀତ ଗାଉ।
14 ଯଦି ତୁମ୍ଭ ମଧ୍ଯରୁ କହେି ଜଣେ ଅସୁସ୍ଥ ଅଛି, ତବେେ ସେ ମଣ୍ଡଳୀର ପ୍ରାଚୀନମାନଙ୍କୁ337 ଡ଼ାକିବା ଦରକାର। ସମାନେେ ପ୍ରଭୁଙ୍କ ନାମ ରେ ତାହାଙ୍କୁ ତଲେ ମଖାଇବେ ଓ ତାହାଙ୍କ ପାଇଁ ପ୍ରାର୍ଥନା କରିବେ।
15 ବିଶ୍ବାସ ରେ କରାଯାଇଥିବା ସହେି ପ୍ରାର୍ଥନା ରୋଗୀକୁ ସୁସ୍ଥ କରିଦବେ। ପ୍ରଭୁ ତାହାକୁ ସୁସ୍ଥ କରିବେ। ଯଦି ଏହି ଲୋକଟି ପାପ କରିଥାଏ, ତବେେ ପରମେଶ୍ବର ତାହାକୁ କ୍ଷମା କରିବେ।
16 ତୁମ୍ଭେ କରିଥିବା ପାପଗୁଡ଼ିକୁ ପରସ୍ପର ନିକଟରେ ସ୍ବୀକାର କର। ତା'ପରେ ପରସ୍ପର ପାଇଁ ପ୍ରାର୍ଥନା କର। ପରମେଶ୍ବର ଯେପରି ତୁମ୍ଭକୁ ସୁସ୍ଥ କରିଦିଅନ୍ତି, ସେଥିନିମନ୍ତେ ଏପରି କର। ଜଣେ ଧାର୍ମିକ ଲୋକ ଯେତବେେଳେ ନିରନ୍ତର ପ୍ରାର୍ଥନା କରେ, ସେତବେେଳେ ମହାନ ଘଟଣାମାନ ଘଟିଥାଏ।
17 ଏଲୀୟ ଆମ୍ଭ ଭଳି ଜଣେ ସାଧାରଣ ଲୋକ ଥିଲେ। ସେ ବର୍ଷା ନ ହବୋ ପାଇଁ ପ୍ରାର୍ଥନା କଲେ। ଏବଂ ଭୂମି ଉପରେ ତିନି ବର୍ଷ ଛଅମାସ ଧରି ବର୍ଷା ହେଲା ନାହିଁ
18 ତା'ପରେ ଏଲୀୟ ବର୍ଷା ହବୋ ପାଇଁ ପ୍ରାର୍ଥନା କଲେ। ଆକାଶରୁ ବର୍ଷା ହେଲା ଓ ପୃଥିବୀ ରେ ପୁନଃ ଶସ୍ଯ ଉତ୍ପନ୍ନ ହେଲା।
19 ମାେ ଭାଇ ଓ ଭଉଣୀମାନେ ! ତୁମ୍ଭ ଭିତରୁ ଯଦି ଜଣେ ସତ୍ଯରୁ ବିଚଳିତ ହାଇଯୋଏ, ତବେେ ଅନ୍ୟ ଜଣେ ତାହାକୁ ସତ୍ଯକୁ ଫରୋଇ ଆଣିବା ପାଇଁ ସାହାୟ୍ଯ କରୁ।
20 ଏହା ମନରେଖ : ଯେଉଁ ଲୋକ ମନ୍ଦ ମାର୍ଗରୁ ଜଣେ ପାପୀକୁ ଫରୋଇ ଆଣେ, ତବେେ ସେ ମୃତ୍ଯୁରୁ ତାହାର ଆତ୍ମାକୁ ରକ୍ଷା କରେ। ଏହା କରିବା ଦ୍ବାରା, ସହେି ଲୋକ ଅନକେ ପାପକ୍ଷମାର କାରଣ ହାଇପୋରିଥାଏ।